ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ । ଆଜି ୧୦ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତକାଲି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦,୬୩୫ ଜଣ…
ବାରିପଦା : ହାତୀ ଆକ୍ରମଣରେ ଆଈନାତୁଣୀ ମୃତ, ଆଉ ଜଣେ ଗୁରୁତର । ଏହିପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ଅଂଚଳ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲରେ । ଆଜି ସକାଳ ସମୟରେ ଦୁଧକୁଣ୍ଡି ଗାଁର କିଛି…
ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନ ମୂଲ୍ୟ ପରେ ଏବେ ତା’ ଉପରେ ଲାଗୁଥିବା ଟ୍ୟାକ୍ସକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି । ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭ୍ୟାକ୍ସିନ କିଣିଲେ ଲାଗୁଥିବା ଜିଏସଟି ହଟାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ…
ମୃତ୍ୟୁ ନୀରବ ଆଉ ନିଷ୍ଠୁର । ସୋନୁ ସୁଦଙ୍କ ଶତ ଚେଷ୍ଟା ସତ୍ତ୍ୱେ ଚାଲିଗଲା ଜୀବନ । କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଭାବୁକ ହେଲେ ଗରିବଙ୍କ ମସିହା । କରୋନାର ଭୟାନକ ମାହୋଲରେ ଅଭିନେତା ସୋନୁ ସୁଦ୍ ପାରୁ ପର୍ଯ୍ୟନ୍ତ ଲୋକଙ୍କୁ…
ଚେନ୍ନାଇ : ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲାଗୁ ହେଲା ସମ୍ପୂର୍ଣ୍ଣ ଲକଡାଉନ୍ । କରୋନା ଚେନରେ ବ୍ରେକ୍ ଲଗାଇବା ଲାଗି ମେ ୧୦ରୁ ମେ ୨୪ ଯାଏ ତାମିଲନାଡୁରେ ଲକଡାଉନ୍ ଘୋଷଣା କରିଛନ୍ତି ତାମିଲନାଡୁର ନୂତନ ଡିଏମକେ…
ନୂଆଦିଲ୍ଲୀ : କରୋନା ମହାମାରୀର କହର ସାରା ବିଶ୍ୱରେ ବଢ଼ିବାରେ ଲାଗିଛି । କିନ୍ତୁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବେ ଚିନ୍ତାଜନକ ରହିଛି । ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ମଧ୍ୟ ଲଗାମ…
ବେଙ୍ଗାଲୁର : ଦୈନିକ ମୃତ୍ୟୁ ଓ ପଜିଟିଭ୍ ହାରରେ ବ୍ରେକ ଲଗାଇବା ପାଇଁ ଦୁଇ ସପ୍ତାହର ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । କରୋନା ସଂକ୍ରମଣକୁ କମ୍ କରିବାକୁ ସାରା ରାଜ୍ୟରେ କର୍ଫ୍ୟୁ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିଲାନି…
ତ୍ରିଭେନ୍ଦ୍ରମ୍ : କେରଳରେ ଲାଗୁ ହେଲା ୮ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ । ମହାମାରୀ କରୋନାର ଦ୍ୱିତୀୟ ଲହରରେ ଅନ୍ୟତମ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି କେରଳ । ଆଉ ଏଥିପାଇଁ ଏଥିରେ ବ୍ରେକ୍ ଲଗାଇବା ପାଇଁ ବିଜୟନ ସରକାର ଏହି…
ନୂଆଦିଲ୍ଲୀ : ମହାମାରୀର ମହାସଙ୍କଟ ମଧ୍ୟରେ ଆଉ ବ୍ୟାଙ୍କ ଦଉଡ଼ିବାକୁ ପଡ଼ିବନି । ମାତ୍ର ଗୋଟିଏ କଲରେ ହୋଇପାରିବ ଅନେକ କାମ । କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ…
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଭୟ ବଢ଼ାଉଛି କରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅଲୋଡ଼ା ରେକର୍ଡ ସୃଷ୍ଟି କରୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ରାଜ୍ୟର କରୋନା ସ୍ଥିତି ଧୀରେ ଧୀରେ…
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ମୃତକଙ୍କ ସଂଖ୍ୟା । ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଲୋକେ ଭୟରେ ଜୀବନ…
ଭାରତୀୟଙ୍କ ପାଇଁ ସମବେତ ପ୍ରାର୍ଥନା । ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଓଂ ନମଃ ଶିବାୟ ଜପ କରୁଛନ୍ତି ଇସ୍ରାଏଲବାସୀ । ଭାରତକୁ ବର୍ତ୍ତମାନ ମୃତ୍ୟର ଦୂତ ଧରି ଆସିଛି କରୋନାର ଦ୍ଵିତୀୟ ଲହରୀ । ଚାରିଆଡେ ନୀରବତା ,…
ଦେଶରେ କ୍ଷୁଦ୍ର ଚାଷୀଙ୍କ ପାଇଁ କେନ୍ଦ୍ରରେ ମୋଦି ସରକାର ଅନେକ ଯୋଜନା ମାନ ଉପସ୍ଥାପନ କରିଛନ୍ତି । ଏଥି ମଧ୍ୟରୁ କିସାନ ସମ୍ମାନ ନିଧି ଯୋଜନା ଅନୁସାରେ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ଦିଆଯାଉଛି । କିନ୍ତୁ କେନ୍ଦ୍ର ସରକାରଙ୍କ…
ନୟାଗଡ଼(ଆତ୍ତ୍ରତ୍ରାଣ ପ୍ରଧାନ): ପୁଣି ଜଙ୍ଗଲରେ ଲାଗିଲା ନିଆଁ। ନୟାଗଡ଼ ମହାନଦୀ ତଟରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଗଣିଆ ବ୍ଳକ ରାସଙ୍ଗ ପଚାଂୟତର କାଦୁଆ ଓ ରାସଙ୍ଗ ଆମ୍ବତୋଟାର ପାର୍ଶ୍ବବର୍ତ୍ତୀ ଅଚଂଳ ଏବଂ ନିକଟସ୍ଥ ମହାନଦୀ…
ଗୁରୁଗ୍ରାମ: ମହାମାରୀ ଭୟ ମାରିଦେଉଛି ମାନବିକତା । ସାଇବର ସିଟି ଗୁରୁଗ୍ରାମରେ ଘଟିଛି ଲଜ୍ୟାଜନକ ଘଟଣା । କରୋନା ରେୀଗୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଗୁରୁଗ୍ରାମରୁ ଲୁଧିଆନା ଯିବାପାଇଁ କରୋନା ସଂକ୍ରମିତ ରୋଗୀଙ୍କ ଠାରୁ ୧.୨୦ ଲକ୍ଷ…
ଲକ୍ଷ୍ନୌ : ହାରିଗଲା ଭାଇରସ୍, ଜିତିଗଲେ ବୃଦ୍ଧା । ଦୃଢ଼ ମନୋବଳ ଆଗରେ ହାରିଲା ଅଦୃଶ୍ୟ ଭାଇରସ୍ । କରୋନା ମହାମାରୀର ମୁକାବିଲା କରି ଜିତିଲେ ବୃଦ୍ଧ ମହିଳା । ଘରେ ରହି ଭାଇରସକୁ ହରାଇଲେ ୧୦୦ ବର୍ଷୀୟ ଜାନକୀ ଠୁକରାଲ…
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠେଟାର ନିଷ୍ପତ୍ତି ନେଲେ କେଜ୍ରିୱାଲ ସରକାର । ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।…
ଅହମଦାବାଦ : ପୂର୍ବତନ କ୍ରିକେଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ସହ ନିଜ ବୋହୂର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତିି ଅହମ୍ମଦାବାଦ ପୋଲିସ ବିଭାଗରୁ ଅବସର ନେଇଥିବା ଜଣେ ବୃଦ୍ଧ । କେବଳ…
ସନ୍ତକବୀରନଗର : ପ୍ରେମ ପ୍ରତାରଣାର ଆଉ ଏକ କୋହଭରା କାହାଣୀ । ପ୍ରେମିକକୁ ବିବାହ କରି ଖୁସିରେ ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖୁଥିଲେ ଯୁବତୀ । ଆଉ ଏଥିପାଇଁ ମହାମାରୀର ସଙ୍କଟ ଭିତରେ ବି ଧାଇଁ ଆସିଥିଲେ ମନର ମଣିଷ…
ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲହର ସାରା ଦେଶରେ ତାଣ୍ଡବ ରଚିଥିବା ବେଳେ ତୃତୀୟ ଲହର ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଜି ଦିଲ୍ଲୀରେ ଅକ୍ସିଜେନ ଅଭାବ ସମ୍ପର୍କରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଜଧାନୀ ଦିଲ୍ଲୀ…