• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

brown sugar
ପୁଣି ରାଜଧାନୀରୁ ଧରାପଡିଲା ଧଳା ଜହର

ଭୁବନେଶ୍ୱର : ପୁଣି ରାଜଧାନୀରୁ ଧରାପଡିଲା ଧଳା ଜହର। ବ୍ରାଉନ୍‌ସୁଗାର କାରବାର ପଛରେ ଏକାଧିକ ଅଟୋ ଚାଳକ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଇନ୍ଦ୍ରଧନୁ ମାର୍କେଟ ସ୍ଥିତ ଜନଗହଳି ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିଲା ବେଳେ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲା ଅବକାରୀ...

jammu
ଜମ୍ମୁ ଓ କାଶ୍ମୀରରେ ମିଳିତ ସରକାର ଗଠନ ନେଇ ଚର୍ଚ୍ଚା

ଜମ୍ମୁ -କାଶ୍ମୀର : ଦୀର୍ଘ ୬ ମାସ ଧରି ରାଜ୍ୟପାଳ ଶାସନରେ ଥିବା ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଥିବା ଚର୍ଚ୍ଚା ଜୋର ଧରିଛି। କଟ୍ଟର ବିରୋଧୀ ନେସନାଲ କନଫରେନ୍ସ ଏବଂ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି ଏକ ହୋଇ କଂଗ୍ରେସ ସହ ମିଶି ସରକାର...

india
ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ପରାସ୍ତ

ବ୍ରିସ୍‌ବେନ୍‌ : ପରାଜୟରୁ ଅଭିଯାନ ଅାରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି- ଟ୍ୱେଣ୍ଟିରେ ମାତ୍ର ୪ ରନ୍‌ରେ ଭାରତ ପରାସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତକୁ ଟସ୍‌ ହାରି ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ୧୭୪ ରନର ଟାର୍ଗେଟ ଦେଇଥିଲା। ତେବେ ବର୍ଷା...

deadbody
ଚନ୍ଦନପୁରରେ ୨ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁରରେ ୨ ଜଣ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ବୁଧୁନି ନାୟକ ଓ ବିମଳା ନାୟକ ବୋଲି ଜଣାପଡ଼ିଛି। ଏହି ଦୁଇ ମହିଳା ବନ୍ତଳା ଚନ୍ଦନପୁରର ଏକ କୁକୁଡ଼ାଫାର୍ମରେ କାମ କରୁଥିଲେ।...

accident
କଟକ ମହାନଦୀ ଦୁର୍ଘଟଣାରେ ବସ୍ ଡ୍ରାଇଭର ନାଁରେ ମାମଲା ରୁଜୁ

କଟକ : କଟକ ମହାନଦୀ ଦୁର୍ଘଟଣାରେ ବସ୍ ଡ୍ରାଇଭର ନାଁରେ ମାମଲା ରୁଜୁ। ଜଗତପୁର ଥାନାରେ ନିଜ ଅାଡ଼ୁ ମାମଲା ରୁଜୁ କରିଛି ପୁଲିସ। ଦୁର୍ଘଟଣାରେ ଗୁରୁତର ହୋଇ ଏସ୍‌ସିବି ICUରେ ଚିକିତ୍ସିତ ହେଉଛନ୍ତି ବସ୍‌ର ଡ୍ରାଇଭର ଖଗେଶ୍ୱର ମୁଦୁଲି। ସେପଟେ ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର...

nbus accident
ବସ୍-ଟ୍ରକ ମୁହାଁମୁହିଁ ଧକ୍କା; ୧୫ ଅାହତ, ୩ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଅାଜି ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଅାହତ ହୋଇଛନ୍ତି। ଅାଜି ଅପରାହ୍ନରେ ବଣାଇ ସବ୍‌ଡିଭିଜନର ଲହୁଣି ପଡାର ଖୁଟୁଗାଁରେ ଏକ ଯାତ୍ରୀବାହୀ ବସ୍  ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା...

trs leader
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଅାରଙ୍କୁ ଝଟକା

ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ଟିଅାରଏସ୍‌କୁ ଝଟକା। ଦଳର ବରିଷ୍ଠ ସାଂସଦ ବିଶେଶ୍ୱର ରେଡ୍ଡୀ ଦଳରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଅାରଏସ୍‌ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ ସେ ତାଙ୍କ  ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୩ ପୃଷ୍ଠା ସମ୍ବଳିତ ଏହି ଇସ୍ତଫା...

BASANTA-UP
ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ବିରୋଧ କଲେ ବସନ୍ତ ପଣ୍ଡା

ଭୁବନେଶ୍ୱର : ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବିରୋଧ। ଏହାକୁ ନିନ୍ଦା  କରି ବସନ୍ତ ପଣ୍ଡା କହିଛନ୍ତି, ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। ଏହା ଉଚିତ ନୁହେଁ। ଗଣମାଧ୍ୟମ ଯାହା ଦେଖୁଛି ତାହା ଦେଖାଉଛି। ବସନ୍ତ ଅଭିଯୋଗ କରିଛନ୍ତି, ସରକାରୀ ଦଳ...

ele
ଆସନ୍ତାକାଲି ଛତିଶଗଡ଼ରେ ଶେଷ ପର୍ଯ୍ୟାୟ ମତଦାନ

ଛତିଶଗଡ଼ : ଅାସନ୍ତାକାଲି ଛତିଶଗଡ଼ରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଅାସନ ଲାଗି ହେବ ଭୋଟଗ୍ରହଣ। ସକାଳ ୮ଟାରୁ ଭୋଟ ଗ୍ରହଣ ଅାରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ। ମତସାବ୍ୟସ୍ତ କରିବେ ୧ କୋଟି ୫୩ ଲକ୍ଷ ୮୫ ହଜାରରୁ...

prema-up
ଦାରୁ ଫିକ୍ସିଂ ଅଭିଯୋଗ ନିଆଁରେ ପୁଣି ଘିଅ ଢାଳିଲେ ପ୍ରେମାନନ୍ଦ

ପୁରୀ: ପୁଣି ଦାରୁ ଫିକ୍ସିଂ ଅଭିଯୋଗ। ନିଆଁରେ ଘିଅ ଢାଳିଲେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର। ଦାରୁ ଚୟନରେ ଫିକ୍ସିଂ ହୋଇଥିବା ନେଇ ତାଙ୍କ ମନରେ ବି ସନ୍ଦେହ ହେଉଥିବା ସେ କହିଛନ୍ତି। ଗୋଟିଏ ଅଞ୍ଚଳରୁ କେମିତି ତିନି ତିନିଟି ଦାରୁ ମିଳିଲା, ଏ ନେଇ ସେ...

panchuka
ପଞ୍ଚୁକ ଅାରମ୍ଭରୁ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ

ପୁରୀ : ପଞ୍ଚୁକ ଅାରମ୍ଭରୁ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ। ବିଳମ୍ବରେ ଉଠିଲା ଭୋଗ ମଣ୍ଡପ। ଠିକ୍ ସମୟରେ ଅବଢ଼ା ନପାଇ ହବିଷ୍ୟାଳି ଓ ଭକ୍ତଙ୍କ ଅସନ୍ତୋଷ। ପଞ୍ଚୁକ ପ୍ରଥମ ଦିନ ତଥା ବଡ଼ ଏକାଦଶୀ ଅବସରରେ ଅାଜି ଶ୍ରୀଜୀଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା। ତେବେ ବେଶରେ...

nari-up
ଉଦ୍‌ବେଗଜନକ ଭାବେ ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା

ଭୁବନେଶ୍ୱର : ଏଟିଏମ୍‌ ଭିତରେ ମହିଳାଙ୍କ ଇଜ୍ଜତ ଲୁଟ୍। କଟକ ସହରର ପିଲିଗ୍ରିମ ରୋଡ୍‌ରେ ଥିବା ଏଟିଏମ୍ ଭିତରେ ମହିଳାଙ୍କୁ ହୋଇଛି ଦୁର୍ଷ୍କମ। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୨ଟାରେ ଘଟିଛି ଏହି ଘଟଣା। କଲେଜ ଛକ ନିକଟରୁ ସଂପୃକ୍ତ ମହିଳାଙ୍କୁ ଉଠାଇ ଅାଣି...

naveen-up
ନବୀନ-ନରସିଂହ ଭିତିରି ସଂପର୍କ

ଭୁବନେଶ୍ୱର : ନବୀନ-ନରସିଂହଙ୍କ ଭିତିରିଅା ସଂପର୍କକୁ ନେଇ ଜୋରଦାର ଚର୍ଚ୍ଚା। ପୂର୍ବତନ ବିଧାୟକ ତଥା କଂଗ୍ରେସ ସାଧାରଣ ସଂପାଦକ କୃଷ୍ଣ ସଗରିଅା ଏଭଳି ଅଭିଯୋଗ ଅାଣିବା ପରେ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। ସେପଟେ ସରଗରିଅାଙ୍କ ଅଭିଯୋଗକୁ ନେଇ କଂଗ୍ରେସ୍‌ରେ ଅାରମ୍ଭ ହୋଇଯାଇଛି ମହାଭାରତ। ପ୍ରସଙ୍ଗ ଭିତରକୁ ବରିଷ୍ଠ...

speaker-up
ଗୃହରେ ବାଚସ୍ପତିଙ୍କ ଭୂମିକାକୁ ନେଇ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର : ପ୍ରଶ୍ନକାଳ ଅାରମ୍ଭରେ ଚିତ୍ର ଥିଲା ଏମିତି । ବିଜେଡି ବିଧାୟକଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପିଥିଲା ବିଧାନସଭା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଅାସି କଣ ମନ୍ତ୍ରଣା କଲେ ବାଚସ୍ପତିଙ୍କ ସଚିବ  ଅାଉ  ତାପରେ ବାଚସ୍ପତିଙ୍କ ପାଖକୁ ଯାଇ ଗୃହକୁ ମୁଲତବୀ କରିବାକୁ ଧିରେ ଧିରେ...

chain-snacher-up
ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ ଦୁର୍ବୃତ୍ତ

ଭୁବନେଶ୍ୱର : ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ଜଣ ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ଧୁମ ଛେଚି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଅା ନିକଟରେ ଘଟିଛି ଏହି ଘଟଣା। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନିକଟରେ ଦିଦିଙ୍କ ଠାରୁ ଛିନ୍‌ତାଇ କରି ଖସିବା ବେଳେ...

tiger
ଝିଙ୍କ ନେଇଥିଲା ମହାବଳ ‘ମହାବୀର’ର ଜୀବନ !

ଅନୁଗୁଳ : ସାତକୋଶିଅାରେ ମୃତ୍ୟୁବରଣ କରିଥିବା କାହ୍ନାରୁ ଅାସିଥିବା ମହାବଳର ପାକସ୍ଥଳୀରୁ ମିଳିଛି ଝିଙ୍କ କାଠି।  ୮ରୁ ୧୦ଟି ଝିଙ୍କ କାଠି ସହ ମୃତ ମହାବଳର ମଳରୁ ବାର୍‌ହା ଲୋମ ମିଳିଥିବା ସୂଚନା ଦେଇଛନ୍ତି। ସାତକୋଶିଅା ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା  ପୋଷ୍ଟମର୍ଟମ ରିପୋର୍ଟ ସଂପର୍କରେ ସେ ବିସ୍ତୃତ...

indira
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ପାଳିତ

ନୂଅାଦିଲ୍ଲୀ / ଭୁବନେଶ୍ୱର : ଅାଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ୧୦୧ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ନୂଅାଦିଲ୍ଲୀସ୍ଥିତ ତାଙ୍କ ସମାଧିସ୍ଥଳ ଶକ୍ତିପୀଠରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଅାଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ...

man-in-train-up
ଟ୍ରେନ୍‌ ତଳେ ଶୋଇ ଦୁର୍ଘଟଣାରୁ ବର୍ତ୍ତିଗଲେ

ବିପଜ୍ଜନକ ଭାବେ ଟ୍ରେନ୍‌ ଲାଇନ ପାର ହେଉଥିବାବେଳେ ଦୁର୍ଘଟଣାରୁ ଅାଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି। ଏହିପରି ଏକ ଘଟଣା ଘଟିଛି ଅାନ୍ଧ୍ରପ୍ରଦେଶ ଅନନ୍ତପୁର ରେଲେଓ୍ୱ ଷ୍ଟେସନରେ। ଘଟଣାଟି ଥିଲା ଏମିତି । ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ବ୍ୟକ୍ତି ଜଣକ ଫୁଟଓଭର ବ୍ରିଜ୍‌ର ବ୍ୟବହାର...

dkl
ମଦ ଫ୍ୟାକ୍‌ଟ୍ରି ବାତିଲ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ  : ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ମଦ ଫ୍ୟାକ୍ଟ୍ରି ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅାରଡିସିଙ୍କ  ଅାଧାରରେ ଏହି ନିଷ୍ପତ୍ତି ନିଅାଯାଇଛି। ଗଛକଟାକୁ ନେଇ ବିବାଦ ଉପୁଜିବା ପରେ ବାତିଲ୍‌ କରାଯାଇଛି ଫ୍ୟାକ୍‌ଟ୍ରି । ଶନିବାର ଦିନ ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡି...