ଧାରୱାଡ଼ : କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ଅନେକ ରାଜ୍ୟ ତାଲାବନ୍ଦରେ ଅଛନ୍ତି । ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାଷୀ ଭାଇ କ୍ଷତିରେ ପଡ଼ିଛନ୍ତି । ସଂକ୍ରମଣରେ ଚାଷୀ ଭାଇଙ୍କ ସୁବିଧା ପାଇଁ କର୍ଣ୍ଣାଟକରେ…
ସାଧାରଣ ଲୋକଙ୍କ ପାଇଁ କାଳ ସାଜିଲା ମହାମାରୀ । ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଦେଲା ଭାଇରସ୍ । ତାଜା ତଥ୍ୟ ଅନୁସାରେ କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ପାଖାପାଖି ଏକ କୋଟିରୁ ଅଧିକ ଲୋକ ବେକାର ହୋଇଯାଇଛନ୍ତି । ସେହିପରି…
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ମଦର ହୋମ ଡେଲିଭରିକୁ ଅନୁମତି । ମୋବାଇଲ ଆପ୍ କିମ୍ବା ଅନଲାଇନ ୱେବ୍ ପୋର୍ଟାଲ ମାଧ୍ୟମରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି କେଜ୍ରିୱାଲ ସରକାର । ଏହା ପୂର୍ବରୁ ଛତିଶଗଡ଼ ସରକାର ମଦର…
ନୂଆଦିଲ୍ଲୀ : ଭୟ ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ସହ ବ୍ଲାକ୍ ଫଙ୍ଗସ୍ ମଧ୍ୟ ବ୍ୟାପିବାରେ ଲାଗିଛି । ମସ୍ତିଷ୍କକୁ ସିଧାସଳଖ ପ୍ରଭାବିତ କରୁଥିବା ଏହି ରୋଗ ବର୍ତ୍ତମାନ ଦେଶର ୨୬ ଟି ରାଜ୍ୟରେ ପହଞ୍ଚି…
ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଆଜି ସାରା ଦେଶରେ କଳା ଦିବସ ପାଳନ କରୁଛନ୍ତି ଡାକ୍ତର । ବାବା ରାମଦେବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ…
ଅଦୃଶ୍ୟ ଭାଇରସର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲ୍ଟା’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୋମବାର ଏହି ନାମ ରଖାଯାଇଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ…
ନୂଆଦିଲ୍ଲୀ : ଦେଶର ଅର୍ଥବ୍ୟବସ୍ଥାକୁ ଘାଇଲା କଲା ମହମାରୀ । କରୋନାର ଦ୍ୱିତୀୟ ଲହରୀରେ ଭାରତର ଅର୍ଥବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଭାରତ ସରକାରଙ୍କ ତାଜା ତଥ୍ୟ ଅନୁସାରେ ୨୦୨୦-୨୧ରେ ଜିଡିପି ୭.୩ ପ୍ରତିଶତ ହ୍ରାସ ପାଇଛି । ଚାରି…
ଆଳି(ବନମାଳୀ ସାହୁ) : ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ନକଲି ଡାକ୍ତର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରୁ। ଅଭିଯୋଗ ଅନୁସାରେ ଅରଗଳ ଗାଁର ମହିଳା ଡାଇରିଆରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ…
ବେଜିଂ : ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା ପାଲଟିଛି । ଜନସଂଖ୍ୟା ବୃଦ୍ଧି କାରଣରୁ ଖାଦ୍ୟ ନିରାପତ୍ତା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂଘର୍ଷ ଚାଲିଛି । ଗୋଟିଏପଟେ ସାରା ବିଶ୍ୱରେ ଜନସଂଖ୍ୟାକୁ…
ପାଟନା : ସଂକ୍ରମକୁ ଦୃଷ୍ଟିରେ ରଖି ବିହାରରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ସଂକ୍ରମଣ ସମର୍କିତ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଠ ଜୁନ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି…
ଚେନ୍ନାଇ : ସଂକ୍ରମଣ ପାଇଁ ସାଇକେଲର ଚାହିଦା ବଢିଛି । କରୋନା କାହା ପାଇଁ କାଳ ସାଜିଛି ତ ଆଉ କାହା ପାଇଁ ବରଦାନ । ସଂକ୍ରମଣରେ ଲୋକେ ତାଲାବନ୍ଦରେ ଥିବାବେଳେ ଦେଶରେ ସାଇକେଲ ବିକ୍ରି ବଢ଼ିଛି । ତୁଳନାତ୍ମକ ଭାବେ…
ଟିକାକରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ଏସଡିଏମଙ୍କ ନୂତନ ପଦକ୍ଷେପ ବିନା ଭ୍ୟାକ୍ସିନ ପ୍ରମାଣପତ୍ରରେ ମଦ ନେଇପାରିବେନି ଗ୍ରାହକ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଲେ ଏସଡିଏମ ଇଟାୱା : ଟିକାକରଣ ପ୍ରମାଣପତ୍ର ନଥିଲେ ମଦ ମିଳିବନି । ଗ୍ରାହକଙ୍କୁ ଦୋକାନ ଆଗରୁ ଫେରିବାକୁ…
ଦିସପୁର : କରୋନାକୁ ମାତ ଦେଲେ, ହେଲେ ନରପିଶାଚଙ୍କ ସାମ୍ନାରେ ହାରିଗଲେ । ଭାଇରସକୁ ହରାଇ ଘରକୁ ଫେରିଲା ବେଳେ ମହିଳାଙ୍କ ସହ ଗଣଦୁଷ୍କର୍ମ । ଆସାମର ଚରାଇଦେବ ଜିଲ୍ଲାରେ ଏପରି ଅମାନବୀୟ ଘଟଣା ଘଟିଛି । ସଂକ୍ରମଣ ଭୟ ଭିତରେ…
ୱାସିଂଟନ୍ : କୋଭିଡ୍-୧୯ ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି? କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ସାରା ବଶ୍ୱ ପ୍ରୟାସ ଜାରି ରଖିଛି । ଉହାନ୍ ଲ୍ୟାବରୁ କରୋନର ଭାଇରସ୍ ବାହାରିଛି…
ନୂଆଦିଲ୍ଲୀ : ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତଙ୍କୁ ଗର୍ଲଫ୍ରେଣ୍ଡ ସହ ବୁଲିଯିବା ମହଙ୍ଗା ପଡ଼ିଲା କି ? କିପରି ଧରାପଡ଼ିଲେ ମେହୁଲ ଚୋକସି ? ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍…
ନୂଆଦିଲ୍ଲୀ : ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଆଜି ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ…
ଚଣ୍ଡୀଗଡ଼ : ସଂକ୍ରମଣ ଚେନରେ ବ୍ରେକ୍ ଲଗାଇବାକୁ ହରିୟାଣାରେ ଆଉ ଏକ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ । ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରି ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଫଳରେ ୭ ଜୁନ ସକାଳ ପର୍ଯ୍ୟନ୍ତ ଲକଡାଉନ୍…
ନୂଆଦିଲ୍ଲୀ : ଡାକ୍ତରଙ୍କୁ ନେଇ ବାବା ରାମଦେବ ଦେଇଥିବା ବୟାନକୁ ନେଇ ଉତ୍ତେଜନା ଜାରି ରହିଛି । ଦିନ ଗଡ଼ିବା ସହ ରାମଦେବ ବାବାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍…
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୭ତମ ମନ୍ କି ବାତ୍ କରୋନା ସ୍ଥିତି ନେଇ ପରାମର୍ଶ ଓ ପଦକ୍ଷେପ ନେଇ ପ୍ରଶଂସା କଲେ କରୋନାର ଦ୍ୱିତୀୟ ଲହର ବହୁତ ଭୟଙ୍କର, ଅଧିକ ମୃତ୍ୟୁ ହେଉଛି ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧା ଦିନରାତି ପରିଶ୍ରମ କରୁଛନ୍ତି…
ବଳରାମପୁର : କରୋନା ସଂକ୍ରମଣ ରୋକିବା ପାଇଁ କେତେ ସଚେତନ ଆମ ଦେଶବାସୀ ? ପିପିଇ କିଟ୍ ପିନ୍ଧି ନଦୀରେ ଶବ ଫୋପାଡ଼ୁଛନ୍ତି ଲୋକେ । କରୋନାର ଦ୍ୱିତୀୟ ଲହରୀରେ ଏପରି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ମାନବିକତା ଉପରେ…