• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

yogi adityanath
ବଡ଼ବାବୁଙ୍କୁ ବେଳ ନାହିଁ ! ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ବି ଉଠାଉ ନାହାନ୍ତି . . . .

ଲକ୍ଷ୍ନୌ : ବଡ଼ବାବୁଙ୍କର ବହପ ଦେଖ । ଏତେ କାର୍ଯ୍ୟବ୍ୟସ୍ତ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ଉଠାଇବାକୁ ବି ସମୟ ନାହିଁ। ଉତ୍ତରପ୍ରଦେଶ ସରକାରଙ୍କ ଅନେକ କଡ଼ା ନିର୍ଦ୍ଦେଶ ସତ୍ୱେ ସରକାରୀ ଫୋନ ଉଠାଉ ନଥିବା ଆଇଏଏସ୍ ଅଫିସର ଓ କମିସନରଙ୍କୁ ନୋଟିସ ପଠାଇ ଜବାବ ସୁଆଲ...

dhod
ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ : କୁନ୍ତଳାଙ୍କ କୋଳକୁ ଫେରିଛି ଜଙ୍ଗଲୀ ବାରହା ଧୋଡ଼

କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ କୋଳକୁ ଫେରିଲା ଧୋଡ଼ ଜଙ୍ଗଲରେ ବୁଲୁଥିବା ବେଳେ ଧୋଡ଼କୁ ଧରି ଘରକୁ ଆଣିଲେ କୁନ୍ତଳା ସପ୍ତାହେ ହେଲା ଢୁଡକୁ ନେଇ ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ କେନ୍ଦୁଝର : ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ...

delhi-son
ଚାପୁଡ଼ା ମାରି ବୁଢ଼ୀ ମା’ର ଜୀବନ ନେଇଗଲା କୁଳାଙ୍ଗାର ପୁଅ

ନୂଆଦିଲ୍ଲୀ : ମା’ର ମମତା ଅତୁଳନୀୟ । ମହୋଦଧି ପରି ହୃଦୟ। ମା’ ନୁହେଁ ତ ସାକ୍ଷାତ ଦେବୀଟିଏ । ମା’ ଦୁନିଆର ସବୁଠୁ ମଧୁର ଶବ୍ଦ । ହତାଦର ନକରି ପିଲାର ସବୁ ଅଳିଅର୍ଦ୍ଦଳୀ ନୀରବରେ ସହିନିଏ । ତାର ପାଦ ଦେଲେ ଛୁଇଁଲେ ସବୁ ଦୁଃଖ...

assembly
ବିଧାନସଭା ଅଚଳ: ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଗୃହ କାର୍ଯ୍ୟ ଆରମ୍ଭ ପରେ ମଧ୍ୟଭାଗରେ ବିଜେପି, କଂଗ୍ରେସର ହଟ୍ଟଗୋଳ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଶାସକ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି ଭୁବନେଶ୍ୱର: ଲଗାତାର ୫ ଦିନ...

body-builder
ବରା ବିକାଳୀରୁ ବଡି ବିଲ୍ଡର

ବରା ବିକ୍ରେତାରୁ ସଫଳ ବଡି ବିଲ୍ଡର ମିଷ୍ଟର ଓଡ଼ିଶା ଟାଇଟଲ ଜିଣିଲେ ରଶ୍ମି ରଂଜନ ସାହୁ ୧୨ ବର୍ଷର ସଂଘର୍ଷ ପରେ ସଫଳତା ପୂର୍ବରୁ ରାଜଧାନୀ ରାସ୍ତା କଡ଼ରେ ବିକୁଥିଲେ ବରା ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି) : ସଂଘର୍ଷରୁ ସଫଳତା। ବରା ବିକାଳୀ ଆଜି ବଡି ବିଲ୍ଡର ।...

delhi
ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ : ବିଷାକ୍ତ ବାୟୁ ଯୋଗୁଁ ବିକଳ ରାଜଧାନୀବାସୀ

ଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ।  ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ସହରରେ ପରିଣତ ହୋଇଛି। ସ୍ୱିଜରଲାଣ୍ଡ ସଂସ୍ଥା IQAir ର ରେଟିଂ ଅନୁସାରେ ଦିଲ୍ଲୀ ବିଶ୍ୱର ୫୦ ରାଜଧାନୀ ମଧ୍ୟରୁ ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀରେ ପରିଣତ...

corona vaccine
ଟିକା ନେଲେଣି ଲକ୍ଷେ ବୟସ୍କ : ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ

ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଗୁଳ ଓ ବୌଦ୍ଧରେ କମ୍ ଟିକାକରଣ ହୋଇଛି, ଧୀରେ ଧୀରେ ଠିକ୍ ହୋଇଯିବ ଦୈନିକ ୧ ଲକ୍ଷ ବୟସ୍କଙ୍କୁ ଟିକାକରଣ ପାଇଁ ୯୨୭ କେନ୍ଦ୍ର କରାଯାଇଛି ଗତକାଲି ଗୋଟିଏ ଦିନରେ ୧...

minor girl
ସେ ପୁଅକୁ ମୋ ପାଖକୁ ଆଣ ! ଜିନିଷପତ୍ର ଏକାଠି କରି ରଖିଥା କହି ଚାଲିଗଲେ . .

ମଦନପୁର: ନବମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଂଚଳର ଜଣେ ଛାତ୍ରୀଙ୍କୁ ତାଙ୍କ ସ୍ଲୁଲର ଜଣେ ଶିକ୍ଷକ ଗତ ଦୁଇ ବର୍ଷ ହେଲା ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି...

CYBER loot
ଦୁଇ ମାସରେ ୧.୩ କୋଟି ଲୁଟି ନେଲେ ସାଇବର ଲୁଟେରା

ଭୁୁବନେଶ୍ୱରରୁ ଦୁଇ ମାସରେ କୋଟିଏ ୩ ଲକ୍ଷ ଟଙ୍କା ଲୁଟ୍ ଫେବ୍ରୁଆରି ମାସରେ ଭୁବନେଶ୍ୱରରୁ ୫୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଫେବ୍ରୁଆରିରେ ଲୋକେ ଫେରି ପାଇଛନ୍ତି ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା ସାଇବର୍ ସେଲର ତତ୍ପରତା ଯୋଗୁଁ ଲୋକେ ଫେରି ପାଇଛନ୍ତି ଟଙ୍କା ଅଭିଯୋଗ...

uttarakhand-cm
’କଳିଯୁଗର ରାମ ନରେନ୍ଦ୍ର ମୋଦି’ : ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଭୋଳ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ଡେରାଡୁନ:  ପୁରୁଷୋତ୍ତମ ରାମଙ୍କ ସହ ମୋଦିଙ୍କ ତୁଳନା। ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନ ରାମ ଓ ପ୍ରଭୁ ଶ୍ରୀଷ୍ଣଙ୍କ ସହ ତୁଳନା କରିଛନ୍ତି। ଦ୍ୱାପର ଓ ତ୍ରେତୟା ଯୁଗରେ ଯେପରି ଭଗବାନ ରାମ ଓ କୃଷ୍ଣଙ୍କୁ ତାଙ୍କ କାମ ପାଇଁ ଲୋକେ...

president
ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ RT-PCR ଟେଷ୍ଟ

ଆସନ୍ତା ୨୧ରେ ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଏଡିଏମ୍ ଅଫିସରେ ଭିଡିଓ କନଫରେନ୍ସରେ ଆଲୋଚନା ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ରାଉରକେଲା : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଚାଲିଛି ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ,...

angul
ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା : ରାସ୍ତାକଡ଼ରୁ ୨ ନବଜାତକଙ୍କ ମୃତଦେହ ଠାବ

ରାସ୍ତାକଡ଼ରେ ୨ ନବଜାତଙ୍କ ମୃତଦେହ ଠାବ ଅନୁଗୁଳ ବଅଁରପାଳ ରାସ୍ତା କଡ଼ରେ ୨ ନବଜାତକଙ୍କ ମୃତଦେହ ଠାବ ବଅଁରପାଳ ମହୀଧରପୁର ଉପରସାହି ରାସ୍ତାକଡ଼ରେ ପଡ଼ିରହିଛି ମୃତଦେହ ୨ଟି ମୃତଦେହ ଜବତ କରି ବଅଁରପାଳ ପୋଲିସର ତଦନ୍ତ ବଅଁରପାଳ : ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା। ରାସ୍ତାକଡ଼ରୁ ଠାବ ହୋଇଛି...

mahendra
ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି

ବୌଦ୍ଧ ଭିକ୍ଷୁଙ୍କ ବେଶରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମ୍. ଏସ୍. ଧୋନିଙ୍କ ନୂଆ ରୂପ । ବୌଦ୍ଧ ଭିକ୍ଷୁ ବେଶ ହୋଇଛନ୍ତି ସୁପର କୁଲ୍ ଧୋନି । ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ...

Narasingha-Mishra
ବିଧାନସଭାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ଚିଠି ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ଚିଠି ଲେଖି ଦାବି ଜଣାଇଲେ ନରସିଂହ ରାଜ୍ୟର  ସ୍ୱାର୍ଥ, ଗଣତନ୍ତ୍ରର ସୁରକ୍ଷା ନେଇ ସର୍ବଦଳୀୟ ବୈଠକ ପାଇଁ ଅନୁରୋଧ ଫେବ୍ରୁଆରୀ ୨୬ରେ ଗୃହରେ ସରକାର ସବୁ ଧାନ କିଣିବାକୁ କହିଥିଲ ସରକାର ଗୃହରେ ଦେଇଥିବା ପ୍ରତିଶ୍ରୁତି ପାଳନ...

traffic rule
ସାବଧାନ ଅମାନିଆ ଗାଡି ଚାଳକ : ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଖୋଲୁଛି ପୋଲିସ

ଅମାନିଆ ଗାଡି ଚାଳକଙ୍କୁ ପାନେ ରାଉରକେଲାରେ ଟ୍ରାଫିକ ଧରପଗଡ ଜୋରଦାର ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଖୋଲିଲା ପୋଲିସ ୭ଦିନରେ ଖୋଲାଗଲାଣି ୬୦ରୁ ଅଧିକ ସାଇଲେନ୍ସର ରାଉରକେଲା: ରାଉରକେଲା ସହରରେ ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ । ବିଶେଷ କରି ବିକଟାଳ ଶବ୍ଦ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।