• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

duty
ନିର୍ବାଚନ ଡ୍ୟୁଟିକୁ ଯାଉଥିବା ବେଳେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ

ବାଲେଶ୍ୱର : ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ। ସେ ହେଲେ ବାରବାଟି ସ୍କୁଲର ପୂର୍ଣ୍ଣଚନ୍ଦ୍ର ପଣ୍ଡା। ନୀଳଗିରି ଅଯୋଧ୍ୟା ହାଇସ୍କୁଲରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ଅନ୍ୟ କର୍ମଚାରୀଙ୍କ ସହ ଏକ ବସ୍‌ରେ ସେଠାକୁ ଯାଇଥିଲେ ପୂର୍ଣ୍ଣଚନ୍ଦ୍ର। ପୋଲିଂ ବୁଥ୍‌ରେ ପହଞ୍ଚିବା...

rain
ଆଜି ରାତିରେ ପ୍ରବଳ ବର୍ଷା ; ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆଜି ରାତିରେ ପ୍ରବଳ ବର୍ଷା ହେବ। ଏପରିକି ଜୋରରେ ପବନ ବହିବା ସହିତ ଘଡ଼ଘଡ଼ି ମାରିବ। ଏଥିପାଇଁ ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଆଜି ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ମାଲକାନଗିରି,...

flying squad
ପେଟ୍ରୋଲ୍ ପମ୍ପରୁ ୭ଲକ୍ଷ ୪୧ ହଜାର ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାଡ୍

କଟକ  : କଟକ ଅଞ୍ଚଳରେ ୭ଲକ୍ଷରୁ ଅଧିକ ଟଙ୍କା ଜବତ। ଏକ ପେଟ୍ରୋଲ୍ ପମ୍ପରୁ ୭ଲକ୍ଷ ୪୧ ହଜାର ଟଙ୍କା ଜବତ କରାଯାଇଛି। ଜଗତପୁର ନିକଟ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ କମିଶନ୍‌ଙ୍କ ଫ୍ଲାଇଂ ସ୍କ୍ୱାଡ୍ ଏସବୁ ଟଙ୍କାକୁ ଜବତ କରିଛି।   ପେଟ୍ରୋଲ ପମ୍ପଟି ଜଣେ ବିଧାୟକ...

campaign-- copy
ଚତୁର୍ଥ ପର୍ଯ୍ୟାୟ ପ୍ରଚାର ସରିଲା ; ୨୯ରେ ଭୋଟ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ପ୍ରଚାର ସରିଛି। ହେଭିୱେଟ ନେତା, ହାଇଭୋଲଟେଜ୍ କ୍ୟାମ୍ପେନ୍ ଓ ହାଇଟେକ୍ ପ୍ରଚାରରେ ଆଜି ଲାଗିଛି ବ୍ରେକ୍‌। ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିଛି ଏଭଳି କ୍ୟାମ୍ପେନ୍। ଗାଁରୁ ସହର, ସବୁଠି ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ସାରା...

wave
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ତତଲା କଢାଇରେ ଭାଜି ହେଉଛି ସାରା ରାଜ୍ୟ। ଦୁଇ ଦିନ ହେଲା ୧୦ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ତେବେ ଆଜି ୪୫ ଡିଗ୍ରୀ ସେଲ୍‌ସିୟସ ସହ ପୁଣି ଥରେ ରେକର୍ଡ କରିଛି ଟିଟିଲାଗଡ଼ର ତାତି। ଯାହାଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ...

cricket
ଅର୍ଜୁନ ସମ୍ମାନ ପାଇଁ ବୁମ୍ରା, ଶାମି ଓ ଜାଡେଜାଙ୍କ ନାଁ ସୁପାରିସ୍‌

ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଆଜି ବିସିସିଆଇ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାଁ ଭାରତ ସରକାରଙ୍କୁ ସୁପାରିସ୍‌ କରିଛି। ଏହି ୩ ଖେଳାଳିଙ୍କ ବ୍ୟତୀତ ମହିଳା ଟିମ୍‌ର ସଦସ୍ୟ ପୁନମ ଯାଦବଙ୍କ ନାଁ...

olx
ରାଜଧାନୀରେ ଟେଷ୍ଟ ଡ୍ରାଇଭ ନାଁରେ ଗାଡ଼ି ଚୋରାଚାଲାଣ

ଭୁବନେଶ୍ୱର : ଆପଣଙ୍କ ଗାଡ଼ିକୁ ବିକ୍ରି ପାଇଁ OLXରେ କୌଣସି ବିଜ୍ଞାପନ ଦେଇଛନ୍ତି କି ? ଯଦି ହଁ, ତେବେ ସାବଧାନ। କାରଣ ଟେଷ୍ଟ ଡ୍ରାଇଭ୍ ନାଁରେ ଆପଣଙ୍କ ଗାଡ଼ିକୁ କରାଯାଇପାରେ ହରଣଚାଲ୍। ଆଖି ସାମ୍ନାରେ ଆପଣଙ୍କ ଗାଡ଼ିକୁ ଧରି ଛୁ ମାରିପାରନ୍ତି ଲୁଟେରା। ଏମିତି ଜଣେ ଲୁଟେରା,...

evm
ବଢୁଛି EVM ସୁରକ୍ଷା ଓ ଟାମ୍ପରିଂ ଷଡ଼ଯନ୍ତ୍ର ଶଙ୍କା

ଭୁବନେଶ୍ୱର : ଫସର ଫାଟିଲା ଇଭିଏମ୍ ଟାମ୍ପରିଂ ଷଡ଼ଯନ୍ତ୍ର। ରାତି ଅଧରେ ଷ୍ଟ୍ରଙ୍ଗ୍‌ ରୁମ୍ ସାମ୍ନାରୁ ଧରାପଡ଼ିଲା ସନ୍ଦିଗ୍ଧ। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଷ୍ଟ୍ରଙ୍ଗ ରୁମ୍ ଆଗରେ ବୁଲୁଥିଲା ? ତାକୁ ନେଇ ସାରା କେନ୍ଦୁଝରରେ ଚର୍ଚ୍ଚା। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ସ୍କୁଲ...

polling party
ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭାରେ ହେବ ମତଦାନ। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଯାଜପୁର ଜିଲ୍ଲାର ବିଭିନ୍ନ ବୁଥ୍‌କୁ ପୁଲିଂ ପାର୍ଟିଙ୍କୁ ପଠାଯାଉଛି। ସମସ୍ତ ପୁଲିଂ...

salim
ବୈଜୟନ୍ତଙ୍କ ସହଯୋଗୀ ଟଙ୍କା ବାଣ୍ଟିଥିବା ଅଭିଯୋଗକୁ ବିଜେପିର ଖଣ୍ଡନ

ଭୁବନେଶ୍ୱର : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଚାରି ସହଯୋଗୀଙ୍କ ବିରୋଧରେ ଭୋଟରଙ୍କୁ ଟଙ୍କା ବଣ୍ଟନ ନେଇ ବିଜେଡି ଯେଉଁ ଅଭିଯୋଗ ଆଣିଛି, ତାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି। ବିଜେଡିର ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ନେତା...

weathetr
ବାତ୍ୟା 'ଫନି'ର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବା ସମ୍ଭାବନା କମ୍। ଆଗାମୀ ୪ରୁ ୫ ଦିନ ଯାଏଁ ଏପରି କୌଣସି ଆଶଙ୍କା ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଭାରତ ମହାସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ...

otv
‘ଓଟିଭି’ର ସ୍ପଷ୍ଟୀକରଣ : ବିଜେଡିର ସବୁ ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଅଭିସନ୍ଧିମୂଳକ

ଭୁବନେଶ୍ୱର : ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ (ବିଜୁ ଜନତା ଦଳ) ଲଗାତାର ଭାବେ କିଛି ଦିନ ଧରି ‘ଓଟିଭି’ର ସାମ୍ୱାଦିକତା ଓ ସମ୍ୱାଦ ପରିବେଷଣର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠେଇ ଆସୁଛି ଏବଂ ମାନନୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗମାନ ଆଣୁଛି। ଏଯାବତ୍‌ ଏ...