• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର� ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

sbi
ଖୁସିଖବର : ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଲା ଏସବିଆଇ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ଖୁସି ଖବର । ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ଅଣ ଘରୋଇ ଶାଖାଗୁଡ଼ିକରେ ନଗଦ ଟଙ୍କା…

mehul
ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ : ଡୋମିନିକା ଜେଲରେ ବନ୍ଦ ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମେହୁଲ ଚୋକିସି ଏବେ ଡୋମିନିକା ପୋଲିସ ହାଜତରେ ଅଛନ୍ତି । ଫଟୋରେ ସ୍ପଷ୍ଟ…

yash
ୟାସ୍ ଯିବାର ୪ ଦିନ ପରେ ବି ଥମୁନି ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା : ଅଣ୍ଟା ସଳଖିବାକୁ ସଂଘର୍ଷ କରୁଛନ୍ତି ବିପନ୍ନ

ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା ଓ ବୈତରଣୀ ନଈକୂଳିଆ ବାସିନ୍ଦା ଜୀଉଁଛନ୍ତି ଜଳବନ୍ଦୀ ଜୀବନ ବାଲେଶ୍ୱର : ୟାସ୍ ଯିବାର ଇତିମଧ୍ୟରେ ୪ ଦିନ ହୋଇଯାଇଛି । କିନ୍ତୁ ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା, ପିଛା ଛାଡୁନି କ୍ଷତିଗ୍ରସ୍ତଙ୍କର । ଆଜି ବି କେଉଁଠି…

flights
ଜୁନ ୧ରୁ ବଢ଼ିବ ବିମାନ ଭଡ଼ା : ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଜୁନ୍ ପହିଲାରୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା । ବିମାନ ଭଡ଼ାକୁ ୧୩ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରୀ ପାଇଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ କ୍ଷତିରେ…

chhatisgarh
ମଇଁଷି ଚୋରି ଅଭିଯୋଗରେ ୬ ଜଣଙ୍କୁ ନିର୍ଦ୍ଧୁମ ମାଡ଼, ଜଣେ ମୃତ

ମଇଁଷି ଚୋରି ଅଭିଯୋଗରେ ୬ ଜଣ ଲୋକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ମାଡ଼ ମାରିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ଚାଲି ଯାଇଛି । ଛତିଶଗଡର ଗୋରେଲା-ପେଣ୍ଡ୍ରା-ମାରୱାହି ଜିଲ୍ଲାର ଏପରି ଭଆବନୀୟ ଘଟଣା ଘଟିଛି । ତେବେ…

twitter
ଗୁଗୁଲ ଓ ଫେସବୁକ୍ ମାନିଲେ ଗାଇଡଲାଇନ୍‌, ନୂଆ ନିୟମ ମାନିବାକୁ ଅମଙ୍ଗ ଟ୍ୱିଟର

ନୂଆଦିଲ୍ଲୀ : ନୂଆ ସୋସିଆଲ ମିଡିଆ ଗାଇଡଲାଇନକୁ ନେଇ ବିବାଦ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ…

supreme-court
ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଅକାରଣରେ ଫସାଇବା ନେଇ ସୁପ୍ରିମକୋର୍ଟ ଚିନ୍ତିତ

ନୂଆଦିଲ୍ଲୀ : ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ବିନା କାରଣରେ ଫସାଇବା ଉଚିତ ନୁହେଁ । ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରୁଥିବାବେଳେ ଅନେକ ସମୟରେ ଟ୍ରାଏଲ କୋର୍ଟ ଦ୍ୱାରା ଗମ୍ଭୀରତା ନଦେଖାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ…

india
ପାକିସ୍ତାନ,ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅଣ ମୁସଲମାନଙ୍କୁ ମିଳିବ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଅଣ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ ମାଗିଛନ୍ତି । ଏଥିସହ ଗୁଜୁରାଟ,…

china
ଚୀନର ଚାଲବାଜି : ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟରେ ସୀମାରେ Advanced Weapons ଠୁଳ କରୁଛି ପିଏଲଏ

ବେଜିଂ : ସୁଧୁରୁନି ଚୀନ । ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ପଡ଼ୋଶୀ ଦେଶ । ଚୀନ ସୀମାରେ ଭାରତ ସହ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ୟମ ଚାଲିଛି । ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହୁଛି ଅନ୍ୟପଟେ…

building
ଥାନେରେ ବଡ଼ ଧରଣର ଦୁର୍ଘଟଣା : ଭୁଶୁଡ଼ିଲା କୋଠା, ୭ ମୃତ

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା । ଉହ୍ଲାସନଗର ଅଞ୍ଚଳରେ ଏକ ଆବାସିକ ବିଲ୍ଡିଂର ସ୍କାବ ଭୁଶୁଡ଼ି ପଡ଼ିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଆହତ ହେବା ସହ ୩ରୁ ୪…

dog
କୁକୁରକୁ ପିଟି ପିଟି ମାରିଦେଲେ, ଭିଡିଓ ଭାଇରାଲ ହେବାପରେ ୨ ଗିରଫ

ନୂଆଦିଲ୍ଲୀ : ନିରୀହ ପଶୁକୁ ପିଟି ପିଟି ମାରିଦେଲା ମଣିଷ । ଦିଲ୍ଲୀର ଓଖଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏପରି ଅମାନୁଷିକ ଘଟଣା ଘଟିଛି । ଗୋଟିଏ ବୁଲା କୁକରକୁ ଲାଠିରେ ପିଟି ପିଟି କିଛି ଦୁଇ ଜଣ ପିଲା ମାରି ଦେଇଛନ୍ତି…

kejriwal
ଅନଲକ୍ ହେବ ଦିଲ୍ଲୀ : ସୋମବାର ଠାରୁ ନର୍ମାଣ କାମ ଚାଲୁ କରିବା ସହ କାରଖାନା ଖୋଲିବାକୁ ଅନୁମତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ କୋହଳ ହେବ କଟକଣା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀକୁ ଧୀରେ ଧୀରେ ଅନଲକ୍ କରିବାକୁ ଆଜି ଘୋଷଣା କରିଛନ୍ତି। ଜନସାଧାରଣଙ୍କ ପରାମର୍ଶ ତଥା ବିଶେଷଜ୍ଞଙ୍କ ମତାମତକୁ ଆଧାର କରି ସପ୍ତାହେରୁ ଦେଢ଼…

rbi
ଆଉ କାହିଁକି ଦେଖିବାକୁ ମିଳୁନି ୨୦୦୦ ଟଙ୍କିଆ ନୋଟ୍ ? ଖୁଲାସା କଲା ଆରବିଆଇ

ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆଉ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନି କହିଲେ ଚଳେ । ଏହା ପଛରେ ରହିଛି ବଡ଼ କାରଣ, ଯାହାର ଖୁଲାସା କରିଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଧୀରେ ଧୀରେ…

social media
ନୂଆ ସୋସିଆଲ୍ ମିଡିଆ ଗାଇଡଲାଇନ୍‌ : ତ୍ରିସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥା ସହ ସ୍ବ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ…

delhi
କନେଷ୍ଟବଳରୁ ଏସିପି : ସିିନେମାରେ ଦେଖୁଥିବା କାହାଣୀକୁ ସତ କରି ଦେଖାଇଲେ ଫିରୋଜ

ଫିରୋଜଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ୧୦ ବର୍ଷ କନେଷ୍ଟବଳ ରହିଲେ, ଏବେ ଦିଲ୍ଲୀ ପୋଲିସରେ ଏସିପି ହୋଇଗଲେ ଚାକିରି ସମୟରେ ହିଁ ପାସ କଲେ ୟୁପିଏସସି ପରୀକ୍ଷା ନୂଆଦିଲ୍ଲୀ : ବାଟ କଢ଼ାଇ ନେଲା ସ୍ୱପ୍ନ । କନେଷ୍ଟବଳରୁ ଏସିପି ପର୍ଯ୍ୟନ୍ତ ଯାତ୍ରାକୁ…

t
‘ଭିତ୍ତିହୀନ ବୟାନ୍ ଦେବା ବନ୍ଦ କରି ଭାରତର ନିୟମ ମାନିବା ବାଧ୍ୟତାମୂଳକ’

ନୂଆଦିଲ୍ଲୀ : ସୋସିଆଲ ମିଡିଆ ନୂଆ ଗାଇଡଲାଇନକୁ ନେଇ ଟ୍ୱିଟର ଓ ସରକାର ମୁହାଁମୁହିଁ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଅଣିଥିବା ନୂଆ ନିୟମ ଗତକାଲି ଠାରୁ ଲାଗୁ ହୋଇଛି । କେନ୍ଦ୍ର ସରକାର…

cocktail
୮୪ ବର୍ଷିୟ ବୃଦ୍ଧଙ୍କୁ ଦିଆଗଲା ଆଣ୍ଟିବଡି କକଟେଲ୍ ଔଷଧ : ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ରୋଗୀ

ଚଣ୍ଡିଗଡ଼ : ଆଣ୍ଟିବଡି କକଟେଲ୍ ଔଷଧ ଗ୍ରହଣ କରି ହସ୍ପିଟାଲରୁ ଗୋଟିଏ ଦିନ ପରେ ଛୁଟି ମିଳିଗଲା । ହରିୟାଣାର ୮୪ ବର୍ଷିୟ ମୋହବତ ସିଂ ହେଉଛନ୍ତି ଦେଶର ପ୍ରଥମ ରୋଗୀ, ଯାହାଙ୍କ ଠାରେ ଆଣ୍ଟିବଡି କକଟେଲ ଔଷଧ ପ୍ରୟୋଗ କରାଯାଇଛି…

jeff
ଆମାଜନ ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍ : ଦାୟିତ୍ୱ ଗ୍ରହଣ କରିବେ ଆଣ୍ଡି ଜେସି

ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ ବେଜୋସ ଖୁବ ଶୀଘ୍ର ପଦରୁ ଇସ୍ତଫା ଦେବେ । ନିଜ ପଦ ଛାଡିବା ପାଇଁ ସେ ତାରିଖ ଘୋଷଣା କରି ସାରିଛନ୍ତି । ଜେଫ ବେଜୋସ୍ ଜୁଲାଇ ୫ରେ ଆମାଜନର ସିଇଓ…

su
ହକିରେ ପିଟୁଥିଲେ ସୁଶୀଲ, ତଳେ ଲହୁଲୁହାଣ ହୋଇ ପଡ଼ିରହିଥିଲେ ସାଗର

ଦିଲ୍ଲୀ : ସାଗର ହତ୍ୟାକାଣ୍ଡର ଅଭିଯୁକ୍ତ ଅଲମ୍ପିକ୍ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ହାତରେ ହକି ଧର ସୁଶୀଲ କୁମାର ସାଗରକୁ ମାଡ଼ ମାରୁଥିବା ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ…

sushil kumar
ସୁଶୀଲ କୁମାରଙ୍କ ଖୁଲାସା : କଲର ଧରିବାରୁ ସାଗର ଧନକରକୁ ମିଳିଲା ମୃତ୍ୟୁ

ନୂଆଦିଲ୍ଲୀ : ସାଗର ଧନକର ହତ୍ୟା ଘଟଣାରେ ଆଶ୍ଚର୍ଯ୍ୟକର ଖୁଲାସା। ପ୍ରତିଶୋଧର ନିଆଁରେ ଜଳିଗଲା ଜୀବନ । ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିଆନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କୁ ଏବେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।