• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

୧
ଧଡ଼ାଧଡ଼ ଘୁରୁଛି ପୃଥିବୀ ! ପୂର୍ବାପେକ୍ଷା ଅଧିକ ବେଗରେ ଗତି କରୁଛି . . .

ପୃଥିବୀ ବିଗତ ୫୦ ବର୍ଷ ତୁଳନାରେ ଦ୍ରୁତ ବେଗରେ ଘୁରୁଛି। ସାଧାରଣ ବେଗ ଠାରୁ ଅଧିକ ବେଗରେ ଗତି କରୁଛି । ତେବେ ହଠାତ୍ ବେଗ ବଢ଼ିବା ଯୋଗୁଁ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଅଧ୍ୟୟନ ପରେ ମଧ୍ୟ  ବେଗ ବଢ଼ିବାର କାରଣ ଖୋଜିପାରୁ ନାହାନ୍ତି।...

ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା ! ହିଂସାକାଣ୍ଡରେ ୪ ମୃତ, ଓ୍ୱାଶିଂଟନରେ କର୍ଫ୍ୟୁ

ଆମେରିକାର ଓ୍ୱାଶିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣ ପ୍ରାଣ ହରାଇଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ଓ୍ୱାଶିଂଟନ ମେୟର ୧୫ ଦିନ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି ।  ଆମେରିକା : ଆମେରିକା ସଂସଦ...

5
ସାରା ଦେଶରେ ଏବେ ବାର୍ଡ଼ ଫ୍ଲୁ ଆତଙ୍କ, ଚଣ୍ଡିଗଡ଼ରେ ୪୦ ଟଙ୍କା ପର୍ଯ୍ୟନ୍ତ କମିଲା ଚିକେନ୍ ଦର

ବାର୍ଡ଼ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ଦେଶର ଅନେକ ସ୍ଥାନରେ ଖସିଲା ଚିକେନ୍ ଦର ଚଣ୍ଡିଗଡ଼ରେ ୪୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଚିକେନ୍, ଅନ୍ୟ ରାଜ୍ୟରେ ବି ସମାନ ଅବସ୍ଥା ହିମାଚଳ ସମେତ ବିଭିନ୍ନ ରାଜ୍ୟରେ ବାର୍ଡ଼ ଫ୍ଲୁ ମାମଲା ଆସିବା ପରେ ଚିନ୍ତାରେ ସରକାର...

qctjgha_free-salon-service_625x300_05_January_21
ଝିଅ ଜନ୍ମ ଖୁସିରେ ଆତ୍ମହରା ବାପା !

ଗ୍ୱାଲିୟର :  ଝିଅ ଜନ୍ମ ହେବା ପରେ ଗ୍ୱାଲିୟରରେ ଜଣେ ସେଲୁନ୍ ମାଲିକ ସହର ସାରା ଲୋକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି । ଘରକୁ ଲକ୍ଷ୍ମୀ ଆସିଥିବା ଖୁସିକୁ ମନାଇବା ପାଇଁ ଭିନ୍ନ ଅନ୍ଦାଜରେ ନିଜର ତିନୋଟି ସେଲୁନରେ ୨୪ ଘଣ୍ଟା ପାଇଁ ମାଗଣାରେ ଚୁଟି କାଟିଛନ୍ତି...

pradipta
ବୋଥ୍ରାଙ୍କ ନାଁରେ ମାମଲା ହେଉ’ ! SITର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟରେ ସାବାଳକ ଦର୍ଶାଯାଇଥିବାରୁ ଏସଆଇଟି ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ  ନାୟକ ବର୍ଷିଛନ୍ତି । ସେ ଟ୍ୱିଟ୍ କରି ଏସଆଅଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରିବା ସହ ଏସଆଇଟିର ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି । ମାଟ୍ରିକ...

Lingaraj_temple_Bhubaneswar
ଭକ୍ତଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ଅର୍ଚ୍ଚନା ଶତପଥୀ): ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଛି । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି  । ରିପୋର୍ଟ...

tea
କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରିଠାବ

କଟକ(ଦେବାଶିଷ ମହାନ୍ତି): ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା କଟକରୁ ପୁଣି ନକଲି ଚା ପତି ଫ୍ୟାକ୍ଟ୍ରିଠାବ କରାଯାଇଛି । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଆଜି ଅପମିଶ୍ରିତ ଚା ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ। କଟକର ସଦର ଥାନା ମୁକାମେଶ୍ୱର ଗାଁରେ ଏହି...

suicide
ବାହାଘର ଭାଙ୍ଗି ଯିବାରୁ ଫିନାଇଲ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ : ବିବାହ ପ୍ରସ୍ତାବ ଭାଙ୍ଗିବାରୁ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ବର୍ତ୍ତମାନ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇ ଜୀବନ ସହ ଲଢ଼େଇ କରୁଛନ୍ତି। ସୂଚନା ଅନୁସାରେ, ଆସନ୍ତା ଫେବୃଆରୀ ୨ ତାରିଖରେ ଯୁବତୀ ଜଣକ ହାତକୁ ଦିହାତ...

gajapati-wonder-boy
ବିଚକ୍ଷଣ ବୁଦ୍ଧିମତାର ଅଧିକାରୀ ଆରୁଶ

ଗଜପତି : ( ରିପୋର୍ଟ -ଆଦର୍ଶ ଦାସ) କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ଗଜପତିର ବିସ୍ମୟ ବାଳକ । ମାତ୍ର ୩ ବର୍ଷ ବୟସରେ ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ ସ୍ଥାନ ପାଇଛନ୍ତି ଆରୁଶ ମିଶ୍ର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଳ୍ପ ବୟସରୁ ହିନ୍ଦୀ,...

8
କିନ୍ନରଙ୍କ ପାଇଁ ଆଶ୍ରମ ତିଆରି କରିବାକୁ ଗହଣା ବିକ୍ରି କରିଦେଲେ ମହିଳା

ତୃତୀୟଲିଙ୍ଗୀଙ୍କ ପାଇଁ ସ୍ୱପ୍ନର ଘର ତୋଳିବେ ସମାଜସେବୀ ରଞ୍ଜନା । ଉତ୍ତର ପ୍ରଦେଶର ବୁଲନ୍ଦସରରେ କିନ୍ନରଙ୍କ ପାଇଁ ଦେଶରେ ପ୍ରଥମ ଆଶ୍ରମ ତିଆରି ହେବ। ମୁଣ୍ଡକୁ ଛାତ ମିଳିବା ସହ ସମାଜର ଟାହିଟାପରା ସହୁଥିବା କିନ୍ନରଙ୍କୁ  ରୋଜଗାର ମଧ୍ୟ ଯୋଗାଇଦିଆଯିବ। ତେବେ ଏଥିପାଇଁ ରଞ୍ଜନା ନିଜର ଗହଣାଗାଣ୍ଠି ସବୁ...

sextortion
ସାବଧାନ ! ସୋସିଆଲ ମିଡିଆରେ ନଗ୍ନ ଭିଡିଓ କଲିଂ ମାଧ୍ୟମରେ ଚାଲିଛି ବ୍ଲାକମେଲିଂ

ଭୁବନେଶ୍ୱର : ସାବଧାନ୍ ! ରାଜ୍ୟରେ ମାତିଛନ୍ତି ସାଇବର ଅପରାଧୀ । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଲୁଟି ଚାଲିଛନ୍ତି ।  ଅନଲାଇନ୍ ଠକେଇର ଚେର ଧୀରେ ଧୀରେ ରାଜ୍ୟର ଚାରିଆଡ଼କୁ ମାଡ଼ିବାକୁ ବସିଛି । ଯୁବଗୋଷ୍ଠୀଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ...

pratap-jena
ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ରାଜନୀତି ଜୋର୍

କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ତେଜିଲା ରାଜନୀତି । ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରୁଛି ବିଜେପି । ରାସ୍ତାକୁ ଓହ୍ଲାଇ ଆସି ବରିଷ୍ଠ ବିଜେପି ନେତାଙ୍କ ହତ୍ୟାକାଣ୍ଡର ପ୍ରତିବାଦ କରିଛନ୍ତି କର୍ମୀ ...

khbar-odisha-maribu-kimba-bhika-magibu
ଭୋକ ଉପାସରେ ବାପାମା’ ଛେଉଣ୍ଡ ତିନି ଅନାଥ ଶିଶୁ

କାମାକ୍ଷାନଗର (ରିପୋର୍ଟ ବିଦ୍ୟାଧର ବରାଳ ) –  ବିଧାତାର ତାଡ଼ନାରେ ଛେଉଣ୍ଡ ହୋଇଗଲେ ତିନି ଭାଇଭଉଣୀ ।  ମୁଣ୍ଡ ଉପରେ ନାହିଁ ମା’ର ସ୍ନେହବୋଳା ପଣତକାନି କି ଦୁଷ୍ଟାମୀ କଲେ, କିମ୍ବା ପାଠ ନପଢ଼ିଲେ ଆକଟ କରିବାକୁ ବାପା ନାହାନ୍ତି ।  ଜୀବନ କ’ଣ ଜାଣିବା ପୂର୍ବରୁ ବାପାମା’...

1
କେନ୍ଦ୍ର ଓ କୃଷକ ସଙ୍ଗଠନ ମଧ୍ୟରେ ଆଜି ଆଉ ଏକ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ : ସଂଶୋଧିତ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ଆଜି ପୁଣି ଥରେ ଆଲୋଚନା ଅନୁଷ୍ଠିତ ହେବ । ରାଜଧାନୀ ଦିଲ୍ଲୀରେ ପାରଦ ଖସୁଥିବା ବେଳେ ଶନିବାରଠାରୁ ବର୍ଷା ବିକ୍ଷୋଭକାରୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ସତ ଆନ୍ଦୋଳନକୁ ସ୍ଥଗିତ ରଖିନାହାନ୍ତି କୃଷକ...

winter
ରାଜ୍ୟର ୧୬ଟି ଜିଲ୍ଲାରେ ୩ ଦିନ ପାଇଁ ଘନ କୁହୁଡ଼ି

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଘନ କୁହୁଡ଼ି । ରାସ୍ତାଘାଟ ଜୁଆଡ଼େ ଦେଖିବ କୁହୁଡ଼ିରେ ଭର୍ତ୍ତି । ଘନ କୁହୁଡ଼ି ପାଇଁ ରାସ୍ତାଘାଟ ମଧ୍ୟ ଦେଖଯାଉନି । ଆସନ୍ତା ୩ ଦିନ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ସକାଳୁ ସକାଳୁ ଦେଖିବାକୁ ମିଳିବ ଘନ କୁହୁଡ଼ି । ଏହାକୁ ଦୃଷ୍ଟିରେ...

khbar-odisha-chinmaya-
ଅନୁଗୁଳର ମଦରଟେରେସା, ଦୁଃସ୍ଥ ଅବହେଳିତଙ୍କ ସାହାଭରସା ଚିନ୍ମୟୀ କିନ୍ନର

ଅନୁଗୁଳ : ( ରିପୋର୍ଟ- ବିରଜା ପ୍ରସାଦ ଦାଶ ) ସେବାର ଅନ୍ୟନାମ କିନ୍ନର ଚିନ୍ମୟୀ ଦାସ । ମାନବ ସେବା ହିଁ ମାଧବ ସେବା ଧର୍ମକୁ ଜୀବନର ବ୍ରତ କରିଛନ୍ତି । ଭୋକିଲାକୁ ଦାନା ଆଉ ଦରିଦ୍ରକୁ କନା ଖଣ୍ଡେ ଦେଇ ଆତ୍ମତୃପ୍ତିର ଜୀବନ ଜିଉଁଛନ୍ତି  ।...

Bird
ଆଜିଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ । ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଚାଲିଛି ପକ୍ଷୀ ଗଣନା

ବାରିପଦା : ଆଜି ଠାରୁ ରାଜ୍ୟରେ ପକ୍ଷୀଗଣନା ଆରମ୍ଭ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳରେ ଚାଲିଛି ପକ୍ଷୀ ଗଣନା । ଶୀତ ଋତୁରେ ସୁଦୂର ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ଓଡ଼ିଶା ଆଡ଼କୁ ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ...

88
ଦେଶବାସୀଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ : ସାରା ଦେଶରେ ମାଗଣାରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍ । ଟିକା ନେବା ପାଇଁ ସାଧାରଣ ଜନତାଙ୍କୁ ଟଙ୍କା ଦେବାକୁ  ପଡ଼ିବ ନାହିଁ । ସାରା ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ବଡ଼ ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ । ଦେଶରେ...

pangong_lake-sixteen_nine
ଶତ୍ରୁ ଦେଶକୁ ପାନେ ଦେବାକୁ ୧୨ଟି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା କିଣିବ ଭାରତୀୟ ସେନା

ଲଦାଖ :  ଶତ୍ରୁ ଦେଶ ଉପରେ ରହିବ ଭାରତର କଡ଼ା ନଜର । ପାଙ୍ଗଙ୍ଗ ହ୍ରଦରେ ଚୀନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ ଭାରତୀୟ ସେନା । ଡ୍ରାଗନ୍ ସେନାକୁ ପାନେ ଦେବାକୁ ତଥା ପାଟ୍ରୋଲିଂ ପାଇଁ ୧୨ଟି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା କିଣାଯିବ । ଏହି...

Bull-Kumar-696x392
ସିଆଚେନ୍ ବୀରଙ୍କୁ ଶେଷ ସଲାମ୍

ନୂଆଦିଲ୍ଲୀ :  ସିଆଚେନ୍ ହିରୋଙ୍କୁ ଶେଷ ସଲାମ୍ । ନୀରବି ଗଲେ ବୀରତ୍ୱର ଧ୍ୱଜା ଉଡ଼ାଇଥିବା ବୀରପୁତ୍ର ।   ସିଆଚେନ ବରଫଭ୍ୟାଲିରେ ଭାରତର ଉପସ୍ଥିତିକୁ ଜାହିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କର୍ଣ୍ଣେଲ ବୁଲଙ୍କର ବର୍ଷ ଶେଷରେ ନିଧନ ହୋଇଛି । ରାତ୍ରି ରାତ୍ରି ଉଜାଗର...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।