ଭୁବନେଶ୍ୱର : ଧ୍ୱସ୍ତ ବିଧ୍ୱସ୍ତ ଘର, ମାଟିରେ ମିଶିଛି ଆସବାବପତ୍ର ବାତ୍ୟା ବିତିବାର ପାଞ୍ଚ ଦିନ ପରେ ବି ଘର କୋଣରେ ଅଛୁଆଁ ଭଳି ପଡ଼ି ରହିଛି, ଭଙ୍ଗା କାନ୍ଥ ଓ ଛପର ତଳୁ ସାଉଁଟା ହୋଇଥିବା ହାଣ୍ଡିକୁଣ୍ଡି ଝଡ଼ରେ ସର୍ବସ୍ୱ ହରାଇବା ପରେ ଏମାନେ ଖାଇବେ ତ...
ଭୁବନେଶ୍ୱର : ଧୀରେ ଧୀରେ ସୁଧୁରୁଛି ବାତ୍ୟା କ୍ଷତିଗ୍ରସ୍ତ ରାଜଧାନୀର ବିଜୁଳି ବ୍ୟବସ୍ଥା। ବାତ୍ୟା ‘ଫୋନି’ ଯିବାର ପାଞ୍ଚ ଦିନ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ମରାମତି କାମ। ବାହାର ରାଜ୍ୟରୁ କୁଶଳୀ ଶ୍ରମିକମାନେ ପହଞ୍ଚିବା ପରେ ହାତ ଗଣତି କିଛି ସ୍ଥାନକୁ ବିଜୁଳି ସଂଯୋଗ ଦିଆଯାଇଛି।...
ଭୁବନେଶ୍ୱର : ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ। ବାତ୍ୟା ଫୋନି ପରେ କରେଣ୍ଟ ନଥିବାରୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇବାକୁ ଛୋଟ ବଡ଼ ହୋଟେଲ ଓ ଲଜ୍ରେ ଥିଲାବାଲାଙ୍କର ଏମିତି ଚାଲିଛି ମୂଲଚାଲ। ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣାରୁ ମୁକ୍ତି ଲାଗି ରାଜଧାନୀର ଛୋଟ...
ପୁରୀ (ମଧୁସୂଦନ ମିଶ୍ର) : ଶ୍ରୀକ୍ଷେତ୍ର ପୁରୀ ସହ ପର୍ଯ୍ୟଟନର ସମ୍ପର୍କ ବେଶ୍ ପୁରୁଣା ଆଉ ନିବିଡ଼। ଜଗନ୍ନାଥ ଧାମରେ ପାଦ ଦେଉଥିବା ପ୍ରତିଟି ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ, ଠାକୁର ଦର୍ଶନ ସାରିବା ମାତ୍ରେ ତତ୍କ୍ଷଣାତ୍ ସମୁଦ୍ର ମୁହାଁ ହୋଇଯାଏ ମନ ଓ ପ୍ରାଣ। ସ୍ୱର୍ଣ୍ଣାଭ ବେଳାଭୂମୀରୁ...
ଭୁବନେଶ୍ୱର : ବାତ୍ୟା ‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍ ବଦଳରେ ଭଲ ନୋଟ୍ ପାଇ ପାରିବେ ଲୋକେ। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍। ଓଦା ନୋଟ୍କୁ ଶୁଖାଇ ବ୍ୟାଙ୍କ୍ରେ ବଦଳା ଯାଇପାରିବ। ତେବେ ମଇଳା, ଚିରା ଫଟା, ଖଣ୍ଡଖଣ୍ଡ ହୋଇଯାଇଥିବା, ଗୁଣ୍ଡ...
ନୂଆଦିଲ୍ଲୀ: ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ଚଳିତ ସାଧାରଣ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ। ଇଭିଏମ ସହ ୫ଟି ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳରେ ବିଳମ୍ୱ ହୋଇପାରେ ବୋଲି ସୂଚନା ରହିଛି। ବିରୋଧୀଙ୍କ ଅଭିଯୋଗ କ୍ରମେ ଏପ୍ରିଲ ୮ରେ ସୁପ୍ରିମକୋର୍ଟ...
ଭୁବନେଶ୍ୱର : ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସସିଟିଇଆଣ୍ଡଭିଟି) ପକ୍ଷରୁ ଆୟୋଜିତ ସମସ୍ତ ପ୍ରକାରର ଡିପ୍ଲୋମା ପରୀକ୍ଷାକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ‘ଫୋନି’ ବାତ୍ୟା ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଓ ମେ’ ୨୦ତାରିଖରୁ ଏସବୁ ପରୀକ୍ଷା ହେବ ବୋଲି ଆଜି ଏସସିଟିଇଆଣ୍ଡଭିଟି ପରୀକ୍ଷା...
ଭୋପାଳ : କଂଗ୍ରେସ ରାଲିରେ ମୋଦି ସ୍ଲୋଗାନ୍। ଏପରି କିଛି ଘଟଣା ଏବେ ଭୋପାଳ ରାଜନୀତିକୁ ଅଧିକ ଉଷ୍ମ କରିଛି। ଆଜି ଭୋପାଳରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦିଗ୍ବିଜୟ ସିଂ ରାଲିର ଆୟୋଜନ କରିଥିଲେ। ହେଲେ ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କିଛି ବ୍ୟକ୍ତି ମୋଦି...
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ୫ଟି ପର୍ଯ୍ୟାୟ ସରିଛି। ୩୨୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି। ଏବେ ବାକି ରହିଛି ମାତ୍ର ୧୧୮ଟି ଲୋକସଭା ଆସନ ପାଇଁ ମତଦାନ। ଆସନ୍ତା ୧୨ ତାରିଖ ଦିନ ହେବ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ। ବାକିଥିବା ୧୧୮ରୁ ସିଟ୍ରୁ ୫୯ଟିରେ ହେବ...
ଦିଲ୍ଲୀ( ଶିବାନନ୍ଦ) : ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍। ପାଟକୁରା ନିର୍ବାଚନ ଓ କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେପି ପ୍ରତିନିଧି ଦଳ। ଦଳର ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ...
ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଳୁଅ ଧାନ ସମେତ ମୁଗ ବିରି ଫସଲରେ ପାଣି ଜମି ଫସଲ ନଷ୍ଟ ହୋଇଛି। କେବଳ ଏତିକି...
ଭୁବନେଶ୍ୱର : ବାତ୍ୟାରେ ଭାଙ୍ଗିଯାଇଥିବା ପାୱାର ଗ୍ରୀଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (PGCIL) ଟାୱାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଦ୍ୟୁତ୍ ବିଭାଗର ଇଞ୍ଜିନିୟରମାନେ ଜୋରସୋରରେ ଏହି କାମରେ ଲାଗିଛନ୍ତି। PGCIL ଡାଇରେକ୍ଟର ସୀମା ଗୁପ୍ତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସେହି ସ୍ଥାନକୁ ଯାଇ...
କୋରାପୁଟ( ସୂର୍ଯ୍ୟ ପଣ୍ଡା) : କୋରାପୁଟରେ ଏନ୍କାଉଣ୍ଟର। ଆନ୍ଧ୍ର ସୀମା ପାଡ଼ୁଆ ଥାନା କିଟୁଆକାନ୍ତି ଜଙ୍ଗଲରେ ଏନ୍କାଉଣ୍ଟର ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ୨ ଜଣ ପୁରୁଷ ଅଛନ୍ତି। ଡିଭିଏଫ୍, ଏସ୍ଓଜି ପକ୍ଷରୁ କିଟୁଆକାନ୍ତି ଜଙ୍ଗଲରେ...
ମୁମ୍ୱାଇ : ଖୁବ କମ୍ ଦିନରେ ନିଜ ଆକ୍ଟିଂ ପାଇଁ ଓ ଷ୍ଟାଇଲ ଷ୍ଟେଟମେଣ୍ଟ ଲାଗି ବଲିଉଡ଼ରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆକ୍ଟର ସୋନମ କପୁର ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ତାଙ୍କ ପ୍ରଥମ ବିବାହ ବାର୍ଷିକୀ। ସୋନମ ଦିଲ୍ଲୀର ବିଜନେସମ୍ୟାନ ଆନନ୍ଦ...
ଖୋର୍ଦ୍ଧା : ଖୋର୍ଦ୍ଧାରେ ପାଣି ଯୋଗାଣ ଆରମ୍ଭ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେନେରେଟର ଏବଂ ପାଣିଟାଙ୍କିର ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଖୋର୍ଦ୍ଧା ମ୍ୟୁନିସପାଲଟିର ୨୦ଟି ୱାର୍ଡରେ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି। ତେବେ ରାତି ସୁଦ୍ଧା ଯଦି ମୁଣ୍ଡଳୀରେ ଥିବା ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ...