ଟିକା ପାଇଁ ଠେଲାପେଲା । କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । ଠେଲାପେଲା...
କେନ୍ଦ୍ର ମନ୍ତିମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା । ଏମଏସଏମଇ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ ।
ପେଟ୍ରୋଲ ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ଜିନିଷ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱରରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଘଣ୍ଟ, ଗିନି, ଖଞ୍ଜଣି ବଜାଇ...
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ । ୪ ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରିରୀକ ଶିକ୍ଷା ଶିକ୍ଷକଙ୍କ ସମେତ ୬ ହଜାର ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଟିଚର ନିଯୁକ୍ତି ଲାଗି ରାଜ୍ୟ...
ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ । ବର୍ତ୍ତମାନ ବିଜେପି ରାଷ୍ଟ୍ରିୟ ସମ୍ପାଦକ ଭାବେ ଦାୟିତ୍ୱ...
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ପ୍ରତିଦିନ ନୂତନ ସଂକ୍ରମିତଙ୍କ ଗ୍ରାଫ୍ ଖସୁଛି । ତେବେ ଏହାରି ଭିତରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ସମ୍ପର୍କରେ ଆଲର୍ଟ ମଧ୍ୟ ଜାରି ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, କରୋନା ସଂକ୍ରମିତଙ୍କ...
କରୋନା କଟକଣା ଯୋଗୁଁ ବିବାହ, ବତ୍ର ଘର ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଉ ବାଜୁନି ବାଦ୍ୟ । ଫଳରେ ଏହା ଉପରେ ନିର୍ଭର କରୁଥିବା ବ୍ୟାଣ୍ଡ ପାର୍ଟି ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଗଞ୍ଜାମ ଓ କଟକ ଜିଲ୍ଲାରେ ଶହ ଶହ ମ୍ୟୁଜିକ୍...
ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିମା ପାଢ଼ୀ, ବୟସ ୫୬ । ମୀରା ଅପା ନାଁରେ ସାରା ଓଡ଼ିଶା ତାଙ୍କୁ ଜାଣେ । ସାରା ଜୀବନ ଶିକ୍ଷକତା କରି ଶିକ୍ଷାର ଆଲୋକ ବାଣ୍ଟିଛନ୍ତି । ନିଜ ହାତରେ ଗଢିଛନ୍ତି ଶହ ଶହ କୁନୁ କୁନି ପିଲାଙ୍କ ଭବିଷ୍ୟତ ।...
ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ । ସମସ୍ତଙ୍କ ପାଇଁ ଅଦରକାରୀ, ହେଲେ ତାଙ୍କ ପାଇଁ ଅତି ଦରକାରୀ । ଫିଙ୍ଗି ଦେଉଥିବା ସାମଗ୍ରୀରେ ସେ ତିଆରି କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ । ତାଙ୍କ ହାତ ତିଆରି କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି...
ସଂକ୍ରମଣ ଗ୍ରାଫ୍ ଧୀମା ଦେଶରେ ଆଜି ୩୪ ହଜାର ୭୦୩ ପଜିଟିଭ ଚିହ୍ନଟ ୧୧୧ ଦିନ ଭିତରେ ଆଜି ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ଆକ୍ଟିଭ କେସ- ୪,୬୪,୩୫୭; ସୁସ୍ଥତା ହାର – ୯୭.୧୭% ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ…
ପୁରୀ : ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ଆଜି ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ…
ନୂଆଦିଲ୍ଲୀ : କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା । ଘରୋଇ ହସ୍ପିଟାଲ ପରେ ଖୁବ ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ଉବଲବ୍ଧ ହେବ ଋଷୀୟ ଟିକା ସ୍ପୁଟନିକ୍ ଭି । ଜଣେ…
ନୀଳଗିରି(ବିଶ୍ୱମ୍ବର ଦାସ) : ମହାପ୍ରଭୁଙ୍କ ଅପାର ଲୀଳା । ଭାବ ଓ ଭକ୍ତିରେ ବନ୍ଧା କାଳିଆ ଠାକୁର । କେତେବେଳେ କାହାପାଖରେ ଯାଇ ପହଞ୍ଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା । ଏଇ ଯେଉଁ ଭଳି ନୀଳଗିରିର ଜଣେ ଦିବ୍ୟାଙ୍ଗ…
ନବରଙ୍ଗପୁର(ନବଘନ ବିଷୋୟୀ) : ’ବାପା ଥିବା ସମୟରେ କିଛି ଅସୁବିଧା ହେଉନଥିଲା । ସ୍ୱଳ୍ପ ରୋଜଗାରରେ ଗେଲବସରରେ ବଢ଼ାଇଥିଲେ । ଟ୍ରକ୍ ଡ୍ରାଇଭର ହୋଇକି ମଧ୍ୟ କିଛି ଅଭାବ ରଖି ନଥିଲେ । ସମସ୍ତ ଅଳିଅର୍ଦ୍ଦଳୀ ସହି ପାଠ ପଢ଼ାଇଥିଲେ । …
ଇସଲାମାବାଦ : ପଡ଼ୋଶୀ ଦେଶ ପାକିସ୍ତାନରେ ଉତ୍କଟ ଜଳ ସମସ୍ୟା । ଠିକ୍ ସମୟରେ ଜଳ ସମସ୍ୟାର ସମାଧାନ ନହେଲେ ପାକିସ୍ତାନରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ମୁଠାଏ…
ଭୁବନେଶ୍ୱର (ବଳରାମ ମହାନ୍ତି) : ଲକଡାଉନରେ ଜୀବିକା ଗଲା ପରେ ଏବେ ଜୀବନ ସହିତ ଲଢେଇ କରୁଛନ୍ତି ଜଣେ କଳାକାର l ଓଲିଉଡ଼ର ଅନେକ ଫିଲ୍ମ, ସିରିଏଲ ଓ ଆଲବମରେ ଅଭିନୟ କରିଥିବା କଳାକାର ମୃତ୍ୟୁଞ୍ଜୟ ମହାପାତ୍ର ଏବେ ଶଯ୍ୟାଶାୟୀ ।…
ଭଡ଼ାରେ ନେଇ ଲୁଟ୍ କରୁଥିଲେ କାର୍ ରେଣ୍ଟ କାର୍ ଫ୍ରଡର ପର୍ଦ୍ଦାଫାସ ୨୫ ଦିନରେ ୨୦୦ କାର ଜବତ ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମକୁ ସଫଳତା ସୁରତ (ଶୈଳେଶ ଚମ୍ପାନେରିଆ) : ସୁରତରେ ଗାଡ଼ି ଭଡ଼ାରେ…
ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଚିହ୍ନଟ ଡେଙ୍ଗୁ ବ୍ୟାପିବାର କାରଣ ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ଅଧିକାରୀ ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲିଲେ ଭୁବନେଶ୍ୱର : ରାଜ୍ୟରେ କରୋନା କାୟା…
ବେଙ୍ଗାଲୁରୁ : ପଞ୍ଜାବ ଓ ରାଜସ୍ଥାନ ପରେ କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ ଘନେଇବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀରେ କିଛି ଟାଣୁଆ କଂଗ୍ରେସ ନେତା ଗାନ୍ଧୀ ପରିବାର ବିରୋଧରେ ମେଳି କରୁଛନ୍ତି । ଅନ୍ୟପଟେ ରାଜସ୍ଥାନ ଏବଂ ପଞ୍ଜାବ ପରେ…
ଦେଶରେ ଆଜି ୭୨୩ ଜଣଙ୍କ ଜୀବନ ନେଇଛି କରୋନା ମୋଟ ମୃତ୍ୟୃ ସଂଖ୍ୟା ୪ ଲକ୍ଷ ୨ ହଜାର ୭୨୮କୁ ବୃଦ୍ଧି ୨୪ଘଣ୍ଟାରେ ୩୯ ହଜାର ୭୯୬ ପଜିଟିଭ ଚିହ୍ନଟ ଦେଶରେ ଆକ୍ଟିଭ କେସ ୪ ଲକ୍ଷ ୮୨ ହାଜର ୭୧ …