• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

tree-cutting-up
ବଳରାମପୁର ଗଛକଟା ନେଇ ଗୃହରେ ତୁମ୍ବିତୋଫାନ

ଢେଙ୍କାନାଳ : ବଳରାମପୁର ଗଛ କଟା ପଛରେ କାହାର ହାତ ? କାହା ଚାପରେ କଟାଗଲା ଗଛ। ଏହାକୁ ନେଇ ଅାଜି ବିଧାନସଭାରେ ହୋଇଥିଲା ତୁମ୍ବିତୋଫାନ୍। ମଦ ଫାକ୍ଟ୍ରି ପାଇଁ ରାତି ଅଧିଅା ଶହ ଶହ ଗଛକଟା ପଛରେ କମ୍ପାନୀ-ଅଫିସର-ଜଙ୍ଗଲ ବିଭାଗ ଓ ଇଡ୍‌କୋର ମଧୁଚନ୍ଦ୍ରିକା ଥିବା ଅଭିଯୋଗ...

ship-1
ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ

ପାରାଦୀପ : ଅାସନ୍ତା ଡିସେମ୍ବର ୪ରେ ଭାରତୀୟ ନୌସେନା ପାଳନ କରିବ। ନୌସେନା ଦିବସ ଏହାର ଅବ୍ୟବହିତ ପୂର୍ବରୁ ପାରାଦୀପରେ ପହଞ୍ଚିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ସୁମେଧା ଓ ତିହାୟୁ। ଏହାକୁ ଦେଖିବାକୁ ଜନସାଧାରଣଙ୍କ ଭିଡ଼ ଲାଗିଛି। ପାରାଦୀପରେ ଗଭୀର ସମୁଦ୍ରରେ ଦେଶର ଜଳସୀମାରେ ନୌସେନା...

cycle
ଭୁବନେଶ୍ୱରରେ ୨୬ତାରିଖରୁ ଗଡ଼ିବ ସ୍ମାର୍ଟ ସାଇକେଲ୍

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ ଟ୍ରାକ୍‌। ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡାରେ ନାଲି ରଙ୍ଗର ଚାଦର ବିଛାଯାଇଛି। ତା ଉପରେ ନଭେମ୍ବର ୨୬ରୁ ଗଡିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲର ସିମ୍ବଲ ବି ଦିଅାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪...

siv-thakre-up
ରାମ ମନ୍ଦିର ନିର୍ମାଣ ଲାଗି ବଢୁଛି ଚାପ ; ଅଯୋଧ୍ୟାରେ ଉଦ୍ଧବ ଠାକ୍‌ରେଙ୍କ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶ :  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପ୍ରୟାସ।  ଏଥିପାଇଁ କାଲିଠାରୁ ଅଯୋଧ୍ୟାରେ ଅାରମ୍ଭ ହେଉଛି ବିଶ୍ୱହିନ୍ଦୁ ପରିଷଦର ଧର୍ମ ସଂସଦ। ଏଥିରେ ସାରା ଦେଶରୁ ସନ୍ଥ ଓ ସାଧୁ ଯୋଗଦେବେ। ଏଥିସହ ପ୍ରାୟ ଦୁଇ ଲକ୍ଷରୁ...

ausrelia
ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍‌

ବିଶ୍ୱକପ୍‌ ହକି ପାଇଁ  ପହଞ୍ଚିଲା ଅଷ୍ଟ୍ରେଲିଆ। ଅାଜି ଦିନ ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱାଗତ ଜଣାଯାଇଥିଲା। ଅାଜି ସନ୍ଧ୍ୟାରେ ନେଦରଲାଣ୍ଡ ଓ ବେଲଜିୟମ୍ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଗତକାଲି ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି।...

kharbela-up
ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକଙ୍କ ଆକ୍ରମଣ

ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ। କିଛି ଦିନ ତଳେ  ଅାଳିରେ ତାଙ୍କୁ ଅାକ୍ରମଣ କରାଯାଇଥିବାବେଳେ...

bjd
ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ ସଭା

ଭୁବନେଶ୍ୱର :  ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ କେନ୍ଦ୍ର ସରକାର ବିଫଳ। ଏହି ଅଭିଯୋଗ ଅାଣି ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରିଛି ବିଜେଡି। ରାଜ୍ୟର ୨ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ପରିବର୍ତ୍ତନକୁ ବିରୋଧ କରୁଛି ଦଳ। ଏହାଦ୍ୱାରା ରାଜ୍ୟ...

bijayasri
କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଲେ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବ୍ୟାପକ ଗଛକଟାକୁ ନେଇ କଂଗ୍ରେସ ଅାଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେ କହିଛନ୍ତି, ରାଜସ୍ୱ ବିଭାଗରୁ ଜମି ନେଇ ଇଡ୍‌କୋ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ କରାଯାଇଛି।ଏଥିରୁ ୧୨.୦୫ ଏକର ଜମିରେ ବିଅରି...

bls
ପ୍ରେମିକର ଉନ୍ମତ୍ତକାଣ୍ଡ

ନୀଳଗିରି : ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମ ବ୍ୟାପାରରୁ ଝିଅର ଦାଦାଙ୍କୁ ସଂଘବଦ୍ଧ ଅାକ୍ରମଣ। ନୀଳଗିରିର ରାଜବରହମପୁର ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜଣାପଡ଼ିଛି। ତେବେ କୌଣସି କାରଣରୁ ଦୁଇ ଦିନ ତଳେ ଯୁବତୀଙ୍କ ବାପା ମାରଣାସ୍ତ୍ର ଧରି...

mandya
କେନାଲ୍ ଭିତରକୁ ଖସି ପଡ଼ିଲା ବସ୍

କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ କେନାଲ ଭିତରକୁ ବସ୍‌ ଖସି ପଡ଼ି ୨୫ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଅାହୁରି ବଢିବାର ଅାଶଙ୍କା କରାଯାଉଛି। ବସଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି। ବସ୍‌ ଭିତରେ ଥିବା...

terror--4
ପାକିସ୍ତାନ କରାଚିରେ ସନ୍ଦିଗ୍ଧ ଅାତଙ୍କବାଦୀ ହମଲା

କରାଚି : ପାକିସ୍ତାନର କରାଚି ସହରରେ ସନ୍ଦିଗ୍ଧ ଅାତଙ୍କବାଦୀ ଅାକ୍ରମଣ। କରାଚି ସହରସ୍ଥିତ ଚୀନ୍ ଦୂତାବାସ ନିକଟରେ ହୋଇଥିବା ସନ୍ଦିଗ୍ଧଙ୍କ ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ତିନି ସନ୍ଦିଗ୍ଧ ନିହତ ହୋଇଥିବା କଥା ଏକ ଗଣମାଧ୍ୟମକୁ ଜଣାଇଛନ୍ତି କରାଚି ପୁଲିସ ମୁଖ୍ୟ। ସ୍ଥାନୀୟ...

baijayanta-dkl-up
ବଳରାମପୁର ଗାଁରେ ବୃକ୍ଷରୋପଣ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ବଳରାମପୁର ଗାଁରେ ବୃକ୍ଷରୋପଣ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଅାଜି ସ୍ଥାନୀୟ ଲୋକଙ୍କ ସହ ମଦ କାରଖାନା ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନରେ ବୃକ୍ଷରୋପଣ କରିଛନ୍ତି। ତା ସହ ଜଙ୍ଗଲ କଟାକୁ ଗାଁ ଲୋକେ ସମ୍ମିଳିତ ବିରୋଧ କରିଥିବାରୁ ଏଥିପାଇଁ...

mizoram
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଜୋରାମ ଗସ୍ତ

ନୂଆଦିଲ୍ଲୀ : ଅାସନ୍ତା ୨୮ ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ମତଦାନ। ମତଦାନକୁ ଅାଉ ୫ଦିନ ବାକି ରହିଥିବା ବେଳେ ରାଜ୍ୟରେ ଜାରି ରହିଛି ମାରାଥନ ପ୍ରଚାର ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅାଜି ମିଜୋରାମର ଲୁଙ୍ଗଲେଇ ଗସ୍ତ କରି ପ୍ରଚାର କରିଛନ୍ତି। ଏହି ଅବସରରେ ଅାୟୋଜିତ...

paper mill fire
ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ

ରାୟଗଡ଼ା  : ପେପର ପ୍ଲେଟ୍ କାରଖାନାରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ। ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକ ପେପର ପ୍ଲେଟ୍ କାରଖାନାର ଏହି ଅଗ୍ନିକାଣ୍ଡ ଘଟିଛି। ରୟତ କଲୋନୀସ୍ଥିତ ସେଭେନଥ୍ ଲେନରେ ଥିବା ସାଇ ପେପର କାରଖାନାରେ ଅାଜି ସକାଳ ପ୍ରାୟ ୯ଟା...

air odisha
ଏୟାର ଓଡ଼ିଶାକୁ ଶକ୍ତ ଝଟ୍‌କା

ଭୁବନେଶ୍ୱର : ଏୟାର ଓଡ଼ିଶାକୁ ଶକ୍ତ ଝଟକା। ଏୟାର ଓଡ଼ିଶାର ୫୦ଟି ଉଡାଣ ରୁଟ୍‌କୁ ବାତିଲ କରିଛି ବେସାମରିକ ଚଳାଚଳ ମନ୍ତ୍ରଣାଳୟ। ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଅନ୍ୟ ସ୍ଥାନକୁ ଏବେ ଉଡ଼ାଣ କରିପାରିବ ନାହିଁ ଏୟାର ଓଡ଼ିଶା ବିମାନ। ଖରାପ ପ୍ରଦର୍ଶନ ପାଇଁ କମ୍ପାନିର ରୁଟ୍‌କୁ ବାତିଲ୍...

pradipta
ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର

ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ। ସମ୍ବେଦନଶୀଳ ମାମଲା ଥିବାରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ପୁଣି ଥରେ ଦୋହରେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଅାଜି ଏନେଇ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ନୋଟିସ୍ ହୋଇଥିବା ସେବାୟତଙ୍କ...

governner
ସମସ୍ତ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର  : ଭୁବନେଶ୍ୱର ରାଜଭବନରେ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସବୁ ବିଶ୍ୱବିଦ୍ୟାଳୟରେ ନୈତିକ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ ରାଜ୍ୟପାଳ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ‘ଲିଅନ୍’ ବ୍ୟବସ୍ଥା ଉଚ୍ଛେଦ...

vishal dev
ବିଶାଲ ଦେବଙ୍କ ଅାଚରଣକୁ ତୀବ୍ର ଭର୍ତ୍ସନା କଲେ ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକ

ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି କ୍ଷୋଭ ଓ ଅସନ୍ତୋଷ। ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକମାନେ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓଟିଭି କୌଣସି ଭୁଲ୍‌ କରି ନାହିଁ ବରଂ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଏପରି ...

konark
ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହ

କୋଣାର୍କ  : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ବାହ୍ୟ ସ୍ଥିତି ଠାରୁ ଆଭ୍ୟନ୍ତରୀଣ ସ୍ଥିତି ବିପଦରେ। ୧୯୦୩ ମସିହାରେ ବ୍ରିଟିଶ୍ ସରକାର ମୁଖଶାଳାର ସ୍ଥିତି ଗମ୍ଭୀର ଥିବା ଦେଖି ବାଲି ଓ ପଥର ଭର୍ତ୍ତି କରି ସିଲ୍‌ କରିଥିଲେ।  ଏହା ମଧ୍ୟରେ ୧୧୫ ବର୍ଷ ବିତିଯାଇଛି। ଗର୍ଭଗୃହର...

swept-up
ଡଙ୍ଗା ସହ ସେଲ୍‌ଫି ନେବା ବେଳେ ଭାସିଗଲେ ୨ ଯୁବକ

ବାଲେଶ୍ୱର  : ଡଙ୍ଗା ସହ ସେଲ୍ଫି ନେବା ବେଳେ ଭାସିଗଲେ ୨ ଜଣ ଯୁବକ। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଅଘଟଣ ଘଟିଛି। ଦୁଇଜଣ ଯୁବକ ଡଙ୍ଗା ଭସାଇବା ପରେ ପାଣି ଭିତରେ ଏହାର ସେଲ୍ଫି ନେଉଥିଲେ। ଏତିକି ବେଳେ ନିୟନ୍ତ୍ରଣ ହରାଇ ସମୁଦ୍ରରେ ଭାସିଯାଇଥିଲେ। ତେବେ ସେଠାରେ...