ନୂଆଦିଲ୍ଲୀ : ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାରିଏଣ୍ଟର ନାମ ‘ଡେଲଟା’ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମେ ୧୨ରେ ଏହି ଭାରିଏଣ୍ଟ (B.1.617 )କୁ ଚିହ୍ନଟ କରାଯାଇଥିଲା । National Centre for Disease Controlର ସୂଚନା…
ମାଦିପୁର : ଦିଲ୍ଲୀର ମାଦିପୁରରରେ ଥିବା ଏକ ଜୋତା କାରଖାନାରେ ଗୁରୁବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଚପଲ ତିଆରି ପାଇଁ ଥିବା କଞ୍ଚାମାଲ ପୋଡ଼ି ଯାଇଛି । ତେବେ ନିଆଁ କିପରି ଲାଗିଛି ତା’ର କିଛି…
ଟେନସନ୍ ବଢ଼ାଇଲା ଏସବିଆଇ ରିପୋର୍ଟ ଦ୍ୱିତୀୟ ଲହରୀ ଠାରୁ ଅଧିକ ଘାତକ ହେବ ତୃତୀୟ ଲହରୀ ୯୮ ଦିନ ତାଣ୍ଡବ ରଚିବ ଅଦୃଶ୍ୟ ଭାଇରସ୍ ନୂଆଦିଲ୍ଲୀ : ଦେଶରେ ଥମିନି କରୋନାର ଦ୍ୱିତୀୟ ଲହରୀ । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ…
ସଙ୍କଟ କାଳରେ କର୍ମଚାରୀଙ୍କ ହିତ ଦୃଷ୍ଟିରୁ ବଡ଼ ନିଷ୍ପତ୍ତି ନେଲା ରିଲାଏନ୍ସ କମ୍ପାନୀ । କରୋନା ସଂକ୍ରମଣରେ ଜୀବନ ହାରୁଥିବା କର୍ମଚାରୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ । ମୃତ କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ପର୍ଯ୍ୟନ୍ତ…
ସଂକ୍ରମିତଙ୍କ ଶୌଚାଳୟ ସଫା କଲା କୁନି ପୁଅ ପାରିଶ୍ରମିକ ରୂପରେ ମିଳିଳା ୫୦ ଟଙ୍କା ଗ୍ରାମ ପଞ୍ଚାୟତ ସମିତିର ସଦସ୍ୟ ନିଲମ୍ବିତ ବୁଲଢ଼ାଣା : ସଂକ୍ରମଣ ସମୟରେ କୁନି ପୁଅର ଜୀବନ ସହ ଖେଳ । ଆଠ ବର୍ଷର କୁନି ପୁଅ…
ସମସ୍ତିପୁର : କରୋନା ସଂକ୍ରମଣରେ ସ୍ୱାମୀଙ୍କ ଜୀବନ ଚାଲିଗଲା । ଭାଇରସ୍ ହେଲା କାଳ । ସାତ ଜନମର ସାଥୀ ଅଧା ବାଟରେ ଛାଡ଼ି ସବୁଦିନ ପାଇଁ ଚାଲିଗଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ବିଷାଦଗ୍ରସ୍ତ ହୋଇ ଗୁମସୁମ୍ ହୋଇ ବସି…
କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ବଡ ପଦକ୍ଷେପ ନେଲେ ଉଦ୍ଧବ ଠାକରେ ସରକାର ଗ୍ରାମାଞ୍ଚଳରେ କରୋନା ରୋକିବାକୁ ‘କରୋନା ମୁକ୍ତ ଗ୍ରାମ’ ପ୍ରତିଯୋଗିତାର ଘୋଷଣା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୫୦ ଲକ୍ଷ, ଦ୍ୱିତୀୟ ୨୫ ଲକ୍ଷ ଏବଂ ତୃତୀୟ ପୁରସ୍କାର…
ଘରେ କରିପାରିବେ କରୋନା ଟେଷ୍ଟ । ଆଉ ହସ୍ପିଟାଲରେ ଯାଇ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆଇସିଏମଆର PanBio ନାମକ କରୋନା ଟେଷ୍ଟିଂ କିଟକୁ ମଞ୍ଜୁରୀ ପ୍ରଦାନ…
ପାଟନା : ଡ୍ୟୁଟି ସମୟରେ ମୋବାଇଲ ମନା । କରୋନା ସଙ୍କଟ ମଧ୍ୟରେ ବିହାର ପୋଲିସ୍ ନିଜ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଡ୍ୟୁଟି କରୁଥିବା ସମୟରେ ଅନାବଶ୍ୟକ ଭାବେ ପୋଲିସକର୍ମୀଙ୍କ ମୋବାଇଲ ଓ ସୋସିଆଲ ମିଡ଼ିଆ…
ନୂଆଦିଲ୍ଲୀ : ଫାଇଜର ଓ ମଡର୍ଣ୍ଣା ପରି ଭ୍ୟାକ୍ସିନକୁ ଭାରତର ମଞ୍ଜୁରୀ । ବିଦେଶୀ ଟିକା ଭାରତ ଆସିବାର ସମସ୍ତ ରାସ୍ତା ବର୍ତ୍ତମାନ ସଫା ହୋଇଯାଇଛି । ଉଭୟ କମ୍ପାନୀର ଟିକାକୁ ଲୋକାଲ ଟ୍ରାଏଲ କରାଯିବ ନାହିଁ । ଡ୍ରଗ୍ କଣ୍ଟ୍ରୋଲର୍…
ନୂଆଦିଲ୍ଲୀ : ଦୁଇ ମିନିଟରେ ତିଆରି ହେଉଥିବା ମ୍ୟାଗିର ନିର୍ମାତା କମ୍ପାନୀ ନେସଲେ ପୁଣି ପ୍ରଶ୍ନ ଘେରରେ । ବିଶ୍ୱର ବୃହତ୍ତମ ଖାଦ୍ୟ ଏବଂ ପାନୀୟ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ନେସଲେ ନିଜେ ସ୍ୱୀକାର କରିଛନ୍ତି ତାହାର ୬୦% ଖାଦ୍ୟ ସାମଗ୍ରୀ…
ବିିମୁଦ୍ରାକରଣ ସମ୍ପର୍କରେ କିପରି ଜାଣିପାରିଲେନି ଜ୍ୟୋତିଷ ? କରୋନା ଭାଇରସର ଭୟାବହତା ନେଇ ଜ୍ୟୋତିଷ ଶାସ୍ତ୍ରରେ କିଛି ଲେଖା ନାହିଁ ? ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ୍ ଦେଉଛନ୍ତି ଯୋଗଗୁରୁ ବାବା ରାମଦେବ । ଏଲୋପାଥି ବିବାଦ ଥମି ନଥିବା…
ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ବିବାଦ ଜାରି ରହିଥିବା ବେଳେ ବଡ଼ ବୟାନ୍ ଦେଲା ଡବ୍ଲୁଏଚଓ । ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ସାଜିଛି । B.1.617.2…
ଗୋଣ୍ଡା : ଉତ୍ତରପ୍ରଦେଶ ଗୋଣ୍ଡାରେ ସିଲିଣ୍ଡର ବିସ୍ଫୋରଣ ଘଟି ଭୁଶୁଡ଼ିଲା କୋଠା । କୋଠା ତଳେ ଦବିଯାଇ ୮ ମୃତ, ୭ ଜଣ ଗୁରୁତର । ଏହି ବିସ୍ଫୋରଣରେ ୧୫ ଜଣରୁ ଅଧିକ ଲୋକ ଫସି ଯାଇଥିବା ସୂଚନା ମିଳିଥିଲା ।…
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ତ୍ରାହି ପାଇଯିବ ନା ଭାରତକୁ ପ୍ରତ୍ୟାର୍ପଣ କରାଯିବ ? ଏହାକୁ ନେଇ ବୁଧବାର ସନ୍ଧ୍ୟା ୬.୩୦ରେ ନିଷ୍ପତ୍ତି ହୋଇଯିବ । କିଛି ଘଣ୍ଟା ପରେ ମେହୁଲ…
ମୁମ୍ବାଇ : ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ । ଏବେ ଅଧିକ ଜୋରିମାନା ଆଦାୟ କରିବ ବିଏମସି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ତଣ୍ଡ ଗଣିବେ ଲୋକେ । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ…
ମହାମାରୀକୁ ମାତ ଦେବାପରେ ୨-୬ ସପ୍ତାହ ସାବଧାନ ରୁହନ୍ତୁ ପିଲାଙ୍କ ଠାରେ ପୁଣି ଦେଖାଦେଉଛି କରୋନା ପରି ଲକ୍ଷଣ ନୂଆଦିଲ୍ଲୀ : ଶିଶୁଙ୍କ ଠାରେ କରୋନା ସଂକ୍ରମଣ ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ସରକାର । କରୋନାର ତୃତୀୟ ଲହରୀରେ ଶିଶୁଙ୍କ…
ଲଦାଖରେ ଭାରତର ସ୍ୱତନ୍ତ୍ର ପ୍ରସ୍ତୁତି । ଚୀନର ସମସ୍ତ ଚାଲର କଡ଼ା ଜବାବ ମିଳିବ । ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ( LAC) ରେ…
ପ୍ରତାପଗଡ଼ : ହାତରେ ବନ୍ଧୁକ, ବିବାହ ମଣ୍ଡପକୁ ଦବଙ୍ଗ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ କନ୍ୟା । ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ଟାଣି ପ୍ରଥମେ ଗୁଳି ଫୁଟାଇଲେ ତା’ ପରେ ବରକୁ ବରଣମାଳା ପିନ୍ଧାଇଲେ । ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜେଠୱାରା ପୋଲିସ…
ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବାକୁ ଦେଶରେ ଜୋରସୋରରେ ଚାଲିଛି ଟିକା ଉତ୍ପାଦନ ଓ ଟିକାକକରଣ ଅଭିଯାନ । ଏବେ ୩ଟି ଟିକା ପ୍ରଚଳନ ଥିବା ବେଳେ, ଆଗକୁ ଆ ହୁରି ଅନେକ ପ୍ରକାର ନୂଆ ଟିକା ଏହି ଅଭିଯାନରେ ସାମିଲ…