• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

df
ନିର୍ବାଚନ କମିଶନଙ୍କୁ ନିଜ ରକ୍ତରେ ଚିଠି ଲେଖିଲେ ଜଣେ ଯୁବକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ରାଜୀବ ଗାନ୍ଧୀ ଦୁର୍ନୀତିରେ ନମ୍ବର ଓ୍ୱାନ’ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ୟୁପିର ଆମେଠି ଲୋକସଭା ଆସନର ଜଣେ ଯୁବକ ମନୋଜ କଶ୍ୟପ। ଏଭଳି ଅପମାନସୂଚକ ମନ୍ତବ୍ୟ ରାଜୀବ ଗାନ୍ଧିଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ନ ଦିଅନ୍ତୁ ବୋଲି ଦର୍ଶାଇ ନିର୍ବାଚନ...

jagatsinghpur
ବାତ୍ୟା ଫୋନିରେ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକ୍‌ ପ୍ରଭାବିତ

ଜଗତସିଂହପୁର  (ଶଶାଙ୍କ ଶେଖର ପଣ୍ଡା) : ବାତ୍ୟା ଫୋନି ମାଡ଼ରେ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକ୍‌ ବିଶେଷ ପ୍ରଭାବିତ ହୋଇଛି। ହେଲେ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନରେ ତ୍ରୁଟି ଏବଂ ରିଲିଫ୍ ବଣ୍ଟନରେ ବିଳମ୍ବ ଯୋଗୁଁ ବିରିଡି, ରଘୁନାଥପୁର ବ୍ଲକ୍‌ ସମେତ ଅନେକ ସ୍ଥାନରେ ବିପନ୍ନମାନେ ରାଜରାସ୍ତାକୁ...

train
ସ୍ୱାଭାବିକ ହେଉଛି ପୁରୀ ରେଳ ଷ୍ଟେସନ୍

ପୁରୀ : ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ପୁରୀ ରେଳ ଷ୍ଟେସନ୍‌ରୁ ଯାତାୟତ। ଆଜି ପୁରୀରୁ ଛାଡ଼ିବ ପୁରୀ-ଦୁର୍ଗ, ପୁରୀ-ହଟିଆ ଏବଂ ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ସ୍ୱାଭାବିକ ଭାବେ ଯାତ୍ରା କରିବ। ପୁରୀଠୁ ସଂଧ୍ୟା ସାଢ଼େ ୬ଟା ବେଳେ ଛାଡ଼ିବ ପୁରୀ ଦୁର୍ଗ ଏକ୍ସପ୍ରେସ୍। ସଂଧ୍ୟା...

sanjaya
ରାଜ୍ୟରେ ବାତ୍ୟା ‘ଫୋନି’ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୧

ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ‘ଫୋନି’ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୧।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଓ ପୁରୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି। ତେବେ କଟକରେ ୮୦%, ଖୋର୍ଦ୍ଧାରେ ୭୦%...

electricity-fani
ବିଜୁଳି ବ୍ୟବସ୍ଥାକୁ ସଜାଡ଼ିବାକୁ ଦେବଦୂତ ସାଜିଛନ୍ତି କୁଶଳୀ ଶ୍ରମିକ

ଭୁବନେଶ୍ୱର  : ଫୋନିର ପ୍ରଳୟରେ ଦୋହଲି ଯାଇଥିବା ବିଜୁଳି ବ୍ୟବସ୍ଥାକୁ ସଜାଡ଼ିବାକୁ ଦେବଦୂତ ଭଳି ରାତି ଦିନ କାମରେ ଲାଗିଛନ୍ତି ବାହାର ରାଜ୍ୟର କୁଶଳୀ ଶ୍ରମିକ। ରାଜଧାନୀ ଭୁବନେଶ୍ୱର ଓ ସହର ଉପକଣ୍ଠରେ ନଷ୍ଟ ହୋଇଥିବା ବିଦ୍ୟୁତ ଖୁଣ୍ଟ ଏବଂ ଟାଓ୍ୱାରକୁ ସଳଖିବା ପାଇଁ କାମ କରୁଛନ୍ତି ପ୍ରାୟ ଏକ...

ୋ
ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲା ଆଦାନୀ ଗ୍ରୁପ୍‌

ଭୁବନେଶ୍ୱର : ଫୋନିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ଦେଶର ବହୁମୁଖୀ କମ୍ପାନୀ ଆଦାନୀ ଗ୍ରୁପ୍‌ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ଆଦାନୀ ପୋର୍ଟ ଆଣ୍ଡ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କରନ ଆଦାନୀ ଆଜି...

report
ବାତ୍ୟା ଫୋନିର ଆସିଲା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର :  ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଛି।  ଭୀଷଣ ପବନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଏଯାଏ ଗଛ ସଫା କରାଯାଇ ନଥିବାରୁ ରାସ୍ତା ଅବରୋଧ ହୋଇଛି । ସେହିପରି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ।...

water-e
ପାଣି ପାଇଁ ଲୋକଙ୍କ ସଂଘର୍ଷ ଭିତରେ ବାବୁଙ୍କ ପାଇଁ ଭିଆଇପି ଟ୍ରିଟମେଣ୍ଟ

ଭୁବନେଶ୍ୱର : ଫୋନି ତାଣ୍ଡବ ପରଠୁ ସାରା ରାଜଧାନୀରେ ଜଳ ପାଇଁ ଯୁଦ୍ଧ ଭଳି ପରିସ୍ଥିତି। କିଏ ପାଣି ମୁନ୍ଦାଏ ପାଇଁ ରାତି ତମାମ୍ ଅନିଦ୍ରା ହେଲେଣି ତ’ ଆଉ କିଏ କିଏ ରାସ୍ତା ଉପରେ ହଙ୍ଗାମା କଲେଣି । ହେଲେ ସରକାରୀ ବାବୁଙ୍କ ପାଇଁ କିନ୍ତୁ ଚିନ୍ତା...

jay panda
କିଏ ଅର୍ଜୁନ ଓ କିଏ ଦୁର୍ଯ୍ୟୋଧନ ତାହା ମେ ୨୩ରେ ସ୍ପଷ୍ଟ ହୋଇଯିବ : ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ଚଳିତ ନିର୍ବାଚନରେ ବିଜେପି ବହୁତ ଭଲ କରିବ। ନିଜର ପୂର୍ବ ଆସନ ସହ ବିଜେପି ଆଉ ଅଧିକ ଆସନ ପାଇବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସାରା ଦେଶରେ ମୋଦି ଲହର ଆଶ୍ଚର୍ଯ୍ୟଜନକ ବୋଲି ବିଶ୍ଳେଷକ କହୁଥିବାବେଳେ ୫ ବର୍ଷ ପରେ...

cyclone
ବାତ୍ୟା ଯିବାର ୫ ଦିନ ପରେ ବି ଥମୁନି ହାହାକାର

ଭୁବନେଶ୍ୱର : ବାତ୍ୟା ଫୋନିର ତାଣ୍ଡବ ପରେ ସବୁଠି ହାହାକାର। ଅନେକ ସ୍ଥାନରେ ଆନ୍ଦୋଳନକୁ  ଓହ୍ଲାଇଛନ୍ତି ସାଧାରଣ ଲୋକ। ଏସବୁ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ଜଳଯୋଗାଣ, ରିଲିଫ୍ ଓ ବିଦ୍ୟୁତ ସେବା ସ୍ୱାଭାବିକ୍‌ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଥିବା ସରକାର କହିଛନ୍ତି। ଜଗତସିଂହପୁର, ଜଟଣୀ, ଭୁବନେଶ୍ୱର...

merine
ଫୋନିର ଭୟଙ୍କର ଆକ୍ରମଣ : ୬ ଘଣ୍ଟାରେ ଉଜୁଡିଗଲା ୬ ଦଶନ୍ଧିର ସବୁଜିମା

ପୁରୀ (ମଧୁସୂଦନ ମିଶ୍ର) : ପୁରୀରେ ଜଗନ୍ନାଥ ଦର୍ଶନ ସାରି ଭକ୍ତଟିଏ ଯେତେବେଳେ ପର୍ଯ୍ୟଟକ ପାଲଟିଯାଏ, ମନ ତାର ଆପେ ଆପେ କୋଣାର୍କ ମୁହାଁ ହୋଇଯାଏ। ଆଉ ପୁରୀରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭରେ ବାଲୁଖଣ୍ଡ ଅଭୟାରଣ୍ୟ ଛାତି ଭିତର ଦେଇ ସୂର୍ଯ୍ୟ ମନ୍ଦିର ଅଭିମୁଖେ ଯିବାବେଳେ ତାକୁ...

udan
ଫୋନିରେ ପୂର୍ବ ଭାରତର ସବୁଠୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଭାଙ୍ଗିଯାଇଛି

ଭୁବନେଶ୍ୱର : ବାତ୍ୟା ଫୋନିରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଭଳି ପୂର୍ବ ଭାରତର ସବୁଠାରୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଉଡାନ୍ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ଗତ ମାସକ ତଳେ ହିଁ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୧ କୋଟି ଟଙ୍କାରୁ...

meeting
ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଭୁବନେଶ୍ୱର : ଫୋନି ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ମୁଖ୍ୟତଃ ମୋବାଇଲ ନେଟ୍ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ଆଲୋଚନା...