• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

Pradeep-Maharathy
ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଭୁବନେଶ୍ୱରର ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କାର୨ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ମିଳିଛି। ତଦନ୍ତରେ ସହଯୋଗ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ...

lightening
ବଜ୍ରାଘାତରେ ୨ ଛାତ୍ରଙ୍କ ମୃତ୍ୟୁ

କଟକ : ପଡ଼ିଆରେ ଖେଳୁଥିବା ବେଳେ ବଜ୍ରାଘାତରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଟାଙ୍ଗୀରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଛାତ୍ର ଦ୍ୱୟ ହେଲେ ଶିଶିର ଦିଗଲ ଓ ବିଭୂତି ନାୟକ। ଶିଶରଙ୍କ ଘର କନ୍ଧମାଳରେ ହୋଇଥିବା ବେଳେ ବିଭୂତି ନୟାଗଡ଼ ବୋଲି...

om
ଇଭିଏମ୍ ଭଙ୍ଗାରୁଜା ଘଟଣା ; ସୋଶାଲ ମିଡିଆରେ ଭିଡିଓ ଜାରି କଲେ ଓମ୍ ପ୍ରକାଶ ମିଶ୍ର

ପୁରୀ( ମଧୁସୂଦନ ମିଶ୍ର) : ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବୀରକିଶୋରପୁର ୭୮ ନମ୍ବର ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ଘଟଣାର ନିରପେକ୍ଷ ତଦନ୍ତ ଦାବି। ଏ ଦାବି ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି ଫେରାର ଥିବା ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର।...

baijayanta2
କେନ୍ଦ୍ରାପଡ଼ାରେ ବିଜେଡିର ଅଣ୍ଡାମାଡ଼ ଷ୍ଟ୍ରାଟେଜି ଆଶଙ୍କା କଲେ ବୈଜୟନ୍ତ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବିଜେଡିର ଅଣ୍ଡାମାଡ଼ ଷ୍ଟ୍ରାଟେଜି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏଥିପାଇଁ ବିଜେପି କର୍ମୀମାନଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେବା ସହ ସେମାନେ ଯେମିତି ଅଯଥା ନିନ୍ଦିତ ନହୁଅନ୍ତି, ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ। ଟ୍ୱିଟ୍...

heatwave
୧୧ଟି ସହରର ତାପମାତ୍ରା ୪୦ ଟପିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଆଜି ତାପମାତ୍ରା ସର୍ବାଧିକ ୪୪ ଡ଼ିଗ୍ରୀ ରହିଥିଲା। ବଲାଙ୍ଗିରରେ ତାପମାତ୍ର ୪୩ ଡ଼ିଗ୍ରୀ ରହିଥିବା ବେଳେ...

ug
ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍

ଭୁବନେଶ୍ୱର : ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍। ଆସନ୍ତା ଶିକ୍ଷା ବର୍ଷରୁ କେବଳ ଯୁକ୍ତ ତିନିରେ ଲାଗୁ ହେବ ଆଦର୍ଶ ବା ମଡେଲ୍ ସିଲାବସ୍। ସେହିପରି ପିଜି କ୍ଷେତ୍ରରେ କମନ୍ ଏଣ୍ଟ୍ରାନ୍ସ ବି ହେବନି। ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବସିଥିବା ବୈଠକରେ ସର୍ବସମ୍ମତି...

ceo
ପୋଲିଂ ଅଫିସରଙ୍କ ବିରୋଧରେ ବିଜେପିର ଫେରାଦ

ଭୁବନେଶ୍ୱର : ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପୋଲିଂ ଅଫିସରଙ୍କ ବିରୋଧରେ ଫେରାଦ ହେଲା ବିଜେପି। ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। କେନ୍ଦୁଝର ଜିଲ୍ଲା ଘସିପୁରା ଗୋହିରା ପଞ୍ଚାୟତ ଭୋଲାନୂଆଗାଁ ବୁଥ୍‌ରେ ପୋଲିଂ ଅଫିସର ଆଚରଣ...

hansda
ସାରସକଣା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଛନ୍ତି ହାଁସଦା

ବାରିପଦା ( ମାଣିକ୍‌ ଲାଲ୍‌ ପାଣି) : ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ତାଙ୍କ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି। ବିଜେଡିରୁ ନିଲମ୍ବିତ ହେବା ପରେ ସେ ଚଳିତ ନିର୍ବାଚନରେ ସାରସକଣା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଛନ୍ତି। ମାଠିଆ ଚିହ୍ନରେ ଲଢୁଥିବା ହାଁସଦା...

sam
୫ବର୍ଷରେ ମିଛ ପ୍ରତିଶ୍ରୁତି ହିଁ ଦେଇଛନ୍ତି ସରକାର : ସାମ୍ ପିଟ୍ରୋଡ଼ା

ନୂଆଦିଲ୍ଲୀ : ବିଗତ ୫ ବର୍ଷରେ ବିଜେପି ନେତୃତ୍ୱାଧିନ ସରକାର କେବଳ ପ୍ରତିଶ୍ରୁତି ଦେଇଛି। ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହିଁ ମୋଦି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ଆଜି ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସର ବହିର୍ଦେଶୀୟ ବିଭାଗ ମୁଖ୍ୟ ସାମ୍...

rahul gandhi
ଭାଷଣ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ୍‌

ବାଲେଶ୍ୱର : ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ପ୍ରଚାରକୁ ଆଉ ମାତ୍ର ୨୪ ଘଣ୍ଟା ଥିବାରୁ କେହି କାହାକୁ ଛାଡ଼ିବା ମୁଡ୍‌ରେ ନାହାଁନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ବାଲେଶ୍ୱର ରେମୁଣାରେ...

ganza
୧୬ ବସ୍ତା ଗଞ୍ଜେଇ ଜବତ

ମୋହନା ( ମିହିର) : ୧୬  ବସ୍ତା ଗଞ୍ଜେଇ ଜବତ, ଜଣେ ଗିରଫ। ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁଗାଡ ଗାଁର ଲାବନ୍ୟ କରାଡ଼।...

dharmendra
ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

ଜଗତସିଂହପୁର  : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର। ଜଗତସିଂହପୁର ବାଲିକୁଦା ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ସବୁ କିଛି ଭୁଲି ଯାଉଛନ୍ତି। ତାଙ୍କ ଅଣଓଡ଼ିଆ ଅଫିସର ଯାହା କିଛି ଲେଖିକି ଦେଉଛନ୍ତି,...