ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତ ଅାରମ୍ଭ ହୋଇଛି। ତଦନ୍ତ ପାଇଁ ବୁର୍ଲା ମେଡିକାଲରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ ଜଣିଅା ଟିମ୍। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ତଦନ୍ତ କରି ରିପୋର୍ଟ ଦେବ। ପୂର୍ବରୁ ତାଙ୍କ...
ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ୮ଟି ପ୍ରସ୍ତାବ ଉପରେ ଅାଲୋଚନା ହେଉଥିବାର ସୂଚନା ମିଳିଛି। ସୁପ୍ରିମ୍କୋର୍ଟ ଦେଇଥିବା ୧୨ଟି ଅନ୍ତରୀଣ ନିର୍ଦ୍ଦେଶର କାର୍ଯ୍ୟକାରୀ ଉପରେ ମୁଖ୍ୟତଃ ଅାଲୋଚନା ଚାଲିଥିବା ଜଣାପଡ଼ିଛି। ୧୨ଟି ନିର୍ଦ୍ଦେଶରୁ ୯ଟି...
ନୟାଗଡ଼ : ପାଣି ବଦଳରେ ମିଳୁଛି ଜହର। ଟଙ୍କା ଖର୍ଚ୍ଚ କରି ଗ୍ରାହକ କିଣୁଥିବା ପାଉଚ୍ ପାଣି ନିଜର ଶୁଦ୍ଧତା ବଜାୟ ରଖୁନଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲାରୁ ଅାସିଛି ଏଭଳି ଅଭିଯୋଗ। ଜିଲ୍ଲାରେ ବିକ୍ରି ହେଉଥିବା ପାଉଚ୍ ପାଣି ଗୁଡିକ ନିମ୍ନମାନର ହୋଇଥିବାବେଳେ ଏଥିରେ ପ୍ୟାକିଙ୍ଗ୍ ଏବଂ...
ନୂଆଦିଲ୍ଲୀ : ଜୟ ଶ୍ରୀରମ ଧ୍ୱନୀରେ କମ୍ପୁଛି ଅଯୋଧ୍ୟା । ରାମମନ୍ଦିର ନିର୍ମାଣ ଦାବିରେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି ଉଦ୍ଧବ ଠାକ୍ରେଙ୍କ ଶିବ ସେନାର ହଜାର ହଜାର କର୍ମୀ। ନିଜେ ଉଦ୍ଧବ ବି ଦୁଇ ଦିନ ହେଲା ସେଠାରେ ଡେରା ପକାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ...
ଭୁବନେଶ୍ୱର : କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ କରୁଥିବା ଏ ଯୁବକ ସୁମନ୍ତ ନାୟକ କେଉଁ ଦଳର ? କାହା ପ୍ରରୋଚନା ଏବଂ କାହା ଇଙ୍ଗିତରେ ଜଣେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଉପରେ ଏଭଳି ହିଂସା ? ଅାକ୍ରମଣକାରୀ ଯୁବକ ବିଜେଡିର ବୋଲି ନିଜେ...
ଭୁବନେଶ୍ୱର : ୧୮ଟି କାର୍ଯ୍ୟଦିବସ ପୂର୍ବରୁ କାହିଁକି ବନ୍ଦ ହେଇଗଲା ବିଧାନସଭା ଶୀତ ଅଧିବେଶନ? ପ୍ରସଙ୍ଗକୁ ଡରି ପଳାୟନପନ୍ଥୀ ହେଲେ କି ସରକାର? ନା ଅାଲୋଚନା ପାଇଁ ପ୍ରସଙ୍ଗ ନଥିଲା? ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀରୁ ଜଣା ଯେ, ନଭେମ୍ବର ୧୬ରୁ ଡିସେମ୍ବର ୧୫ ,୨୩ ଦିନ...
ଭୁବନେଶ୍ୱର : ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ। ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରୁ ୨ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ। ଗିରଫ ମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ...
ସିଡ୍ନୀ: ଶେଷ ଓଭରର ଅନ୍ତିମ ୪ଟି ବଲ୍ରୁ ବିଜୟ ପାଇଁ ମାତ୍ର ୫ ରନ୍ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ରେ...
କୋରାପୁଟ : କୋରାପୁଟର ପଟାଙ୍ଗି ଥାନା ଜିଲ୍ଲାଗୁଣ୍ଠା ଗାଁର ୨୦ ଜଣ ଦାଦାନ ଶ୍ରମିକ କର୍ଣ୍ଣାଟକରୁ ଉଦ୍ଧାର। ବେଙ୍ଗାଲୁରୁ ନିକଟ କୁମ୍ବୁପୋରୁ ଏମାନଙ୍କୁ ଉଦ୍ଧାର କରିଛି ପଟାଙ୍ଗି ପୁଲିସ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ପୁରୁଷ ଓ ୭ ଜଣ ମହିଳା ଶ୍ରମିକ। ରୋଜଗାରର ଲୋଭ ଦେଖାଇ...
କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରାଇପଙ୍ଗା ଗାଁରେ ମାଓ ବିରୋଧୀ ପୋଷ୍ଟର। ଲାଲବାହିନୀର PLGA ସପ୍ତାହକୁ ବର୍ଜନ କରିବାକୁ ପୋଷ୍ଟରରେ ଅାହ୍ୱାନ କରାଯାଇଛି। ଏଥିସହିତ ମାଓ ବିରୋଧୀ ପୋଷ୍ଟରରେ ଚପଲ ମାଳ ପକାଇ ବିରୋଧ କରାଯାଇଛି। ଅାଣ୍ଟି ନକ୍ସଲ ପିପୁଲ୍ସ ପିସ୍ ଫୋରମ କନ୍ଧମାଳ ଜିଲ୍ଲା...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଗୁଡ଼ିଖାଲ ବ୍ରିଜ୍ ରେଲ୍ୱେ କ୍ରସିଂ ନିକଟରୁ ଜଣେ ମହିଳା ଓ ଜଣେ ଯୁବକଙ୍କ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛି ଅାରପିଏଫ୍ । ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ମହିଳାଙ୍କ ବାମ ଗୋଡ ଟ୍ରେନ୍ ଲାଇନରେ କଟିଯାଇିଛି। ଗୁରୁତର ମହିଳାଙ୍କୁ କଟକ...
କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କଲ୍ୟାଣପୁର ଗାଁ ଗସ୍ତ କରି ରହିମ ଖାନଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରହିମଙ୍କ ପରିବାରକୁ ଭେଟି ବୈଜୟନ୍ତ ପଣ୍ଡା ସମବେଦନା ଜଣାଇଛନ୍ତି। ଗତ ୧୬ ତାରିଖ ଦିନ ଗ୍ରାମର ରହିମ ଖାନଙ୍କ ୨ ବର୍ଷର...
ଖୋର୍ଦ୍ଧା : ରନ୍ ଫର୍ ହକି ମାରାଥନ୍ ବେଳେ ଅଘଟଣ। ମାରାଥନ୍ରେ ଭାଗ ନେଇଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଅା ଥାନା କମାଗୁରୁ ପଞ୍ଚାୟତରେ ଘଟିଛି ଏହି ଘଟଣା। ବିଶ୍ୱକପ୍ ହକିର ପ୍ରଚାର ପାଇଁ ବିଜୁ ଯୁବବାହିନୀ ପକ୍ଷରୁ ଏହି ମାରାଥନର ଅାୟୋଜନ କରାଯାଇଥିଲା।...
ସମ୍ବଲପୁର : ଓଟିଭି ପ୍ରତିନିଧିଙ୍କୁ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ମୁହଁ ଖୋଲିଲେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ। ଘଟଣାକୁ ସେ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। କହିଛନ୍ତି , ଅଫିସରଙ୍କର ମିଡିଅାକୁ ବିରୋଧ କରିବାର ନୈତିକ ଅଧିକାର ନାହିଁ। ବିଶାଲ ଦେବ କାହିଁକି ଏପରି କଲେ...
ରାଉରକେଲା : ଚୋରି ଅଭିଯୋଗରେ ଗିରଫ ଯୁବକକୁ କୋର୍ଟ ଚାଲାଣ ପାଇଁ ପୁଲିସ ଆଣୁଥିଲା। ମାତ୍ର ଅଧାରାସ୍ତାରେ ପୁଲିସକୁ ଚକ୍ମା ଦେଇ ନଦୀକୁ ଡେଇଁ ପଡ଼ିଛି ଅଭିଯୁକ୍ତ ଯୁବକ। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ତାକୁ ଖୋଜୁଛନ୍ତି। ମାତ୍ର ତା’ର ପତ୍ତା ମିଳିନଥିବା ଜଣାପଡ଼ିଛି। ରାଉରକେଲା ଟିମ୍ବର...
ନୂଅାଦିଲ୍ଲୀ : ବକ୍ସର ମେରି କମ୍ଙ୍କ ବିଶ୍ୱରେକ଼ର୍ଡ। ପ୍ରଥମ ମହିଳା ଭାବେ ୬ଟି ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ଜିତି ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟା ମେରି କମ୍। ନୂଅାଦିଲ୍ଲୀରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍ର ୪୮ କିଲୋଗ୍ରାମ୍ ଫାଇନାଲରେ ମେରି ତାଙ୍କ ଠାରୁ ୧୩ ବର୍ଷ...
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ କନ୍ଧମାଳର ଜଗା କାଳିଅାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ନବୀନ ଚିଠି ଲେଖି ଉଭୟଙ୍କ ଚିକିତ୍ସା ଜାରି ରଖିବାକୁ କହିଛନ୍ତି। ଯେ ପର୍ଯ୍ୟନ୍ତ ଉଭୟେ ସମ୍ପୂର୍ଣ୍ଣ ଫିଟ୍ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଚିକିତ୍ସା...
ସମ୍ବଲପୁର : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡ଼ିଶାରେ ଅହରହ ଜାରି ରହିଛି ଓକିଲଙ୍କ ଅାନ୍ଦୋଳନ । ଦୀର୍ଘ ୭୮ ଦିନ ବିତିଯାଇଥିଲ ବି ସରକାର ନୀରବ। ତେଣୁ ଅାଗକୁ ଅାନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମ୍ବଲପୁର ଏବଂ ବଲାଙ୍ଗିର ଓକିଲ ସଂଘ ନିଷ୍ପତ୍ତି ଶୁଣାଇଛନ୍ତି...
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। କମେଣ୍ଟମରାକୁ ନେଇ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ପିଟାପିଟି ପରେ ରଣକ୍ଷେତ୍ର ପାଲଟିଥିଲା କ୍ୟାମ୍ପସ୍। ଟେକା ପଥର, ବାଉଁଶ ଓ କାଠ ଫାଳିଅାରେ ପରସ୍ପରକୁ ଅାକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ। କମେଣ୍ଟମରାକୁ ନେଇ ୨ ଦିନ ହେଲାଣି ଉତ୍ତେଜନା...
ଭୁବନେଶ୍ୱର : ମାତ୍ର ୫ ଦିନ ମଧ୍ୟରେ ସରିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅାଜି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ପ୍ରଦୀପ ଅମାତ। ନଭେମ୍ବର ୧୬ରୁ ଅାରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୫ ଯାଏଁ ଚାଲିବା ପାଇଁ ଧାର୍ଯ୍ୟ ହୋଇଥିଲା। ଢେଙ୍କାନାଳ ବଳରାମପୁରରେ ବିୟର...