• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dd
‘ପୁରୀରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ’

ପୁରୀ : କାଲି ଦିନ ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଓ ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର...

train--p
କାଲି ସନ୍ଧ୍ୟାରୁ ଭଦ୍ରକ-ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ

ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଏହା ସହ ଦୁଇଟି ଟ୍ରେନ୍‌ର ଗତିପଥ ବଦଳାଇ ଦିଆଯାଇଛି। ଗତିପଥ ବଦଳି ଥିବା ଦୁଇଟି ଟ୍ରେନ୍ ହେଉଛି ବେଙ୍ଗାଳୁରୁ କ୍ୟାଣ୍ଟ-ଗୁଆହାଟି ଏକ୍ସପ୍ରେସ୍‌...

fani
'ଫୋନି' ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ସରକାରୀସ୍ତରରେ ସବୁ ପ୍ରସ୍ତୁତି ସରିଛି। ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୧୨ ଆଇଏଏସ୍ ଓ ୧୧ଜଣ ଆଇପିଏସ୍‌ ଦାୟିତ୍ୱରେ ଅଛନ୍ତି। ୨ ତାରିଖ ସଂଧ୍ୟା ସୁଦ୍ଧା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବାକୁ ପ୍ରସ୍ତୁତି ଚାଲିଛି।...

cyclo
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଫୋନି

ଭୁବନେଶ୍ୱର : ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’।  ସମୟ ଯେତିକି ଅତିବାହିତ ହେଉଛି, ମନରେ ଦକ ସେତିକି ବଢୁଛି। ବିଶାଖାପାଟଣା ଠାରୁ ୩୯୦ ଓ ପୁରୀଠାରୁ ୬୫୦କିଲୋମିଟର ଦୂରରେ ଥିବା ଫୋନି ଏବେ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢୁଛି।  ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା...

masoood
ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା

ନୂଆଦିଲ୍ଲୀ : ଜାତିସଂଘରେ ଭାରତର ବଡ଼ କୁଟନୈତିକ ବିଜୟ। ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଛି ମିଳିତ ଜାତିସଂଘର ସୁରକ୍ଷା ପରିଷଦ। ଚୀନ୍‌ ପ୍ରତିବନ୍ଧକ ହଟାଇବା ପରେ ଜୈସ୍‌ ମୁଖ୍ୟ ମାସୁଦକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଏହାକୁ...

train
ବାତ୍ୟା 'ଫୋନି' ଲାଗି ୭୪ଟି ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଫୋନି ଲାଗି ଟ୍ରେନ୍‌ ସେବା ପ୍ରଭାବିତ ହେବ। ଏଥିଲାଗି ୭୪ଟି ଟ୍ରେନ୍‌ ବାତିଲ୍‌ କଲା ପୂର୍ବତଟ ରେଳପଥ। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଟ୍ରେନ୍‌ ସେବା ବାତିଲ୍‌ କରାଯାଇଛି। ସୂଚନା ମୁତାବକ, ଆସନ୍ତା କାଲି ଠାରୁ ଭଦ୍ରକ-ବିଜୟନଗର ମଧ୍ୟରେ...

dgp--2
ଆଇପିଏସ୍‌ଙ୍କ ଛୁଟି ବାତିଲ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର : ବାତ୍ୟା ‘ଫୋନି’ ପାଇଁ ଅଧିକ ଫୋର୍ସ ସଜାଗ ରହିବା ସହ IPSଙ୍କ ଛୁଟି ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି DGP। ବାତ୍ୟା ‘ଫୋନି’ର ମୁକାବିଲା ସହ ରିଲିଫ, ଥଇଥାନ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ୧୧ଜଣ ଆଇପିଏସ ଅଧିକାରୀଙ୍କୁ ୧୧ଟି ଜିଲ୍ଳାର ଦାୟିତ୍ୱ ଦିଆଯାଇଛି।...

bput
‘ଫୋନି’ ପାଇଁ ବିପିୟୁଟି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର : ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ବିପିୟୁଟି ଅଧୀନରେ ଥିବା ୧୬୪ କଲେଜର ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨, ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି। ଉକ୍ତ ପରୀକ୍ଷାଗୁଡ଼ିକ ଯଥାକ୍ରମେ ମେ’ ୨୫, ୨୭ ଓ...

health minister
ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଭୟ। ଭୀଷଣ ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଫୋନି’। ଏଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା କୌଣସି...

puri cy
ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଲ୍ୟାଣ୍ଡଫଲ କରିବ ‘ଫୋନି’

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଆସନ୍ତା ୩ ତାରିଖ ଅପରାହ୍ଣରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ଉଦୟଗିରି ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଜଏଣ୍ଟ ଟାଇଫୁନ୍ ଓ୍ୱାର୍ଣ୍ଣିଂ ସେଣ୍ଟର JTWC। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ। ‘ଫୋନି’...

nilachakra
ନୀଳଚକ୍ରରେ ଲାଗିବନି ବଡ଼ ବାନା

ପୁରୀ  : ପୁରୀ ନିକଟରେ ବାତ୍ୟା ଫୋନି ଲ୍ୟାଣ୍ଡ ଫଲ୍ କରିବା ସଂଭାବନା ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାତ୍ୟାରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଆସନ୍ତା କାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ନୀଳଚକ୍ରରେ ୫ ହାତ ଲମ୍ବର...

mokim
ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଘରେ ପୁଲିସର ରେଡ୍

କଟକ : ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଘରେ କମିଶନରେଟ୍‌ ପୁଲିସର ରେଡ୍। ତିନି କୋଣିଆ ବଗିଚା ସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୋମା ମାଡ଼ ଘଟଣାରେ ଦର୍ଘା ବଜାର ପୁଲିସ ମୋକିମଙ୍କ ଘରେ ରେଡ୍ କରିଥିଲା। ଏହି ଚଢାଉ ବେଳେ ପୁଲିସ ମୋକିମଙ୍କ ଘର...