ମୁମ୍ବାଇ : ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରଲୋକ। ମୁମ୍ବାଇରେ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଲିଉଡରେ ଅନେକ...
ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି। ଶାହରୁଖଙ୍କ ଟିକେ ଝଲକ ପାଇବା ପାଇଁ ଏୟାରପୋର୍ଟ ପରିସରରେ ଦେଖିବାକୁ ମିଳିଛି ଫ୍ୟାନ୍ ମାନଙ୍କ ପ୍ରବଳ ଭିଡ଼। ତେବେ ଫ୍ୟାନ୍ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କିଙ୍ଗ୍ ଖାନ୍ । ଆସନ୍ତାକାଲି...
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଦୁବାଇରେ କାମ କରୁଥିବା ଓଡ଼ିଆ ଶ୍ରମିକ ସୁଶାନ୍ତ ଜେନାଙ୍କ ମୃତଦେହ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁଶାନ୍ତଙ୍କ ମରଶରୀରକୁ ଓଡ଼ିଶା ଅଣାଯାଇଛି। ନୟାଗଡ ଜିଲ୍ଲା ରଣପୁର ରନ୍ଦା ଗାଁର ସୁଶାନ୍ତ, ଦୁବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ...
ଭୁବନେଶ୍ୱର : ଓୟୁଏଟିରେ ଚିକିତ୍ସାଧିନ ହାତୀ ଛୁଅାର ମୃତ୍ୟୁ। ହର୍ପିସ ଭୂତାଣୁରେ ଅାକ୍ରାନ୍ତ ହୋଇ ହାତୀ ଛୁଅାର ମୃତ୍ୟୁ ଘଟିଛି। ହାତୀ ପଲରୁ ଏକୁଟିଅା ହୋଇ ହାତୀ ଛୁଅାଟି ଅସୁସ୍ଥ ହୋଇ ପଡିଥିଲା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରୁ ଉଦ୍ଧାର କରି ହାତୀ ଛୁଅାଟିକୁ ଚିକିତ୍ସା ପାଇଁ ଓୟୁଏଟି...
ଭୁବନେଶ୍ୱର : ଭୁବନେଶ୍ୱର ବିଶ୍ୱକପ୍ ହକିରେ ଭାଗ ନେଇଛନ୍ତି ବିଶ୍ୱର ଟପ୍ ୧୬ଟି ଟିମ୍। ଏହି ଟିମ୍ ଗୁଡିକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି। ପୁଲ୍ ଏ-ରେ ଅଛନ୍ତି ଅାର୍ଜେଣ୍ଟିନା, ସ୍ପେନ୍, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ। ଏହି ପୁଲ୍ରୁ ଅଲିମ୍ପିକ୍ ଚାମ୍ପିୟନ୍ ଅାର୍ଜେଣ୍ଟିନାକୁ ହଟ୍ ଫେଭରାଇଟ୍ ବୋଲି କୁହାଯାଉଛି।...
କେନ୍ଦ୍ରାପଡା : ଏକତରଫା ପ୍ରେମ ନିବେଦନରେ ଅତିଷ୍ଠ ହୋଇ ଯୁବତୀଙ୍କ ଅାତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡାର ନିକିରାଇ ଥାନା ପଳକଣା ଗାଁର ଜଣେ ଯୁବତୀ ରାତିରେ ପରିବାର ଲୋକ ଶୋଇଥିବା ବେଳେ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇଁ ନିକିରାଇ ପୁଲିସ ମୃତ ଦେହ ଜବତ କରିବା ସହ...
ଭୁବନେଶ୍ୱର : କାହା ନେତୃତ୍ୱରେ ରାଜ୍ୟ ବିଜେପି ନିର୍ବାଚନ ଲଢିବ। ଏହି ଚର୍ଚ୍ଚାରେ ଅବସାନ ଘଟାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ରାଜ୍ୟରେ ଦଳ ନିର୍ବାଚନ ଲଢ଼ିବ। ରାଜ୍ୟରେ ଚାଲିଥିବା ତାମିଲ ଶାସନର ଅନ୍ତ ହେବା ଦରକାର।...
ଭୁବନେଶ୍ୱର : ପ୍ରଥମେ ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର, ଅାଉ ଏବେ ହକି ବିଶ୍ୱକପ୍ କଭରେଜ୍ରୁ ବଞ୍ଚିତ କରିବାକୁ ପଦକ୍ଷେପ। କିଛି ଦିନ ତଳେ ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ଓଟିଭିର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଡି. ନିରଞ୍ଜନ ରେଡ୍ଡୀଙ୍କୁ ବିଶ୍ୱ...
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ହଠାତ୍ ବନ୍ଦ କରାଯିବା ନିଷ୍ପତ୍ତି ବିରୋଧରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ବିରୋଧୀଦଳ ନେତା ନରସିଂହ ମିଶ୍ର ନରସିଂହ। କହିଛନ୍ତି ଧାର୍ଯ୍ୟ ସମୟ ପୂର୍ବରୁ ସର୍ବ ସମ୍ମତିରେ ବିଧାନସଭା ଅଧିବେଶନ ବନ୍ଦ ହୋଇଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଯାହା...
ନୂଆଦିଲ୍ଲୀ : କୁନି କୁନି ପିଲାଙ୍କୁ ମିଳିବ ବସ୍ତାନି ବୋଝରୁ ଅାଶ୍ୱସ୍ତି। କୋମଳମତି ପିଲାଙ୍କ ଉପରେ ରହିବନି ହୋମ୍ ଓ୍ୱାର୍କର ଚାପ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଜାରି ହୋଇଛି ଗାଇଡ୍ ଲାଇନ୍ସ। କେଉଁ ଶ୍ରେଣୀର ପିଲାକୁ କଣ ପଢ଼ାଯିବ ଓ...
ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅାସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରେ ଅାସି ପହଞ୍ଚିଛନ୍ତି ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଅାର୍ ରେହମାନ୍। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲ୍କୁ ନିଅାଯାଇଛି। ସେହିପରି ସଂଧ୍ୟାରେ...
ଭୁବନେଶ୍ୱର : ଗତ ୨୪ ତାରିଖରେ କିଟ୍ରେ ଦେଖିବାକୁ ମିଳିଥିଲା ତୁମୁଳ ସଂଘର୍ଷ । ରଣକ୍ଷେତ୍ର ପାଲଟିଥିଲା କିଟ୍ କ୍ୟାମ୍ପସ। କେତେବେଳେ ଅାଖିବୁଜା ଢ଼େଲା ପଥର ମାଡ଼ ତ ଅାଉ କେତେବେଳେ କ୍ରିକେଟ୍ ବ୍ୟାଟ୍ରେ ପ୍ରହାର । ଅାଇନ ଏବଂ ଇଂଜିନିୟରିଂ ଛାତ୍ରଙ୍କ ଖଣ୍ଡଯୁଦ୍ଧରେ ଶନିବାର କ୍ୟାମ୍ପସରେ ଖେଳିଯାଇଥିଲା...
ଭୁବନେଶ୍ୱର : ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଅାଇଏଏସ୍ ପ୍ରଣବ ଜ୍ୟୋତି ନାଥଙ୍କ ଘରେ କଳାକନା ବୁଲାଇଲେ ଚୋର। ଘରେ ସିକ୍ୟୁରିଟି ଗାର୍ଡ ଜଗିଥିଲେ ମଧ୍ୟ ଘରୁ ଚୋରି ହୋଇଥିବାରୁ ପୁଲିସ ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରା ଉଚରା କରୁଛି। ଅାଇଏଏସ୍ ପ୍ରଣବ ଏବଂ ତାଙ୍କ ପରିବାର...
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜର ଖେଳପଡିଅାକୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦଘାଟନ ବେଳେ ଗଣ୍ଡଗୋଳ। ପଡିଅା ତିଅାରି ନିମ୍ନମାନର ହୋଇଥିବାବେଳେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଫକୀରମୋହନ କଲେଜର ବାଣିଜ୍ୟ ସୌଧ ଗୃହର ଶିଳାନ୍ୟାସ କରିବା ସହ ଓଡିଶା ଷ୍ଟେଟ୍ ଓପନ୍ ୟୁନିଭରସିଟିର...
ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସମ୍ବିଧାନ ସମ୍ମାନ ସମାରୋହ। ଜାତୀୟ କଂଗ୍ରେସ ପକ୍ଷରୁ ଏହି ସମାରୋହର ଅାୟୋଜନ ହୋଇଥିଲା। ଏଥିରେ ଜାତୀୟ କଂଗ୍ରେସର ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ। ଉତ୍ସବରେ ଜେଡିୟୁ ନେତା ଶରଦ ଯାଦବ, ସିପିଅାଇ ନେତା...
ଛତିଶଗଡ଼ : ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନ୍କାଉଣ୍ଟର। ଏଥିରେ ୯ ମାଓବାଦୀ ନିହତ। ସିଅାରପିଏଫ୍, ଡିଅାରଜି ଓ ସ୍ପେସାଲ ଟାସ୍କ ଫୋର୍ସ ଯବାନଙ୍କ ମିଳିତ ଅପରେସନରେ ୯ ମାଓବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସାକଲିର ଜଙ୍ଗଲରେ ମାଓବାଦୀ ମାନେ...
ପୁରୀ: ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଅାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ୬୦% ଟିକେଟ ଅନ୍ଲାଇନ୍ରେ, ୩୫% କାଉଣ୍ଟରରେ ଏବଂ ବାକି ୫% ଦର୍ଶନୀ ଟିକେଟ ମୁଖ୍ୟ ପ୍ରଶାସକଙ୍କ...
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ କରି ଫେରି ଯାଇଛନ୍ତି ସତ, କିନ୍ତୁ ନଷ୍ଟ କରିଛନ୍ତି ବହୁ ଘର ଓ ଚାଷ ଜମି। ଏହାକୁ ଭରଣ କରିବାରେ ପ୍ରଶାସନ ମଧ୍ୟ ଫେଲ୍ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାତୀ ଘର ଭାଙ୍ଗିଛନ୍ତି...
ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଅାଉ ଜଣଙ୍କୁ ରାୟଗଡ଼ାରୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପି. ଗୋବିନ୍ଦ ରାଓ। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକକୁ ତିନି ଦିନିଅା ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଘଟଣା...