• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ctc2
ଝଡ଼ ଝାଡ଼ିଦେଲା ସିଲଭରସିଟିର ଚମକ

କଟକ :  ଝଡ଼ ଝାଡ଼ିଦେଲା ସିଲଭରସିଟି କଟକର ଚମକ। ମାତ୍ର କେଇଘଣ୍ଟାର ତାଣ୍ଡବରେ ବଦଳାଇଦେଲା ଐତିହାସିକ ସହରର ଚେହେରା। ପୁରୁଣା ଗଛ, ଲାଇନ୍ ଖୁଣ୍ଟ ସବୁ ମାଟିରେ ଲୋଟିଛି। କାହା ଘରର ଛାତ ଉଡ଼ି ଯାଇଛି ତ କେଉଁଠି ମାଟିରେ ମିଶିଯାଇଛି ଭଙ୍ଗା କାନ୍ଥ। ପୁଣି କିଏ ବାତ୍ୟା...

patkura
ଘୁଞ୍ଚିଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର  : କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ଘୁଞ୍ଚିଲା। ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇଲେ ନିର୍ବାଚନ କମିଶନ। ପୂର୍ବରୁ ନିର୍ବାଚନ ଘୁଞ୍ଚାଇବାକୁ କମିଶନଙ୍କଠାରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ର୍ଥ ପର୍ଯ୍ୟାୟରେ ପାଟକୁରାରେ ନିର୍ବାଚନ ହେବାକୁ ସ୍ଥିର...

electricity
କେବେ ସ୍ୱାଭାବିକ ହେବ ଫୋନି ମାଡ଼ରେ ବିଧ୍ୱସ୍ତ ବିଦ୍ୟୁତ୍‌ ବ୍ୟବସ୍ଥା ?

ଭୁବନେଶ୍ୱର : ଫୋନିରେ ସବୁଠୁ ଅଧିକ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରରେ ବିଜୁଳି କେବେ ଆସିବ ସେ ନେଇ ଶକ୍ତି ବିଭାଗ ବି ଅନ୍ଧାରରେ। ପ୍ରଥମ ଦିନରୁ ୨୫ ପ୍ରତିଶତ ବିଜୁଳି ଦେବାର ଦମ୍ଭୋକ୍ତି ଦେଖାଇଥିବା ଶକ୍ତି ସଚିବ ଆଜି ପୁଣି ଆସନ୍ତାକାଲିକୁ ସମୟ ଗଡ଼ାଇ ସମାନ କଥା...

deadbody
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ସ୍ୱାଇଁ। ତାଙ୍କ ଘର ବେତଡା ପଞ୍ଚାୟତ ବିରିପଡା ଗାଁରେ। ପ୍ରଶାନ୍ତ ସ୍କୁଟିରେ ବିରିପଡ଼ ଗାଁକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ କେନାଲରୁ ପ୍ରଶାନ୍ତଙ୍କ...

farmer
‘ଫୋନି’ ଉଜାଡ଼ି ଦେଲା ବେଉସା, ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ

ଭୁବନେଶ୍ୱର: ‘ଫୋନି’ ଉଜାଡ଼ି ଦେଲା ବେଉସା, ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ। କ୍ଷତ ଏତେ ଗଭୀର ଯେ କେବେ ଶୁଖିବ ତା’ର ହିସାବ କରିବା ମୁସକିଲ୍‌। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଅର୍ଥକାରୀ ଫସଲ ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି...

water
ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଧାନୀବାସୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପରେ ଏବେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। କେଉଁଠି ପାଣି ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଲେଣି  ତ ଆଉ କେଉଁଠି ବିଦ୍ୟୁତ୍‌ ନଥିବାରୁ ଦୁର୍ଦ୍ଦଶା ଭିତରେ ଲୋକେ ଜୀବନ କାଟୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାଣି ଓ ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି...

12
ଭୁବନେଶ୍ୱରରେ ଘୂର୍ଣ୍ଣିଝଡ଼ ,ପୁଣି ଘଡ଼ଘଡି ସହ ବର୍ଷା

ଭୁବନେଶ୍ବର :  ରାଜଧାନୀରେ ବାତ୍ୟା ବିପନ୍ନଙ୍କୁ ପୁଣି ଡରାଇଲା ପ୍ରବଳ ବର୍ଷା ଓ ପବନ।  କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା। ବାତ୍ୟାର ୩ ଦିନ ପରେ ପ୍ରବଳ...

cm-naveen-patnaik
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ ପାଇଁ ଜାରି ହେଲା ଦୁଇଟି ଆକାଉଣ୍ଟ

ଭୁବନେଶ୍ୱର: ବାତ୍ୟାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶା। ରାଜ୍ୟର ଅନେକ ଜିଲ୍ଲା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ପ୍ରଭାବିତଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରିବାକୁ ଦୁଇଟି ଆକାଉଣ୍ଟ...

modi
ଓଡ଼ିଶାକୁ ଆଉ ଏକ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଫୋନି କ୍ଷୟକ୍ଷତିର ସହାୟତା ପାଇଁ ଓଡ଼ିଶାକୁ ଆଉ ଏକ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ସହିତ ଫୋନିରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା।  ଆହତଙ୍କୁ ମିଳିବ ୫୦ ହଜାର ଟଙ୍କା।  ଆକାଶମାର୍ଗରୁ...

arrest
ଲଜ୍‌ରେ ଚଢ଼ାଉ, ୩ ଯୁବତୀ ଗିରଫ

ପାରଳାଖେମୁଣ୍ଡି: ଲଜ୍‌ରେ ଚଢ଼ାଉ କରି ଯୁବତୀଙ୍କ ସମେତ ଗ୍ରାହକଙ୍କୁ ଗିରଫ କଲା ପୁଲିସ୍‌। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଇନ୍ଦ୍ର ଲଜ୍‌ରେ ଚଢ଼ାଉ କରି ପୁଲିସ୍‌ ୩ ଜଣ ଯୁବତୀ, ୩ ଜଣ ଗ୍ରାହକ ଓ ଲଜ୍ ମାଲିକଙ୍କୁ ଗିରଫ କରିଛି। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି...