ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା। । ଟଳିପଡ଼ିଛି ବିରାଟକାୟ ଗଛ। ଉପୁଡ଼ିଯାଇଛି ବିଦ୍ୟୁତ ଖୁଣ୍ଟି। ଗଛ ପଡ଼ି ଛିଣ୍ଡିଯାଇଛି ବିଦ୍ୟୁତ ତାର। ୫ ଘଣ୍ଟାର ତାଣ୍ଡବ ରଚି ସପ୍ତଶଯ୍ୟାର ସବୁଜିମାକୁ ଉଜାଡ଼ିଦେଇଛି ବାତ୍ୟା ଫୋନି। ଛୋଟମୋଟ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀଟିଏ ବି...
ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ସାଇକ୍ଲୋନ ଫୋନି ଜନିତ କ୍ଷୟକ୍ଷତି ଯୋଗୁଁ ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଏଭଳି ସ୍ଥିତିରେ ନିଟ୍...
କଟକ : ଝଡ ବାତ୍ୟା ଫୋନିର ପ୍ରଭାବରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଆଗ୍ରାହାଟ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ଚାଳ ଛପର ଉଡିଯାଇଥିବା ବେଳେ ଏବେ ଖୋଲା ଆକାଶ ତଳେ ଲୋକେ ରହିଛନ୍ତି। ଭରାଣ୍ଡି ଗ୍ରାମରେ ଭୋକ ଉପାସରେ ରହିଛନ୍ତି। ବାତ୍ୟା ପ୍ରଭାବିତଙ୍କୁ ଆଶ୍ରୟସ୍ଥଳକୁ ବି...
କଟକ : କଟକ ଜିଲ୍ଲାରେ ଫୋନି ପ୍ରଭାବରେ ଆଉ ଜଣଙ୍କର ମୃତ୍ୟୁ। ଚୌଦ୍ୱାର ମହିଷାଲଣ୍ଡା ବନ୍ତ ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀ ଦେହୁରୀ। ଗତକାଲି ଝଡ଼ବର୍ଷା ହେବାବେଳେ ଗାଁ ଲୋକେ ସମସ୍ତେ ଆଶ୍ରୟସ୍ଥଳୀକୁ ପଳାଇଥିଲେ। ଲକ୍ଷ୍ମୀଙ୍କ ସ୍ୱାମୀ...
ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ଼ ଫୋନିର ତାଣ୍ଡବରେ ଛାରଖାର୍ ହୋଇଛି ଉପକୂଳବର୍ତ୍ତୀ ଜିଲ୍ଲା। ଉଜୁଡ଼ିଯାଇଛି ସବୁକିଛି। ଘରଦ୍ୱାର, କୋଠାବାଡ଼ି, ଗଛଲତା, ବିଦ୍ୟୁତ ଖୁଣ୍ଟି, ମୋବାଇଲ୍ ଟାୱାର। କିଛି ବି ବର୍ତ୍ତି ପାରିନି ଫୋନି ମାଡ଼ରୁ। ଗଛ ଗୁଡ଼ିକ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବାରୁ ଅଧିକାଂଶ ସ୍ଥାନରେ ଗମନାଗମନ...
ବାରିପଦା (ମାଣିକଲାଲ ପାଣି): ବାତ୍ୟା ‘ଫୋନି’ ନେଲା ୪ ଜୀବନ! ଗତକାଲି ‘ଫୋନି’ ପ୍ରଭାବରେ ହୋଇଥିବା ପବନରେ ଗଛ ପଡ଼ି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଦୁଇ ଜଣ ଯୁବକ ବାଇକ୍ରେ ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଯାଉଥିବା...
ନୂଆଦିଲ୍ଲୀ: ଗୁଜରାଟର ୪ ଜଣ ଆଳୁ ଚାଷୀଙ୍କ ନାମରେ ପେପ୍ସିକୋ କରିଥିବା ମାମଲା ଉଠାଇଦେଇଥିବା ସୂଚନା ମିଳିଛି। ଏହି କମ୍ପାନୀର ମୁଖପାତ୍ର କହିଛନ୍ତି, ସରକାରଙ୍କ ସହିତ ଆଲୋଚନା ପରେ ପେପ୍ସିକୋ ଏହି ନିଷ୍ପତ୍ତି ନେଇଛି। ଏହି ଚାଷୀମାନେ ଏଫ୍ସି-୫ ପ୍ରଜାତିର ଆଳୁ ଚାଷ କରୁଥିବା ନେଇ ପେପ୍ସିକୋ ମାମଲା...
ଭୁବନେଶ୍ୱର : ଆଜି ସକାଳ ସାଢେ ୮ଟା ବେଳେ ପୁରୀ ସହର ପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫୋନି’। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏବେ ଘଣ୍ଟାକୁ ୨୩ କି.ମି ବେଗରେ ଗତି କରୁଛି ‘ଫୋନି’। ଲ୍ୟାଣ୍ଡଫଲ୍ ବେଳେ ୧୭୦ରୁ ୧୮୦ କିମି ବେଗରେ...
ଭୁବନେଶ୍ୱର : ବାତ୍ୟା ଫୋନି ଏବେ ପୁରୀ ମୁହାଁ । ଭୟଙ୍କର ରୂପ ନେଇ ଘଣ୍ଟା ପ୍ରତି ୧୭ କି.ମି ବେଗରେ ଏହା ସ୍ଥଳଭାଗକୁ ମାଡିଆସୁଛି। ପୁରୀରୁ ଏବେ ୨୦୦କି.ମି ଦୂରରେ ଅଛି। ସୂଚନା ମୁତାବକ, ପୁରୀ ପାଖାପାଖି ଅଂଚଳରେ ଫୋନି ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର...
ପୁରୀ ଠାରୁ ୧୬୦ କି.ମି ଦୂରରେ ବାତ୍ୟା ଫୋନି । ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି। ପୁରୀରେ ୬୫ ଓ ଭୁବନେଶ୍ୱରରେ ୧୮ ମିଲିମିଟର ବର୍ଷା ହୋଇଛି। ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି। ଆଜି...