ସମ୍ବଲପୁର : ବନ୍ଦ ହୋଇଯିବ ସମ୍ବଲପୁରର ଲାଇଫ ଲାଇନ୍ । ସମ୍ବଲପୁର ରୋଡ ରେଳ ଷ୍ଟେସନ ରେଳ ଲାଇନ ଦୋହରୀକରଣ ପାଇଁ ଫାଟକ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…
ଯାଜପୁର: ଭୁବନେଶ୍ୱର ଆସୁଥିବା ସମୟରେ ପିହୁ ମା’କୁ ଉଠାଇ ନେଲା ପୋଲିସ୍। କଟକ ଓଏମ୍ପି ଛକରେ ବସ୍ ଅଟକାଇ ପିହୁର ମା’ଙ୍କୁ ଉଠାଇ ନେଇଯାଇଛି ପୋଲିସ। ଯାଜପୁରରୁ ଭୁବନେଶ୍ୱର ବିଧାନସଭା ଅଭିମୁଖେ ପିହୁ ମା’ ମୋନାଲିସା ନାୟକ ବାହାରିଥିଲେ ବୋଲି ଜଣାପଡ଼ିଛି।…
ଯାଜପୁର(ଗୁଲାମ ଗସ୍) : ’ଭାଇ ନୁହେଁ ପୁଅ ଥିଲା ମୋର। ଆଜି ମୋ ପୁଅ ଚାଲିଗଲା। ମୋ ଭାଇଟା, ମୋ ଛୁଆ ଭାଇଟା। ସାନ ଭାଇଟାକୁ କୋଳେଇ କାଖେଇ ମଣିଷ କରିଥିଲି, ଆଜି ଦେଶ ପାଇଁ ସହିଦ ହୋଇଗଲା।” ଦେଶମାତୃକା ପାଇଁ…
ଯାଜପୁର( ଗୁଲାମ ଗସ୍) : ଓଡ଼ିଆ ପୁଅଙ୍କ ହୁଙ୍କାର ବାଣୀରେ ଶତ୍ରୁପକ୍ଷ ଥରହର ହେବ। ମାତୃଭୂମିର ମାନ ପାଇଁ ଜନ୍ମ ନେଇଥିବା ବୀର ଦେଶ ଓ ଜାତି ପାଇଁ ଶେଷ ରକ୍ତବିନ୍ଦୁ ଥିବା ଯାଏଁ ଲଢ଼ିବେ। ବୀର ଆମର ରଚିବେ ଆଉ…
ଯାଜପୁର(ଅଭୟ ପତି) : ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ । ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତାସହ ଦୁର୍ଘଟଣା ବି କମିବ । କିନ୍ତୁ ଦୀର୍ଘ ବର୍ଷ ହେଲା…
ଆରମ୍ଭ ହେଲା ସଡକ ସୁରକ୍ଷା ମାସ ଭୁବନେଶ୍ୱର : ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ । ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଡ଼କ ସୁରକ୍ଷା ମାସ । ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ…
ବଣ୍ଡା ଯୁବକଙ୍କ ନିଆରା ଝାଟି ପର୍ବ ପାଳିତ ପରସ୍ପରକୁ ଝାଟିରେ ପିଟି ପାଳିଲେ ପର୍ବ ଶତ୍ରୁତାକୁ ଭୁଲି ଭାଇଚାରା ଲାଗି କରନ୍ତି ଝାଟିରେ ପ୍ରହାର ବଣ୍ଡା ସଂପ୍ରଦାୟଙ୍କ ଦ୍ୱାରା ଆଦିମ କାଳରୁ ହେଉଛି ପାଳନ ଲମତାପୁଟ( ଜଗତ ଜୀବନ କାଚିମ): ଆଦିବାସୀଙ୍କ…
ମାଲକାନଗିରି(ରତ୍ନାକର ପ୍ରଧାନ): ମହାମାରୀର ପ୍ରତିକୂଳ ପରିସ୍ଥିତି ଦେଖାଇଲା ରାହା। ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି ଆଦିବାସୀ। ଜୁଆଡ଼େ ଦେଖିବ ସବୁଜମୟ ଦିଶୁଛି ପରିବେଶ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ହେଉଛି ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ପରିଚିଚ। ଏଠାରେ…
ବେତନଟୀ(ରଶ୍ମି ରଞ୍ଜନ ଦାସ): ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଘରେ ଘରେ ପାଇଖାନା ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଅନେକ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଯାଇଛି,…
ବାରିପଦା(ମାନିକ ଲାଲ୍ ପାଣି): ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। ଅନେକ ଦିନର ବ୍ୟବଧାନ ପରେ ଶିଶୁଙ୍କୁ ପାଇ ଉଠୁଛି ପଡ଼ୁଛି ଅଙ୍ଗନୱାଡ଼ିର ଚାରି କାନ୍ଥ।…
ଜଳୁଛି ଶିମିଳିପାଳ ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ବାଙ୍ଗିରିପୋଷି ଘାଟି ନିକଟ ପାହାଡରେ ମଧ୍ୟ ଜଙ୍ଗଲରେ ନିଆଁ ବାରିପଦା : ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ । ଦୁଇ ଦିନର ବର୍ଷା,…
ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ମର୍ଦ କୋ ଦର୍ଦ ନେହିଁ ହୋତା,…
ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାଷୀଙ୍କ ଟେନସନ୍ ଶେଷ, ଫସଲ ଜଗୁଛି ସୌର ତାରବାଡ଼। କୁହାଯାଏ ଆବଶ୍ୟକତା ହିଁ ନୂଆ କିଛି କରିବାର ରାସ୍ତା ଦେଖାଇ ଥାଏ । ଆଉ ଏପରି କିଛି କରି ଦେଖାଇଛନ୍ତି ମାଟ୍ରିକ ପଢ଼ୁଆ ଯୁବକ । ପରିବାର…
ଭଦ୍ରକ( ପାର୍ଥ ସାରଥୀ ନାୟକ): ମହାମାରୀର ପ୍ରାଦୁର୍ଭାବ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇନଥିବା ବେଳେ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରା ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି…
ନିଶା ନୂଆ ନୂଆ ଉଦ୍ଭାବନ, ଆଶା ବୈଜ୍ଞାନିକ ହେବା ସୁନାଖଳାର ଅଂଶୁମାନ ନିର୍ମାଣ କରିଛନ୍ତି ରିମୋଟ୍ ଡ୍ରୋନ୍ ଆଗକୁ ଇସ୍ରୋ କିମ୍ବା DRDOରେ କାମ କରିବାକୁ ଲକ୍ଷ୍ୟ ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ। ରିମୋଟ କଣ୍ଟ୍ରୋଲ ଦ୍ୱାରା…
ବାସୁଦେବପୁର(କିରୀଟି ଦାସ): ଗାଁ ପାଇଁ ରାସ୍ତା ତିଆରି କଲା ଗାଁର ପୁଅ। ପ୍ରଶାସନ ଯାହା କରିପାରିଲାନି, ଗାଁର ପୁଅ ତାହା କରି ଦେଖେଇଲା। ପାଣି କାଦୁଅରେ ସଢ଼ୁଥିବା ସାହିଭାଇଙ୍କ ଦୁଃଖ ଦେଖିହେଲାନି । ନିଜ ଗାଁକୁ ଦୀର୍ଘବର୍ଷ ଧରି ଭଲ ରାସ୍ତା…
ବାସୁଦେବପୁର,ମୋହନା(କିରିଟି ଦାସ ଓ ମିହିର ଜତି): ଖରା ବଢିବା ସହ ବଢୁଛି ଜଳକଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଉତ୍କଟ ପାଣି ସମସ୍ୟାର ବିକଳ ଚିତ୍ର । କେଉଁଠି ନଳକୂଅ ସମସ୍ୟା ତ ପୁଣି କେଉଁଠି ଚୁଆ, ପୋଖରୀ ଉପରେ…
ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ସୋରରେ ବିଶାଳକାୟ ସାର୍କର ମୃତଦେହ ଉଦ୍ଧାର । ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର ମୃତଦେହ ଲାଗିଛି ।…
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ବାଲେଶ୍ୱରରେ ଶିଳ୍ପର ହାଲ ବେହାଲ । ଏଭଳି ସ୍ଥିତିରେ ଦୀର୍ଘ ୨୨ ବର୍ଷ ପରେ ରାଜ୍ୟ ସରକାରଙ୍କର ଉତ୍ତର ଓଡିଶାରେ ଶିଳ୍ପ ଅଭିବୃଦ୍ଧି କଥା ମନେ ପଡିଛି । ବାଲେଶ୍ୱର ଗସ୍ତରେ ଆସି ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା…
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : କରୋନା ସଙ୍କଟକୁ ଦେଖି ସହରାଞ୍ଚଳରେ ଶ୍ରମଭିତ୍ତିକ କର୍ମ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲକ୍ଷ୍ୟ ଥିଲା ସହରାଞ୍ଚଳ ଓ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ କର୍ମ ସଂସ୍ଥାନ । ଏହି ଯୋଜନା…