ଲକଡାଉନରେ ଜିଲ୍ଲାପାଳଙ୍କ ଦାଦାଗିରି ଫୋନ୍ ଭାଙ୍ଗିବା ସହ ଯୁବକଙ୍କୁ ମାଡ଼ ମାରିଲେ ତୁରନ୍ତ ଦାୟିତ୍ୱରୁ ହଟାଇଲେ ମୁଖ୍ୟମନ୍ତ୍ରୀ ସୁରଜପୁର : ଲକଡାଉନରେ ଯୁବକଙ୍କୁ ମାଡ଼ ମାରିବା କଲେକ୍ଟରଙ୍କୁ ମହଙ୍ଗା ପଡ଼ିଲା । ବଡ଼ ବାବୁଙ୍କ ଦାଦାଗିରି ପାଇଁ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଭୁପେଶ...
ବାଲେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି । ବାଲେଶ୍ୱରରେ ବାତ୍ୟା ମୁକାବିଲା ସମୀକ୍ଷା ପରେ SRCଙ୍କ ପରାମର୍ଶ । ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ବାହାରନ୍ତୁ ନାହିଁ । ସେହିପରି ପବନ ବହିବା ବେଳେ ଯୁବପୀଢ଼ି ବାଇକରେ ଏଣେ ତେଣେ ନବୁଲି ଘରେ ରହୁନ୍ତୁ...
ଯାଜପୁର(ଅଭୟ ପତି):’ଆମେ ମାସ୍କ ପିନ୍ଧିବୁନି, ଆମର ଠାକୁର ଅଛନ୍ତି। ଆମର କିଛି ହବନି’। ଏଭଳି ରୋକଠୋକ ବାଣୀ ଶୁଣାଇଛନ୍ତି ନଗଡାବାସୀ। ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଓଟିଭି ପକ୍ଷରୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସମୟରେ...
ପାତ୍ରପୁର : କରୋନା କଟକଣାକୁ ଫୁ । ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ । ନାଚ, ଗୀତ, ଡିଜେ ସହ ଗାଁରେ ବାହାରିଲା ବରଯାତ୍ରୀ । ଗଞ୍ଜାମ ପାତ୍ରପୁର ବ୍ଲକର ବାରଙ୍ଗ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳୁଛି । ଯେଉଁଠି ପିଲାଠୁ ବୁଢ଼ା ସମସ୍ତେ ଡିଜେ ଗୀତରେ...
ବାଲେଶ୍ୱର,ନୀଳଗିରି (ରଞ୍ଜିତ ପାକଳ ଏବଂ ବିଶ୍ୱମ୍ବର ଦାସ): ରାଜ୍ୟରେ ଥମୁନି କରୋନା ସଂକ୍ରମଣର ସଂଖ୍ୟା । କୋରନା ଲଢେଇରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭଳି କରୋନା ଯୋଦ୍ଧା ରୋଗୀ ସେବାରେ ବ୍ୟସ୍ତ । କିନ୍ତୁ କିଛି ଏଭଳି ଯୋଦ୍ଧା ଅଛନ୍ତି ଯିଏ ଏ କୋଭିଡ୍ ସମୟରେ ଲୋକଙ୍କ ସେବା...
ଲକ୍ଷ୍ନୌ : କରୋନା ସଂକ୍ରମଣ ରୋକିବାକୁ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କରୋନା ଚେନ୍ ଭାଙ୍ଗିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ତଥା ସହରାଞ୍ଚଳ ୱାର୍ଡରେ ‘ମୋ ଗାଁ, କରୋନା ମୁକ୍ତ ଗାଁ’ ଏବଂ ‘ମୋ ୱାର୍ଡ...
ନୂଆଦିଲ୍ଲୀ : ପ୍ରଖ୍ୟାତ ରେସଲର ସୁଶୀଲ କୁମାର ଗିରଫ । ମେ ୪ ଛତ୍ରଶାଲ ଷ୍ଟାଡିୟମ ଧସ୍ତାଧସ୍ତି ଘଟଣାରେ ଜଣେ ପୂର୍ବତନ ରେସଲରଙ୍କ ମୃତ୍ୟୁ ମାମଲାରେ ସୁଶୀଲଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦୀର୍ଘ ୧୫ ଦିନର ଖୋଜାଖାଜି ପରେ ପଞ୍ଜାବର ଜଳନ୍ଧର ଅଞ୍ଚଳରୁ ତାଙ୍କୁ ଗିରଫ...
ଡେରାଡ଼ୁନ : କରୋନା କାଳରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର । ଉତ୍ତରାଖଣ୍ଡରେ ସଂକ୍ରମଣରେ ବାପାମା’ଙ୍କ ମୃତ୍ୟୁ ପରେ ଅନାଥ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ‘ମୁଖମନ୍ତ୍ରୀ ବାତ୍ସଲ୍ୟ ଯୋଜନା’ ଆରମ୍ଭ କରିଛନ୍ତି। ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଅନାଥ ପିଲାଙ୍କ ପଢାଖର୍ଚ୍ଚ ବହନ କରିବା...
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) : ସମ୍ପର୍କୀୟ ଘରକୁ ଯାଇଥିଲେ, ପାଖ ଗାଁରୁ ଆସୁଛି କହି ଫେରିଲେନି । ବଲାଙ୍ଗୀର ଜିଲ୍ଲା ଗୁଡିଘାଟ ପଞ୍ଚାୟତର ବାବେଜୁରୀ ହରଗୌରୀ ମନ୍ଦିର ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ । ରାତିସାରା ଅଚେତ ଅବସ୍ଥାରେ ପଡି ରହିଲେ ଯୁବକ ।...
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଟିକା ଅଭାବ । ସଂକ୍ରମଣ ସମୟରେ ଟିକା ଉପଲବ୍ଧ କରାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। କରୋନା ବିରୋଧରେ ଟିକା ହେଉଛି ସବୁଠାରୁ ବଡ ଅସ୍ତ୍ର । ଦିଲ୍ଲୀକୁ ଟିକା ପ୍ରଦାନ କଲେ...
ସଂକ୍ରମଣରେ ଜୀବନ ହାରିଲା ମା’ ୧୮ ଦିନର ଛୁଆ ଠାରୁ ହାରିଲା ଅଦୃଶ୍ୟ ଭାଇରସ୍ ସ୍ତ୍ରୀ ନାମରେ ଝିଅର ନାଁ ରଖିଲେ ବାପା ଭୋପାଳ : କୁନି ଯୋଦ୍ଧା କରୋନାକୁ ହରାଇଲା । ୧୮ ଦିନର କୁନି ଝିଅ ଠାରୁ ହାରିଗଲା ମହାମାରୀ । ହେଲେ ସବୁଦିନ...
ଗୋରଖପୁର : ମାଙ୍କଡ଼ ପଲର ହଲ୍ଲା ବୋଲ୍ । କବାଟ ବନ୍ଦ କରୁଥିବା ବେଳେ ଭୁଲରେ ହନୁର ହାତକୁ ଚାପିଦେଲେ ଯୁବତୀ, ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼େ ଯୁବତୀଙ୍କ ଘରକୁ ଘେରିଗଲେ ମାଙ୍କଡ଼ ପଲ । ଗୋରଖପୁର ଦିବ୍ୟନଗର କଲୋନୀରେ ଏପରି ଅଭାବନୀୟ ଘଟଣା ଘଟିଛି । ସବୁଦିନ...
ସୁଖର ସଂସାର ଚୁନା କରିଦେଲା କରୋନା ସଂକ୍ରମିତ ହୋଇ ସ୍ୱାମୀ ଓ ଶାଶୁଙ୍କର ଜୀବନ ଚାଲିଗଲା ବୋହୂକୁ ଘରୁ ତଡିଦେଲେ ଶ୍ୱଶୁର ଏବେ ବାରଦ୍ୱାର ହେଉଛନ୍ତି ମହିଳା କାନପୁର : ଜନ୍ମ ଜନ୍ମର ସାଥୀକୁ ନେଇ ଗଲା କରୋନା । ମା’ ପରି ଶାଶୁକୁ ବି ଛାଡ଼ିଲାନି...
କୋଣାର୍କ(ସଞ୍ଜୟ ପତି) : ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ନିମାପଡାର ତୁଳସୀପୁର ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କିଡନୀ ରୋଗରେ ଆକ୍ରାନ୍ତ ଅମୀରଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ...
ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଥିଲେ ଯୁବକ ଚାଲାଣ କାଟିବାରୁ ଏସଡିଏମଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କଲେ ଅଟକାଇବା ବେଳେ ଯୁବକଙ୍କ ଗାଡ଼ିର କାଚ ଭାଙ୍ଗିଗଲା ଭଙ୍ଗା ସ୍କୁଟିକୁ ଦେଖି ରାଗରେ ଚପଲ ଧରି ଏସଡିମଏଙ୍କ କାର୍ଯ୍ୟାଳୟରେ ପହଞ୍ଚିଗଲେ ସ୍ତ୍ରୀ ଅଶୋକନଗର : ସ୍ୱାମୀ ଭାଙ୍ଗିଲେ...
ଲକ୍ଷ୍ନୌ : କରୋନାର ପ୍ରଥମ ଲହରୀ ଆଉ ଏବେ ଦ୍ୱିତୀୟ ଲହରୀ । ଦେଢ଼ ବର୍ଷରୁ ଅଧିକ ସମୟ ହେବ ଲୋକେ ଘରେ ସମୟ ବିତାଉଛନ୍ତି । ମହାମାରୀରେ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ଜୀବନ ଯାଇଛି, ଲୋକେ ଚାକିରି ହରାଇଛନ୍ତି, ଆଉ ଅନେକ ନିଜ ଲୋକଙ୍କୁ...
ନୂଆଦିଲ୍ଲୀ : ଗୃହିଣୀଙ୍କୁ ମିଳିବ ଆଶ୍ୱସ୍ତି । ଖୁବ ଶୀଘ୍ର ଶସ୍ତା ହେବ ତୈଳ ଦର । ସରକାର ଆମଦାନୀ ଉପରେ ହେଉଥିବା କୃଷି ସେସ୍ ହ୍ରାସ କରିପାରନ୍ତି। ୬ମାସ ଭିତରେ ୬୦ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି ସୋରିଷ. ରିଫାଇନ, ସୂର୍ଯ୍ୟମୁଖୀ, ପାମୋଲିନ୍ ତେଲ । କରୋନା...
ଲକ୍ଷ୍ନୌ : ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର । ଦେଶରେ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ନୂଆ ସମସ୍ୟା ରୂପେ ଉଭା ହୋଇଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଏଥିପାଇଁ ବିଭିନ୍ନ ରାଜ୍ୟରେ ବ୍ଲାକ୍...
ଲକ୍ଷ୍ନୌ : ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର । ସଙ୍କଟ ବେଳେ ବଢ଼ିବନି ସ୍କୁଲ ଫି । ରାଜ୍ୟ ଲକଡାଉନରେ ଥିବା ବେଳେ ସରକାର ଲୋକଙ୍କ ଉପରୁ ଅତିିରିକ୍ତ ବୋଝ ହାଲୁକା କରିବାକୁ ଏପରି ପଦକ୍ଷେପ ନେଇଛନ୍ତି । ସରକାର ଆଗାମୀ ଶିକ୍ଷାବର୍ଷ (୨୦୨୧-୨୦୨୨) ପାଇଁ ସ୍କୁଲ...
ନୂଆଦିଲ୍ଲୀ : ନିଜ ଲୋକଙ୍କୁ ଦୂରେଇ ଦେଇଛି ଭାଇରସ୍ । କାହାର ମା’, କାହାର ପୁଅ ତ ଆଉ କାହା ଘରକୁ ମୁରବୀଶୂନ୍ୟ କରିଛି କରୋନା । ଡାକ୍ତରଙ୍କ ସହ କଥା ହେଲା ବେଳେ ଏପରି କହି ଭାବୁକ ହେଲେ ପ୍ରଧାନମନ୍ତ୍ରୀ । ମହାମାରୀର ସ୍ଥିତି ନେଇ ଭିଡିଓ...