ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROକୁ ମହାକାଶ ବିଜ୍ଞାନରେ ଆଉ ଏକ ସଫଳତା। ବିଳମ୍ବିତ ରାତିରେ ଉତ୍କ୍ଷେପଣ ହୋଇଛି ଭାରତର ସବୁଠୁ ଓଜନିଆ ଉପଗ୍ରହ GSAT-11 । ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୟାନାରୁ ଏରିଏନ-୫ ଲଞ୍ଚ ଭେହିକିଲରୁ ଉତକ୍ଷେପଣ କରାଯାଇଛି। ଏହାର ଓଜନ ରହିଛି ୫...
ଭୁବନେଶ୍ୱର : ଶେଷରେ ଅଭିଜିତ୍ ଅାୟରଙ୍କୁ ମିଳିଲା ଅାଶ୍ୱସ୍ତି। ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲ୍ରେ ଥିବା ଅାୟରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍...
ପୁରୀ : ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ। ନୂଅା ନୀତି ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶ୍ୱଜିତ୍ ବିଶ୍ୱାଳ। ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି କିଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ, ତା ଉପରେ ଗୁରୁତ୍ୱ ଦିଅାଯିବ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି।...
ପୁରୀ : ସୁପ୍ରିମ୍କୋର୍ଟରେ ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ। ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗର ସିବିଅାଇ ତଦନ୍ତ କରିବାକୁ ଦାବି କରି ରିଟ୍ ପିଟିସନ ଦାଖଲ କରିଥିଲା ଶ୍ରୀଜଗନ୍ନାଥ ସେନା। ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ...
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ସଂପ୍ରସାରଣ। ନିର୍ମାଣ ହେବ ଅାଉ ଏକ ଟର୍ମିନାଲ୍। ତୃତୀୟ ଟର୍ମିନାଲ୍ ପାଇଁ ଅାରମ୍ଭ ହୋଇଛି ପ୍ରକ୍ରିୟା ଏନେଇ ଅାଜି ସଚିବାଳୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିସ୍ତୃତ ଅାଲୋଚନା ହୋଇଛି। ନିଷ୍ପତ୍ତି...
ଭୁବନେଶ୍ୱର : ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅଭିଜିତ୍ ଅାୟର ମିତ୍ରଙ୍କ ଅନୁରୋଧ। ଏନେଇ ଅଭିଜିତ୍ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଜରିଅାରେ ଚିଠି ଲେଖିଛନ୍ତି। ତେବେ ଗତ ମାସ ୨୦ ତାରିଖରେ ଅାୟାର ଏହି ଚିଠି ଲେଖିଥିଲେ ମଧ୍ୟ ଜେଲ୍...
କେନ୍ଦ୍ରାପଡ଼ା : ଯୌତୁକ ଜହ୍ଲାଦଙ୍କ ନିଷ୍ଠୁର ନିଆଁରେ କଲବଲ ହୋଇ ଜଳିଗଲା ପୁଣି ଜଣେ ବୋହୂ। ରାତି ଅଧରେ ଜୀଅନ୍ତା ଜାଳି ଦେବାକୁ ଜଘନ୍ୟ ଉଦ୍ୟମ କରିଥିଲେ ଶାଶୁ ଓ ନଣନ୍ଦ। କେନ୍ଦ୍ରାପଡ଼ା ଜିଲ୍ଲା ବାଲିସୁଆଁର ନିର୍ମଳ ସ୍ୱାଇଁଙ୍କ ଘରେ ଗତକାଲିର ଏ ଲୋମଟାଙ୍କୁରା ଘଟଣା, ପୁଣି ଯୌତୁକ...
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ ତାଙ୍କ କୌଳିକା ପଣ୍ଡା ଉପସ୍ଥିତ ଥିଲେ। ଗତକାଲି ମନୀଷା ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଅାର୍ମି ଏୟାର ଡିଫେନ୍ସ କଲେଜକୁ ଯାଇଥିଲେ।...
ହାଇଦ୍ରାବାଦ : ତେଲଙ୍ଗାନାର ହାଇଦ୍ରାବାଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଦେଇଥିବା ବୟାନର କଡ଼ା ଜବାବ ଦେଇଛନ୍ତି ଏଅାଇଏମ୍ଏମ୍ ନେତା ଅସଦୁଦ୍ଦିନ ଓୱେସି। ଭାରତ ତାଙ୍କ ବାପାଙ୍କ ଜନ୍ମ ମାଟି । ଅାଉ ବାପାଙ୍କ ଜନ୍ମ ମାଟିରେ ତାଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କେହି ତାଙ୍କୁ ବିଦା କରିପାରିବେ...
ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ସରକାରଙ୍କୁ ଜରିମାନା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ ୨୫କୋଟି ଟଙ୍କା ଜରିମାନା ଅାଦାୟ କରିବା ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏହି ଜରିମାନା ଦିଲ୍ଲୀ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ କଟାଯିବ। ଏଥିସହ ପ୍ରଦୂଷଣ କରୁଥିବା ଲୋକଙ୍କ...
ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ ଝଟକା। ପ୍ରକଳ୍ପ କାମରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମ୍କୋର୍ଟ ଅାଜି ମନା କରିଦେଇଛନ୍ତି। ପ୍ରକଳ୍ପ ନେଇ ସବୁ ତଥ୍ୟ ଦେବାକୁ ଦୁଇ ରାଜ୍ୟ – ଓଡ଼ିଶା ଓ ଛତିଶଗଡ଼କୁ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କେତେ ଅଞ୍ଚଳ...
ନୟାଗଡ଼ : ଅାଜି ବିଶ୍ୱ ଭିନ୍ନକ୍ଷମ ଦିବସ। ସାରା ଦେଶରେ ଏନେଇ ଅାୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ଏବଂ ତାଙ୍କୁ ସକ୍ଷମ କରିବା ନେଇ ପ୍ରଚେଷ୍ଟା କରାଯାଉଛି। ଏହି ଅାଧାରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ନୟାଗଡ଼ ଇଟାମାଟିରେ ଜିଲ୍ଲା...
ଢେଙ୍କାନାଳ : ବେଲଟିକିରି ସେଲଟର୍ ହୋମ୍ ନିର୍ଯାତନା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ ଅାଣିଛନ୍ତି ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା। ସେଲ୍ଟର ହାଉସ୍ ପାଇଁ କଡ଼ା ନିୟମ ଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ...
ନୂଅାପଡ଼ା : ନୂଅାପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜି ବାହାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। NH ୩୫୩ରେ କାର୍ ଓଲଟି ବାପ-ପୁଅ ମୃତ। ବୋହୂ ଓ ଶାଶୂ ଗୁରୁତର ଭାବେ ଅାହତ ହୋଇ ନୂଅାପଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତାହତମାନ ଛତିଶଗଡ଼ ଦୁର୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏକ...
କଟକ : କଟକ ଜଗତପୁର ଅଞ୍ଚଳରେ ଏନ୍କାଉଣ୍ଟର। ପୁଲିସ ଗୁଳିରେ ଅାହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଅା। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ଗୁରିଅାକୁ ଭର୍ତ୍ତି କରାଯାଇଛି ଏସ୍ସିବିରେ। କିଛି ଦିନ ତଳେ ଜେଲ୍ରୁ ବାହାରିଥିଲା ଗୁରିଅା। ଜେଲ୍ରୁ...
ଯୋଧପୁର : ପତି-ପତ୍ନୀ ହେଲେ ପ୍ରିୟଙ୍କା ଓ ନିକ୍। ରାଜସ୍ଥାନର ଯୋଧପୁର ଉମୈଦ୍ ଭଓ୍ୱନ ପ୍ୟାଲେସରେ ଅାଡମ୍ବର ସହକାରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି। ଗତକାଲି ଖ୍ରୀଷ୍ଟିଅାନ ନୀତିରେ ବିବାହ ହୋଇଥିବା ବେଳେ ଅାଜି ହିନ୍ଦୁ ରୀତିନୀତି ଅନୁସାରେ ଅାଉ ଥରେ ବିବାହ ହେଉଛି। ବିବାହ ଉତ୍ସବକୁ କିଛି...
ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅାଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁନୀଲ ଅରୋରା। ଓମ୍ ପ୍ରକାଶ ରାଓ୍ୱତଙ୍କ ସ୍ଥାନ ନେଇଛନ୍ତି ସୁନୀଲ ଅରୋରା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସିଇସି ଭାବେ ନିଯୁକ୍ତି ପାଇଥିବା ସୁନୀଲ ପୂର୍ବରୁ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ...