• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dharmendra
ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍ ପାର୍କ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ଫେବୃଅାରୀ ସୁଦ୍ଧା ପଲିପ୍ରପିଲିନ୍ ପ୍ରକଳ୍ପରୁ ଉତ୍ପାଦନ ଅାରମ୍ଭ ଲକ୍ଷ୍ୟ ରଖାଯାଇଛି। ସେତେବେଳେ ସୁଦ୍ଧା ପ୍ଲାଷ୍ଟିକ୍ ପାର୍କ ନ ହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବ...

fire
ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା  : ଫାୟାର ଓ୍ୱାର୍କ ଗୋଦାମରେ ନିଆଁ ଲାଗି କର୍ମଚାରୀ ମୃତ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଛୁଅାଲିବେର୍ଣ୍ଣା ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଘଟିଛି ଏହି ଘଟଣା। ଅଗ୍ନିକାଣ୍ଡରେ ସୁଶାନ୍ତ ଧରୁଅା ନାମକ ଜଣେ ଗୋଦାମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବାଣ ବାନ୍ଧୁଥିବାବେଳେ ବିସ୍ଫୋରଣ ଘଟିଥିବା ସୂଚନା...

supreme court
ସୁପ୍ରିମକୋର୍ଟରେ ପୋଲାଭରମ ବିବାଦ ମାମଲା

ନୂଆଦିଲ୍ଲୀ :  ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ହେବ ଜନଶୁଣାଣି। ପୋଲାଭରମ ବିବାଦ ମାମଲାରେ  ଶୁଣାଣି କରି ଅାଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଜନଶୁଣାଣି ପାଇଁ  ଶନିବାର ସୁଦ୍ଧା ଟର୍ମସ୍ ଅାଣ୍ଡ କଣ୍ଡିସନ୍ସ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ...

farmer strike
ନୂଅାଦିଲ୍ଲୀରେ ପୁଣି ଗର୍ଜିବେ ଶହ ଶହ ଚାଷୀ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଗର୍ଜିବେ ଶହ ଶହ ଚାଷୀ। କୃଷିଋଣ ଛାଡ଼ ଏବଂ ଅମଳର ଦେଢ଼ ଗୁଣା ମୂଲ୍ୟ ପ୍ରଦାନ ପାଇଁ ଚାଷୀ ସଂଗଠନ ଦିଲ୍ଲୀରେ ଏକତ୍ର ହେଉଛନ୍ତି। ଜନ୍ତର ମନ୍ତରରେ ଏକାଠି ହେବା ପରେ ସମସ୍ତ କୃଷକ ସଂସଦ ଅଭିମୁଖେ ଯାତ୍ରା କରିବେ। ଅଖିଳ ଭାରତୀୟ...

aparajita-up
ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ପହଞ୍ଚିଲେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ। ଅାଜି ସକାଳେ ବିମାନବନ୍ଦରରେ ପହଞ୍ଚିବା ପରେ ଅପରାଜିତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଅାଯାଇଥିଲା। ରାଜଧାନୀ ଅାସି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଅପରାଜିତା। ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି।...

opsc
ଓଡ଼ିଶା ଲୋକସେବା ଅାୟୋଗକୁ ନେଇ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର : ଓଡିଶା ଲୋକସେବା ଅାୟୋଗ ବା ଓପିଏସ୍‌ସି ଖେଳିଛି ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ। ନିକଟରେ ଡେଣ୍ଟାଲ ସର୍ଜନ ଚାକିରି ପାଇଁ ହୋଇଥିବା ପରୀକ୍ଷାରେ ହୋଇଛି ବ୍ୟାପକ ଅନିୟମିତତା। ପରୀକ୍ଷାରେ ୧୫ରୁ ଅଧିକ ପ୍ରଶ୍ନର ଭୁଲ୍ ମାର୍କିଂକୁ ନେଇ ଓପିଏସ୍‌ସିର ଭୂମିକା ସନ୍ଦେହ ଘେରରେ ଥିବାବେଳେ,...

padmapur
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିକୁ ସମର୍ଥନ

ବରଗଡ଼  : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବିକୁ ସମର୍ଥନ ଜଣାଇ ବରଗଡ଼ ଜିଲ୍ଲା ପଦ୍ମପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଓକିଲ ସଂଘ ପକ୍ଷରୁ ଦିଅାଯାଇଥିବା ଏହି ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି। ସ୍ଥାନୀୟ ଲୋକମାନେ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି। ଅତାବିରା ଓକିଲ...

accident
ଜୟପାଟଣା ବାନେର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣାର ବାନେର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅାଉ ୨ଜଣ ଗୁରୁତର ଅାହତ ହୋଇଛନ୍ତି। ବିଳମ୍ବିତ ରାତିରେ ଏକ ଟାଟା ୪୦୭ ଗାଡି ଦ୍ରୁତ ବେଗରେ ଯାଉଥିବା ବେଳେ ଜଣେ ସାଇକେଲ ଅାରୋହୀକୁ ଧକ୍କା ଦେଇଥିଲା।...

ସୋତକୋଲୁଗୀଗ
ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ

ମାଲକାନଗିରି : ମାଲକାନଗିରିରେ ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ। ପ୍ରତିବାଦ ସ୍ୱରୂପ ଛୁଟିରେ ଚାଲି ଯାଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଅଯୋଧ୍ୟାକାନ୍ତ ଶତପଥୀ ମାଲକାନଗିରିରେ କାର୍ଯ୍ୟରେ ଯୋଗ ଦେବା ପର ଠାରୁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦାୟିତ୍ୱ ନେବା...

salman
ବାରବାଟୀରେ ସଲମାନଙ୍କ ଜଲଓ୍ୱାରେ ମତୁଅାଲା ଫ୍ୟାନ୍

କଟକ : ବାରବାଟୀ ଷ୍ଟାଡିୟମରେ ହୋଇଥିବା ହକି ବିଶ୍ୱକପ୍‌ର ଦ୍ୱିତୀୟ ଉଦ୍‌ଘାଟନୀରେ ବଲିଉଡ୍ ଓ ଓଲିଉଡ୍ କଳାକାରଙ୍କ ଜଲୱା ଦେଖିବାକୁ ମିଳିଥିଲା। ପ୍ରଥମେ ଓଲିଉଡ୍ କଳାକାରଙ୍କ କମାଲ ପରେ ସଂଗୀତ ନିର୍ଦ୍ଦେଶକ ଏ.ଅାର. ରେହମାନଙ୍କ ସଂଗୀତର ଯାଦୁରେ ଦର୍ଶକମାନେ ଝୁମିଥିଲେ । ସଂଗୀତର ତାଳେତାଳେ ମତୁଅାଲା ହୋଇଥିଲେ ପ୍ରାୟ...

burn
ନିଆଁରେ ପୋଡି ହୋଇ ଦମ୍ପତିଙ୍କ ମୃତ୍ୟୁ

ନୟାଗଡ : ଖଣ୍ଡପଡା ମଙ୍ଗଳାସାହିର ନିଆଁରେ ପୋଡି ହୋଇଥିବା ଦମ୍ପତିଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପାରିବାରିକ ବିବାଦକୁ କେନ୍ଦ୍ର କରି ସଦାନନ୍ଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ସଦାନନ୍ଦ କିରାସିନି ଢାଳି ଅାତ୍ମହତ୍ୟା...

pslv
ଅାଜି ଉତ୍‌କ୍ଷେପଣ ହେବ PSLV-C 43 ରକେଟ୍

ଶ୍ରୀହରିକୋଟା  : ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍‌କ୍ଷେପଣ ହେବ। ଭାରତୀୟ ଉପଗ୍ରହ HYSIS ସମେତ ଅନ୍ୟ ୩୦ଟି ଉପଗ୍ରହକୁ ନେଇ ମହାକାଶକୁ ଉତ୍‌କ୍ଷେପଣ ହେବ ଏହି ରକେଟ୍। ସ୍ପେସ୍ ସେଣ୍ଟର ଶ୍ରୀହରିକୋଟା ସ୍ଥିତ ସତିଶ୍‌ ଧବନ ଅନ୍ତରୀକ୍ଷ କେନ୍ଦ୍ରର ପ୍ରଥମ ପରୀକ୍ଷଣ ସ୍ଥଳରୁ...

strike3
ଅାଜି ସମ୍ବଲପୁର ସହ ଅନ୍ୟାନ୍ୟ ସ୍ଥାନରେ କ୍ରିୟାନୁଷ୍ଠାନ କମିଟିର ୪୮ ଘଣ୍ଟିଅା ମହାବନ୍ଦ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଓକିଲଙ୍କ ଅାନ୍ଦୋଳନ। ଅାଜିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଅା ମହାବନ୍ଦ ପାଳନ କରାଯାଉଛି। ଏଥିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଅାସୋସିଏସନ୍...

hockey tomorrow
ଅାସନ୍ତାକାଲି ଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ

ଭୁବନେଶ୍ୱର : ଅାଜି ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ବେଳେ ଅାସନ୍ତାକାଲି ଠାରୁ ଅାରମ୍ଭ ହେବ ଲଢ଼େଇ। ପ୍ରଥମ ଦିନରେ ଅାୟୋଜକ ଭାରତ, ଦକ୍ଷିଣ ଅାଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଅାସନ୍ତାକାଲି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡ଼ା ଓ ବେଲ୍‌ଜିୟମ୍ ମଧ୍ୟରେ ଦେଖିବାକୁ ମିଳିବ...

viimsar-up
ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ

ସମ୍ବଲପୁର : ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ। ନିର୍ଦ୍ଦେଶକ ପୂଜାହାରୀଙ୍କୁ ହଟାଇବା ଦାବିରେ ଜେଡିଏର ଅାନ୍ଦୋଳନ ଅାଜି ମଧ୍ୟ ଚାଲୁ ରହିଛି। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗ ଉପରେ ହୋଇଛି ରୁଦ୍ଧଦ୍ୱାର ତଦନ୍ତ। ବିଭିନ୍ନ ନାଗରିକ...

sambalpur strike
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଅାନ୍ଦୋଳନ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଅାନ୍ଦୋଳନ। ଅାସନ୍ତା ୨୯ ଓ ୩୦ତାରିଖରେ ମହାବନ୍ଦ ପାଇଁ ଓକିଲ ସଂଘ ପ୍ରସ୍ତୁତି ଅାରମ୍ଭ କରିଦେଇଛି। ଦାବି ପୂରଣ ନେଇ ଅାଜି ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ...

hockey--
ଅାରମ୍ଭ ହୋଇଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ

ଭୁବନେଶ୍ୱର : ଅାରମ୍ଭ ହୋଇଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ। କିଛି ସମୟ ପୂର୍ବରୁ ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି। ପୁରୁଷ ହକି ବିଶ୍ୱକପ୍ ୨୦୧୮ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଅାୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଉଦଘାଟନୀ ଘୋଷଣା କରିଛନ୍ତି। ଏହି ମେଗା ଉତ୍ସବରେ ବଲିଉଡ ଷ୍ଟାର...

bb-up
ଶୀତ ବଢିବା ସହ ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

ବ୍ରହ୍ମଗିରି : ଶୀତର ସ୍ପର୍ଶ ସହ ଚିଲିକାରେ ଏବେ ଦେଖିବାକୁ ମିଳିଛି ବିଦେଶୀ ପକ୍ଷୀଙ୍କ ଭିଡ଼। କାର୍ତ୍ତିକ ପୂର୍ଣ୍ଣିମା ପର ଠାରୁ ଶୀତ ବଢିଥିବାରୁ ପକ୍ଷୀଙ୍କ ଅାଗମନ ବି ବଢିଛି। ଏଥର ବିଳମ୍ବ ହେଲେ ବି ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା। ପିଣ୍ଟେଲ, ବଡୱେଲ, ବ୍ରାହ୍ମଣୀସିଡଗ୍ ଓ ଫ୍ଲେମିଗୋ...