• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

abhijit
ଅଭିଜିତ ଆୟର ମିତ୍ରଙ୍କୁ ମିଳିଲା ଜାମିନ

 ପୁରୀ : ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଜାମିନ୍‌ ମିଳିଛି। କୋଣାର୍କ JMFC ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ...

meeting
ଅାସନ୍ତା ଶିକ୍ଷା ବର୍ଷରୁ ବଦଳବ +୩ ପିଜି ପାଠ୍ୟକ୍ରମ

ଭୁବନେଶ୍ୱର : ଉଚ୍ଚଶିକ୍ଷାର ମାନବୃଦ୍ଧି ଲାଗି ବ୍ଲୁ-ପ୍ରିଣ୍ଟ । ଏଥିଲାଗି ଶିକ୍ଷା ବ୍ୟବସ୍ଥାରେ ଅଣାଯିବ ସଂସ୍କାର। ଉଚ୍ଚଶିକ୍ଷା ପରିଷଦର ଉଚ୍ଚସ୍ତରୀୟ ବୈଠକରେ ଅାଜି ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁୟାୟୀ ଏଣିକି ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଲାଗୁ ହେବ ଏକକ ପାଠ୍ୟକ୍ରମ। ସେହିପରି ପିଜି ଅାଡ୍‌ମିଶନ...

rajgangapur
ରାଜଗାଙ୍ଗପୁରରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା

ସୁନ୍ଦରଗଡ଼଼ : ସୁନ୍ଦରଗଡ଼଼ ଜିଲ୍ଲା ରାଜଗାଙ୍ଗପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ନୂଅା ମୋଡ଼। ଘଟଣାରେ ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କ ସମ୍ପୃକ୍ତି ଅଭିଯୋଗ ଅାଣିଲେ ମୃତକ ଜୟ କୁମାର ଲାକ୍ରାଙ୍କ ବାପା। ବିଧାୟକଙ୍କ ଲୋକ ବୋଲି କହି ଜଣେ ଅାମ ପରିବାରକୁ ଧମକ ଦେଇଥିବା ସେ...

modi---reception-12
ପ୍ରିୟଙ୍କା ଓ ନିକ୍‌ଙ୍କ ରିସେପସନ୍‌ରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଧୁମ୍‌ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍‌ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗେଦେଇଥିଲେ। ଏହାସହ ରିସେପ୍‌ସନ୍‌ରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରିୟଙ୍କା ଗୋଲ୍‌ଡେନ୍ କଲରର...

crocodile
ଅଳାଇଲୋ ଗାଁ ନିକଟରୁ କୁମ୍ଭୀରର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକ୍‌ର ଅଳାଇଲୋ ଗାଁ ନିକଟରୁ ଏକ ମୃତ କୁମ୍ଭୀର ଉଦ୍ଧାର କରାଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ତିନିରୁ ଚାରିଫୁଟ ହେବ। ମୃତ କୁମ୍ଭୀରଟି ଗୋବରୀ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟିର ଶରୀର ପଚିସଢି ଯାଇଥିବାରୁ...

abhijit
ଅଭିଜିତ୍‌ ଅାୟରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ଅଭିଜିତ ଅାୟର ମିତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଭୁବନେଶ୍ୱର ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜାମିନ ମିଳିବା ପରେ ଅଭିଜିତ ଜେଲରୁ ବାହାରିବାର...

meeting
ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଯାତ୍ରୀଙ୍କ ସୁରକ୍ଷା, ରେଳବାଇର ଭିତ୍ତିଭୂମିର ବିକାଶ, ନକ୍ସଲ ଅଂଚଳରେ ସୁରକ୍ଷିତ ରେଳ ଚଳାଚଳ ଓ ଭିଅାଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ଅାଲୋଚନା ହେଉଛି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଥିବା...

bolangiiri-2
ତୀବ୍ର ହେଉଛି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସଂଗ୍ରାମ

ବଲାଙ୍ଗିର : ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅାନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।  ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡି ନାହାନ୍ତି ଅାନ୍ଦୋଳନକାରୀ। ଜିଲ୍ଲାପାଳଙ୍କୁ କଚେରୀ ଗେଟ୍ ନିକଟରୁ ଫେରାଇ ଦେଇଛନ୍ତି। ଜିଲ୍ଲାପାଳଙ୍କର ଅାଜି ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଥିବାବେଳେ ସେ ଏହି...

dadi
ଢେଙ୍କାନାଳ ଗୁଡ୍ ନ୍ୟୁଜ୍‌ ଇଣ୍ଡିଅା କେଳେଙ୍କାରୀ

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଫୟାଜ ରେହମାନଙ୍କୁ ଦୁଇ ଦିନିଅା ରିମାଣ୍ଡରେ ନେଇ ତଥ୍ୟ ଓଗାଳୁଛି ପୁଲିସ୍। ଢେଙ୍କାନାଳ ପୁଲିସ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରି ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଛି। ସେଲଟର ହୋମ୍‌ ପକ୍ଷରୁ...

raid
ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର

ଭଦ୍ରକ : ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତି। ଅାୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଅାରଡିଏ। ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଭଦ୍ରକ ନରୀପୁର ସ୍ଥିତ ବାସଭବନ ସହ କୁଆଁସରେ ଥିବା ଶ୍ୱଶୁର ଘର ଓ ଅଫିସରେ...

jjj-up
ରାଉରକେଲା NITରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲା NITରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତ୍ରିରେ ଓ୍ୱାର୍କ୍ସ ଓ ପର୍ଚେଜ୍ ଡିପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଗତ ରାତିରେ ଏହି ନିଆଁ ଲାଗିଥିଲା। କର୍ତ୍ତୃପକ୍ଷ ଜାଣିବା ମାତ୍ରେ ଦମକଳକୁ ଖବର...

biju
ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଜ୍ଞାପନ ବିବାଦ ପ୍ରସଙ୍ଗ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସୋଶାଲ ମିଡିଅାରେ ଏକ ଭିଡିଓ ଭାଇରାଲ ହେବାପରେ, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଅାଯାଇଛି। ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିଖାଇ ଏପରି ଭିଡିଓ ତିଅାରି...

konark festival
କୋଣାର୍କ ଉତ୍ସବ ୨୦୧୮ : ମନ ଜିଣୁଛି ଓଡ଼ିଶୀ ନୃତ୍ୟ

କୋଣାର୍କ : କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଚତୁର୍ଥ ସଂଧ୍ୟାରେ କାର୍ଯ୍ୟକ୍ରମରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରିଥିଲା ଅାସାମର ଅନ୍ୱେଷା ମହନ୍ତ ଓ ସାଥୀ କଳାକାରଙ୍କ ଓଡ଼ିଶୀ ନୃତ୍ୟ। ଇଲିଅାନା ଚିତାରିସ୍ତି, ଶାଶ୍ୱତ ଯୋଶୀଙ୍କ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ...

austa
ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲା ; ସିବିଅାଇକୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଭାରତକୁ ବଡ଼ ସଫଳତା। ମାମଲାରେ ମଧ୍ୟସ୍ଥତା କରିଥିବା ବ୍ରିଟିଶ୍‌ ନାଗରିକ କ୍ରିଷ୍ଟିୟନ ମିସେଲଙ୍କୁ ଭାରତ ଅାଣିବାରେ ସଫଳ ହୋଇଛି ସିବିଅାଇ। ଗତକାଲି ମଧ୍ୟରାତ୍ରରେ ସିବିଅାଇ ତାଙ୍କୁ ଦୁବାଇରୁ ଦିଲ୍ଲୀ ଅାଣିଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ...

pool
ଅାଜି  କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍‌ ଖେଳାଯିବ

ଭୁବନେଶ୍ୱର :  ଅାଜି ହକି ବିଶ୍ୱକପ୍‌ରେ କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଜର୍ମାନୀ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ ମାଲେସିଅା। ଜର୍ମାନୀ ଓ ନେଦରଲାଣ୍ଡ ନିଜ ନିଜ ପ୍ରଥମ ମ୍ୟାଚ୍‌ ଜିତିଥିବା...

death
ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା : ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀ ମୃତ। ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା ଘଟି କୁଆଁରମୁଣ୍ଡା ଧାନାଥିକାରୀ ମନୋଜ କୁମାର ନାୟକଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ଡ୍ୟୁଟି ସାରି ଫେରିବାବେଳେ ଦୁର୍ଘଟଣା ଘଟିଥିଲା। ବିସ୍ରା ଛକରେ ଡିଭାଇଡରରେ କାର୍‌ ପିଟି ହୋଇ ଦୁର୍ଘଟଣା ଘଟିଥିଲା।  

land
ବିଭିନ୍ନ ଦାବି ନେଇ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ରାଜ୍ୟର ସମସ୍ତ  ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି କରିଛି ଓଡ଼ିଶା ବସ୍ତି ସଂଘର୍ଷ ସମିତି। ଏନେଇ ରାଜଧାନୀର ଗାନ୍ଧି ମାର୍ଗରେ ସମିତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଅବହେଳା କରି...

poll 1
ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅାଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଏହି ଦୁଇଟି ରାଜ୍ୟରେ ଅାସନ୍ତା ଶୁକ୍ରବାର ଭୋଟ ହେବ। ଶେଷ ଦିନରେ ଭୋଟରଙ୍କୁ ନିଜ ଅାଡ଼କୁ ଅାକୃଷ୍ଟ କରିବାକୁ ପ୍ରମୁଖ ଦଳଗୁଡ଼ିକ ପ୍ରାଣପଣେ ଚେଷ୍ଟା କରିବେ। ଗତକାଲି ରାଜସ୍ଥାନର ହନୁମାନଗଡ଼,...