ସୋର ( ଶଶିକାନ୍ତ ବେହେରା) : ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳା ପ୍ରିଜାଇଡିଂ ଅଫିସର ଗୁରୁତର। ବାଲେଶ୍ୱର ସୋର ନିର୍ବାଚନୀ ମଣ୍ଡଳୀ ବାହାନଗା ବ୍ଲକ୍ର ୫୦ ନମ୍ବର ବୁଥ୍ରେ କାର୍ଯ୍ୟରତ ପ୍ରିଜାଇଡିଂ ଅଫିସର ସାଗରିକା ନାୟକ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସାଗରିକା ଅତ୍ୟଧିକ...
ଭୁବନେଶ୍ୱର : ଶାସକ ବିଜେଡିର ରାଜ୍ୟସ୍ତରୀୟ ନେତାମାନେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟୁଛନ୍ତି। ଏପରି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ରାପଡାରୁ ରାଜ୍ୟସ୍ତରୀୟ ନେତାଙ୍କୁ ହଟାଇବା ସହ କେନ୍ଦ୍ରୀୟ...
କେନ୍ଦ୍ରାପଡ଼ା : ରାତି ପାହିଲେ ହେବ ମତଦାନ। ତା’ପୂର୍ବରୁ ଆଜି ରାତିରେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ନିର୍ବାଚନମଣ୍ଡଳୀରେ ବାହାର ନେତା ଅଛନ୍ତି ନା ନାହିଁ ତାକୁ ନେଇ ଚଢ଼ଉ ଜାରି ରହିଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ହୋଟେଲ ଓ ଲଜରେ ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ...
ଭୁବନେଶ୍ୱର : ନିଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସେ କସର୍ଦା ଭାଲିଆକଣକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ଯାହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ବିଧାୟକ ଶ୍ରୀ ମଲ୍ଲିକ...
ଭୁବନେଶ୍ୱର : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ଏଥିରେ ଓଡ଼ିଶାରେ ୬ଟି ଲୋକସଭା ଓ ୪୧ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ମତଦାନ। ଆଉ ସିଲ୍ ହେବ ହେଭିୱେଟ୍ଙ୍କ ଭାଗ୍ୟ। ପ୍ରାର୍ଥୀ ତାଲିକା ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର। ଏଠାରେ ନିଜ ଭାଗ୍ୟ ପରୀକ୍ଷା...
ଭୁବନେଶ୍ୱର : ଆକାଶରୁ ସତେ ଯେମିତି ଅଗ୍ନିବର୍ଷା ହେଉଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ହେଉ କି ପଶ୍ଚିମ ଓଡ଼ିଶା, ସବୁଠି ତାତି ଅସହ୍ୟ ହେଉଛି। କ୍ରମାଗତ ଭାବେ ତାପମାତ୍ରା ବଢୁଛି। ତେବେ ତାଳଚେରରେ ତାତି ରେକର୍ଡ ଭାଙ୍ଗିଛି। ଆଜି ଏଠାରେ...
ଭୁବନେଶ୍ୱର : ପଲିଟିକାଲ୍ ଓ୍ୱାର୍ଜୋନ୍ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଭୋଟିଂ ପୂର୍ବରୁ ଚାଲିଛି ପ୍ରସ୍ତୁତି। ପୁରା ସାଜ ସରଞ୍ଜାମ ସହ ବୁଥ୍ ପ୍ରସ୍ତୁତ। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ସୁରକ୍ଷା କର୍ମୀ ବି ତୟାର। ଲଢ଼େଇ ପାଇଁ ତିନି ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା ପରଠୁ ୧୯ ମହାଯୁଦ୍ଧର...
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧୀନ ୪୧ଟି ବିଧାନସଭା ଆସନରେ ହେବ ମତଦାନ। ତେବେ ଫୋକସ୍ରେ ଥିବା କେନ୍ଦ୍ରାପଡ଼ା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ାରେ...
କୋରାପୁଟ/ଗଜପତି/ତେଲକୋଇ : ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ, ପାଣି ମୁନ୍ଦାଏ ଲାଗି ଦୁଇ କିଲୋମିଟର ଯାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ। ଗଜପତି ଜିଲ୍ଲା ଅନ୍ତରବା ପଂଚାତୟର ଆମ୍ବଗାଁରରେ ଏମିତି ଅବସ୍ଥା। ଖରା ଆରମ୍ଭରୁ ଗାଁରେ ଥିବା ଦୁଇ ଦୁଇ ସାନିଟାରି ୱେଲ୍ରେ ପାଣି ଶୁଖି...
ବାସୁଦେବପୁର ( କିର୍ତ୍ତି ଦାସ୍) : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ବାସୁଦେବପୁର ବିଧାନସଭା ମଣ୍ଡଳୀର ବିଭିନ୍ନ ଅଞ୍ଚଳ ସ୍ଥାନରେ ଫ୍ଲାଗମାର୍ଚ୍ଚ...
ଭୁବନେଶ୍ୱର/କଟକ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ରାଜଭବନ ସମ୍ମୁଖରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମଧୁବାବୁଙ୍କ...
ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଧାରଣା। ଇନ୍ଦିରା ଗାନ୍ଧି ଆଦିବାସୀ ଛାତ୍ରୀ ନିବାସ ଆଗରେ ଅନ୍ତେବାସୀମାନେ ଧାରଣା ଦେଇ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବି କରିଛନ୍ତି। ହଷ୍ଟେଲର ସହକାରୀ ଅଧୀକ୍ଷକ ଛାତ୍ରୀମାନଙ୍କୁ ବାହାରକୁ ଛାଡୁନଥିବା ଏବଂ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେପଟେ ଛାତ୍ରୀଙ୍କ ଅଭିଯୋଗକୁ...
ଭଦ୍ରକ(ତପନ ସ୍ୱାଇଁ) : କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ିକୁ ଆକ୍ରମଣ। ଭଦ୍ରକ ବନ୍ତ ଛକରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣେ ମନ୍ତ୍ରୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ଆର୍ଯ୍ୟ କୁମାରଙ୍କ ଗାଡ଼ି କାଚ ଭାଙ୍ଗି...
ବିଜାପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁରରେ ଆଜି ନକ୍ସଲମାନେ ପୁଲିସ୍ ପ୍ୟାଟ୍ରୋଲିଂ ଟିମ୍ ଉପରେ ହମ୍ଲା କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସ୍ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପୁଲିସ୍ କର୍ମଚାରୀଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆଜି ପୁଲିସ୍...