• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ind
ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌

ମେଲବୋର୍ଣ୍ଣ : ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌। ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିରାଟ ବାହିନୀ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ବ୍ରିସବେନ୍‌ରେ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ଦଳ ଜିତୁ ଜିତୁ ହାରି ଯାଇଥିଲା। ମାତ୍ର ୪ ରନ୍‌ରେ ପରାସ୍ତ...

terrorist-up
ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର୍

ଜମ୍ମୁ – କାଶ୍ମୀର  : ସୁରକ୍ଷାକର୍ମୀଙ୍କୁ ଅାଉ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ ଅାତଙ୍କବାଦୀ। ଅନନ୍ତନାଗର ସେକିପୁରା ଗାଁରେ ଲୁଚି ରହିଥିବା ୬ ଜଣ ଅାତଙ୍କୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। ସେକିପୁରା ଗାଁରେ ଅାତଙ୍କବାଦୀ ଲୁଚି ରହିଥିବା...

delhi
ନୂଅାଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ନୂଅାଦିଲ୍ଲୀ : ନୂଅାଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ୍ ପୋର୍ଟାଲ ଓଡ଼ିଆ ପୁଅ ପକ୍ଷରୁ ଷୋଡ଼ଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶତାଧିକ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇ ବୋଇତ ବନ୍ଦାଣ କରିଥିଲେ। ସେମାନେ ମନେପକାଇଥିଲେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ। ଓଡ଼ିଆ ପୁଅମାନେ...

india
ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍

ଆଣ୍ଟିଗୁଆ : ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍‌ ଲଗାଇଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍‌ରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ ଦଳ। ଅାଜି ଖେଳାଯାଇଥିବା ସେମିଫାଇନାଲରେ ଇଂଲଣ୍ଡ ୮ ୱିକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ପ୍ରଥମେ...

kalinga baliyatra
କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ମଞ୍ଚରେ ପ୍ରତାପଙ୍କୁ କଟାକ୍ଷ କଲେ ଦାମ

ପାରାଦୀପ : ପାରାଦୀପରେ ଗତକାଲି ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା। ତେବେ ଏହି  ଉଦଘାଟନ ବେଳେ ତୁତୁ ମେମେ ଦେଖିବାକୁ ମିଳିଛି। ମଞ୍ଚରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ବିଧାୟକ ଦାମୋଦର ରାଉତ କଟାକ୍ଷ କରିଛନ୍ତି। ପ୍ରତାପ ଅାଗ ନିଜ ଘର ସମ୍ଭାଳନ୍ତୁ ବୋଲି...

plfi
ଏନ୍‌କାଉଣ୍ଟରରେ PLFI କମାଣ୍ଡର ବିଜୟ ଡାଙ୍ଗ ମୃତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ସଫଳତା। କୋଲାବିରା ଝପଲା ଜଙ୍ଗଲରେ PLFI କମାଣ୍ଡର ବିଜୟ ଡାଙ୍ଗକୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। PLFI କମାଣ୍ଡର ବିଜୟ କିଛି ଦିନ ଧରି ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ବେଶ୍ ସକ୍ରିୟ ଥିଲା।ବିଭିନ୍ନ ଅପରାଧିକ ମାମଲା ବିଜୟ ନାଁରେ ରହିଛି। ମୃତ PLFI କମାଣ୍ଡରର ଘର...

bali yatra
ଆଜିଠୁ କଟକର ଐତିହାସିକ ବାଲିଯାତ୍ରା

କଟକ : ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ସବୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ଖୋଲିବ ୧୩ ଶହରୁ ଅଧିକ ଷ୍ଟଲ। ବାଲିଯାତ୍ରାରେ ସବୁ ପ୍ରକାର ସାମଗ୍ରୀ ମିଳିବ। ସାଧାରଣ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ...

hbisyali 2
କାର୍ତ୍ତିକ ମାସର ଶେଷ ଦିନ ; ଅାଜି ସରୁଛି ହବିଷ୍ୟାଳିଙ୍କ ବ୍ରତ

ପୁରୀ : ଅାଜି କାର୍ତ୍ତିକ ମାସର ଶେଷ ଦିନ। ଶେଷ ହେଉଛି ହବିଷ୍ୟାଳିଙ୍କ ବ୍ରତ। ଅନେକ ହବିଷ୍ୟାଳି ପୁରୀରେ ମାସ ଯାକ ରହି ବ୍ରତ ପାଳନ କରୁଥିଲେ। ଅାଜି ସେମାନେ ବ୍ରତ ସାରି ଘରକୁ ବାହୁଡ଼ି ଯିବେ। କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କୁ ଶ୍ରୀଜିଉଙ୍କ ଅପୂର୍ବ ରାଜରାଜେଶ୍ୱର ବେଶ ଦର୍ଶନ...

boita
କାର୍ତ୍ତିକ ପୂର୍ଣ୍ଣିମାରେ ଭୋର୍‌ରୁ ଚାଲିଛି ଡଙ୍ଗା ଭସାଣ

ଭୁବନେଶ୍ୱର : ଆ କା ମା ବୈ … ପାନ ଗୁଅା ଥୋଇ … କାର୍ତ୍ତିକ ପୂର୍ଣ୍ଣିମାରେ ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ଜଳାଶୟରେ ବଡି ଭୋରରୁ ଭିଡ଼ ଲାଗିଛି। ଲୋକେ ଭୋର୍‌ରୁ ଉଠି ସ୍ନାନ କରି ଜଳାଶୟ ଗୁଡ଼ିକରେ ଡଙ୍ଗା ଭସାଉଛନ୍ତି।...

aparajita
ବିଜେପିରେ ଯୋଗ ଦେବେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ ତାରିଖରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇପାରନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ଅପରାଜିତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଅବଶ୍ୟ...

mallya
ବିଜୟ ମାଲ୍ୟାଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ : ମଦ କମ୍ପାନି ମାଲିକ ବିଜୟ ମାଲ୍ୟାଙ୍କ ଅାବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ। କାର୍ଯ୍ୟାନୁଷ୍ଠାନ ଅାରମ୍ଭ ଲାଗି ଟ୍ରାୟଲ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅାବେଦନ ଉପରେ ରହିତାଦେଶ ଲଗାଇବାକୁ ମାଲ୍ୟାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପଳାତକ ଅର୍ଥ ଖିଲାପୀ ଅାଇନ ଅାଧାରରେ କାର୍ଯ୍ୟାନୁଷ୍ଠାନ ଅାରମ୍ଭ...

sagaria
ପୁଣି ନରସିଂହଙ୍କ ଗୋହି ଖୋଳିଲେ ସଗରିଆ

ଭୁବନେଶ୍ୱର : ଶାସକ ବିଜେଡି ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭିତିରିଅା ସଂପର୍କ ଥିବା ପୁଣି ଥରେ ଅଭିଯୋଗ ଅାଣିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ୍ ନେତା କୃଷ୍ଣଚନ୍ଦ୍ର ସଗରିଅା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ କୁନ୍ଦୁଲି ପୀଡ଼ିତାଙ୍କ ଉଦାହରଣ ଦେଇ ସଗରିଅା କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ...