ମୁମ୍ବାଇ : ମହାରାଷ୍ଟ୍ରରେ ପାଇଁ ବଢ଼ିଲା ଲକଡାଉନ୍ । ଜୁନ୍ ୧ ପର୍ଯ୍ୟନ୍ତ କଡ଼ା କଟକଣା ଲାଗୁ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ନଆଣିଲେ ରାଜ୍ୟରେ ପ୍ରବେଶ ନିଷିିଦ୍ଧ । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର…
ଭୁବନେଶ୍ୱର : ରାଜ୍ୟର ୪ ଜିଲ୍ଲାରେ ହେବ ୫୫୦ କୋଭିଡ୍ ବେଡ୍ ବ୍ୟବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳରେ ଏହି ୫୫୦ଟି ବେଡ୍ ବ୍ୟବସ୍ଥା କରାଯିବ…
‘ତେରା ମୁଝସେ ହେ ପେହଲେ କା ନାତା କୋଇ . . ୟୁ ହିଁ ନେହିଁ ଦିଲ ଲୁଭାତା କୋଇ’ । ମୃତ୍ୟୁର କୋଳରେ ଶୋଇଥିବା ମା’କୁ କୋହମିଶା କଣ୍ଠରେ ଗୀତ ବୋଲି ଶେଷ ବିଦାୟ ଦେଲା ପୁଅ । ନିଷ୍ଠୁର,…
ବାସୁଦେବପୁର : କୋଭିଡ୍ ନିୟମର ଉଲଂଘନବେଳେ ଚଢ଼ାଉ କରିବାକୁ ଯାଇ ଆଉ ଜଣେ ତହସିଲଦାର ଦୁର୍ବୃତ୍ତଙ୍କ ଟାର୍ଗେଟରେ । ଏଥର ଆକ୍ରମଣର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର । ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ କୁମାରପୁର ପଞ୍ଚାୟତ…
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ରାତି ଅଧରେ ଜଣେ ବ୍ଲକ କର୍ମଚାରୀଙ୍କୁ ଘରୁ ଡାକି ମରଣାନ୍ତକ ଆକ୍ରମଣ ହୋଇଛି । ୫ରୁ ୭ଜଣ ଦୁର୍ବୁତ୍ତ ଗତକାଲି ରାତି ପ୍ରାୟ ୩ଟା ସମୟରେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ…
ମୁମ୍ବାଇ : ସଙ୍କଟ ସମୟର ଦେବଦୂତ । କରୋନା ରୋଗୀଙ୍କ ପାଇଁ ଭଗବାନ । ପାଲଟିଛନ୍ତି ମୁମ୍ବାଇର ଏକ ଡାକ୍ତର ଦମ୍ପତି । ସେବା ସହ ସାହାଯ୍ୟ ପାଇଁ ଆଗେଇ ଆସି ସୃଷ୍ଟି କରିଛନ୍ତି ମାନବିକତାର ନୂଆ ଉଦାହରଣ । ଔଷଧ…
ନୂଆଦିଲ୍ଲୀ : ମହାମାରୀରେ ରାଜନୈତିକ ଡୋଜ୍ । ଦେଶରେ କରୋନା ସଙ୍କଟ ଲଗାତାର ବୃଦ୍ଧି ପାଉଥିବା ବେଳେ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
ଦେଶରେ କରୋନାର ଦ୍ୱିତୀୟ ଲହରୀ ପାଇଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଦୈନିକ ସଂକ୍ରମିଣ ସବୁଦିନ ତିନି ଲକ୍ଷ ଉପରେ ରହୁଛି ଏବଂ ପ୍ରତିଦିନ ୪ ହଜାର ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଏହାରି ଭିତରେ କୁମ୍ଭମେଳା ଆୟେଜନ…
ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ…
ତ୍ରିଭେନ୍ଦ୍ରମ୍ : ସ୍ତ୍ରୀ ପାଖକୁ ଯିବା ପାଇଁ ବସ୍ ଚୋରି କଲେ ଯୁବକ । ତାଲାବନ୍ଦରେ ପରିବାର ପର୍ଯ୍ୟନ୍ତ ପହଞ୍ଚିବାକୁ କୌଣସି ରାସ୍ତା ଦେଖା ନଯିବାରୁ ୩୦ ବର୍ଷିୟ ଯୁବକ ବସ୍ ଚୋରାଇ ନେଲେ । କିନ୍ତୁ ଦୁଃଖର ବିଷୟ ଘରେ…
ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି । ୩ ଦୁର୍ବୃତ୍ତଙ୍କ ଦ୍ୱାରା ଡକାୟତିର ଶିକାର ହେଲେ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର…
ଗୁରୁଗ୍ରାମରେ ଏପ୍ରିଲ ୧ରୁ ୧୦ମେ ମଧ୍ୟରେ ୨୩୫ ଲୋକଙ୍କ ମୁଣ୍ଡ ନେଲା କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀରେ ଏବେ ସୁଦ୍ଧା ୫୯୯ ଲୋକଙ୍କ ଜୀବନ ଯାଇଛି ୨୩୫ ଲୋକଙ୍କୁ ମଧ୍ୟରୁ ୧୪୦ ଜଣ ପୁରୁଷ ଓ ୯୫ ମହିଳା…
ସର୍ବାଧିକ ଭାଗ ଜନସଂଖ୍ୟାକୁ ଟିକା ଦେଇଥିଲା ସିସେଲ୍ସ ସକ୍ରିୟ ସଂକ୍ରମିତ ସଂଖ୍ୟା ୨ ସପ୍ତାହରେ ୨ଗୁଣ ହେବା ପରେ ଚିନ୍ତା ଟିକା ଦକ୍ଷତାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଆବଶ୍ୟକ: ଡବ୍ଲୁଏଚ୍ଓ ଭୟଙ୍କର ଭାବେ କାୟା ମେଲାଉଛି କରୋନା ମହାମାରୀ । କୁହାଯାଉଛି ଏହାକୁ…
କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ । କେନ୍ଦୁଝର ଜିଲ୍ଲା କାରାଗାରରେ କିଛି ଦିନ ତଳେ ଜଣେ ରୋଗୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହାପରେ ସମ୍ପୃକ୍ତଙ୍କ ସାଥିରେ ଥିବା ଅନ୍ୟ ୩୦…
ବେଗୁସରାଇ : ଅତି ନିର୍ଦ୍ଦୟ ହୋଇଯାଇଛି କରୋନାର ଦ୍ୱିତୀୟ ଲହରୀ । ସମ୍ପର୍କ ଚିହ୍ନୁନି, ସାନବଡ଼ ଦେଖୁନି ସମସ୍ତଙ୍କୁ କବଳିତ କରୁଛି ଅଦୃଶ୍ୟ ଭାଇରସ୍ । ଦ୍ୱିତୀୟ ଲହରୀରେ ଅନେକ ଲୋକ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ବିହାରର ବେଗୁସରାଇରୁ…
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୭ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ…
ଭୁବନେଶ୍ୱର: ପୁଣି ରାଜ୍ୟରେ ସଂକ୍ରମଣ ୧୦ ହଜାର ଟପିଲା । ଗତ ଚାରି ଦିନ ହେବ ସଂକ୍ରମଣ ଧୀରେ ଧୀରେ ଖସୁଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ…
ଲକ୍ଷ୍ନୌ : ଦଶ ଦିନରେ କମିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ବିଗତ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ…
ନୂଆଦିଲ୍ଲୀ : ଭାରତର ସଙ୍କଟ ଘଡ଼ିରେ ମହାମାରୀର ମୁକାବିଲା କରିବାକୁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର । ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଭିତରେ ୧. ୫କୋଟି ଡଲାର ପ୍ରଦାନ କରିଛି ସୋସିଆଲ ମିଡ଼ିଆ କମ୍ପାନୀ । କରୋନାର…
ଆଗ୍ରା : ଖୋଲିବ ମଦ ଦୋକାନ । କରୋନା କର୍ଫ୍ୟୁ ମଧ୍ୟରେ ଉତ୍ତରପ୍ରଦେଶ ଆଗ୍ରା ଜନପଦରେ ମଦ ଦୋକାନ ଖୋଲିବ । ସୋମବାର ଦିନ ଜିଲ୍ଲା ଅବକାରୀ ଅଧିକାରୀ ନୀରେଶ ପାଲିଆଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ସମସ୍ତ ମଦ ଦୋକାନ…