ଭୁବନେଶ୍ୱର : କିଏ ଗଢ଼ିବ ସରକାର ? କାହାର ହେବ ଭୁବନେଶ୍ୱର ଗାଦି ? ପୁଣି ନବୀନ ନା ପରିବର୍ତ୍ତନ ସପକ୍ଷରେ ରାୟ ଦେଇଛନ୍ତି ଜନତା ? କେଉଁ ଦଳରୁ ଦିଲ୍ଲୀ ଯିବେ କେତେ ସାଂସଦ ? ଗଣତନ୍ତ୍ର ମହା ମହୋତ୍ସବର ଅନ୍ତିମ ପର୍ବ-ଭୋଟ୍ ଗଣତି ପୂର୍ବରୁ ଏବେ...
ଭୁବନେଶ୍ୱର : ଭୁବନେଶ୍ୱର ଓୟୁଏଟିରେ ୨ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। +୩ ପ୍ରଥମ ବର୍ଷ ଏଗ୍ରିକଲଚର ବିଭାଗର ୨ ଛାତ୍ରଙ୍କୁ ସିନିୟର ଛାତ୍ର କଲେଜ ପରିସରରେ ମାଡ ମାରିଥିଲେ। ଏନେଇ ପୀଡିତ ଛାତ୍ର ଶିରିପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଓୟୁଏଟି କର୍ତ୍ତୃପକ୍ଷ...
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫୋନିକୁ ନେଇ ଉପକୂଳ ଜିଲ୍ଲାବାସୀ ଛାନିଆ ହୋଇପଡ଼ିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାରେ ଯେପରି କ୍ଷୟକ୍ଷତିର ପରିମାଣ କମ୍ ହେବ, ସେନେଇ ଆଗୁଆ ସତର୍କ ହେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳରେ ବାସ କରୁଥିବା...
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ...
ଭୁବନେଶ୍ୱର : ୧୯୭୭ ମସିହାର ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ସ୍କ୍ରିନିଂ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଦର୍ଶକମାନେ ଓଡିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଅତୀତକୁ ଫେରିଥିଲେ। ଏହି ଅବସରରେ ‘ରକ୍ତ ଗୋଲାପ’ର ୩୨ଟି ଚିତ୍ର ଓ ଏହା ସହ...
ଗଜପତି ( ଆଦର୍ଶ ଦାସ୍) : ଟିକେଟ୍ ନପାଇ ଯାତ୍ରୀ ହନ୍ତସନ୍ତ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଲ୍ୱେ ଷ୍ଟେସନରେ। ଗତ ୨ଦିନ ଧରି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଯାତ୍ରୀଙ୍କୁ ଟିକେଟ୍ ମିଳିପାରୁନାହିଁ। ପାରଳାଖେମୁଣ୍ଡିରୁ ରେଳରେ ଯାତ୍ରା କରିବା ପାଇଁ ଷ୍ଟେସନ ପକ୍ଷରୁ ଗୋଟିଏ...
ପୁରୀ(ମଧୁସୂଦନ ମିଶ୍ର) : ଛତିଶା ନିଯୋଗ ବୈଠକ ବର୍ଜନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଉଲ୍ଲେଖ ଥିବା ଅଭିଯୋଗ କରି ବୈଠକ ବର୍ଜନ କରିଛନ୍ତି ସେବାୟତ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ,...
ଯାଜପୁର : ଯାଜପୁରରେ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣା। ଅଭିଯୁକ୍ତକୁ ଗିରଫ ଦାବିରେ ବଡ଼ଚଣା ଥାନା ସମ୍ମୁଖରେ ବିଜେପି କର୍ମୀ ଓ ସମର୍ଥକ ଧାରଣା ଦେବା ବେଳେ ବିଜେପି ନେତା ଅମର ନାୟକଙ୍କ ସମେତ ୧୫ରୁ ଅଧିକ ବିଜେପି କର୍ମୀ ଓ ସମର୍ଥକଙ୍କୁ କୁଆଖିଆ ଥାନାରେଅଟକ ରଖିଲା ପୁଲିସ୍।...
ଖୋର୍ଦ୍ଧା (ବଳରାମ ଲେଙ୍କା) : ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ। ବାତ୍ୟା ପାଇଁ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚାଲିବନି। ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍ ଆସୋସିଏସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଚିଲିକା ମଧ୍ୟକୁ କୌଣସି ମାଛମରା ଡଙ୍ଗା...
ଭଦ୍ରକ ( ତପନ ସ୍ୱାଇଁ) : ଭଦ୍ରକ ତିହିଡିରେ ହୋଇଥିବା ମଦ ମୃତ୍ୟୁ ବିଭୀଷିକାର ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଅବକାରୀ କମିଶନରଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା...
ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ଧର୍ମେନ୍ଦ୍ର-ନବୀନ ଭେଟ୍ଘାଟ୍। ଆଜି ମୁଖ୍ୟମନ୍ତ୍ରୀ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ଲାଗି ଦିଲ୍ଲୀ ଯାଇଥିବା ବେଳେ ଏୟାରପୋର୍ଟରେ ଧର୍ମେନ୍ଦ୍ରଙ୍କ ସହ ସାକ୍ଷାତ୍ ହୋଇଥିଲା। ଉଭୟ ନେତା ଏକା ସମୟରେ ଯାଉଥିବା ବେଳେ ଏହି ସାକ୍ଷାତ ହୋଇଯାଇଥିବା କୁହାଯାଉଛି। ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ସମ୍ଭାଷଣ ଜଣାଇବା...