• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

bengal
ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା

ସୀମା ମୁକୁଳା, ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ କଟକଣା ନଥିବାରୁ ବଢୁଛି କରୋନା ସଂକ୍ରମଣ ଭୟ ସ୍ଥିତି ଅନୁଧ୍ୟାନ କରାଯାଉଥିବା କହିଲେ ଏସପି ବାଲେଶ୍ୱର : ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା । କୋଭିଡ୍ ସଂକ୍ରମଣ ରୋକିବା ପାଇଁ…

bolangir
ନିଷ୍ଠୁର କରିଦେଲା ସଂକ୍ରମଣ ଭୟ : ଅସୁସ୍ଥ ବୁଢ଼ୀ ମା’କୁ ମେଡିକାଲରେ ଛାଡ଼ି ପଳାଇଲେ ଦୁଇ ଝିଅ

ମହାମାରୀ ଡରରେ ନିଷ୍ଠୁର ହେଲେ ଆତ୍ମୀୟସ୍ୱଜନ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ହସ୍ପିଟାଲରେ ଛାଡ଼ି ପଳାଇଲେ  ସହାୟତା ଦେବାକୁ ଆଗେଇ ଆସିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ଦୁଇ ଝିଅ ଅଛନ୍ତି, ହେଲେ ସଂକ୍ରମଣ ସମୟରେ କିଏ…

beaten
ସଇତାନ ପାଲଟିଲା ସର୍ଦ୍ଦାର : କାମ କରିବାକୁ ଯାଇ ପାରିଲେନି ବୋଲି ଦୁଇ ନାବାଳକଙ୍କୁ ନିର୍ଦ୍ଧୁମ ପିଟିଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦେହ ଖରାପ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । କାମ କରି ପାରିବାକୁ ଯାଇପାରିଲେନି ବୋଲି ରାକ୍ଷସ ପାଲଟିଲା ମାଲିକ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ଯାତନା ପାଇବା ବଲାଙ୍ଗିର ଶ୍ରମିକ…

new baby
ଡାକ୍ତରଙ୍କ କ୍ଲାସ୍ ନେଲେ ଜିଲ୍ଲାପାଳ : ଆକ୍ରାନ୍ତ ଶିଶୁଙ୍କ ପାଇଁ ବ୍ୟବସ୍ଥା ନାହିଁ କହି ରେଫର କରୁଥିଲେ

ପାଞ୍ଚ ମାସର ଶିଶୁ କନ୍ୟାକୁ କରୋନା ଚିକିତ୍ସା ପାଇଁ ୱାଡରୁ ୱାଡ ବୁଲୁଥିଲେ ପରିବାର ଲୋକ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ଆରମ୍ଭ ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ଶିଶୁ କନ୍ୟାକୁ କରୋନା ସଂକ୍ରମଣ । ବଲାଙ୍ଗିରର ଜଣେ ପାଂଚ ମାସର ଶିଶୁକନ୍ୟା…

olive
ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢ଼ିଛି କଇଁଛଙ୍କ ଅଣ୍ଡାଦାନ ଚଳିତ ବର୍ଷ ୧ ଲକ୍ଷ ଅଣ୍ଡା ସଂଗୃହୀତ, ୯ ହଜାର ଛୁଆ ଛଡ଼ାଗଲା  ଅସ୍ତରଙ୍ଗ  ସାମୁଦ୍ରିକ ବାତ୍ୟା ଫୋନି ଲାଗି ପୁରୀ ସମୁଦ୍ର ଉପକୂଳରେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ…

crab
ଚିଲିକାର ନୀଳ ଜଳରାଶିରେ ନିଆରା ପ୍ରୟାସ: ପ୍ରାକୃତିକ ପ୍ରଣାଳୀରେ ହେଉଛି କଙ୍କଡ଼ା ଚାଷ

କଳା କଳା ଛୋଟ ପ୍ଲାଷ୍ଟିକ ବକ୍ସରେ କଙ୍ଗଡ଼ା ଚାଷ ଆଧୁନିକ ଜ୍ଞାନ କୌଶଳ ଆପଣାଇ ହେଉଛି ଭଳି ଭଳିକା କଙ୍କଡ଼ା ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା ବେକାର ଯୁବକ ଯୁବତୀଙ୍କୁ କାମ ବି ଯୋଗାଉଛନ୍ତି କୃଷ୍ଣପ୍ରସାଦ : ପ୍ଲାଷ୍ଟିକର…

president
ଶ୍ରୀମନ୍ଦିର ବୁଲିଲେ, ଦରମାରୁ ଲକ୍ଷେ ଟଙ୍କା ଦାନ କଲେ ରାଷ୍ଟ୍ରପତି

ପୁରୀ : ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ବିକାଶ ଅଭିଯାନରେ ସାମିଲ ହୋଇ ୧ ଲକ୍ଷ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ରାଷ୍ଟ୍ରପତି ଏହି ସମର୍ପଣ ନିଧି ଅର୍ପଣ କରିଛନ୍ତି । ଶ୍ରୀମନ୍ଦିର…

ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥା

ପୁରୀ(ମଧୁସୂଦନ ମିଶ୍ର) :  ମହାତ୍ମାଗାନ୍ଧୀଙ୍କ ମାର୍ଗଦର୍ଶନରେ ହଜାର ହଜାର ଭାରତୀୟ ମହିଳା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଇଂରେଜ ସରକାରଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ଖଟି ଖାଅ କାଟି ପିନ୍ଧର ନାରାକୁ ମହିଳାମାନେ ହିଁ…

swargadwara
ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା : ବାହାର ଜିଲ୍ଲାର ଲୋକେ କରିପାରିବେନି ଶବଦାହ

ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ କୋଭିଡରେ ମୃତ ବ୍ୟକ୍ତିଙ୍କ ଶବଦାହ ଉପରେ କଟକଣା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦିକାର୍ଯ୍ୟରେ ମଧ୍ୟ ବାହାର ଜିଲ୍ଲା ଲୋକଙ୍କ ଲାଗି…

collage (11)
ଗାଁ ମୁଣ୍ଡରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା(ମାୟାଧର ସରାଫ୍) : ଗାଁ ପାଖରେ ବୁଲୁଛି ବାଘ । ନୂଆପଡା ଜିଲ୍ଲା ଖରିଆରରୋଡ ରେଞ୍ଜ ଅନ୍ତର୍ଗତ ହଲଦୀ ଗାଁ ନିକଟ ଜଙ୍ଗଳରେ ଏକ କଲରାପତରିଆ ବାଘ ବୁଲୁଥିବା ଜଣାପଡିଛି । କିଛି ଦିନ ହେବ ଏ ସଂରକ୍ଷିତ ଜଙ୍ଗଳରେ ବାଘ…

PKG
ଶସ୍ୟ ଶ୍ୟାମଳା ହୋଇ ପୁଣି ହସି ଉଠିବ ମୋ ଗାଁ : ପୁରୁଣା ଅଙ୍କାବଙ୍କା ରାସ୍ତା କଡ଼େ କଡ଼େ ଗଛ ଲଗାଉଛନ୍ତି ଯୁବଗୋଷ୍ଠୀ

ନୂଆପଡା(ମାୟାଧର ସରାଫ): ଶସ୍ୟ ଶ୍ୟାମଳା ହେବ ଗାଁ। ଜଙ୍ଗଲ ବୃଦ୍ଧି ପାଇଲେ ଫେରିଆସିବ ପଶୁପକ୍ଷୀ। କିଚିରିମିଚିରି ଶବ୍ଦରେ ଫାଟି ପଡ଼ିବ ଗାଁ।ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଗାଁକୁ ଫେରିବେ। ସବୁଜିମାମୟ ହେବ ନୂଆପଡା ଜିଲ୍ଲ। ଗାଁର ନୀରିହପଣ ଓ ସରଳତାରେ…

7
କର୍ଫ୍ୟୁ କଟକଣା ମାନୁନି ଦାନବ ଭୋକ : ଶୂନଶାନ ରାତିରେ ଅଇଁଠା ଖଲି ଚାଟୁଛନ୍ତି ଅସହାୟ ବୃଦ୍ଧ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୁହଁ ନୁହେଁ ଆଖି କଥା କହୁଛି । କର୍ଫ୍ୟୁରେ ଦାଉ ଦାଉ ଜାଳୁଛି ପେଟର ଭୋକ । ସଂକ୍ରମଣ ଭୟ ଭିତରେ ନିତିଦିନିଆ ଅତିଥି ପାଲଟିଛି ଭୋକ । ପେଟର ଭୋକ ଅହରହ ଜାଳୁଛି ମଣିଷକୁ, ଶାନ୍ତିରେ ରଖେଇ ଦେଉନି…

nayagarh
ସାଢେ ତିନି ବର୍ଷର ସ୍ପ୍ରିଙ୍ଗ ଗର୍ଲ ପ୍ରିୟଦର୍ଶିନୀ 

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ର କୁନି ରାମଦେବ । ମାତ୍ର ସାଢେ ତିନି ବର୍ଷର କୁନି ଝିଅ ଟିଏ, ନିଖୁଣ ଏବଂ ନିର୍ଭୁଲ ଭାବେ ପ୍ରଦର୍ଶନ କରୁଛି ଯୋଗର ସମସ୍ତ ମୁଦ୍ରା । ଚକ୍ରାସନ, ମତ୍ସ୍ୟାସନ,  ବୃଶ୍ଚିକାସନ, ଭୂନମାସନ, ପଦାହସ୍ତାସନ, ପଶ୍ଚିମତାନାସନ…

water problem
ଖରା ଆରମ୍ଭରୁ ଜଳକଷ୍ଟ : ଲୁଣି ଓ ଆଇରନ ମିଶା ପାଣି ଯୋଗୁଁ ଚିନ୍ତାରେ ଲୋକେ

ପାରାଦୀପ,ନବରଙ୍ଗପୁର(ରମାକାନ୍ତ ନାୟକ, ନବଘନ ବିଷୋୟୀ) : ଖରା ତାତି ବଢିବା ସାଙ୍ଗକୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଂଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ନଳକୂପ ଜଳ ଅନେକ ସ୍ଥାନରେ ଲୁଣି ଓ ଆଇରନ ଯୁକ୍ତ ହୋଇଥିବାରୁ ସମସ୍ୟା…

nabarangpur
ରାସ୍ତା କଡ଼େ କଡ଼େ ବୁଲୁଛନ୍ତି ଭାଲୁ : ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ନବରଙ୍ଗପୁର(ନବଘନ ବିଷୋୟୀ) : ରାସ୍ତା କଡ଼ରେ ନିର୍ଭୟରେ ବୁଲୁଛନ୍ତି ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ନିକଟରେ ପୁଣି ଭାଲୁ ବୁଲୁଥିବାର ସୂଚନା ମିଳିଛି l ରାସ୍ତା କଡ଼େ କଡ଼େ ୪ ଟି ଭାଲୁ ବୁଲୁ ଥିବାର…

131878029_426601338674608_8495744340696941711_n
ଚାକିରି ପାଇଲେ ପୂଜା କିନ୍ନର: ରେଢାଖୋଲ ଉପଖଣ୍ଡରେ ପ୍ରଥମ

ରେଢାଖୋଲ(ରମାକାନ୍ତ ମହାନନ୍ଦ): ସମ୍ମାନ ସହ ମିଳିଲା ବଂଚିବାର ଅଧିକାର। ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇ ପାରିଲାନି। ସମାଜର ଟାହି ଟାପରାକୁ ଭ୍ରୁକ୍ଷେପ ନକରି ଦୃଢ଼ ଆତ୍ମବିଶ୍ୱାସ ବଳରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ପୂଜା କିନ୍ନର।…

kendrapara
ରାଜ୍ୟ ଫୁଟବଲର ଏନ୍ତୁଡିଶାଳରେ ଏବେ ଭିତ୍ତିଭୂମିର ଅଭାବ, ନାହାଁନ୍ତି ପେଶାଦାର ପ୍ରଶିକ୍ଷକ

କେନ୍ଦ୍ରାପଡା(ମନୋଜ ସ୍ୱାଇଁ) : ରାଜ୍ୟରେ ମହିଳା ଫୁଟବଲ କହିଲେ ମନକୁ ଆସିଯାଏ କେନ୍ଦ୍ରପଡା କଥା । ଯେଉଁଠୁ ଅନେକ ପ୍ରତିଭବାନ ଖେଳାଳି ସୃଷ୍ଟି ହୋଇ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି  । ହେଲେ ଫୁଟବଲର ଏନ୍ତୁଡିଶାଳ କୁହଯାଉଥିବା…

tapan jena
ବିନା ପ୍ରଶିକ୍ଷଣରେ ସାପ ଧରିବାରେ ପାରଙ୍ଗମ : ଛୋଟ ବାଡ଼ି ସାହାଯ୍ୟରେ ସାପ ଧରି ପାରନ୍ତି କେନ୍ଦ୍ରାପଡ଼ା ଯୁବକ

ଆଳି(ବନମାଳୀ ସାହୁ): ବିଷଧର ସାପ ପ୍ରେମରେ ମଣିଷ । ପେଷାରେ ଗାଡ଼ି ଡ୍ରାଇଭର ହେଲେ ନିଶା ସାପ ଧରିବା । ଏଥିପାଇ ସେ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି, କିନ୍ତୁ ସାପ ଧରିବାରେ ବେଶ ମାହିର । କାହା ଘରେ ସାପ ପଶିଲେ,…

kendrapada
ବନ୍ୟା ଜଳରେ ଭାଙ୍ଗିଯାଇଛି ସ୍କୁଲ ଘର : ଶ୍ରେଣୀଘର ଭିତରେ କୁଢ଼ କୁଢ଼ ଆବର୍ଜନା, ହେଲେ କାହାର ନଜର ପଡ଼ୁନି

ଭଙ୍ଗା ସ୍କୁଲ ଉପରେ କାହାର ନଜର ପଡ଼ୁନି  ଜରାଜୀର୍ଣ୍ଣ ଅବସ୍ଥାରେ କେନ୍ଦ୍ରାପଡ଼ାର ବେଣୀପୁର ହାଇସ୍କୁଲ ବନ୍ୟାକୁ ୭ ମାସ ବିତିଥିଲେବି ମରାମତି କରାଯାଉନଥିବା ଅଭିଯୋଗ କେନ୍ଦ୍ରାପଡା(ମନୋଜ ସ୍ୱାଇଁ) : ନଦୀରେ ବନ୍ୟା ଆସି ଧୋଇ ହୋଇଗଲା । ଧନଜୀବନ ସବୁକିଛି ଛାରଖାର୍…

dinabndhu
୧୫ ବର୍ଷ ପରେ ମା’ କୋଳକୁ ଫେରିଲା ହଜିଲା ପୁଅ; ଖୁସିରେ ବୋଲ ମାନୁନି ମା’ ଆଖିର ଲୁହ

ଦୀର୍ଘ ୧୫ ବର୍ଷ ପରେ ମାଆ ପାଖକୁ ଫେରିଲା ପୁଅ   ହଜିଲା ପୁଅକୁ ପାଇ ଗାଁରେ ଭାବବିହ୍ୱଳ ପରିବେଶ କେନ୍ଦ୍ରାପଡା ଜିଲ୍ଲା ଆଳି ରାଏସପୁର ଗାଁରେ ଆନନ୍ଦର ଲହରୀ ଯାତ୍ରା ଦେଖିବାକୁ ଯାଇ ହଜିଯାଇଥିଲେ ଦୀନବନ୍ଧୁ  ଆଳି,କୋଣାର୍କଅ(ବନମାଳୀ ସାହୁ,ସଂଜୟ ପତି)…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।