• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

soro
ସେ ଯିବା ପରେ ମୋ ଦୁନିଆ ଅନ୍ଧାର . . . . ତା’ ବିନା ମୁଁ ଅଧୁରା

ସୋର (ଶଶିକାନ୍ତ ବେହେରା): ଅଜଣା ରାଇଜରେ ହଜିଯାଇଛି ପ୍ରାଣପ୍ରିୟା ସ୍ତ୍ରୀ । ତଥାପି ଅଫେରା ରାସ୍ତାକୁ ଅପଲକ ନୟନରେ ଚାହିଁ ବସିଛନ୍ତି। ଇନ୍ଦ୍ରଧନୁ ପରି ପ୍ରେମ ଜୀବନକୁ କେବେ ସାତ ରଙ୍ଗରେ ରଙ୍ଗେଇ ଦିଏ ତ, ଆଉ କେତେ ବେଳେ ଦୁଃଖର ସାଗରରେ ଭସାଇ ଦିଏ। ଏପରି ହୋଇଛି...

naveen-patnaik
ମୁଖ୍ୟମନ୍ତ୍ରୀଙ୍କୁ ପଖାଳ ଭାରି ପସନ୍ଦ… ଜାଣନ୍ତୁ କାହିଁକି ?

ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂର ପ୍ରସାରିତ କରିଛି ଆମର ପଖାଳ ଭାତ। ସେଇଥି ପାଇଁ ତ ଯିଏ ଓଡ଼ିଶା ଆସେ ପଖାଳ ନ ଖାଇଲେ ତା ମନ ବୁଝେ ନାହିଁ। ଏମିତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଖାଳ...

Pakhala dibas
ଛୁଙ୍କ ପଖାଳରୁ ଚାଇଁ ପଖାଳ; ଜାଣନ୍ତୁ, କେତେ ପ୍ରକାର ପଖାଳ ଖାଆନ୍ତି ଓଡ଼ିଆ...

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଖଟିଖିଆର ଭାତ ହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ଚାହିଦା। ଟେଷ୍ଟି ପାଇଁ ପଖାଳ ସହିତ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡା ଯାଇଥିଲେ ବି କେବେ...

CUTTACK
ଫିକା ପଡ଼ିବ ହୋଲି: ଦୋଳ ମେଳଣ ଉପରେ କଟକଣା

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ ମେଳଣ ପଡ଼ିଆରେ ୨ଶହରୁ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା ଲାଇଟ ଓ ଜନଗହଳିକୁ ବାରଣ  ଏକାଠି ହୋଲି ଖେଳିବା ମନା ଜନଗହଳି ସ୍ଥାନରେ ଗୀତ, ନାଚ, ଡିଜେ ଆଦି ବଜାଇବା ଉପରେ ବାରଣ କଟକ : ରାଜ୍ୟରେ...

pakhala
ଆଜି ପଖାଳ ଦିବସ : ଶାଗ ପଖାଳରେ ପୂରେ ଓଡ଼ିଆଙ୍କ ପେଟ

ଭୁବନେଶ୍ୱର:  ଓଡ଼ିଆ ଜାତିର ଗର୍ବ ପଖାଳ।  ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ପଖାଳ ।  ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ପଖାଳ। ଖରା ହେଉ କି ଶୀତ ସବୁଦିନ ମନ ମୋହେ ପଖାଳ । ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା,...

jodhpur
ମଦ ପିଇବାକୁ ଟଙ୍କା ଦେଲାନି ସ୍ତ୍ରୀ : ଶୋଇଥିବା ସମୟରେ ନାକ ଓ ଓଠ କାଟିଦେଲା ସ୍ୱାମୀ

ଯୋଦ୍ଧପୁର : ମଦୁଆ ସ୍ୱାମୀର ନାରକୀୟ କାଣ୍ଡ। ମଦ ପିଇବା ପାଇଁ ଟଙ୍କା ନମିଳିବାରୁ ଶୋଇଥିବା ସମୟରେ ସ୍ତ୍ରୀର ନାକ ଓ ଓଠ କାଟିଦେଲା । ଯୋଦ୍ଧପୁର ପ୍ରତାପନଗର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ ଓଠ ଓ ନାକ କାଟିବା ପରେ ମହିଳା ଜଣକ ଯନ୍ତ୍ରଣାରେ...

surav
ସୌରଭଙ୍କ ସଫଳତାର କାହାଣୀ

୨୨ ବର୍ଷୀୟ ସୌରଭ ମୌର୍ଯ୍ୟ ବର୍ତ୍ତମାନ IIT BHUରେ ତୃତୀୟ ବର୍ଷର ଛାତ୍ର, ପ୍ରଥମ ବର୍ଷରେ ଥିବାବେଳେ ସେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ବାପାଙ୍କ ଠାରୁ ଲୁଚାଇ ୫ ହଜାର ଟଙ୍କା ଦେଇଥିଲେ ମା’, ଆଉ ସେହି ଟଙ୍କାରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ କିଣିଥିଲେ ଏବଂ ସେଥିରେ...

ranedra-pratap
’ବଞ୍ଚିତ ହେବେ ନାହିଁ ପଞ୍ଜୀକୃତ ଚାଷୀ, ୩୧ ସୁଦ୍ଧା କିଣାଯିବ ଧାନ’

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ। ଧାନ କ୍ରୟ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ୍ ଟନ ଧାନ କିଣାଯାଇଛି । ମାର୍ଚ୍ଚ...

kamarda
ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଛେଚିଲେ ଗାଁ ଲୋକ

ପିଲାଚୋର ସନ୍ଦେହରେ ପ୍ରବଳ ମାଡ଼ ଖାଇଲେ ଦୁଇ ଯୁବକ କମର୍ଦ୍ଧା ଥାନା ରସଲପୁର ଗାଁରେ ଘଟିଛି ଘଟଣା ୨ ଯୁବକଙ୍କୁ କମର୍ଦ୍ଧା ପୋଲିସକୁ ଦେଲେ ଜିମା ଘଟଣାର ତଦନ୍ତ କରୁଛି ପୋଲିସ କମର୍ଦ୍ଦା : ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଯୁବକଙ୍କୁ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର...

arun govil
ବିଜେପିରେ ’ରାମ’ : ପଦ୍ମ ଧରିଲେ ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ ଅରୁଣ ଗୋଭିଲ

କୋଲକାତା: ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ”ରାମ’ । ଲୋକପ୍ରିୟ ଟେଲିଭିଜନ ଧାରାବାହିକରେ ଭଗବାନ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଆରମ୍ଭ କଲେ ରାଜନୈତିକ ଜୀବନ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ଅରୁଣ ଗୋଭିଲ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳର...

ug
UG ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲଘୁଦକ୍ଷତା : UGC ଫ୍ରେମ୍ ପାଠ୍ୟକ୍ରମ, ଡ୍ରାଫ୍ଟ ମାନୁଆଲ୍ ଗାଇଡଲାଇନ୍ ପ୍ରକାଶିତ 

ଭୁବନେଶ୍ୱର: ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କୁ ଲଘୁ କୌଶଳ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଲାଇଫ୍ ସ୍କିଲ୍ସ (ଜୀବନ କୌଶଳ ) ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଛାତ୍ରମାନଙ୍କୁ ଲଘୁ କୌଶଳ ପ୍ରଦାନ UGC ଗୁଣାତ୍ମକ ମାନ ବୃଦ୍ଧି କରିବାର ଦଶଟି ପଦକ୍ଷେପ ମଧ୍ୟରୁ...

phd
M.Phil, Phd ଛାତ୍ରଛାତ୍ରୀ ମାନଙ୍କ ପାଇଁ UGCର ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି, ସମ୍ପୂର୍ଣ୍ଣ ଅପଡେଟ ଯାଞ୍ଚ କରନ୍ତୁ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପୁଣିଥରେ ପିଏଚଡି ଏବଂ ଏମ ଫିଲ ସ୍କୋଲାର ମାନଙ୍କ ପାଇଁ ଥେସିସ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛି। ବିଜ୍ଞପ୍ତି ଅନୁଯାୟୀ, ଟର୍ମିନାଲ୍ M.Phil, Phd ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥେସିସ ଦାଖଲ କରିବାର ସମୟସୀମା ପୁନର୍ବାର ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ...

mp
ଶବଗୃହରେ ଯୁବତୀଙ୍କ ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଲେ ଦୁଇ ଯୁବକ

ଇନ୍ଦୋର: ଶବଗୃହରେ ରାସଲୀଳା । କାମନା ନିଆଁରେ ଅନ୍ଧ ସ୍ଥାନ କାଳ ପାତ୍ର ଦେଖିଲେନି । ବଡ଼ ମେଡ଼ିକାଲରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଲେ ଯୁବତୀ ଓ ଦୁଇ ଯୁବକ। ତେବେ ଯୁବକ ଦୁଇ ଜଣ ମେଡ଼ିକାଲକୁ ଠିକାରେ ନେଇଥିବା କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି । ମଧ୍ୟପ୍ରଦେଶର ଇନ୍ଦୋରର...

KBC
କେବିସି ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ : ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଲା ପୋଲିସ

ବେଲପାହାଡ଼: ବେଲପାହାଡ଼ରେ କେବିସି ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଛି ପୋଲିସ  । ଗିରଫ ଅଭିଯୁକ୍ତ ଜଣକ ବିହାରର ନିରଜ କୁମାର ବୋଲି ଜଣାପଡ଼ିଛି, ତାକୁ ଝାରସୁଗୁଡ଼ା ପୋଲିସ ଟ୍ରାନଜିଟ୍ ରିମାଣ୍ଡରେ ‌ଆଣୁଛି । ଅଭିଯୁକ୍ତ ନିକଟରୁ ୪୦ ଲକ୍ଷରୁ ଅଧିକ...

naveen
ନବୀନ ନିବାସରୁ ବାହାରକୁ ଆସି ବିଜେପି ସଦସ୍ୟଙ୍କ ସହ ଆଲୋଚନା କଲେ ନବୀନ

ଧାରଣାରତ ବିଜେପି ସଦସ୍ୟଙ୍କ ପାଖକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଗେଟ୍ ସାମ୍ନା ଧାରଣା ସ୍ଥଳକୁ ଆସିଲେ ଧାରଣାରତ ବିଜେପି ସଦସ୍ୟଙ୍କ ସହ କଥା ହେଲେ  ଭିତରକୁ ଯାଇ ଆଲୋଚନା କରିବାକୁ ଡାକିଲେ ମୁଖ୍ୟମନ୍ତ୍ରୀ ବିଜେପି ସଦସ୍ୟମାନଙ୍କୁ ନବୀନ ନିବାସ ଭିତରକୁ ଡାକିନେଲେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ-ବିଜେପି...

bjd
ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ଶାସକ ଦଳ ନେତାନେତ୍ରୀଙ୍କ କଥାରେ ତାଳମେଳ ଖାଉନି . .

ଭୁବନେଶ୍ୱର : ପ୍ରକୃତରେ ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ବିଧାନସଭା ଚାଲି ପାରୁନଥିବା ନେଇ ଅଭିଯୋଗ କରିବା ପାଇଁ ଯାଇଥିଲେ ତ ? କାରଣ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ବିଜେଡି ବିଧାୟକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବାଉଳା ହୋଇ ଯାଉଛନ୍ତି କି ବିଧାୟକ ?...

nitin-gadkari
ବର୍ଷେ ମଧ୍ୟରେ ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର

ନୂଆଦିଲ୍ଲୀ : ଶେଷ ହେବ ଟୋଲ ଯୁଗ । ଲୋକସଭାରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର। ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜା ହଟାଇବାର ଯୋଜନା କରିଛିନ୍ତି।...

tomato
୨ ଟଙ୍କାରେ ବି ନେଲେନି, ମାଗଣାରେ ଚାଷୀ ବାଣ୍ଟିଲେ ଟମାଟୋ

୨ ଟଙ୍କାରେ ବି ନେଲେନି, ମାଗଣାରେ ବାଣ୍ଟିଲେ ଟମାଟୋ ଟମାଟୋ ବିକ୍ରି ନ ହେବାରୁ ମାଗଣାରେ ବାଣ୍ଟିଦେଲେ ଚାଷୀ ସୁନ୍ଦରଗଡ ବୀରମିତ୍ରପୁର ବଜାରର ଘଟଣା ବୀରମିତ୍ରପୁର(ରାକେଶ କୁମାର ସାହୁ): ଟମାଟୋର ଅଭାବୀ ବିକ୍ରି। ୨ ଟଙ୍କାରେ ବି କେହି ନେଲେନାହିଁ, ମାଗଣାରେ ଟମାଟୋ ବାଣ୍ଟିଦେଲେ ଚାଷୀ। ଆଜି ସୁନ୍ଦରଗଡ...

param bir singh
ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବଦଳି : ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ

ମୁମ୍ବାଇ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଣ୍ଟିଲିଆ ମାମଲାର ବଢ଼ୁଥିବା ଯାଂଚ ଭିତରେ ଉଦ୍ଧବ ସରକାରଙ୍କ ବଡ଼ ନିଷ୍ପତ୍ତି। ମୁମ୍ବାଇ ପୋଲିସ କମିସନର ପରମବୀର ସିଂହଙ୍କର ବଦଳି କରି ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।