• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

balasore
ବିଦେଶିନୀଙ୍କ କାଳିଆ ପ୍ରେମ : ପ୍ରାଞ୍ଜଳ ଭାବେ ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି ଜର୍ମାନୀରୁ ଆସିଥିବା ଲୀଳାବତୀ

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରି ପାରୁନାହାନ୍ତି ।

corona
୨୪ ଘଣ୍ଟାରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ : ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି ।

madhya pradesh
ରାତି ୧୦ ପର୍ଯ୍ୟନ୍ତ ଖୋଲିବ ଦୋକାନ : ଏବେ ବିବାହରେ ସାମିଲ ହୋଇପାରିବେ ୧୦୦ ଲୋକ

ସରକାରୀ ଗାଇଡଲାଇନ୍ ଅନୁଯାୟୀ ଅନେକ ଦିନ ପରେ ଖୋଲିଲା ସିନେମା ହଲ୍ । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହି ନିୟମ ଉଲ୍ଲଂଘନ କରି ଅଧିକ ଦର୍ଶକ ବସାଇଲେ ସଂପୃକ୍ତ ସିନେମା ହଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ...

Lord Jagannath
ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

cuttack bus terminal
ନେତାଜୀ ବସ୍ ଟର୍ମିନାଲ ପାଇଁ ଜୋରସୋରରେ ଚାଲିଛି କାମ : ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି...

nabarangpur
ସାପ କାମୁଡ଼ିଥିବା ଝିଅକୁ ନିଆଗଲା କଟକ; ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା

ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ସାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି...

sucide
ନୂଆ ମୋଡ ନେଲା ACFଙ୍କ ମୃତ୍ୟୁ ଘଟଣା,ସନ୍ଦେହଘେରରେ ପତ୍ନୀ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACFO) ଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ACFOଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଛନ୍ତି ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ।

students
ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା

ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

mrg
ବାହାବେଦୀରେ କନ୍ୟାର ଜୀବନ ଚାଲିଗଲା, ଶାଳୀକୁ ବିବାହ କଲା ବର

ଇଟାୱା : ଧୁମଧାମରେ ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ । ଭାଙ୍ଗିଗଲା ସ୍ୱପ୍ନର ବାଲିଘର । ବେଦୀ ସଜା ହୋଇ ମଣ୍ଡପରେ ବସିଥିଲେ ବରକନ୍ୟା । ବରଣମବାଳା ଅଦଳବଦଳ ସରିଥିଲା, ସାତ ଫେରା ବାକି ଥିବାବେଳେ ହଠାତ ହୃଦଘାତରେ ଜୀବନ ହାରିଲେ କନ୍ୟା । ଉତ୍ତରପ୍ରଦେଶ...

twitter
ଆଗାମୀ ସମୟରେ ରୋଜଗାର କରିପାରିବେ ଟ୍ୱିଟର ୟୁଜର

ୟୁଟ୍ୟୁବ, ଫେସବୁକ୍ ପରି ଟ୍ୱିଟରରେ ମଧ୍ୟ ରୋଜଗାର କରିପାରିବେ ୟୁଜର । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଖୁବ ଶୀଘ୍ର ନୂଆ ଫିଚର ଯୋଡ଼ି ହେବାପାଇଁ ଯାଉଛି । ଏହି ଫିଚର ଦ୍ୱାରା ଟ୍ୱିଟରରେ ୟୁଜରଙ୍କ ପ୍ରୋଫାଇଲ ସାମ୍ନାରେ ସୁପର ଫଲୋ ବଟନର ଅପ୍ସନ ଦିଆଯିବ । ଟ୍ୱିଟରରେ...

biden
କିପରି ଜନ୍ମ ନେଲା କରୋନା, ୯୦ ଦିନ ଭିତରେ ରିପୋର୍ଟ ଦିଅ

ୱାସିଂଟନ୍ : କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ୯୦ ଦିନ ଭିତରେ ରିପୋର୍ଟ ଦିଅ । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକୁ କୋଭିଡ -୧୯ (କରୋନାଭାଇରସ) ମହାମାରୀର ଅନୁସନ୍ଧାନ ପାଇଁ ପ୍ରୟାସକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସଂକ୍ରମିତ ପ୍ରାଣୀ ଠାରୁ...

mehul choksi
ଡୋମିନିକାରେ ଧରାପଡ଼ିଲେ ଆଣ୍ଟିଗୁଆରୁ ଫେରାର ମେହୁଲ ଚୋକସି

ନୂଆଦିଲ୍ଲୀ : ପିଏନବି ସ୍କାମ ମାମଲାରେ ଗତ ଦୁଇ ବର୍ଷ ଧରି ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ଶେଷରେ ଡୋମିନିକାରେ ଧରାପଡ଼ିଛନ୍ତି । କ୍ୟୁବା ଯିବାପାଇଁ ଚେଷ୍ଟା ଚଳାଉ ଥିବାବେଳେ ଗିରଫ ହୋଇଛନ୍ତି ମେହୁଲ । ଡୋମିନିକାର କାରିବିଆନ୍ ଦେଶରେ ମେହୁଲ ଚୋକସି ଥିବା ଖବର...

whatsaap
ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ହ୍ୱାଟସଆପ୍‌

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ସର୍ବବୃହତ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍ ହ୍ୱାଟସଆପ୍ । ବୁଧବାର ଠାରୁ କାର‌୍ୟ୍ୟକାରୀ ହେବାକୁ ଥିବା ନୂତନ ନୀତି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର, କାରଣ ଏଥିରେ ଗୋପନୀୟତା ଶେଷ ହୋଇଯାଉଛି । ଏଥିପାଇଁ ଭାରତ ସରକାରଙ୍କ...

bank
ଆସନ୍ତା ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ୍

ଦେଶରେ କରୋନା ମାହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ସମସ୍ତ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନଲାଇନ୍ ସେବା ପ୍ରଦାନ କରୁଛନ୍ତି । ଅତି ଅବାଶ୍ୟକ ନପଡ଼ିଲେ ବ୍ୟାଙ୍କ ନଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଲକଡାଉନ୍ କଟକଣା ମଧ୍ୟରେ ବ୍ୟାଙ୍କକୁ ଗ୍ରାହକଙ୍କ ଯିବା ଆସିବା ମଧ୍ୟ କମ୍ ରହିଛି ।...

kim yo jong
ଭାଇ ରାସ୍ତାରେ ଭଉଣୀ : ଶୀର୍ଷ ଅଧିକାରୀଙ୍କର ହତ୍ୟା କରାଇଲେ କିମ୍ ଜୋଙ୍ଗ ଉନଙ୍କ ନିର୍ଦ୍ଦୟ ଭଉଣୀ

– ଦେଶରେ ସଫାଇ ଅଭିଯାନ ଆରମ୍ଭ କରିଛନ୍ତି କିମ୍ ଜୋଙ୍ଗ ଉନଙ୍କ ଭଉଣୀ – କିମ ୟୋ ଜୋଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି – ତାଙ୍କର ଏହି ଆଦେଶ,ଉତ୍ତର କୋରିଆର ଅଧିକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ...

farmer
କୃଷକ ଆନ୍ଦୋଳନକୁ ପୂରିଲା ୬ ମାସ : ଆନ୍ଦୋଳନକାରୀ ଆଜି ପାଳୁଛନ୍ତି କଳା ଦିବସ

ଆଲର୍ଟରେ ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ । ସଂକ୍ରମଣ ଭୟ ଭିତରେ କୃଷକ ସଂଗଠନ କରୁଥିବା ବିକ୍ଷୋଭକୁ ଆଜି ୬ ମାସ ପୂରିଛି । ସାରା ଦେଶରେ କଳା ଦିବସ...

cyclone yass
ୟାସର ପ୍ରଭାବରେ ଉପୁଡିଲା ବିରାଟ ବିରାଟ ଗଛ : ଯାତାୟତ ବାଧାପ୍ରାପ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବାତ୍ୟା ୟାସ ପ୍ରଭାବ । ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହୁଛି । ଆଜି ସକାଳୁ ହରିଚନ୍ଦନପୁର ବ୍ଲକରେ ପବନର ବେଗ ବଢ଼ିଥିବା ବେଳେ ଭୀଷଣ ପବନ ଯୋଗୁଁ ରାସ୍ତା ଉପରେ ବିରାଟ ବିରାଟ ଗଛ...

8
ଯନ୍ତ୍ରଣାରେ ଛଟପଟ ହେଉଥିଲା ଦିବ୍ୟାଙ୍ଗ କୁନି ଝିଅ : ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ହସ୍ପିଟାଲକୁ ଯିବାକୁ ଦେଲେନି ପୋଲିସ୍ ବାବୁ

ମିର୍ଜାପୁର : ଇ ରିକ୍ସାରେ ବସି ବସି ଅସହ୍ୟ କଷ୍ଟ ପାଉଥିବା କୁନି ଦିବ୍ୟାଙ୍ଗ ଝିଅ । କହି, ଶୁଣି ପାରୁନଥିଲେ ବି ତା’ର ମୁହଁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା ଯନ୍ତ୍ରଣା ତା’ପାଇଁ ଅସହ୍ୟ ହେଉଛି । ଉତ୍ତରପ୍ରଦେଶ ମିର୍ଜାପୁରରେ ଜଣେ ଅସୁସ୍ଥ ଦିବ୍ୟାଙ୍ଗ ନାବାଳିକା ରିକ୍ସାରେ ଯନ୍ତ୍ରଣାରେ...

yass
ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା : ଧାମରା ଠାରୁ ୪୦ କିଲୋମିଟର ଦୂରରେ ‘ୟାସ୍’

ଭୁବନେଶ୍ୱର : ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା ୟାସ୍ । ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ଆଜି ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ବାତ୍ୟା ‘ ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ...

energy minister
ବାତ୍ୟାରେ ବିଦ୍ୟୁତ କଟିଲେ କରାଯାଇଛି ଷ୍ଟାଣ୍ଡ ବାଏ ବ୍ୟବସ୍ଥା : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ସମ୍ପର୍କରେ ଆଜି ଶକ୍ତି ବିଭାଗର ବୈଠକ ବସିଥିଲା । ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।