ଆଜି ଦେଶରେ ୪୮,୭୮୬ ପଜିଟିଭ ଚିହ୍ନଟ ଦେଶରେ ୨୪ ଘଣ୍ଟାରେ ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯କୁ ବୃଦ୍ଧି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା- ୫,୨୩,୨୫୭; ସୁସ୍ଥ- ୨,୯୪,୮୮,୯୧୮ ନୂଆଦିଲ୍ଲୀ : ଦେଶରେ କମୁଛି…
DCGI ଆବେଦନ କଲା ଜାଇକୋଭ-ଡି ଦେଶର ୫୦ଟି ସେଣ୍ଟରରେ ହୋଇଛି ଟ୍ରାଏଲ ସବୁଠୁ ବଡ଼ କ୍ଲିନିକାଲ୍ ଟ୍ରାଏଲ ଜାଇଡସ୍ କରିଛି ଜାଇକୋଭ୍-ଡି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ ହୋଇଛି କରୋନା ବିରୋଧରେ ପ୍ରଭାବଶାଳୀ DNA ଟିକା ନୂଆଦିଲ୍ଲୀ : କରୋନା ବିରୋଧୀ…
ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଝଟକା ୨ରୁ ୧୭ବର୍ଷ ବୟସ୍କ ଉପରେ କୋଭୋଭାକ୍କ୍ସj କ୍ଲିନିକାଲ ଟ୍ରାଏଲ ପାଇଁ ହୋଇଥିଲା ଆବେଦନ କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି…
ନୂଆଦିଲ୍ଲୀ : ଡାଉନ୍ ହେଲା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର । ପେଜ୍ ଲୋଡ୍ କରିପାରୁ ନାହାନ୍ତି ୟୁଜର । ବିଶ୍ୱର ଅନେକ ଦେଶରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଅଭିଯୋଗ ମଧ୍ୟ…
ଚଳଚଞ୍ଚଳ ହୋଇଛି ରଥଖଳା । ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର ।
ସ୍ନାନବେଦି ଉପରେ ବସି ମହାପ୍ରଭୁଙ୍କ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ ।
ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ବର୍ଦ୍ଧିତ ଦୁଗ୍ଧ ମୂଲ୍ୟ ଆସନ୍ତାକାଲି ଠାରୁ ଲାଗୁ ହେବ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଦେଶରେ ଏହି ନୂତନ ମୂଲ୍ୟ ଲାଗୁ ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ଉପରେ…
ନୂଆଦିଲ୍ଲୀ : ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ । ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ…
ଇନ୍ଦୋର : ଫେସବୁକ ପ୍ରୋଫାଇଲ୍ ଫଟୋର ମଜାକ୍ ଉଡାଇବା ମହଙ୍ଗା ପଡ଼ିଲା । ପରିହାସ ସହ୍ୟ କରିନପାରି କିଛି ଲୋକଙ୍କ ସହ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ କଲେ ଅଭିଯୁକ୍ତ । ସାମାନ୍ୟ ଏକ ଫଟୋ ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି…
ଅନ୍ତର୍ଜାତୀୟ ବିମାନ ଉପରେ ବ୍ୟାନ୍ ଜାରି ରହିଛି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା କଟକଣା କୋଭିଡ-୧୯ ପାଇଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ କଟକଣା କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ DGCA…
ଥିରୁବନ୍ତପୁରମ୍ : କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି । ଦକ୍ଷିଣ ରାଜ୍ୟ ଗୁଡ଼ିକରେ କରୋନା ପ୍ରକୋପ କମି ନଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ…
ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ…
ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ନୂଆଦିଲ୍ଲୀ :…
ପ୍ରତିରକ୍ଷା ଶିବିର ନିକଟରେ ପୁଣି ଉଡିଲା ଡ୍ରୋନ୍ ପୁଣି ଜମ୍ମୁରେ ୩ଟି ଡ୍ରୋନ ଉଡ଼ିବାର ଦୃଶ୍ୟ ସାମ୍ନାକୁ ଆସିଲା ଜମ୍ମୁ : ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା । ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ବାୟୁସେନା…
ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ । କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ…
ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ପାଦହରା ପୁଷ୍କରୀଣି କେଦାରଗୌରୀ ପୁଷ୍କରିଣୀରୁ ଦଳ ସଫା କାମ ଆରମ୍ଭ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିଲେ ସୁଧୁରିବ ସମସ୍ୟା ଭୁବନେଶ୍ୱର(ବଳରାମ ମହାନ୍ତି) : ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ମନ୍ଦିର, ଐତିହ୍ୟ ସ୍ଥଳ, କୀର୍ତ୍ତିରାଜିର ସୁରକ୍ଷା,…
ଖୁବ୍ ଶୀଘ୍ର ଭାରତ ଆସିବ କରୋନା ଟିକା ମଡର୍ଣ୍ଣା ମଡର୍ଣ୍ଣା ଟିକା ଆମଦାନୀ ଆବେଦନକୁ DCGIର ମଂଜୁରୀ ଔଷଧ କଂପାନୀ ସିପଲାକୁ ଆମଦାନୀ ଅନୁମତି ଦେଲା DCGI ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଇଛି…
ନୂଆଦିଲ୍ଲୀ : ଆକାରରେ ଚଢେଇ ଠାରୁ ବି କ୍ଷୁଦ୍ର, ମାତ୍ର ଆକ୍ରମଣ କ୍ଷମତା ଅତି ଘାତକ । ଅତି ଗୋପନୀୟ ଭାବେ ଗତି କରିପାରୁଥିବା ଡ୍ରୋନ୍ ଗୁଡିକୁ ସାଧାରଣ ରାଡାରରେ ଧରିବା ସମ୍ଭବ ନୁହେଁ । ଏଗୁଡିକୁ ଠାବ କରିବା ଲାଗି…
ବାରାଣାସୀ : ବିବାହ ଦିନ ପ୍ରେମିକ ସହ ଛୁ ମାରିଲା କନ୍ୟା । ଶିଶୁପାଳ ସାଜି ଥାନାରେ ଏତାଲା ଦେଲା ବର । ଉତ୍ତରପ୍ରଦେଶ ବାରାଣାସୀରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ବିବାହ ଦିନ ବରଯାତ୍ରୀ ଆସିବା ପୂର୍ବରୁ ଯୁବତୀ…
ଦକ୍ଷିଣ ଆଫ୍ରିକାରେ ସରକାରଙ୍କ ପ୍ରସ୍ତାବକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ପ୍ରସ୍ତାବରେ ମହିଳାଙ୍କୁ ଏକ ସମୟରେ ଏକାଧିକ ବିବାହକୁ ଆଇନସିଦ୍ଧ କରିବାକୁ କୁହାଯାଇଛି । କିନ୍ତୁ ପ୍ରସ୍ତାବ ଆସିବା ମାତ୍ରେ ଏହାର ବିରୋଧ ଆରମ୍ଭ ହୋଇଯାଇଛି । ରୂଢ଼ିବାଦୀ…