• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

otv-khabr-sena
ସୀମାରେ ସବୁ ପରିସ୍ଥିତି ପାଇଁ ସଜାଗ ସେନା

ପାକ-ଚୀନ ଯୁବଳବନ୍ଦୀ ଦେଶ ପାଇଁ ବିପଦ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟରେ  ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଆମେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ, କହିଲେ ସେନା ମୁଖ୍ୟ ନରଓ୍ୱାଣେ ନୂଆଦିଲ୍ଲୀ : ଭାରତୀୟ...

otv-junior-scientiest
ଗୋରଖପୁରର କୁନି ଉଦ୍ୟୋଗୀ

ଜୁନିୟର ସାଇଣ୍ଟିଷ୍ଟଙ୍କ ବଡ଼ କାରନାମା ଭାଇରସ ଭୟ ଭିତରେ ସ୍ୱପ୍ନର ଉଡ଼ାଣ ଭରିଲେ ଅଷ୍ଟମ ଶ୍ରେଣୀର ଛାତ୍ର ଅମର ପ୍ରଜାପତି ତିଆରି କରିପାରୁଛନ୍ତି ଏଇଇଡ଼ି ବଲ୍ବ   ମାତ୍ର ପାଞ୍ଚ ଦିନରେ ଶିଖିଲେ ପାଞ୍ଚ ପ୍ରକାର ଏଇଇଡ଼ି ବଲ୍ବ ତିଆରିର କୌଶଳ ଗୋରଖପୁର : ଅଦୃଶ୍ୟ ଭୂତାଣୁ ଭୟରେ ହୋଇଥିବା...

sddefault_1200x768-sixteen_nine
ଚିକେନ ଦେବାକୁ ମନା କରିବାରୁ ଲଙ୍କାକାଣ୍ଡ, ଢ଼ାବାରେ ନିଆଁ ଲଗାଇଦେଲେ ଦୁଇ ଜଣ ଯୁବକ

ନାଗପୁର : କ୍ରୋଧ ଜର୍ଜରିତ ମାନସିକତା ପାଇଁ ନିଆଁ ଲାଗିଲା । ଚିକେନ୍ ପାଇଁ ନିଶାରେ ଚୁର ହୋଇଥିବା ଦୁଇ ଜଣ ଯୁବକ ଢ଼ାବାରେ ନିଆଁ ଲଗାଇ ଦେଇଛନ୍ତି । ଚିକେନ୍ ଶେଷ ହୋଇଯାଇଥିବାରୁ ବିଳମ୍ବିତ ରାତ୍ରିରେ ଢ଼ାବା ମାଲିକ ଚିକେନ୍ ଦେବାକୁ ମନା କରିଦେଇଥିଲେ । ତେବେ...

high-crt
ପୁରୀ ହାଜତ ମୃତ୍ୟୁ ଘଟଣାକୁ ଅସ୍ୱୀକାର କଲେ ରାଜ୍ୟ ସରକାର

କଟକ(ଗୌତମ ପଣ୍ଡା) : ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ବାସେଳି ସାହି ଥାନା ମୃତ୍ୟୁ ଘଟଣା ହାଜତ ମୃତ୍ୟୁ ନୁହଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ସହ...

bus-baliguda
ହୁ ହୁ ହୋଇ ଜଳିଗଲା ଚଳନ୍ତା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲିଗୁଡ଼ା(ଅଜିତ୍ କୁମାର ନାୟକ) : ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ ଯାତ୍ରୀ । ଆଜି ସକାଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକରେ ହୁ ହୁ ହୋଇ ଜଳିଯାଇଛି ଯାତ୍ରୀବାହୀ ବସ୍ । ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସରେ ନିଆଁ ଲାଗି...

maa
“ମା’, ତୁ କୁଆଡ଼େ ଗଲୁ ? ଅଭାଗା ପୁଅ କଥା ତୋର ମନେ ପଡ଼ୁନି ?”

ସମ୍ବଲପୁର : ମା’ ତୁ କୁଆଡ଼େ ଗଲୁ ? ଏ ଅଭାଗା ପୁଅ କଥା କ’ଣ ତୋର ମନେ ପଡ଼ୁନି । ନିଖୋଜ ମା’କୁ ଖୋଜି ଖୋଜି ପାଗଳପ୍ରାୟ ହୋଇଗଲାଣି ପୁଅ । ହାତ ଧରି ବାଟ ଚଲେଇ ଶିଖାଇଥିଲା, ହେଲେ ଏବ ବାଟ ଜାଣି ନପାରି ମୋତେ...

121919439_1298070253876686_4279124217071382735_n
ରାଜ୍ୟରେ ଘନ କୁହୁଡ଼ି, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସହ କିଛି ସ୍ଥାନରେ ସକାଳ ସମୟରେ ଘନ କୁହୁଡି ପଡିବ ।  ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ...

୫
ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ରାଷ୍ଟ୍ରପତି

ନୂଆଦିଲ୍ଲୀ : ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାନ୍ତୋଖି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । ଭାରତୀୟ ବଂଶୋଦ୍ଭବ ସାନ୍ତୋଖି ରାଜପଥ ପରେଡରେ ଯୋଗଦେବେ ବୋଲି  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡିତ ସୂତ୍ରରୂ ଜଣାପଡ଼ିଛି। ବ୍ରିଟେନରେ କରୋନାର ସ୍ଥିତି...

youth suicide
ଋଣ ଭାର ସହି ନପାରି ବାପାର ଆତ୍ମହତ୍ୟା, ଝିଅ ବାହାଘର ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଋଣ ଆଣିଥିଲେ ରବୀନ୍ଦ୍ର

ସୋର(ଶଶିକାନ୍ତ ବେହେରା) : ଋଣ କରି ଅତି ଜାକଜମକରେ ଝିଅର ବିବାହ କରାଇଥିଲେ। ସୁରୁଖୁରୁରେ କନ୍ୟାଦାନ ସିନା କରିଦେଲେ, ହେଲେ ଠିକଣା ସମୟରେ କରଜ ଶୁଝିନପାରି ଶେଷରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ବାପା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ମାଣତ୍ରି ଅଞ୍ଚଳରେ।...

Puri-brking-Up
ଜାନୁଆରୀ ୨୧ ରୁ ହଟିବ ଜଗା ଦର୍ଶନ କଟକଣା, ଆଉ ବାଧ୍ୟତାମୂଳକ ନୁହେଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟ

ପୁରୀ : ବଡଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରିବନି ।  ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ଼୍ ରିପୋର୍ଟ କଟକଣା ହଠାଇ ଦିଆଯାଇଛି । ସମୀକ୍ଷା ବୈଠକ ପରେ ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା...

vivekananda
ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦ, ମାତ୍ର ୩୦ବର୍ଷ ବୟସରେ ଧର୍ମ ସଂସଦରେ ଦେଇଥିଲେ ମର୍ମସ୍ପର୍ଶୀ ଭାଷଣ

ଯୁବପିଢୀଙ୍କ ପାଇଁ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦ। ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ଏହି ମହାନ୍ ବ୍ୟକ୍ତିଙ୍କ ଅବଦାନ ଅତୁଳନୀୟ । ଗୈରିକ ବସନ, ମଥାରେ ଗେରୁଆ ପଗଡ଼ି, ଢ଼ିଲା ପାଇଜାମାରେ ଶାନ୍ତ ସୌମ୍ୟ ଚେହେରା । ମୁଖମଣ୍ଡଳରେ  ଅଗ୍ନି ପରି ତେଜ । ଆକାଶର ବ୍ୟାପ୍ତି...

netaji
ନେତାଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଇଁ ପ୍ରସ୍ତୁତି ଆରମ୍ଭ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୩ ଜାନୁୟାରୀରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରୁ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବ ସମାରୋହର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । କରୋନା ମହାମାରୀ ମଧ୍ୟରେ ଏହା...

bird-flu
୭ଟି ରାଜ୍ୟରେ ଆତଙ୍କ ଖେଳାଇଛି ବାର୍ଡ-ଫ୍ଲୁ, ଦିଲ୍ଳୀର ୪ ବଡ଼ ପାର୍କକୁ ପ୍ରବେଶ ନିଷେଦ୍ଧ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସର ଦ୍ଵିତୀୟ ଷ୍ଟ୍ରେନ ଆରମ୍ଭ ହୋଇଯାଇଥିବା ବାର୍ଡ଼ ଫ୍ଲୁ ପୁଣି ନୂଆ ସଙ୍କଟ ସୃଷ୍ଟି କରିଛି। ଦେଶର ୭ଟି ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଖେଳାଇଥିବା ବେଳ  ବିଭିନ୍ନ ସହରରେ କାଉ ମଡ଼କ ଦେଖିବାକୁ ମିଳିଛି। କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ...

130718645_842013079693711_3587084674996764548_n
ଆଉ ଏକ ମହାମାରୀ ଭୟ ! ନୂଆ ଭାଇରସ୍ କବଳରେ ପଡ଼ି ଛଟପଟ ହେବେ ବିଶ୍ୱବାସୀ

ମାନବ ସମାଜ ପାଇଁ ନୂଆ ବିପଦ ପୁଣି ନୂଆ ଭାଇରସ୍ କବଳରେ ପଡ଼ି ଛଟପଟ ହେବେ ବିଶ୍ୱବାସୀ ଭବିଷ୍ୟତବାଣୀ କଲେ କ୍ରେଗ୍ ହାମିଲଟନ୍ ପାର୍କର ଅଦୃଶ୍ୟ ଭାଇରସ କବଳରେ ପଡ଼ି ଆଜି ତ୍ରାହି ତ୍ରାହି ଚିତ୍କାର କରୁଛି ପ୍ରବଳ ପରାକ୍ରମୀ ‍ବୋଲାଉଥିବା ମଣିଷ ସମାଜ । ଶହେ ବର୍ଷ...

india-china-military-1592563972
ଭାରତ ସୀମାକୁ ପଶିଲେ ଚୀନ ଯବାନ, ନୂଆ ଚାଲ ଖେଳୁଛି କି ଡ୍ରାଗନ୍ ସେନା ?

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ନୂଆ ଚାଲ ଖେଳୁଛି କି ଚୀନ ? ଗୁପ୍ତରେ ଅନୁପ୍ରେବଶ କରୁଥିଲେ କି ଚୀନ୍ ସୈନିକ ?  ଭାରତୀୟ ସୀମାରୁ ଡ୍ରାଗନ୍ ବାହିନୀର ଜଣେ ସେନା ଧରାପଡ଼ିଛନ୍ତି । ପାଙ୍ଗୋଙ୍ଗ ହ୍ରଦ ନିକଟରେ ସନ୍ଦିଗ୍ଧ...

kelua-7am
ଯାଜପୁର କେଲୁଅ ନଦୀବନ୍ଧ ଭାଙ୍ଗିବା ମାମଲା : ତଦନ୍ତ କରିବ ଭିଜିଲାନ୍ସ,୨ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଯାଜପୁର : ଯାଜପୁର କେଲୁଅ ନଦୀବନ୍ଧ ରାସ୍ତାରେ ମନୁଷ୍ୟକୃତ ଘାଇ ମାମଲାରେ ଭିଜିଲାନ୍ସ ତଦନ୍ତ କରିବ । କେଲୁଆ ନଦୀବନ୍ଧ ରାସ୍ତାକୁ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ଏହାସହ ଆସନ୍ତା ୨ ମାସ ମଧ୍ୟରେ ତଦନ୍ତ ସାରି  ରିପୋର୍ଟ...

canal-brust
ଭୁଶୁଡ଼ିଲା ଅପର୍ କୋଲାବର ମୁଖ୍ୟ କେନାଲ, ଏକର ଏକର ଚାଷ ଜମି ଜଳମଗ୍ନ

ଜୟପୁର(ଟି ଗୌରିଶଙ୍କର):  କେନାଲ ବନ୍ଧ ଭୁଶୁଡ଼ି ଯାଇ ଚାଷ ଜମିକୁ ମାଡ଼ି ଯାଇଛି ପାଣି । କୋରାପୁଟ ଜୟପୁର ସହର ଉପକଣ୍ଠ ଏକତାଗୁଡ଼ାରେ କେନାଲ ବନ୍ଧ ଭୁଶୁଡ଼ି ଯାଇଛି । ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି...

gold price
ସୁନା ଗହଣା କିଣିବାକୁ ଯାଉଛନ୍ତି କି ? ସାଙ୍ଗରେ ନେଇ ଯାଆନ୍ତୁ ପାନ୍ ଓ ଆଧାର କାର୍ଡ଼

ନୂଆଦିଲ୍ଲୀ : ଗହଣା କିଣିବାକୁ ଯାଉଛନ୍ତି କି ? ପାନ୍ କାର୍ଡ଼ ଓ ଆଧାର କାର୍ଡ଼ ପରି KYC କାଗଜପତ୍ର ସାଙ୍ଗରେ ନେଇ ଯାଆନ୍ତୁ। କାରଣ ଏ‍ବେ ଦୁଇ ଲକ୍ଷରୁ କମ୍ ମୂଲ୍ୟର ଗହଣା କିଣୁଥିଲେ ବି ଦୋକାନୀମାନେ କାଗଜପତ୍ର ମାଗୁଛନ୍ତି। ବର୍ତ୍ତମାନ ୨ ଲକ୍ଷ ଟଙ୍କା ନେଣଦେଣ...

1-105
ସେନାକୁ ବଳ ଯୋଗାଇବ ସ୍ୱତନ୍ତ୍ର ସ୍ୱଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍

ନୂଆଦିଲ୍ଲୀ : ସେନାର ବଳ ବଢ଼ାଇବ ମେକ୍ ଇନ୍ ଇଣ୍ଡିଆର ବୁଲେଟ ପ୍ରୁଫ୍ ଜ୍ୟାକେଟ୍। ଖରାବର୍ଷାକୁ ନଡରି ମାଟି ମା’ ପାଇଁ ହସି ହସି ଜୀବନ ଦେଉଥିବା ସେନାଙ୍କୁ ଖୁବଶୀଘ୍ର ରକ୍ଷାକବଚ ମିଳିଯିବ ।  ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ଶତ୍ରୁକୁ ଭାରତୀୟ ସେନା...

khabr-odisha-ganguly
ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି

– ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି – ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଉଡ‌ଲାଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ – ଡିସଚାର୍ଜ ହେବା ପରେ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଲେ ଗାଙ୍ଗୁଲି କୋଲକାତା : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ।...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।