ଭୁବନେଶ୍ୱର : ବିଦ୍ୟୁତ୍ ବ୍ୟବସ୍ଥା ଉଜାଡ଼ି ଦେଇଛି ବାତ୍ୟା ଫୋନି। ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧାରେ ଏତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ଏବଂ ଏତେ ବିୁଦ୍ୟତ ଖୁଣ୍ଟି ଉପୁଡ଼ିଛି ଯେ, କେବେ ଲୋକେ ଅନ୍ଧାରରୁ ମୁକ୍ତି ପାଇବେ, ତାହା କହିବା ମୁସ୍କିଲ। ଲୋକେ ବିଜୁଳି ପାଇଁ...
ଯାଜପୁର : ବାତ୍ୟା ଫୋନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ଚାଷୀକୁଳ ଖୁବ୍ ପ୍ରଭାବିତ ହୋଇଛନ୍ତି। ଉଜୁଡି ଯାଇଛି ହେକ୍ଟର ହେକ୍ଟର ଆଖୁ ଚାଷ। ଜିଲ୍ଲାର ବଡ଼ଚରା ବ୍ଲକ୍ ଅଧୀନ ସାଉଡିଆ, ବରପଦା, ନିଆଳି, ବାଲିକୁଦା ଆଦି ଅଂଚଳରେ ଆଖୁ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି। ଧାର ଉଧାର...
ଭୁବନେଶ୍ୱର : ତୁରନ୍ତ ପାଇପ୍ ଯୋଗେ ଜଳ ଯୋଗାଣ ସାଙ୍ଗକୁ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ। ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଓ ହାଉସିଂବୋର୍ଡ ଅଞ୍ଚଳର ଶତାଧିକ ବାତ୍ୟା ବିପନ୍ନ ଆଜି ରାସ୍ତାକୁ ଓହ୍ଲାଇଥିଲେ। ଦିନ ପ୍ରାୟ ୧୧ଟା ସମୟରେ ରେଳ ସଦନ ସମ୍ମୁଖରେ ଜୟଦେବ ବିହାର-ନନ୍ଦନକାନନ...
ଭୁବନେଶ୍ୱର : ଘୁଞ୍ଚିଲା ଜେଇଇ ଆଡଭାନ୍ସଡ ପଞ୍ଜୀକରଣ। ଓଡ଼ିଶା ପିଲାଙ୍କ ପାଇଁ JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୫ ଦିନ ଅର୍ଥାତ୍ ମେ ୧୪ ଯାଏଁ ବୃଦ୍ଧି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ପୂର୍ବରୁ ମେ ୩ରୁ ୯ ପର୍ଯ୍ୟନ୍ତ...
ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ବାତ୍ୟା ଫୋନି ମାଡ଼ରେ ଯେ ଭୁବନେଶ୍ୱରର ଘରଦ୍ୱାର, କୋଠାବାଡ଼ି ଭାଙ୍ଗିରୁଜି ଯାଇଛି ତାନୁହଁ, ରାଜଧାନୀର ୪ଟି ପ୍ରମୁଖ ପାର୍କରେ ବି ଫୋନି ରଚିଛି ଧ୍ୱଂସ୍ତର ତାଣ୍ଡବଲୀଳା। ଜୟଦେବ ବାଟିକା ହେଉ କି ଫରେଷ୍ଟ ପାର୍କ, ଆଇଜି ପାର୍କ ହେଉ କି ଏକାମ୍ରକାନନ , ସବୁଠି...
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍ର ଗୋଦାମରେ ଆଜି ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟିଛି। ଔଷଧ ଗୋଦାମ ନିକଟରେ ଥିବା ଅନ୍ୟ ଦୁଇଟି ଗୋଦାମରେ ନିଆଁ ଲାଗିଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ୱାର୍ଡ଼ରେ ଭୟର ବାତାବରଣ ଖେଳି ଯାଇଥିଲା। ରୋଗୀମାନେ...
ଭୁବନେଶ୍ୱର : ବାତ୍ୟା ପାଇଁ ଓଡ଼ିଶାରେ ଘୁଞ୍ଚିଲା ଡାକ୍ତରୀ ପାଠ୍ୟକ୍ରମ ପାଇଁ ‘ନିଟ୍’ ପ୍ରବେଶିକା ପରୀକ୍ଷା ତାରିଖ। ସାରା ଦେଶରେ ଏହି ପରୀକ୍ଷା ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ପୂର୍ବରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ମେ ୫ ତାରିଖରେ...