ଦିଲ୍ଲୀ : ସାଗର ହତ୍ୟାକାଣ୍ଡର ଅଭିଯୁକ୍ତ ଅଲମ୍ପିକ୍ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ହାତରେ ହକି ଧର ସୁଶୀଲ କୁମାର ସାଗରକୁ ମାଡ଼ ମାରୁଥିବା ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ…
ନୂଆଦିଲ୍ଲୀ : ସାଗର ଧନକର ହତ୍ୟା ଘଟଣାରେ ଆଶ୍ଚର୍ଯ୍ୟକର ଖୁଲାସା। ପ୍ରତିଶୋଧର ନିଆଁରେ ଜଳିଗଲା ଜୀବନ । ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିଆନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କୁ ଏବେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି…
ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଦେଶରେ ଜାରି ରହିଥିବା ଯୁଦ୍ଧରେ ଏବେ ଏକ ନୂଆ ଅସ୍ତ୍ର ସାମିଲ ହୋଇଛି । ଭାଇରସକୁ ମାତ୍ ଦେବାକୁ ଭାରତରେ ମନୋକ୍ଲୋନାଲ ଆଣ୍ଟିବଡି ଅର୍ଥାତ କକଟେଲ ଡ୍ରଗ୍ସର ବ୍ୟବହାର ଆରମ୍ଭ ହୋଇଯାଇଛି । ଆଜି…
ଗାନ୍ଧୀନଗର : ପ୍ରାଣଘାତୀ ମହାମାରୀ କରୋନାକୁ ମାତ୍ ଦେବାପରେ ଦାଉ ସାଧୁଛି ବ୍ଲାକ୍ ଫଙ୍ଗସ୍ ରୋଗ । କରୋନା ସଂକ୍ରମଣ ଭୟ ଭିତରେ ପାଞ୍ଚମାସ ହେବ ବ୍ଲାକ୍ ଫଙ୍ଗସ୍ ସହ ଅନବରତ ସଂଘର୍ଷ କରୁଛନ୍ତି ରାଜକୋଟ୍ ନିବାସୀ ବିମଲ୍ ଯୋଶୀ ।…
ନୂଆଦିଲ୍ଲୀ : କରୋନା କହର ମଧ୍ୟରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଙ୍କଟକୁ ବଢ଼ାଇ ଦେଇଛି । ସାରା ଦେଶରେ ଏବେ ସୁଦ୍ଧା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରେ ପହଞ୍ଚି ସାରିଛି । ଏହି ସଂକ୍ରମଣର ସବୁଠାରୁ ଅଧିକ…
ଚଣ୍ଡୀଗଡ଼ : ସଂକ୍ରମଣ ଭିତରେ ସ୍କୁଲ ଖୋଲିପାରେ । ହରିୟାଣାରେ ସଂକ୍ରମଣ ହ୍ରାସ ପାଉଥିବାରୁ ସ୍କୁଲ ଖୋଲିବା ସମ୍ଭାବନା ଦେଖାଦେଇଛି । ରାଜ୍ୟରେ ଆରୋଗ୍ୟ ହାର ୯୪.୩୮ ରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଜୁନ୍ ୧, ୨୦୨୧ ରୁ ବିଦ୍ୟାଳୟ…
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ ) : ପଣ୍ଡ ହେଲା ଡକାୟତି ଉଦ୍ୟମ । ସଂକ୍ରମଣ ସମୟରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କ୍ଷରାପଡ଼ିଲେ ଦୁର୍ଦ୍ଦାନ୍ତ ଅପରାଧୀ । ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ରାସ୍ତାରେ ପାଟ୍ରୋଲିଂ ସମୟରେ ଗୁରୁଣ୍ଡା-ଭୋଇପଡା ଗ୍ରାମ ମଝିରେ…
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭାବ ବିନୋଦିଆ କାଳିଆ କୁନି ଭକ୍ତ । କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ କିଛି ଦେଖନ୍ତିନି ଭକ୍ତର ଭକ୍ତି ଟିକକ ଦେଖନ୍ତି । ଭକ୍ତର ଭାବାବେଗ ସହ ଜଡିତ କାଳିଆ ସାଆନ୍ତ । ଦିନେ…
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚୁଥିବା ବେଳେ ତୃତୀୟ ଲହରୀକୁ ନେଇ ସତର୍କତା ବଢ଼ିଯାଇଛି । ଆଉ ଏପରି ସମୟରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିବା…
ନୂଆଦିଲ୍ଲୀ : ‘ରାଜଧାନୀ ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ’ । ମହାମାରୀର ଭୟାବହତା ସମ୍ପର୍କରେ ଜାଣି କିଛି ଦିନ ପୂର୍ବରୁ ଏପରି ଟ୍ୱିଟ କରିଥିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର । ଆଉ ଟ୍ୱିଟ୍ କରିବାର କିଛି ଦିନ ପରେ…
ନୂଆଦିଲ୍ଲୀ : କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ । ଭାରତରେ ଟିକାକରଣ ଚାଲିଥିବା ବେଳେ ଟିକାର ଅଭାବ ସମୟରେ ବଡ଼ ବୟାନ ଦେଇଛନ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କରୋନା ଟିକାର ଉତ୍ପାଦନ ବଢ଼ାଇବା ପାଇଁ ଅନ୍ୟ କମ୍ପାନୀକୁ ଲାଇସେନ୍ସ ଦେବା ଆବଶ୍ୟକ,…
୩୦୦ରୁ ଅଧିକ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିଥିଲେ ନିଜେ କରୋନା ସଂକ୍ରମିତ ହେବା ପରେ ୩ ଘଣ୍ଟା ପର୍ଯ୍ୟନ୍ତ ମିଳିଲାନି ବେଡ ଅକାଳରେ ଚାଲିଗଲା ଜୀବନ ହିସାର : ନିର୍ଦ୍ଦୟ ହୋଇଗଲା ମହାମାରୀ । ଆଉ ଜଣେ ଗରିବଙ୍କ ଦେବଦୂତକୁ କବଳିତ…
କୋଲାର : ବେଦୀ ସଜା ହୋଇଥିଲା । ବାଜାବାଣରେ ଉଚ୍ଛୁଳି ଉଠୁଥିଲା ଘର ପରିବାର । କରୋନା ନିୟମ ଉଲ୍ଲଂଘନ କରି ଦୁଇ ଦୁଇଟି ଝିଅ ଗୋଟିଏ ଦିନରେ ବିବାହ କରୁଥିଲେ ପରିବାର ଲୋକ । ବେଶ ଖୁସିବାସିରେ ମଣ୍ଡପରେ ଦୁଇ…
ସଙ୍କଟର ଘଡ଼ିରେ ବୁଝିହେଲା ପ୍ରକୃତିର ପ୍ରକୃତ ମୂଲ୍ୟ । ପ୍ରକୃତି ସହ ଖେଳ ବହୁତ ହୋଇଗଲା । ଏବେ ସଚେତନ ହେବାର ସମୟ ଆସିଛି । ଜୈବ ବିବିଧତା କ୍ଷତି ସମ୍ପର୍କରେ ବୁଝିବା ପାଇଁ ଭାରତୀୟ ତିନି ଗୁଣା ଅଧିକ ଗୁଗଲ…
କୋଭିଡ ସେଣ୍ଟର ପରିଦର୍ଶନ ସମୟରେ ମଇଳା ଶୌଚାଳୟ ଦେଖିଲେ ବିଜେପି ସାଂସଦ ବ୍ରସ ନମିଳିବାରୁ ହାତରେ ଘସି ଘସି ଟଏଲେଟ୍ ସଫା କଲେ ଜନାର୍ଦ୍ଦନ ମିଶ୍ରା ରିୱା : ଜନତାଙ୍କ ନେତା ଜନାର୍ଦ୍ଦନ । ଭୋଟ ପାଇବା ପରେ ଭୋଟରଙ୍କୁ ଭୁଲିଯାଉଥିବା…
ବିନା ମାସ୍କରେ ବୁଲୁଥିଲେ ମହିଳା ଅଟକାଇବାରୁ ମହିଳା ପୋଲିସକୁ ଚାପୁଡ଼ା ମାରିଲେ ମା’ଝିଅକୁ ଜେଲ ପଠାଇଲା ପୋଲିସ୍ ସାଗର : କରୋନା ମହାମାରୀର ସଙ୍କଟ ସମୟରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିନା ମାସ୍କରେ ବୁଲୁଥିଲେ ମହିଳା ଓ ତାଙ୍କ ଝିଅ…
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭୀଷଣ ଶବ୍ଦ କରି ଫାଟିଗଲା କଂକ୍ରିଟ ଢଳେଇ ରାସ୍ତା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଚଣ୍ଡ ଶବ୍ଦ ହୋଇ ଗାଁ ରାସ୍ତା ଫାଟି ଯାଇଛି , ଫଳରେ ଭୟରେ ସାରା ରାତି ଶୋଇ ପାରିନାହାନ୍ତି ଗାଁ…
ଚୀନ ଯୁବକଙ୍କୁ ମିଳୁନି କନ୍ୟା । ବଢ଼ି ବଢ଼ି ଚାଲିଛି ଅବିବାହିତଙ୍କ ସଂଖ୍ୟା । ବିବାହ ପାଇଁ ଝିଅ ଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ବିବାହ ପାଇଁ କନ୍ୟା ମିଳୁନାହାନ୍ତି । ଚାଇନାରେ ପ୍ରାୟ…
ଅମର ହୋଇଗଲେ ଯୋଦ୍ଧା କରୋନାରେ ଜୀବନ ହାରିଲେ ପ୍ରସିଦ୍ଧ ଡାକ୍ତର କେ କେ ଅଗ୍ରୱାଲ ସେ ଆଇଏମଏ (IMA) ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ସହ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି କରୋନା କାଳରେ ଭିଡିଓ ମାଧ୍ୟରେ ଲୋକଙ୍କୁ ସଚେତନ କରୁଥିଲେ ଜୀବନ…
ଓ୍ୱାଶିଂଟନ: କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ କରୋନା ସଙ୍କଟ ଟଳିଯାଇଛି । ମାସ୍କ ହଟାଇ ଦେଶରେ ସଂକ୍ରମଣ କମିଥିବା ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଯେଉଁମାନେ ଟିକା ନେଇସାରିଛନ୍ତି, ସେମାନେ ବିନା ମାସ୍କରେ ବାହାରକୁ…