• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Textile Company
ପଟ୍ଟାମୁଣ୍ଡାଇର ରଞ୍ଜନ ସାହୁଙ୍କ ସ୍ୱାବଲମ୍ବୀ ହେବାର କାହାଣୀ

ପଟ୍ଟାମୁଣ୍ଡା( ପ୍ରବୀର ନାୟକ): ସ୍ୱାବଲମ୍ବୀ କଲା କରୋନା । କରୋନା ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ଚାକିରି ହରାଇ ବସିଥିଲେ ଯୁବକ । ବେଙ୍ଗାଲୁରୁରେ କାମ କରୁଥିବା ବେଳେ କମ୍ପାନୀ ବନ୍ଦ ହୋଇଯାଇଥିଲା । ଅନ୍ୟ କିଛି ଉପାୟ ନପାଇ ଗାଁକୁ…

111
ମାଟି ତଳୁ ୧୫ଶହ ବର୍ଷ ପୁରୁଣା ଶିବ ଲିଙ୍ଗ ଉଦ୍ଧାର

କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମାଟି ତଳୁ ଉଦ୍ଧାର ହେଲା ୧୫ ଶହ ବର୍ଷର ପୁରୁଣା ଶିବଲିଙ୍ଗ । ଶାଳ ଜଙ୍ଗଲ ସଫା କରୁ କରୁ ମାଟି ତଳୁ କିଛି ଦିନ ତଳେ ଉଦ୍ଧାର ହୋଇଛି ଏହି ପୁରୁଣା ମନ୍ଦିରର …

134074987_402208524414334_3721718802551667975_n
ଓଡ଼ିଶା ଚାଷୀଙ୍କ ପାଇଁ ନୂତନ ସମ୍ଭାବନା, ନିଜ ବାଡ଼ିରେ ଷ୍ଟ୍ରେବେରି ଫଳାଇଲେ କେନ୍ଦୁଝର ଚାଷୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ଓଡ଼ିଶାରେ ଷ୍ଟ୍ରବେରି ଚାଷ। ଜିଲ୍ଲାର ଥଣ୍ଡା ଜଳବାୟୁରେ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ଏହି ଚାଷ। ବଜାରରେ ନାଲି ଟୁକୁଟୁକୁ ଷ୍ଟ୍ରବେରିର ଭାଉ ଅଧିକ ଥିବାବେଳେ ରାଜ୍ୟବାସୀଙ୍କୁ ଆଉ ମନ ମାରିବାକୁ ବସିବ ନାହିଁ…

kidney  disease
ଢେଙ୍କାନାଳର ଭୈରବସାହି ଗାଁରେ କିଡନୀ ରୋଗ ଆତଙ୍କ : ୩ ମାସରେ ଗଲାଣି ୧୬ ଜଣଙ୍କ ଜୀବନ

ଗାଁରେ ଘାରିଛି କିଡନୀ ରୋଗର ଭୟ ଗାଁର ବହୁ ଲୋକେ ଏବେ କିଡନୀ ରୋଗରେ ପୀଡ଼ିତ ୩ ମାସରେ ୧୬ ଜଣଙ୍କ କିଡନୀ ରୋଗରେ ମୃତ୍ୟୁ ପ୍ରଦୂଷିତ ପାଣି ଯୋଗୁଁ ସ୍ଥିତି ବିଗିଡ଼ିଛି କାମାକ୍ଷାନଗର(ବିଦ୍ୟାଧର ବରାଳ): ଗାଁରେ କିଡନୀ ରୋଗର ଆତଙ୍କ।…

mathematics
ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଲାଗି ପ୍ରୟାସ : ଆନନ୍ଦପୁର ଉପଖଣ୍ଡ ମୁଗୁପୁର ଅଞ୍ଚଳରେ ଗଣିତ ହାଟ

ଆନନ୍ଦପୁର(ଲୋକନାଥ ସିଂହ) : ମହାମାରୀ କରୋନା ଯୋଗୁଁ ସମ୍ପୂର୍ଣ୍ଣ ବିଶ୍ୱ ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଅଧିକ ପ୍ରଭାବିତ ହୋଇଛନ୍ତି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ । ତେବେ ଏପରି ସମୟରେ ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ…

SUN FLOWER
ସୂର୍ଯ୍ୟମୁଖୀ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ : ଆନନ୍ଦପୁରରେ କୃଷି ବିଭାଗ ପକ୍ଷରୁ ମିିଳୁଛି ପ୍ରୋତ୍ସାହନ

ଆନନ୍ଦପୁରର,ଆସିକା(ଲୋକନାଥ ସିଂ, ମନୋଜ ମୁନି): ଧାନ ଓ ପନିପରିବା ବାଦ ତୈଳ ଜାତୀୟ ଫସଲ କରି କେଉଁଠି ଚାଷୀ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ସହଯୋଗ ଅଭାବରୁ କ୍ଷତି ସହୁଛି ଚାଷୀ । କେନ୍ଦୁଝର ଆନନ୍ଦପୁରର…

SCB
SCBରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ

କଟକ: ଏସସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସିବା ଘଟଣାରେ ଫ୍ୟାନ ପଡ଼ି ଗୁରୁତର ହୋଇଥିବା ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। #SCBରେ_ଫ୍ୟାନ୍_ଖସିବା_ଘଟଣା #ମହିଳା_ମୃତ ଏସସିବି ମେଡିକାଲ…

mahatma gandhi
ଆସନ୍ତା ୨୩ରେ ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ

ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ବେଲ ଭିୟୁ ଛକରେ ବ୍ରୋଞ୍ଜରେ ନିର୍ମିତ ଗାନ୍ଧି ପ୍ରତିମୂର୍ତ୍ତି ହେବ ଉଦଘାଟନ କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ଆସନ୍ତା ୨୩ତାରିଖରେ ଜାତୀର ପିତା ମହାତ୍ମା ଗାନ୍ଧିଙ୍କ କଟକ…

Cuttack-suchi
ସିନେମାଟୋଗ୍ରାଫରରୁ ମୋମୋ ବିକ୍ରେତା : କରୋନା ବଦଳାଇ ଦେଲା ଜୀବନଶୈଳୀ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । କରୋନା ବଦଳାଇ ଦେଲା ସମ୍ପୂର୍ଣ୍ଣ ଜୀବନଶୈଳୀ। ମୁମ୍ବାଇ ମାୟା ନଗରୀରୁ କଟକ ସହର ଲେଉଟାଣି । ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି…

sketing
କଟକ ସହରରେ ବଢୁଛି ସ୍କେଟିଂର ଚାହିଦା : ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ମଧ୍ୟରେ ଆଗ୍ରହ

କଟକ : କଟକ ସହରରେ ଦିନକୁ ଦିନ ବଢୁଛି ସ୍କେଟିଂର ଚାହିଦା । ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସ୍କେଟିଂରେ ବେଶ ଆଗ୍ରହ ଦେଖାଉଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସ୍କେଟିଂରେ ବି ଆମ ରାଜ୍ୟର ପିଲା ଗୌରବ ଆଣିବେ ବୋଲି…

Hyder
କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି

କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି…

nabarangpur
ପେଟ ପାଇଁ ମୂଲ ଲାଗୁଛନ୍ତି ସ୍ୱର୍ଣ୍ଣବିଜେତା ଆଥଲେଟ୍

ନବରଙ୍ଗପୁର: ଯେଉଁ ହାତରେ ସେ ଭାର ଉଠେଇ ସ୍ୱର୍ଣ୍ଣପଦକ ଜିତିଥିଲେ, ସେଇ ହାତ ଏବେ ଧରିଛି କୋଡ଼ିକୋଦାଳ।  ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଏବେ ଦୁର୍ଦ୍ଦିଦରେ । ପେଟ ପୋଷିବାକୁ ସେ ଏବେ ପାଲଟି ଯାଇଛନ୍ତି ଦିନମଜୁରିଆ। ସରକାର କୋଟି କୋଟି ଟଙ୍କା…

sumit
ହାର୍ ମାନିଲା ସବୁ ପ୍ରତିବନ୍ଧକ : ପାନ ଦୋକାନୀଙ୍କ ପୁଅ ଆଇଆଇଏସଟିରେ ପାଠ ପଢିଲେ

ରେଢ଼ାଖୋଲ: ଅଭାବ କଣ ବାପା ଜଣାଇନାହାନ୍ତି, କିନ୍ତୁ ତାଙ୍କ କଷ୍ଟ ମୁଁ ଦେଖିଛି। ଏମିତି କହିଛନ୍ତି ସଫଳତା ପାଇଥିବା ପୁଅ। ବାପା ପୁଅର ପାଠପଢା ପାଇଁ ଜମିବାଡି ବିକି ଦେଇଥିଲେ। ପୁଅ ଆଇଆଇଏସଟିରେ ସିଟ୍ ପାଇ ବାପାମାଆଙ୍କୁ ଖୁସି କରିଦେଇଛନ୍ତି।

modi
ଦୂର ହେବ କି ମନୋମାଳିନ୍ୟ ? ମୋଦିଙ୍କୁ ବଙ୍ଗାଳୀ ଆମ୍ବ ପଠାଇଲେ ଦିଦି

କୋଲକାତା : ମୋଦିଙ୍କୁ ଆମ୍ବ ପଠାଇଲେ ଦିଦି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହ ତିକ୍ତତା ସତ୍ତ୍ୱେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମ୍ବ ପଠାଇଛନ୍ତି । ପଶ୍ଚିମବଙ୍ଗରେ ମିଳୁଥିବା ବିଭିନ୍ନ କିସମର ଆମ୍ବ ମଧ୍ୟରୁ ଶ୍ରେଷ୍ଠ ଆମ୍ବ ମୋଦିଙ୍କ…

samudra
କୂଳ ଖାଇଲା ସମୁଦ୍ର , ଭାଙ୍ଗିଲାଣି ଘର : ୮ ଦିନ ହେଲା ଆସୁଛି ବଡ଼ ବଡ଼ ଜୁଆର

ରାମେୟାପାଟଣା : ଉଗ୍ରରୂପ ଧାରଣ କରିଛି ସମୁଦ୍ର । ପୁଣି ଗାଁ ଆଡକୁ ମୁହାଁଇଲା । ନଦୀର ଗତିପଥ ବଦଳିବା ଯୋଗୁଁ ଗାଁ ଆଡକୁ ସୁଁ ସୁଁ ଗର୍ଜନ କରି ସମୁଦ୍ର ମାଡି ଆସୁଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ…

badaluchi-basti-chitra
ଭୁବନେଶ୍ୱର ପରେ ରାଉରକେଲା : ଲୋକଙ୍କ ମନମୋହୁଛି ବସ୍ତିର କାନ୍ଥବାଡରେ ଅଙ୍କାଯାଇଥିବା ଭଳିକି ଭଳି ଚିତ୍ର

ବଦଳୁଛି ବସ୍ତିର ଭାଗ୍ୟ ରାଉରକେଲାର ବିଭିନ୍ନ ଛୋଟବଡ଼ ବସ୍ତିର ବଦଳିଛି ରୂପ ୧୩୦ଟି ବସ୍ତିରୁ ୬ଟି ବସ୍ତିରେ ହୋଇଛି ସୌନ୍ଦର୍ଯ୍ୟକରଣ ବସ୍ତିଗୁଡିକ ପୂର୍ବପରି ଆଉ ଅଳିଆ ଆବର୍ଜନା ହୋଇ ରହିନି ଲୋକଙ୍କ ମନମୋହୁଛି ବସ୍ତିର କାନ୍ଥବାଡରେ ଭଳିକି ଭଳି ଚିତ୍ର ରାଉରକେଲାର…

pahada-upare-network
ଡିଜିଟାଲ ଶିକ୍ଷାଦାନ ଧର୍ମକୁ ଆଖିଠାର ! ଗାଁରେ ଆସୁନି ମୋବାଇଲ ନେଟଓ୍ୱର୍କ

  ପାଠ ପଢ଼ିବାକୁ ପାହାଡ଼ ଚଢ଼ିବାକୁ ପଡୁଛି ଗୋଟିଏ ମୋବାଇଲରେ ପଢୁଛନ୍ତି ୩ରୁ୪ ଜଣ ଲମତାପୁଟ, ଫୁଲବାଣୀ (ଜଗତଜୀବନ କାଚିମ୍ ଏବଂ ତ୍ରିନାଥ ସାହୁ) : କରୋନା ମହାମାରୀ ଯୋଗୁ ସ୍କୁଲ କଲେଜ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀ ଯେପରି ପାଠପଢାରୁ ବଂଚିତ…

vaccine
ଟିକା ଅଭାବ: ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

  ଟିକାର ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକାକରଣ ହୋଇଛି ଏବେ କୋଭିସିଲ୍ଡ ୧୯ ହଜାର ଓ କୋଭାକ୍ସିନ୍ ଟିକା ୩ ଲକ୍ଷ ଉପରେ ଅଛି ଟିକା ନଥିବାରୁ ୧୬ ଜିଲ୍ଲାରେ…

deepsikha
ଗଳାରେ ଷ୍ଟେଥୋସ୍କୋପ୍, ହାତରେ ବନ୍ଧୁକ:ଇତିହାସ ରଚିଲେ ସୀମା ସୁରକ୍ଷାରେ ମୁତୟନ କ୍ୟାପଟେନ୍ ଦୀପଶିଖା ଛେତ୍ରୀ

ସେବା ସାଙ୍ଗକୁ ସୁରକ୍ଷା । ଗଳାରେ ଷ୍ଟେଥୋସ୍କୋପ୍ ଆଉ ହାତରେ ବନ୍ଧୁକ । ସୀମା ସୁରକ୍ଷାରେ ମୁତୟନ ବୀରଙ୍ଗନା । ଇତିହାସ ରଚିଲେ କ୍ୟାପଟେନ୍ ଦୀପଶିଖା ଛେତ୍ରୀ । ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ସେ ଦେଶର ସୁରକ୍ଷା ଦାୟିତ୍ୱ ନିଭାଉଛନ୍ତି…

jinping
ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚେତାବନୀ : ଚୀନ ଉପରକୁ ଆଖି ଉଠାଇ ଦେଖିଲ ମିଳିବ କଡ଼ା ଜବାବ୍

ପେଇଚିଙ୍ଗ୍ : ବିଦେଶୀ ଶକ୍ତିକୁ ସି ଜିନପିଙ୍ଗଙ୍କ ଚେତାବନୀ । ଚୀନରେ କ୍ଷମତାଶୀନ କମ୍ୟୁନିଷ୍ଟ ପାର୍ଟି ୧ ଜୁଲାଇ ଅର୍ଥାତ୍ ଆଜି ନିଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କଡ଼ା ସନ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ପ୍ରତିଷ୍ଠା ଦିବସ…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।