ନୂଆଦିଲ୍ଲୀ : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀର ବିଧାନସଭାକୁ ଭାଙ୍ଗିଦେବା ପରେ ଜୋର ଧରିଛି ରାଜନୀତି। ରାଜ୍ୟପାଳ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ଏଭଳି ନିଷ୍ପତ୍ତି ନେଇଥିବା ପିଡିପି, ନ୍ୟାସନାଲ କନ୍ଫରେନ୍ସ ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଗତ ୪-୫ ମାସ ହେବ ବିଜେପି ତୋଡ୍ ମୋଡ୍...
ନୂଅାଦିଲ୍ଲୀ : ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ୍ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳ ଅନ୍ତର୍ଗତ ୧୭ଟି ଜିଲ୍ଲା ରହିଛି। ସେ ସବୁ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଗଂଜାମ, ନୟାଗଡ଼...
ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି। ଷ୍ଟାଡିୟମ୍ ଠାରୁ ଅାରମ୍ଭ କରି ରାସ୍ତାଘାଟ, ସବୁଠି ଏବେ ହକି ଫିବର୍। ତେବେ ଏହି ମେଗା ଇଭେଣ୍ଟରେ ପାର୍କିଂ ବ୍ୟବସ୍ଥା ହେବ। ପୁଲିସ ପାଇଁ ହେବ ବଡ଼ ଚାଲେଞ୍ଜ ଟ୍ରାଫିକ୍ ସମସ୍ୟା ଓ ଭିଡ଼କୁ ଅାଖିରେ ରଖି ପାର୍କିଂ...
ଅନୁଗୁଳ : ତାଳଚେରରେ ଅର୍ଥନୈତିକ ଅବରୋଧ କରିଛନ୍ତି ଟ୍ରକ୍ ମାଲିକ ସଂଘ। ସେମାନଙ୍କ ଅଭିଯୋଗ ହେଲା, ତାଳଚେରର ପ୍ରାୟ ୨ ହଜାର ଟ୍ରକ୍ ମାଲିକ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ଯୋଗାଇ ଥା’ନ୍ତି। କିନ୍ତୁ ଏମ୍ସିଏଲ୍ କର୍ତ୍ତୃପକ୍ଷ ଦିନକୁ ଦିନ ସଡ଼କ ପଥରେ କୋଇଲା ପରିବହନ ହ୍ରାସ କରୁଛନ୍ତି। ଏହା...
ଗୌହାଟୀ : ଗୌହାଟୀ ରଣଜୀରେ ଘରୋଇ ଅାସାମକୁ ୯ ଓ୍ୱିକେଟରେ ହରାଇଲା ଓଡ଼ିଶା। ଜିତିବା ପାଇଁ ଆବଶ୍ୟକ ଥିବା ୧୪ ରନ୍ ଟାର୍ଗେଟକୁ ଗୋଟିଏ ଓ୍ୱିକେଟ ହରାଇ ହାସଲ କରି ନେଇଥିଲା ବିପ୍ଲବ ସାମନ୍ତରାୟଙ୍କ ଟିମ୍। ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ। ଏହି ବିଜୟ ସହ...
ପଶ୍ଚିମବଙ୍ଗ : ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର। ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ଅାସିଥିବାବେଳେ ସବ୍ଡିଭିଜନାଲ ଅଫିସର ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏସ୍ଡିପିଓ ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏନେଇ ସ୍ମୃତିରଞ୍ଜନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଲିଖିତ...
ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ। ଏମିତିକି ଜାଲ କାଗଜ ପତ୍ରରେ ତିଅାରି ହେଉଛି ଜାଲ୍ କାର୍ଡ। ଏହି ଜାଲ କାର୍ଡ ସାହାଯ୍ୟରେ ଦଲାଲମାନେ ସମବାୟ ସମିତି ଜରିଅାରେ ଧାନ ବିକ୍ରି କରୁଥିବା ଅଭିଯୋଗ ଅାଣିଛି। ଫାଇଟ ଅନ୍ ରାଇଟ୍ସ ନାମକ...
କେନ୍ଦ୍ରାପଡ଼ା : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅାଜି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଗସ୍ତ କରିଥିଲେ। ମହାକାଳପଡ଼ାର ତେର ଗ୍ରାମର ସାମନ୍ତସିଂହାରପୁର, ବାଲିସାହି, ଏବଂ ପାଟଣା ଗ୍ରାମର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମର ମହିଳାମାନେ ବୈଜୟନ୍ତଙ୍କୁ ବନ୍ଦାପନା କରି...
ନବରଙ୍ଗପୁର : ଉମରକୋଟରେ ୨ଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୧୦ଜଣ ଗୁରୁତର ହୋଇଛନ୍ତି। ସରକାରୀ ବସ୍ ଓ ଘରୋଇ ବସ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଓଏସଅାରଟିସି ବସ୍ ଉମରକୋଟରୁ ବ୍ରହ୍ମପୁର ଯାଉଥିଲା। ସେହିପରି ଜୟପୁରରୁ ରାଇଘର ଯାଉଥିଲା ଘରୋଇ ବସ୍ଟି। ଡାବୁଗାଁ ନିକଟ ଧାମନାଗୁଡ଼ାରେ...
ଭୁବନେଶ୍ୱର : ଆଜି ଦେଶର ମୋଟ ୬୩ଟି ଭୌଗୋଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନ୍ଫରେନ୍ସ ଜରିଆରେ ମୋଦି ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ଭିତରେ ଓଡ଼ିଶାର ୭ଟି ପ୍ରକଳ୍ପ ରହିଛି। ରାଉରକେଲାରେ ସହରୀ ଗ୍ୟାସ୍...
ଢେଙ୍କାନାଳ : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ବିଭିନ୍ନ ଅାଡୁ ଅାସୁଛି ପ୍ରତିବାଦ ସ୍ୱର। ଢେଙ୍କାନାଳ ଜିଲ୍ଲା ପ୍ରେସ୍ କ୍ଲବ୍ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଇଛି। କ୍ଲବ୍ର ସମସ୍ତ ସଦସ୍ୟ ଏବଂ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଥିବା...
ଭୁବନେଶ୍ୱର : ବିଶ୍ୱକପ୍ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଅାଜି ତୃତୀୟ ଟିମ୍ ଭାବେ ଫ୍ରାନ୍ସ ଦଳ ଅାସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ରାନ୍ସ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହିପରି ଅାଜି ସନ୍ଧ୍ୟାରେ ମଧ୍ୟ ଚୀନ...
ମୁମ୍ବାଇ : ମହାରାଷ୍ଟ୍ରରେ ମୁଣ୍ଡ ଟେକିଛି ଚାଷୀ ଅାନ୍ଦୋଳନ। ଚାଷୀଙ୍କ ପ୍ରତି ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଅାଣିଛନ୍ତି ଚାଷୀ ସଂଗଠନ। ନିଜର ପୁରୁଣା ଦାବି ଦୋହରାଇ ରାଲି କରି ମୁମ୍ବାଇରେ ପହଞ୍ଚିଛନ୍ତି ଅାଦିବାସୀ ଓ କୃଷକ। ଦୁଇ ଦିନିଅା ବିରୋଧ ପ୍ରଦର୍ଶନରେ ସାମିଲ...
ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିବାଦ ପାଇଁ OUJର ଆହ୍ୱାନ। ଘଟଣାକୁ OUJ ସଭାପତି ପ୍ରସନ୍ନ ମହାନ୍ତି ନିନ୍ଦା କରିବା ସହ ଏଭଳି ଘଟଣାକୁ ପ୍ରତିବାଦ ପାଇଁ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଅମଲାଙ୍କ ବେଖାତିର ମନୋଭାବକୁ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବେ ବୋଲି...
ଭୁବନେଶ୍ୱର : ଅାଜି ମହମ୍ମଦ ଜୟନ୍ତୀ। ଇସଲାମ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ମହମ୍ମଦ ଜୟନ୍ତୀକୁ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ଭଦ୍ରକରୁ ଜୁଲୁସ ଶୋଭାଯାତ୍ରା ବାହାରିଥିଲା। ଶହ ଶହ ସଂଖ୍ୟାରେ ଲୋକେ ଶୋଭାଯାତ୍ରାରେ ଅାସି ମହମ୍ମଦଙ୍କ ଧର୍ମବାଣୀ ଗାନ କରିଥିଲେ। ବାଲେଶ୍ୱରରେ ମହାଅାଡମ୍ବରରେ ପାଳିତ ହୋଇଛି ପ୍ରଫେଟ୍ ମହମ୍ମଦଙ୍କ...
ମୁମ୍ବାଇ : ବରିଷ୍ଠ ଚରିତ୍ର ଅଭିନେତା ଅାଲୋକନାଥଙ୍କ ବିରୋଧରେ ମୁମ୍ବାଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ଲେଖିକା ବିନ୍ତା ନନ୍ଦାଙ୍କ ଅଭିଯୋଗ ଅାଧାରରେ ଅାଲୋକନାଥଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ପୁଲିସ କହିଛି। ତେବେ ଏହା ପୂର୍ବରୁ ବିନ୍ତାଙ୍କ ବିରୋଧରେ ଅାଲୋକନାଥଙ୍କ ସ୍ତ୍ରୀ କରିଥିବା ଅାବେଦନକୁ କୋର୍ଟ...
କଟକ : ପଞ୍ଚଭୂତରେ ବିଲୀନ ହୋଇଯାଇଛି କଟକ ହୋଲିପୁର ଗାଁର ବସନ୍ତ ପ୍ରଧାନଙ୍କ ମରଶରୀର। ଚାକିରୀ କରୁଥିଲେ ଅନୁଗୁଳରେ। ପୁଅର ଦେହ ଭଲ ନଥିବାରୁ ଘରକୁ ଫେରୁଥିଲେ ବସ୍ରେ। ହେଲେ ମହାନଦୀର ମର୍ମନ୍ତୁଦ ଦୁର୍ଘଟଣାରେ ଅାଖି ବୁଜିଲେ ସବୁଦିନ ପାଇଁ। ଅାଉ ଏପଟେ ଏମ୍ଟେକ୍ରେ ଅାଡମିଶନ ପାଇଁ ସାର୍ଟିଫିକେଟ...
ଭୁବନେଶ୍ୱର : କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଓଟିଭି ଉପରେ ଏତେ ରାଗ କାହିଁକି ? ହକି ବିଶ୍ୱକପ୍ ଟିକଟ୍ ବିକ୍ରିରେ ଗତକାଲିର ଚରମ ଅବ୍ୟବସ୍ଥା ସମ୍ପର୍କିତ ଖବର ପ୍ରସାରଣ ପରେ ସତେ ଯେମିତି ଖଡ଼ଗହସ୍ତ ହୋଇଛନ୍ତି ବିଶାଲ ଦେବ। ହକି ସମ୍ପର୍କିତ ଖବର ସଂଗ୍ରହ ଲାଗି ଯାଇଥିବା...
ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍କୁ ନେଇ କଂଗ୍ରେସ ଦି’ଫାଳ। ଖୋଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଅାଣିଥିଲେ ମଧ୍ୟ ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି କଂଗ୍ରେସର ଅଧିକାଂଶ ନେତା। ଏହି ନିଷ୍ପତ୍ତି ପ୍ରେସ୍ ସ୍ୱାଧୀନତାର...
ଭୁବନେଶ୍ୱର : ଭୋଟ ପୂର୍ବରୁ ମହିଳାଙ୍କ ପାଇଁ ସଂରକ୍ଷଣର ସଂକଳ୍ପ ଅାଣି ନବୀନ କହୁଛନ୍ତି ଦିନଟି ଐତିହାସିକ। କିନ୍ତୁ ପ୍ରଶ୍ନ ଉଠୁଛି ଐତିହାସିକ କେବଳ ଘୋଷଣାରେ ନା ଏହା ପଛରେ ରହିଛି ବାସ୍ତବତା। ଏକଥା ଖୋଦ୍ ନବୀନ ଜାଣିଛନ୍ତି। ବିଧାନସଭାରେ ସଂକଳ୍ପ ପାରିତ ହେଲେ ବି ଯେ ପର୍ଯ୍ୟନ୍ତ...