• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

hp
ବିଜେପି ରାଲି ବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି

କୋଲକତା : ଗତକାଲି କୋଲକତାରେ ବିଜେପି ରାଲିବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି।  ହିଂସାକାଣ୍ଡ ପାଇଁ ବିଜେପି ସିଧାସଳଖ ଟିଏମସିକୁ ଦାୟୀ କରିଛି। ପଶ୍ଚିମବଂଗରେ ବିଜେପିର ଶକ୍ତିବୃଦ୍ଧିକୁ ନେଇ ଟିଏମସି ହତାଶ ହୋଇ ପଡିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅଭିଯୋଗ କରିଛନ୍ତି। ଏନେଇ ବିଜେପି...

arohi2-up
ସଫଳତାର ଶୀର୍ଷରେ ଆରୋହୀ : ଏକାକୀ ଅତିକ୍ରମ କଲେ ଆଟ୍‌ଲାଣ୍ଟିକ୍‌ ମହାସାଗର

ମୁମ୍ବାଇ : କ୍ୟାପଟେନ୍ ଆରୋହୀ ପଣ୍ଡିତ। ବୟସ ମାତ୍ର ୨୩ ବର୍ଷ। ଏତେ କମ୍‌ ବୟସରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ସାରା ବିଶ୍ୱକୁ ଚମକାଇ ଦେଇଛି। ଲାଇଟ୍‌ ସ୍ପୋର୍ଟ ଏୟାରକ୍ରାଫ୍ଟରେ ସେ ଏକାକୀ ଆଟ୍‌ଲାଣ୍ଟିକ୍‌ ମହାସାଗର ଅତିକ୍ରମ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା ଭାବେ ଆରୋହୀ...

ul
ଭାଙ୍ଗିଲା କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ

ବ୍ରିଷ୍ଟଲ୍: ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଇମାମ୍-ଉଲ୍-ହକ୍ ଶତକ ମାରିଥିଲେ ହେଁ, ପାକିସ୍ତାନକୁ ଜିତାଇ ପାରିନଥିଲେ। କିନ୍ତୁ ସେ ଭାରତର ମହାନ୍ ଅଲରାଉଣ୍ଡର କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବାରେ...

banki
ଫୋନି ବାତ୍ୟାର ୧୨ ଦିନ ପରେ ବି ଦୁର୍ଦ୍ଦଶାରେ ବାଙ୍କୀ ଲୋଚନପୁର ବାସିନ୍ଦା

ବାଙ୍କୀ( ସଂଜୀବ ନାୟକ) : ଉଡିଯାଇଛି ଚାଳ ଛପର। ଭାଙ୍ଗି ଯାଇଛି ଝାଟି ମାଟି ଘର। ପୁଣି ଥରେ ଅସଜଡା ଘରକୁ ସଜାଡିବା ପାଇଁ ଚେଷ୍ଟା ଚଳାଇଛନ୍ତି ବାତ୍ୟା ବିପନ୍ନ। ଫୋନି ପରେ ବାଙ୍କୀ ରତାଗଡ଼ ଲୋଚନପୁର ଗାଁର ଏଭଳି ଅବସ୍ଥା। ଅର୍ଥାଭାବରୁ ଭଙ୍ଗା ଦଦରା ଘରକୁ ସଜାଡିବାରେ...

n
ବାତ୍ୟା ପରେ ଏବେ ଦାଉ ସାଧୁଛି କାଳବୈଶାଖୀ

ଉଦଳା(ମାନସ ପାଣି) : ବାତ୍ୟା ପରେ ଏବେ କାଳବୈଶାଖି ଦାଉ। ଫୋନିର ଭୟାବହତା ମନରୁ ଲିଭି ନଥିବା ବେଳେ ଏବେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ରେ କାଳବୈଶାଖୀ ହୋଇଥିଲା। ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା...

ସଦମଂ
ରାଉରକେଲା ମାଲଗୋଦାମରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

ରାଉରକେଲା( ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହେବାରୁ କିଛି ସମୟ ଲାଗି ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ମାଲଗୋଦାମ ପାଖ ଟ୍ରାକ୍‌ରେ ସିମେଣ୍ଟ ବୋଝେଇ ଟ୍ରେନ୍‌ର ୨ଟି ବଗି ଲାଇନ୍‌ ତଳକୁ ଖସିଯାଇଥିଲା। ପରେ ବଗି ଦୁଇଟିକୁ ବାହାର...

deer
ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସ୍ଥିତି ନେଇ ହଟିଲା ଆଶଙ୍କା

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସ୍ଥିତି ନେଇ ହଟିଲା ଆଶଙ୍କା। ଅଭୟାରଣ୍ୟରେ ହରିଣ ଜୀବୀତ ଥିବା ନେଇ ସୂଚନା ଦେଇଛନ୍ତି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦଗାତା। ଗତକାଲି ରାତିରେ ରେଞ୍ଜ୍ ଅଫିସ୍ ପାଖରେ ୨୫ଟି ହରିଣ ଦେଖା ଦେଇଛନ୍ତି। ରେଂଜ...

central team
ବାତ୍ୟା ଫୋନି କ୍ଷୟକ୍ଷତି ନେଇ ସରିଲା କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ

ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍‌ର ଆକଳନ ପରେ ସଚିବାଳୟରେ ବୈଠକ ଶେଷ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଆଲୋଚନା...

mon
ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର :  ଜୁନ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌। ଏହାପୂର୍ବରୁ ମୌସୁମୀ ମେ ୨୨ ସୁଦ୍ଧା ଆଣ୍ଡାମାନ ଛୁଇଁବା ନେଇ ମଧ୍ୟ ସଂସ୍ଥା ଆକଳନ କରିଛି। ତେବେ କେରଳ ଛୁଇଁବାର ୧ରୁ ୨ ସପ୍ତାହ...

k
ଚର୍ଚ୍ଚାରେ ମହିଳା ପୋଲିଂ ଅଧିକାରୀ ; ସୋଶାଲ ମିଡିଆରେ ଫଟୋ ଭାଇରାଲ

ଲକ୍ଷ୍ନୌ : ବେଶ୍‌ ଜମୁଛି ନିର୍ବାଚନୀ ଋତୁ। ବୟାନବାଜି ଓ ବାକ୍‌ ଯୁଦ୍ଧକୁ ନେଇ ନିତିଦିନ ଚର୍ଚ୍ଚାରେ ଆସୁଛନ୍ତି ରାଜନେତା। ଏହି ନିର୍ବାଚନୀ ମାହୋଲରେ କେବଳ ନେତା ନୁହନ୍ତି, ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଷ୍ଟାଇଲ ବି...

jj
୧୯ରେ ୩୪ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର : ଆସନ୍ତା ୧୯ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାର ୩୪ଟି ବୁଥରେ ସାନି ମତଦାନ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନର ୧୨ଟି ବୁଥ୍ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ୨୨ଟି ବୁଥରେ ଏହି ମତଦାନ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ଆଜି ୧୦ଟି ଜିଲ୍ଲାର...

moon
ସଂକୁଚିତ ହେଉଛି ଚନ୍ଦ୍ର ; ଉତ୍ପତ୍ତି କାଳରୁ ଏଯାଏଁ କମିଲାଣି ୫୦ ମିଟର

ୱାଶିଂଟନ : ଧୀରେ ଧୀରେ ସଂକୁଚିତ ହେଉଛି ଚନ୍ଦ୍ର। ଏଥିଯୋଗୁଁ ଏହାର ପୃଷ୍ଠ ଭାଗରେ ଭାଙ୍ଗ ପଡିବା ସହ ଫାଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୃଥିବୀରେ ଭୂମିକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅନୁଭୂତ ହେଉଛି। ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ଅଧିକ ରେକର୍ଡ...