କେମିତି ଲାଗୁଛି ଜଙ୍ଗଲରେ ନିଆଁ ? ଜଙ୍ଗଲ ନିଆଁର କାରଣ ଖୋଜିବ ଟାସ୍କ ଫୋର୍ସ ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍ ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀଙ୍କ ସହ କରିବେ ଆଲୋଚନା ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରାରମ୍ଭିକ ରିପୋର୍ଟ ବାରିପଦା:...
ବ୍ରହ୍ମପୁର : ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି। ପୂର୍ବରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି। କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ। ରାଜ୍ୟ...
ବେଜିଂ: ଚୀନର ରାଜଧାନୀ ବେଜିଂରେ ଭୟଙ୍କର ଧୂଳିଝଡ଼। ଗତ ୧୦ ବର୍ଷ ପରେ ପୁଣି ଥରେ ସହରବାସୀଙ୍କୁ ସବୁଠାରୁ ଭୟଙ୍କର ଧୂଳି ଝଡ଼ର ସାମ୍ନା କରିବାକୁ ପଡ଼ିଛି। ୧୫ ମାର୍ଚ୍ଚ ୨୦୨୧ ଅର୍ଥାତ ଆଜି ଆସିଥିବା ଏହି ଝଡ଼ ପାଇଁ ପୂରା ସହର ନିମଷକେ ମଧ୍ୟରେ ହଳଦିଆ ପଡ଼ିଯାଇଛି...
ଅପରାଧ ରୋକିବ ହ୍ୱାଟସଆପ୍ ନମ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି ହେଲା ହ୍ୱାଟସଆପ୍ ନମ୍ବର ରାସ୍ତାରେ ଅପରାଧ ଘଟିଲେ ହ୍ୱାଟସଆପ୍ ନମ୍ବରରେ ଜଣାନ୍ତୁ ଭୁବନେଶ୍ୱର ପାଇଁ ହ୍ୱାଟସଆପ୍ନମ୍ବର 7077798111 ଅପରାଧୀଙ୍କ ସଂପର୍କରେ ହ୍ୱାଟସଆପରେ ଜଣାଇ ହେବ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣି ହେବ ବଢ଼ୁଥିବା ଛିନତାଇ ମାମଲା...
କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଖର୍ଚ୍ଚ ୪୭୯ କୋଟି ୯୦ ଲକ୍ଷ ୪୭୯ କୋଟି ଖର୍ଚ୍ଚ ଦର୍ଶାଇ ଥିବା ବେଳେ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ୫୯ କୋଟି ୪୧ ଲକ୍ଷ; ପାଇଛି ୩୮ କୋଟି ୨ୟ ସର୍ବାଧିକ ସମ୍;...
ଭୁବନେଶ୍ୱର: ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟିକାକରଣ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରତିଦିନ ୧...
ଭୁବନେଶ୍ୱର: ବିଧାନସଭାରେ ଆଜି ବି ମୁହାଁଁମୁହିଁ ଶାସକ-ବିରୋଧୀ । ଗୃହ ବାରମ୍ବାର ମୁଲତବି ପ୍ରଶ୍ନକାଳ ଅଚଳ ପରେ ପରେ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିରୋଧୀ...
ଭୁବନେଶ୍ୱର: ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା। ସୁବାସ ବାବୁ ଯାହା କରିଛନ୍ତି, କିଛି ଭୁଲ କରିନାହାନ୍ତି। ସେ କାହିଁକି କ୍ଷମା କରିବେ । ବରଂ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଟୋକନ୍ ଲାପ୍ସ ହୋଇଗଲା, ହେଲେ...
ମାଧପୁର(ଭାର୍ଜନ କୁମାର ପ୍ରଧାନ) : ଜଙ୍ଗଲରେ ନିଆଁ ଲଗାଇ ବାପ ପୁଅ ଗିରଫ। ବୌଦ୍ଧ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ବନ ବିଭାଗ । ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ...
ଲକ୍ଷ୍ନୌ : ବଡ଼ଘର ବଡ଼ ଗୁମର କଥା। ସାଂସଦଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେପି ସାଂସଦ କୌଶଲ କିଶୋରଙ୍କ ପରିବାରରେ ଭୋଲଟେଜ ଡ୍ରାମା । ସାଂସଦଙ୍କ ବୋହୂ ତାଙ୍କ ବାସଭବନ ସାମ୍ନାରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ...
ପୁଇଁନ୍ତଳା : ନିର୍ବନ୍ଧ ସରିଥିଲା । ଦୁଇ ମାସ ପରେ ବାହାଘର ହୋଇଥାଆନ୍ତା । ବାଣ,ବାଜା ରୋଷଣୀରେ ସାଙ୍ଗସାଥୀ ପରିବାର ମେଳରେ ଯାଇଥାଆନ୍ତା ବରଯାତ୍ରୀ । ହସଖୁସିରେ ପୂରି ଉଠୁଥିଲା ପରିବାର । ହେଲେ ଅଚାନକ କ’ଣ ହେଲା କେଜାଣି ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କଲେ...
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ଚାକିରି ଛାଡ଼ି ଚାଷ କରୁଛନ୍ତି କେନ୍ଦ୍ରାପଡ଼ାର ଗୋବର୍ଦ୍ଧନ ପ୍ରଧାନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଆଜିର ଯୁବପିଢୀ ଚାଷ ଉପରୁ ମୁହଁ ଫେରାଇ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଜଣେ...
ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଆଜି ପୁଣି ବରୁଣେଇ ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ପାହାଡ଼ର ଗଡ଼ଖୋର୍ଦ୍ଧା ପଟୁ ଲାଗିଛି ନିଆଁ। ଏହାକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି । ନିଆଁ ଲିଭାଇବା ପାଇଁ ଏବେ...
କୋଲକାତା: ଦିଦିଙ୍କ ଉପରେ ହୋଇନି ଆକ୍ରମଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଗୋଡ଼ରେ ଆଘାତ ଲାଗିବା ଘଟଣାର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅନେକ ଆରୋପ ପ୍ରତ୍ୟାରୋପ ପରେ ନିର୍ବାଚନ କମିସନ୍ ଏହି ଘଟଣାକୁ ଖାରଜ କରିଛନ୍ତି । ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ...
ଭୁବନେଶ୍ୱର: ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ଦିଆଯାଉ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି। ଏଭଳି ଚେତାବନୀ ଶୁଣାଇଛନ୍ତି ରାଜ୍ୟ ଦୋଳି ଓ ମୀନା ବଜାର ସଂଘ । କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ଏପରିକି ୨୦୦୦ ଲୋକରେ ଅପେରା କରିବାକୁ ମଧ୍ୟ ଅନୁମତି...
ଜବଲପୁର : ରାକ୍ଷୀର ମାନ ରଖିଲାନି, ଭଉଣୀ ମଥାରୁ ସିନ୍ଦୁର ପୋଛିଦେଲା ଭାଇ। ବାକି ରାକ୍ଷୀର ପାଉଣା ବଦଳରେ ଭଉଣୀକୁ ବିଧବା ସଜାଇଦେଲା। ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ଏକଥାକୁ ସ୍ୱୀକାର କରିନପାରି ଭଉଣୀର ସୁନାର ସଂସାର ଚୁନା କରିଦେଲା। ଭିଣୋଇର ମୁଣ୍ଡକୁ ଶରୀରରୁ ଅଲଗା...
ଭୁବନେଶ୍ୱର: ଅଦୃଶ୍ୟ ଭାଇରସର ମାୟାଜାଲ ଏବେ ବି ଲୋକଙ୍କୁ କବଳିତ କରିଚାଲିଛି । କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ମହାମାରୀ କଡ଼ ଲେଉଟାଇଲାଣି। ଏପରି ସ୍ଥିତିରେ ମାସ୍କ କିପରି ପିନ୍ଧିବା, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ବଢ଼ିଚାଲିଥିବା ବଳେ ଭିଡ଼ ଜାଗାରେ...
ଭୁବନେଶ୍ୱର: କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଟଳିନଥିବା ବେଳେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧନ କରି କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ରହିଛି ।...
ନିଶ୍ଚିନ୍ତକୋଇଲି : କୋବି ଚାଷ କରି ଚର୍ଚ୍ଚାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ତେବେ ଚର୍ଚ୍ଚା ଚାଷ ପାଇଁ ନୁହେଁ, ବରଂ ଭିନ୍ନ ଧରଣର କୋବି ଉତ୍ପାଦନ ପାଇଁ ସେମାନେ ଏବେ ଚର୍ଚ୍ଚିତ ଅଛନ୍ତି। ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କଟକ...
ବିଧାନସଭାରେ ଆଜି ବି ହଙ୍ଗାମା ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ପାଟିତୁଣ୍ଡ ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି, କଂଗ୍ରେସର ସ୍ଲୋଗାନ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କଲା ବିଜେଡି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କଲେ...