• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

fani puri
ବାତ୍ୟା 'ଫୋନି' ପାଇଁ ଜାରି ହେଲା କଣ୍ଟ୍ରୋଲ ନମ୍ବର

ଭୁବନେଶ୍ୱର  : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଫୋନି। ସର୍ବସାଧାରଣଙ୍କ ଅବଗତ ପାଇଁ ୩୦ଟି ଜିଲ୍ଲାରେ ଜରୁରୀକାଳୀନ କଣ୍ଟ୍ରୋଲ ନମ୍ୱର ଖୋଲିଛନ୍ତି ସରକାର। ଜିଲ୍ଲା                               ଯୋଗାଯୋଗ ନମ୍ୱର ଅନୁଗୋଳ                       ...

hh
ରାୟଗଡ଼ା ସିଡିଏମ୍‌ଓ ସସ୍‌ପେଣ୍ଡ

କଲ୍ୟାଣସିଂହପୁର (ମାଉଡି ବାରିକ): ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାୟଗଡ଼ା ସିଡିଏମ୍‌ଓ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏସ୍‌ଆର୍‌ସି ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ରାୟଗଡ଼ା ଏଡିଏମ୍‌ଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମ୍‌ଓ...

nm
ବାତ୍ୟାକୁ ଦେଖି ଗ୍ରାହକ ଛାନିଆ ; ପରିବା ବଜାରରୁ ପେଟ୍ରୋଲ ପମ୍ପ, ସବୁଠି ଭିଡ଼

ଭୁବନେଶ୍ୱର : ଆସନ୍ତାକାଲି ସକାଳେ ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବ। ତେବେ ଏହା ପୂର୍ବରୁ ମାର୍କେଟରେ ଏହାର ଇଫେକ୍ଟ ଦେଖିବାକୁ ମିଳିଛି। ଆଳୁ, ପିଆଜ, ଚୁଡ଼ା, ଚାଉଳ ଓ କ୍ୟାଣ୍ଡେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏପରି...

t
ଫୋନିର ମୁକାବିଲା ପାଇଁ ଫୋକସ୍‌ରେ ରେସ୍କ୍ୟୁ ଅପରେସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନିର ମୁକାବିଲା ପାଇଁ ମହା ତୟାରୀ। ସବୁଠୁ ଅଧିକ ଫୋକସ୍ ରେସ୍କ୍ୟୁ ଅପରେସନ୍। ସେଇଥିପାଇଁ ବିପତ୍ତି ଆସିବା ପୂର୍ବରୁ ଫୋନି ଫଣାରୁ ଧନ ଜୀବନକୁ ସୁରକ୍ଷିତ ରଖିବାକୁ ଜଳ, ସ୍ଥଳ, ଆକାଶ ସବୁଠି ସଜାଗ ସବୁ ଏଜେନ୍ସୀ। ଏନ୍‌ଡିଆର୍‌ଏଫ୍‌ ଠାରୁ ନେଇ ଓଡ୍ରାଫ୍,...

train
ବାତ୍ୟା ଫୋନି: ଆଉ ୪୦ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଲୱେ

ଭୁବନେଶ୍ୱର : ବାତ୍ୟା ‘ଫୋନି’ ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍‌ ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ...

cbse
ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ରେଜଲ୍ଟ। ଚଳିତବର୍ଷ ପାସ୍‌ ହାର ୮୩.୪ ପ୍ରତିଶତ ରହିଛି। ସିବିଏସଇ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟର ଫଳାଫଳ ୱେବ୍‌ସାଇଟରେ ଉପଲବଧ ହେଉଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌ରୁ ଫଳାଫଳ ଦେଖିପାରିବେ।  ଛାତ୍ରଙ୍କ ତୁଳନାରେ...

rain9
ଫୋନିକୁ ନେଇ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଣ ବିଭାଗ

ଭୁବନେଶ୍ୱର : ବାତ୍ୟା ଫୋନିକୁ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଣ ବିଭାଗ। ଫୋନିକୁ ନେଇ ପ୍ରଭାବିତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଏବଂ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।...

indigo--1
ଇଣ୍ଡିଗୋ ବିମାନ ବାତିଲ

ଭୁବନେଶ୍ୱର : ବାତ୍ୟା ଫୋନିକୁ ଲକ୍ଷ୍ୟ ରଖି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚଳାଚଳ କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ସମସ୍ତ ବିମାନକୁ କାଲି ପାଇଁ ବାତିଲ କରି ଦିଆଯାଇଛି। ଭୁବନେଶ୍ୱରକୁ ଆସୁଥିବା ଓ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯାଉଥିବା ସମସ୍ତ ୨୪ଟି ବିମାନକୁ ଇଣ୍ଡିଗୋ ଏୟାରଲାଇନ୍ସ ବାତିଲ କରିଦେଇଛି।...

rain-2
ଢେଙ୍କାନାଳରେ ଫୋନି ପ୍ରଭାବରେ ବର୍ଷା ଆରମ୍ଭ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ଢେଙ୍କାନାଳରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ଢେଙ୍କାନାଳକୁ ରେଡ୍ ୱାର୍ଣ୍ଣି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ସହ ରିଲିଫ୍ ସାମଗ୍ରୀ...

pm
ଫୋନି ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ଼ ଫୋନିର ମୁକାବିଲା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଖାଦେବାକୁ ଥିବା ପରିସ୍ଥିତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ...

wine death
ଭଦ୍ରକ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା

ଭଦ୍ରକ : ମଦମୃତ୍ୟୁ ବିଭୀଷିକାରୁ ମୁକୁଳିପାରୁନି ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳ। ଭୋଟ୍ ପୂର୍ବରାତିର ମଜ୍‌ଲିସ୍‌, ଆତଙ୍କ ଖେଳାଇଦେଇଛି ପୀରହାଟ ନୂଆସାହିରେ। ଗତରାତିରେ ଆଉ ୨ ଜଣ ଆଖିବୁଜିବା ପରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଏପଟେ ଶତାଧିକ ଅସୁସ୍ଥଙ୍କ ଭିତରୁ ୬୭ ଜଣ ସୁସ୍ଥ ହୋଇ ଘରକୁ...