• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

exit--poll
ଏକଜିଟ୍ ପୋଲ୍ ସର୍ଭେ : ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର

ନୂଆଦିଲ୍ଲୀ : ସରିଲା ୫ ରାଜ୍ୟରେ ବିଧାନସଭା ଭୋଟ୍। ୧୧ରେ ଗଣତି ସହ ଅସଲ ଫଳ ଅାସିବା ପୂର୍ବରୁ ପ୍ରକାଶ ପାଇଛି ଏକଜିଟ୍ ପୋଲ୍। ଫଳାଫଳ ଭିନ୍ନ ଭିନ୍ନ ସଂସ୍ଥାଙ୍କ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ରାଜସ୍ଥାନରେ କଂଗ୍ରେସ କ୍ଲିନସ୍ୱିପ୍ କରିବାର ସଙ୍କେତ ଅାସୁଛି। ସେହିପରି ମଧ୍ୟପ୍ରଦେଶ ଓ...

sex racket
ରାଜଧାନୀରେ ସେକ୍ସ ରାକେଟ ଠାବ

ଭୁବନେଶ୍ୱର : ରାଜଧାନୀରେ ସେକ୍ସ ରାକେଟ ଠାବ। ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସହ ଜଣେ ସ୍ଥାନୀୟ ଦେହଜୀବୀ ଉଦ୍ଧାର। ଘଟଣାରେ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତି ସମେତ ତିନ ଜଣଙ୍କୁ ପୁଲିସ ଗିରଫ କରିଛି।  ସେମାନଙ୍କ ଠାରୁ କାର,ନଗଦ ଟଙ୍କା ଅାଦି ପୁଲିସ ଜବଜ କରିଛି। ଅାପାର୍ଟମେଣ୍ଟରେ ଘରଭଡ଼ା...

ishwar
ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ବାଲେଶ୍ୱର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ଅଫିସ୍‌ର ନିର୍ବାହୀ ଅଧିକାରୀ। ବାଲେଶ୍ୱର ରେମୁଣା ବ୍ଲକ୍‌ ଦହପଡା ପଞ୍ଚାୟତ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ଦାସ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ପ୍ରଧାନମନ୍ତ୍ରୀ...

rou-up
ରାଉରକେଲା ଭଞ୍ଜଭବନରେ ଦିନିକିଅା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

ରାଉରକେଲା  : ରାଉରକେଲା ଭଞ୍ଜଭବନରେ ଦିନିକିଅା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଫିଲ୍ମ କ୍ଳବ ଓ ଫିଲ୍ମ ଅାସୋସିଏସନ୍ ଏହାକୁ ଅାୟୋଜନ କରିଥିଲା। ଏହି ଅବସରରେ ସହର ଏବଂ ଏହାର ଅାଖପାଖ ଅଞ୍ଚଳର ବହୁ କଳାକାର ଯୋଗ ଦେଇଥିଲେ। ଏହି ଅବସରରେ ସଟ୍ ଫିଲ୍ମ, ମଡେଲିଙ୍ଗ ପ୍ରଭୃତି...

sena
କୁଡୁମୀ ଜାତିକୁ ଅନୁସୂଚିତ ଜନଜାତିରେ ସାମିଲ ଦାବି

ଭୁବନେଶ୍ୱର : କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ନେଇ ରାଜଧାନୀରେ ଗର୍ଜିଲେ ଅାନ୍ଦୋଳନକାରୀ। ଦାବି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଦାବିରେ ମାଷ୍ଟର କ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ଅାସି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ ଅାନ୍ଦୋଳନକାରୀ। ପରେ ସେଠାରୁ ନବୀନ ନିବାସ ଘେରିବାକୁ ଉଦ୍ୟମ ବେଳେ...

elephant--4
ଏକ ଛୁଅା ଦନ୍ତାହାତୀର ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଖମାର ରେଞ୍ଜ ଶଙ୍ଖମୁର ଗାଁ ଜଙ୍ଗଲରୁ ଏକ ଛୁଅା ଦନ୍ତାହାତୀର ମୃତଦେହ ଠାବ ହୋଇଛି। ହାତୀର ବୟସ ଏକ ମାସ ହେବ ବୋଲି ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। ହାତୀର ମୃତ୍ୟୁ ଦୁଇ...

ashwin
ଭିଡିଓ ଭାଇରାଲ ପରେ ବିଭାଗ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର : ଭିଡ଼ିଓ ଭାଇରାଲ ପରେ ବିଭାଗ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ସର୍ଜରୀ ୟୁନିଟ-୧ ଅଧିକାରୀ ଦାୟିତ୍ୱ ଛାଡିଛନ୍ତି। ଏନେଇ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ପୂଜାହାରୀ ଚିଠି ଲେଖି ଜଣାଇଛନ୍ତି। ପୂଜାହାରୀଙ୍କ ଲୁଣ ଥେରାପି, ତବଲା ଥେରାପି ଭିଡିଓ ଭାଇରାଲ...

elephant-up
ରେଳ ଧାରଣା କଡ଼ରେ ଲାଗିବ ମେସିନ, ବାହାରିବ ମହୁମାଛି ଶବ୍ଦ

ଭୁବନେଶ୍ୱର : ରେଳ ଧାରଣାରେ ହାତୀ ମୃତ୍ୟୁ ରୋକିବ ମହୁମାଛି ପନ୍ଥା। ଏଥିପାଇଁ ରେଳ ଧାରଣା କଡ଼ରେ ଲାଗିବ ମେସିନ୍‌। ଯେଉଁଥିରୁ ବାହାରିବ ମହୁମାଛି ଶବ୍ଦ। ରେଳ ଅାସିବା ସମୟରେ ଶବ୍ଦ ବାହାରିଲେ ହାତୀ ପାଖ ମାଡ଼ିବେନି। ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ...

ahhara3-up
ରାତିରେ ଖୋଲିବ ଆହାର କେନ୍ଦ୍ର

ଭୁବନେଶ୍ୱର : ରାତିରେ ଖୋଲିବ ଆହାର କେନ୍ଦ୍ର। ୨୦୧୯ ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବ। ରାତିରେ ମିଳିବ ୫ ଟଙ୍କିଆ ଖାଦ୍ୟ। ସେହିପରି ଜାନୁଆରୀ ୨୬ ତାରିଖରୁ ରାଜ୍ୟର ସମସ୍ତ ୧୦୮ଟି ପୌରାଞ୍ଚଳରେ ଆହାର କେନ୍ଦ୍ର...

dharmendra
ମହିଳା ସଂରକ୍ଷଣ ଦାବି ପ୍ରସଙ୍ଗକୁ ନେଇ ବିଜେଡି ରାଜନୀତି କରୁଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ଦାବି କରୁଥିବା ବିଜେଡି ରାଜନୀତି କରୁଛି। ଯେଉଁ ରାଜ୍ୟରେ ମହିଳାଙ୍କୁ ଅଧିକ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି, ସେ ସରକାର ମହିଳାଙ୍କ ନାଁରେ ଅାଣୁଥିବା ବିଲ୍ ଏକ ପ୍ରହସନ ବୋଲି କହିଛନ୍ତି...

booth
ଭୋଟ୍ ବେଳେ ବୁଥ୍ ରିଗିଂ ଅଭିଯୋଗ ଅାଣିଲା ବିଜେପି

ଭୁବନେଶ୍ୱର : ମୟୂରଭଞ୍ଜ ବିଜାତଳା ବ୍ଲକ୍‌ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ଉପ-ନିର୍ବାଚନରେ ବୁଥ୍ ରିଗିଂ ଅଭିଯୋଗ। ଶାସକ ବିଜେଡିର ସମର୍ଥକମାନେ ୮ଟି ବୁଥ୍‌ରେ ପଶି ଜବରଦଖଲ ସହ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ କରିଛି ବିଜେପି। ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ...

ashwin
ଭିମ୍‌ସାର ନିର୍ଦ୍ଦେଶକଙ୍କ ବିରୋଧରେ ତେଜିଲା ଜେଡିଏ ଅାନ୍ଦୋଳନ

କଟକ : ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ତେଜିଲା ଜୁନିଅର ଡାକ୍ତର ସଂଘର ଅାନ୍ଦୋଳନ । ୪୮ ଘଣ୍ଟା ମଧ୍ୟରେ ଯଦି ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାନଯାଏ, ତେବେ ରାଜ୍ୟର ୩ଟି ବଡ଼ ଡାକ୍ତରଖାନାରେ କାର୍ଯ୍ୟାବନ୍ଦ ଅାନ୍ଦୋଳନ କରାଯିବ ବୋଲି ଜେଡିଏ ଚେତାବନୀ ଦେଇଛି।...

abhijiti-up
ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର

ଭୁବନେଶ୍ୱର : ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର। ହାଇକୋର୍ଟରୁ ଜାମିନ ପରେ ଅାଜି ଅଭିଜିତ୍‌ ଅାୟର ମିତ୍ରଙ୍କୁ ତଳକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ଅାଜି ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଭିଜିତଙ୍କୁ ଜାମିନ୍...

naveen-up
୩୩ ପ୍ରତିଶତ ମହିଳା ସଂରକ୍ଷଣ ଲାଗି ସମର୍ଥନ ଜୁଟାଇବାକୁ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର : ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ନବୀନଙ୍କୁ ମିଳିବ କି ସମର୍ଥନ ? ୨୨ଟି ରାଜନୈତିକ ଦଳ ମଧ୍ୟରୁ କେଉଁମାନେ କରିବେ ସମର୍ଥନ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଗତକାଲି ସବୁ ଦଳକୁ ବିଜେଡି ପ୍ରତିନିଧି ଭେଟି ସମର୍ଥନ ଲୋଡ଼ିବା...

bjp
ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ରଙ୍କ ନାଁରେ ସଂଗୀନ ଅଭିଯୋଗ

 ଭୁବନେଶ୍ୱର : ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ରଙ୍କ ନାଁରେ ବିଜେପିର ସଂଗୀନ ଅଭିଯୋଗ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍‌ମିଟ୍ କରି କହିଛନ୍ତି, ସସ୍ମିତ୍‌ଙ୍କ ଛତ୍ରଛାୟାରେ ଅଛନ୍ତି ଗୁଡ଼ ନ୍ୟୁଜ୍ ଇଣ୍ଡିଅା ମୁଖ୍ୟ ଫୟାଜ ରେହମାନ।  ସସ୍ମିତ୍‌ଙ୍କ ଜରିଅାରେ ଫୟାଜ ଓଡ଼ିଶାରେ କାୟା ବିସ୍ତାର...

childline
ଗଜପତି ଜିଲ୍ଲାରେ ଅଣପଞ୍ଜୀକୃତ ଚାଲିଛି ୪୮ ଶିଶୁ ଗୃହ

ଗଜପତି : ଢେଙ୍କାନାଳରେ ଗୁଡ ନ୍ୟୁଜ୍‌ ଇଣ୍ଡିଅା ଦ୍ୱାରା ପରିଚାଳିତ ସେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା ଘଟଣା ପଦାକୁ ଅାସିବା ପରେ ହଠାତ୍ ସକ୍ରିୟ ହୋଇଉଠିଛି ଚାଇଲ୍ଡ ଲାଇନ୍। ତୁରନ୍ତ ପଞ୍ଜୀକରଣ କର, ନଚେତ୍ ବନ୍ଦ କର। ଗଜପତି ଜିଲ୍ଲାରେ ପଞ୍ଜୀକୃତ ନହୋଇ ବେଅାଇନ୍ ଭାବେ ୪୮ଟି ଶିଶୁ...

meeting--odisha jana mancha
ଓଡ଼ିଶା ଜନ ସଚେତନତା ମଞ୍ଚର ଅାଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱରରେ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଅାଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତା ଯୋଗ ଦେଇଥିବାବେଳେ ବଲିଉଡ୍ ଅଭିନେତା ପ୍ରକାଶ ରାଜ୍‌ ମଧ୍ୟ ସାମିଲ ହୋଇଥିଲେ। ଓଡ଼ିଶା ଜନ ସଚେତନତା ମଞ୍ଚ ପକ୍ଷରୁ ଅାୟୋଜିତ ଅାଲୋଚନା ଚକ୍ରରେ ଯୋଗଦେଇ...

cheteswar-up
ଭାରତ-ଅଷ୍ଟ୍ରେଲିଅା ପ୍ରଥମ ଟେଷ୍ଟ ; ପ୍ରଥମ ଦିନରେ ଭାରତ ୨୫୦/୯

ଅାଡିଲେଡ୍  : ଅାଡିଲେଡ୍ ଟେଷ୍ଟରେ ପାଳି ସମ୍ଭାଳିଲେ ଚେତେଶ୍ୱର ପୂଜାରା। ବ୍ୟକ୍ତିଗତ ଶତକ ହାସଲ କରିବା ପରେ ସମ୍ମାନଜନକ ରନ ସଂଗ୍ରହ କରିପାରିଛି ଟିମ୍ ଇଣ୍ଡିଅା। ପୂଜାରା ୨୪୬ ବଲରୁ ୧୨୩ ରନ୍‌ କରି ରନ୍‌ ଅାଉଟ ହୋଇଥିଲେ।    ଅାଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା...

mayurbhanja-1
ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮

ବାରିପଦା : ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮ । ଗତକାଲି ଏହାର ଉଦ୍‌ଘାଟନୀ ରାଲି ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା। ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅସିତ୍‌ ପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପରେ ଧୁମ୍‌ସାର ତାଳେ ତାଳେ ଅାଦିବାସୀ ନୃତ୍ୟ ପ୍ରଦର୍ଶିତ ହେବା...

latrine
ମିଳୁନି ଟଙ୍କା ; ପାଇଖାନା ତିଆରି କରି ହିତାଧିକାରୀ ହତାଶ

 ସାଲେପୁର : କେନ୍ଦ୍ର ସରକାର ସ୍ୱଚ୍ଛଭାରତ ଯୋଜନାରେ ପ୍ରତିଟି ଘରେ ପାଇଖାନା ନିର୍ମାଣର ବ୍ୟବସ୍ଥା କରିଛନ୍ତି। ହେଲେ ସାଲେପୁର ବ୍ଲକରେ ଏହି ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଲୋକେ ନିଜ ଖର୍ଚ୍ଚରେ ପାଇଖାନା ତିଆରି କରିବା ପରେ ଏବେ ସହାୟତା ରାଶି ପାଇବା ପାଇଁ ନାକେଦମ୍...