ଭୁବନେଶ୍ଵର : ଓଡ଼ିଶାର ଜଣାଶୁଣା ଗହଣା ବ୍ରାଣ୍ଡ୍ ଖିମଜୀ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଆଜି ଖିମଜୀ ଗ୍ରୁପର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ ଖିମଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।...
ଭୁବନେଶ୍ୱର : ପ୍ରାଣବନ୍ତ ଶ୍ରୀକ୍ଷେତ୍ରକୁ ସତେ ଯେମିତି ପ୍ରାଣଶୂନ୍ୟ କରିଦେଇଛି କାଳରୂପୀ ବାତ୍ୟା ‘ଫୋନି’। ଝଡ଼ର ପ୍ରଚଣ୍ଡ ଆକ୍ରମଣରେ ବିଦୀର୍ଣ୍ଣ ହୋଇଯାଇଛି ସବୁଜିମାର ଭରା କ୍ଷେତ୍ର ଶ୍ରୀକ୍ଷେତ୍ର। ଯୁଆଡ଼େ ଚାହିଁଲେ ଦେଖାଯାଉଛି ବଡ଼ଦେଉଳ। ଦିନ କେଇଟା ତଳେ ପତିତପାବନ ବାନାକୁ ସାମାନ୍ୟ ଦୂରରୁ ଦେଖିବା ସମ୍ଭବ ହେଉନଥିଲା। ଏବେ...
ପୁରୀ /ଖୋର୍ଦ୍ଧା : କେବେ ମୁଣ୍ଡ ଟେକିବ ଫୋନି ମାଡ଼ରେ ଧରାଶାୟୀ ପୁରୀ ଜିଲ୍ଲାର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା। ହରିଶଙ୍କରପୁର ଅଞ୍ଚଳର ରାସ୍ତା କଡ଼ରେ ଶୋଇଛି ଶହ ଶହ ବିଦ୍ୟୁତ୍ ଖୁଣ୍ଟ। ଏଗୁଡିକ ସଳଖ କରିବା ଲାଗି କେତେ କର୍ମଚାରୀ ଓ କେତେ ଦିନ ଲାଗିବ ଆକଳନ ଲଗାଇବା...
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବିତ ପୁରୀରେ ସବୁଜିମା ଫେରାଇ ଆଣିବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ଯୋଜନା କରିବ। ସାମୁଦ୍ରିକ ଝଡ଼କୁ ପ୍ରତିହତ କରିବା ପାଇଁ ଯେଉଁ ଗଛ ଗୁଡ଼ିକ ସହାୟକ ହେବ, ସେହିଭଳି ବୃକ୍ଷରୋପଣ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ଅଜୟ...
ଅନୁଗୁଳ( ବିରଜା ଦାସ୍) : ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ଗତ ୨-୩ ଦିନ ହେଲା ରାଜ୍ୟରେ ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହୁଥିବାବେଳେ ଅନୁଗୁଳ ଏବଂ ତାଳଚେରରେ ବି ଗଲା କିଛିଦିନ ହେଲା ତାପମାତ୍ରା ବୃଦ୍ଧି ପାଇଛି। ସର୍ବୋଚ୍ଚ ତାପମାତ୍ରା ୨ଟି...
କଟକ : ସ୍ୱାଭାବିକ ହେଲା କ୍ୟାପିଟାଲ ହସ୍ପିଟାଲର SNCU ୟୁନିଟ୍। ବାତ୍ୟା ଫୋନିରେ ପ୍ରଭାବିତ SNCU ୟୁନିଟର ପୁନରୁଦ୍ଧାର ପରେ ୨୪ ବେଡରେ ନବଜାତଙ୍କ ଚିକିତ୍ସା ପୁଣିଥରେ ଆରମ୍ଭ ହୋଇଛି। ବାତ୍ୟା ଫୋନିର ତାଣ୍ଡବରେ SNCUର ସିଲିଂ ଖସିପଡିଥିବା ବେଳେ ସେଠାରେ ଚିକିତ୍ସିତ ହେଉଥିବା ୨୨ ନବଜାତ ଶିଶୁଙ୍କୁ...
ବାରିପଦା( ମାଣିକ ପାଣି) : ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମ୍ପିସି ଅଟୋନମସ୍ କଲେଜରେ ବିଦ୍ୟୁତ୍ ସରବରାହ ବ୍ୟାହାତ ଯୋଗୁଁ ମୋବାଇଲ ଟର୍ଚ୍ଚରେ ହେଲା ଯୁକ୍ତଦୁଇ ଖାତା ଦେଖା। ଝଡ଼ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ୍ ଚାଲିଯିବା ପରେ ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାର ହୋଇଥିଲା। ବହୁ ସମୟ ଧରି...
ଜୟପୁର( ଟି.ଗୌରୀ ଶଙ୍କର) : ପୁଣି ଶବକୁ ଅସମ୍ମାନ। ମୋଟର ସାଇକଲରେ ବୁହା ହେଲା ମୃତଦେହ। ମେଡିକାଲରୁ କୌଣସି ସହାୟତା କିମ୍ବା ଆମ୍ବୁଲାନ୍ସ ନମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ମୋଟର ସାଇକେଲରେ ମୃତଦେହ ନେଇ ବ୍ୟବଚ୍ଛେଦ କରାଇଛନ୍ତି। ଏହି ଘଟଣା ଘଟିଛି ଜୟପୁର କୁନ୍ଦୁରା ବ୍ଲକ୍ରେ। ଗତ...
ଭୁବନେଶ୍ୱର : ଫୋନି ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଫୋନି ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ। ନିରଞ୍ଜନ କହିଛନ୍ତି, ଗଣମାଧ୍ୟମର ପ୍ରଚାର ପ୍ରସାର ଯୋଗୁଁ ମୃତ୍ୟୁ ସଂଖ୍ୟା କମିଛି। କିନ୍ତୁ ସରକାର...
ଭୁବନେଶ୍ୱର : ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ୧୪ଟି ଜିଲ୍ଲାରେ ବ୍ୟାଙ୍କ ସେବା ଅଧିକ ୨ ଘଣ୍ଟା ଚାଲିବ। ଆଜି ଭୁବନେଶ୍ୱର ସ୍ଥିତ ଆର୍ବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ) କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଆର୍ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ମହେଶ ମଲ...