• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

body-building
ରାଜ୍ୟ ମହିଳା ଫିଟନେସ୍ ଚାମ୍ପିୟନସିପରେ ଚମକିଲେ ଓଡ଼ିଶା ସୁନ୍ଦରୀ

ଭୁବନେଶ୍ୱର: ବଡିବିଲଡିଂ ବା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କମାଲ ଦେଖାଇବେ ଓଡିଆ ଝିଅ ।  ରାଜ୍ୟରେ ଧୀରେ ଧୀରେ ବଡିବିଲଡିଂ ପ୍ରତି ଯୁବତୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଛି ରାଜ୍ୟ ମହିଳା ଫିଟନେସ ଚାମ୍ପିୟାନସିପ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଶାରୀରିକ ଗଠନର ଚମକ ଦେଖାଇଛନ୍ତି...

pipili politics
’ଲୋକଙ୍କ ଇଛା, ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ’

ପୁରୀ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଜୋର ଧରିଲାଣି ରାଜନୈତିକ ଉଷ୍ମତା । ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ। ତେବେ ଉପନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଉପନିର୍ବାଚନୀ ତାତିକୁ ଆହୁରି ସରଗରମ କରିଦେଇଛନ୍ତି ମନ୍ତ୍ରୀ ।...

school
ପରୀକ୍ଷା ହେବନି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା...

elaphant
ବଳଦ କି ମେସିନ ନୁହେଁ, ଧାନ ଅମଳ କାମରେ ଲାଗିଛି ହାତୀ

ମଦୁରାଇ : ଧାନ ଅମଳର ନୂଆ ତରିକା । ବଳଦ କି ମେସିନ ବଦଳରେ ହାତୀକୁ ଲଗାଯାଇଛି ଧାନ ଅମଳ କାମରେ। ବେଙ୍ଗଳା କରୁଛି ହାତୀ । ଧାନ ଖାଇବା ପରିବର୍ତ୍ତେ ମାହୁନ୍ତର ଅନୁଗାମୀ ହୋଇ ବଦଳ ପରି ବେଙ୍ଗଳା କରୁଛି ହାତୀ ।  ତାମିଲନାଡୁ ମଦୁରାଇ ଅଅଞ୍ଚଳରେ...

koraput
ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ : ନାହିଁ ଆବଶ୍ୟକ ବେଡ୍, ବାରଣ୍ଡାରେ ପଡ଼ି ରହୁଛନ୍ତି ରୋଗୀ

ମେଡକାଲରେ ଖାଲି ପଡ଼ିଛି ବିଶେଷଜ୍ଞ ଓ ପ୍ରଫେସର ପଦବୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ରୋଗୀ ହନ୍ତସନ୍ତ କୋରାପୁଟ: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ । କୋରାପୁଟ ସ୍ଥିତ...

puri
ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା : ନୟାଗଡ଼ ବଦଳରେ ବୌଦ୍ଧରୁ ଆସୁଛି ପର୍ଯ୍ୟାପ୍ତ ରଥ କାଠ

ଜଗନ୍ନାଥ ବନ ପ୍ରକଳ୍ପ ଫେଲ୍ ମାରିଥିବା ସେବାୟତଙ୍କ ଅଭିଯୋଗ ନୟାଗଡ଼ରେ କାଠ ଅଭାବ କଥାକୁ ସ୍ୱୀକାର କଲେ ନୀତି ପ୍ରଶାସକ ପୁରୀ(ମଧୁସୂଦନ ମିଶ୍ର) : ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା । ନୟାଗଡ଼ ବନଖଣ୍ଡ ବଦଳରେ ବୌଦ୍ଧରୁ ଅଧିକ ମାତ୍ରାରେ ଆସୁଛି ରଥ କାଠ,...

Crime-Against-Women
କରୋନା ବେଳେ ରାଜ୍ୟରେ ବଢିଛି ଅପରାଧ : ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି

୨୦୨୦ରେ ବଢିଛି ହତ୍ୟା, ବଳାତ୍କାର, ଦଙ୍ଗା ଓ ସିନ୍ଧିଚୋରି ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି ୧ଲକ୍ଷ ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି ଦୁର୍ଘଟଣା କମିଥିବା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଲ୍ଲେଖ ୨୦୨୦ରେ ରାଜ୍ୟରେ ୧୪୭୦ ହତ୍ୟା, ୫୧୪ ଡକାୟତି,...

Shooting
ଘରକୁ ଫେରୁଥିଲେ, ପଛପଟୁ ବାଜିଲା ଗୁଳି: ରାସ୍ତାରେ ଟଳି ପଡ଼ିଲେ ବ୍ୟବସାୟୀ

ଉମରକୋଟରେ ଟି. ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ବ୍ୟବସାୟୀଙ୍କ ଅଣ୍ଟାରେ ବାଜିଛି ଗୁଳି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବ୍ୟାଙ୍କ ସମ୍ମୁଖରେ ବାଇକ୍ ଧରି ଠିଆ ହୋଇଥିବା ବେଳେ ଗୁଳିମାଡ଼ ଗୁଳିମାଡ଼ କରି ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର, କାରଣ ଅସ୍ପଷ୍ଟ ଉମରକୋଟ(କାର୍ତ୍ତିକ...

rain
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା

୧୧ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜରେ ବର୍ଷା ସମ୍ଭାବନା ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ରେ ହୋଇପାରେ ବର୍ଷା ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକକୁ ୟେଲୋ ଓ୍ୱାର୍ଣ୍ଣିଂ...

bank
ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ : ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ ଆଜି ସେକେଣ୍ଡ ସଟର ଡେ, ଆସନ୍ତାକାଲି ରବିବାର ଛୁଟି ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା...

kendrapara
ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ : କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ନାହଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ

 ମୁକୁଳା ପଡ଼ିଛି ଘାଇ ବାଲି ବସ୍ତା ପକାଯାଇ କରାଯାଇଛି ଅସ୍ଥାୟୀ ମରାମତି ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ସମସ୍ୟା ଆଳି(ବନମାଳି ସାହୁ) : ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ। କେବଳ ବାଲି ବସ୍ତା ପକାଇ ଅସ୍ଥାୟୀ...

Kangana-Ranaut
ଏବେ ବଲିଉଡ କ୍ୱିନଙ୍କ ଟାର୍ଗେଟରେ ଜାତିର ଜନକ : ଉତ୍ତମ ପିତା ଏବଂ ପତି ହେବା ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା

ପୁଣି ବିବାଦରେ ବଲିଉଡ କ୍ୱିନ୍ କଙ୍ଗନା ରାଣାୱତ। ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରତିଟି ସମ୍ବେଦନଶୀଳ ପ୍ରସଙ୍ଗରେ ଖୋଲାଖୋଲି ନିଜର ମତପ୍ରକାଶ କରନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି, ଏହାସହ ସମାଲୋଚନକଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ଏବେ ଜାତିର ପିତା...

mla
ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ୱର: ଗୃହରେ ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ । ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସାନିଟାଇଜର ପିଇବା ସମୟରେ ଛଡ଼ାଇ ନେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ  ଗୃହରେ ଉପସ୍ଥିତ ଥିବା...

trump
ଅନଲାଇନରେ ବିକ୍ରି ହେଉଛି ବୁଦ୍ଧବେଶୀ ଡୋନାଲ୍ଡ‌ ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି

ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍...

post office
ଭାରତୀୟ ଡାକସେବା ବିଭାଗ ନିଯୁକ୍ତି ୨୦୨୧: ୨୫୦୦ରୁ ଅଧିକ ପଦବୀ ଖାଲି, ଆବେଦନ କରନ୍ତୁ

ଭାରତୀୟ ଡାକ ସେବା କେରଳ ଛତିଶଗଡ ସର୍କଲରେ ଗ୍ରାମିନ ଡାକ ସେବକର ଅନେକ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟତା ଥିବା ଇଚ୍ଛୁକ ବ୍ୟକ୍ତିମାନେ ଏପ୍ରିଲ୍ ୭, ୨୦୨୧ ରେ କିମ୍ବା ଏହା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ...

IBPS
ଆଇବିପିଏସ୍ ନିଯୁକ୍ତି ୨୦୨୧:CRP RRBs IX ଅଫିସର ସ୍କେଲ୍ I ଫଳାଫଳ ଘୋଷଣା

ଯେଉଁମାନେ ଉକ୍ତ ଆଇବିପିଏସ୍ CRP RRBs IX ଅଧିକାରୀ ସ୍କେଲର ପରୀକ୍ଷା ଦେଇଥିଲେ, ସେମାନେ IBPS ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) CRP RRBs IX ଅଧିକାରୀ ସ୍କେଲ୍ ପରୀକ୍ଷାର ମୁଖ୍ୟ ଏବଂ...

AIIMS-Nagpur
AIIMS ନିଯୁକ୍ତି ୨୦୨୧ : ଗ୍ରୁପ୍ ଏ ପୋଷ୍ଟ ପାଇଁ ଆବେଦନ କରନ୍ତୁ 

ନାଗପୁର: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ନାଗପୁର ପ୍ରତ୍ୟକ୍ଷ ନିଯୁକ୍ତି ଆଧାରରେ ବିଭିନ୍ନ ଅଧ୍ୟାପକ (ଗ୍ରୁପ୍ ଏ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। AIIMS, ନାଗପୁର ପାଇଁ ଅଧ୍ୟାପକ ପଦଗୁଡିକର ନିମ୍ନଲିଖିତ ବ୍ୟାକ୍ଲଗ୍ ଥିବା ଖାଲି ପଦବୀ ପାଇଁ ଭାରତୀୟ ନାଗରିକ...

up
ମ୍ୟାଡମ ’ମୋ ବିବାହ କରାଇ ଦିଅ’, ହନିମୁନ୍ ପାଇଁ ଯିବି ଗୋଆ‘

ଶାମଲି: ବିବାହ ହେଉନଥିବାରୁ ଥାନାରେ ପହଞ୍ଚି ଗୁହାରୀ ଜଣାଇଲେ ୩ ଫୁଟ ଉଚ୍ଚର ଯୁବକ। ମୋର ବିବାହ କରାଇ ଦିଅ କହି ମହିଳା ଥାନାରେ ପହଞ୍ଚି ଯାଇଛନ୍ତି ଅଜିମ । ମାତ୍ର କମ୍ ଉଚ୍ଚତା ପାଇଁ  ବରମ୍ବାର ତାଙ୍କର ବିବାହ ଭାଙ୍ଗି ଯାଉଥିବା କଥା କହି ମହିଳା ପୋଲିସ...

assembly odisha
ବିଧାନସଭାରେ ମଣ୍ଡି ତାତି : ‍ବିରୋଧୀଙ୍କ ହୋହାଲ୍ଲା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ ମଣ୍ଡି ତାତି । ମଣ୍ଡିରୁ ଚାଷୀଙ୍କ ସବୁ ଧାନ ଉଠାଇବା ଦାବିରେ ଗୃହରେ କଂଗ୍ରେସ ଓ ବିଜେପିର ହଟଗୋଳଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି।  ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖାଯାଇଥିଲା । ହେଲେ ପରେ...

malkangiri
ମଣ୍ଡି ଦୁର୍ନୀତି; ନକଲି ଚାଷୀଙ୍କ ଠାରୁ ଧାନ କିଣି ନିଲମ୍ବିତ ହେଲେ କାଲିମେଳା ଲ୍ୟାମ୍ପ୍ସ ଏମଡି

ମାଲିକାନଗିରି (ଜିତେନ୍ଦ୍ର ବେଉରା) : ମାଲିକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ବେଆଇନ କାର୍ଯ୍ୟକୁ ନେଇ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ମଣ୍ଡିରେ ଚାଲିଥିବା ଦଲାଲରାଜକୁ ଦମନ କରି  କାଲିମେଳା ଲ୍ୟାମ୍ପ୍ସର ଏମଡି ସରୋଜ ସୁନ୍ଦର ରାୟଙ୍କୁ ନିଲମ୍ବନ କରାଯାଇଛି । ମଣ୍ଡିରେ ବେଆଇନ କାର୍ଯ୍ୟ କରାଯିବା ସହ ନକଲି ଚାଷୀଙ୍କ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।