• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

komana
ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ବିଡିଓ ଅଟକ

ନୂଆପଡ଼ା ( ମାୟାଧର ସରାଫ) : ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ବିଡିଓ ଥାନାରେ ଅଟକ।  ଗତକାଲି ସଂଧ୍ୟାରେ ନୂଆପଡ଼ାର ଏକ ହୋଟେଲରେ ରାତ୍ରି ଭୋଜନ ବେଳେ ଜଣେ ମହିଳାଙ୍କୁ ବିଡ଼ିଓ ଶ୍ୟାମଳ ରାୟ ଦୁର୍ବ୍ୟବହାର କରିଥିବା ସଦର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ...

rape
ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ

କଟକ : ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣାରେ ମୋଡ଼ ବଦଳିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଜି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ନେଇ କଟକ ସଦର ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଘଟଣା ଦିନ ରାତିରେ ବାହାରକୁ ଶୌଚ ପାଇଁ ଯାଇଥିଲେ ନାବାଳିକା।...

market
ବାତ୍ୟା ପରେ ପରିବା ବଜାରରେ ନିଆଁ

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫୋନି’ର ପ୍ରଭାବ ଏବେ ସିଧାସଳଖ ପରିବା ମାର୍କେଟ ଉପରେ ପଡ଼ିଛି। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ଫୋନି ଯୋଗୁ ଅଧିକାଂଶ କଞ୍ଚା ପରିବା ଦର ଦୁଇ ସପ୍ତାହ...

lighten death
ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ

ବାଲେଶ୍ୱର (ରଞ୍ଜିତ ପାକଳ) : ଚିଙ୍ଗୁଡ଼ି ଘେରିକୁ ମେସିନ୍‌ ସଜାଡ଼ିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ। ଚାଲିଗଲା ୨ ଜଣ ଯୁବକଙ୍କ ଜୀବନ। ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ସିଙ୍ଗଲା ଥାନା ରାଣେଶ୍ୱରପୁର ଡିହଚକସର୍ଥା...

n s
୧୯ ଭୋଟ୍ ସରିନଥିଲେ ବି ଦିଲ୍ଲୀ ଦଖଲ ଲାଗି କସରତ

ଭୁବନେଶ୍ୱର : କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ଉଭୟ ୟୁପିଏ ଓ ଏନଡିଏ ଏବେଠୁ ‘ସହଯୋଗୀ’ ଖୋଜିବାରେ ବ୍ୟସ୍ତଥିବାବେଳେ ଏହା ଏବେ ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ‘ବିଜେଡି’ ପାଇଁ ସୋନେ ପେ ସୁହାଗା ସାବ୍ୟସ୍ତ ହୋଇଛି। ‘ଫୋନି’ ମୁକାବିଲା...

SWAHA3
କାନ୍ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଚଳଚ୍ଚିତ୍ର ‘ସ୍ୱାହା’

ମର୍ଯ୍ୟାଦାଜନକ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନ ପାଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱାହା’। ପିଢ଼ି ପିଢ଼ି ମଧ୍ୟରେ ବ୍ୟବଧାନକୁ ମୁଖ୍ୟ କଥାବସ୍ତୁ ଭାବେ ନେଇ ନିର୍ମିତ ଏହି ସର୍ଟଫିଲ୍ମ। ଆଗାମୀ ୨୩ ତାରିଖରେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ। ଯାହା ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି...

ff
ଚତୁର୍ଥୀ ଦିନ ବଜ୍ରପାତ; ବର ମୃତ

ଆନନ୍ଦପୁର(ମୁନ୍ନା ସିଂ): ଚତୁର୍ଥୀ ଭୋଜି ପାଇଁ ଚାଲିଥିଲା ଆୟୋଜନ। ସମସ୍ତେ ବ୍ୟସ୍ତ ଥିଲେ। ଏହି ସମୟରେ ହେଲା ବଜ୍ରପାତ। ବରଙ୍କ ମୃତ୍ୟୁ ଘଟିଥିବା ବେଳେ ବଧୂଙ୍କ ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର...

tathagata
‘କୌଣସି ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ରାଜନୈତିକ ଦଳ ନୁହେଁ ବିଜେଡି’

ଭୁବନେଶ୍ୱର : ବିଜେଡି ଓ ଦଳ ମୁଖିଆ ନବୀନଙ୍କ ବିରୋଧରେ ତଥାଗତଙ୍କ ବିଷୋଦ୍‌ଗାର। ବିଜେଡି କୌଣସି ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ରାଜନୈତିକ ଦଳ ଭାବେ ତିଆରି ହୋଇନି, ଏହା ଓ୍ୱାନ୍ ମ୍ୟାନ୍ ଶୋ। ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ନେତା ତଥାଗତ...

rain
ପ୍ରବଳ ବର୍ଷା ସହ ପବନ ବହିବ, ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସହ ପବନ ବହିବ। ଏପରିକି ବଜ୍ରପାତ ମଧ୍ୟ ମାରିବ। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାତି ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୋଳ,...

puri
୧୨ ଦିନ ପରେ ଆଲୋକିତ ହେଲା ଶ୍ରୀମନ୍ଦିର

ପୁରୀ/ ଖୋର୍ଦ୍ଧା/ ଜଗତସିଂହପୁର : ତୋଡ଼ ଦେଖାଇ ବାତ୍ୟା ଫୋନି ଫେରି ଯିବାର ୧୨ ଦିନ ବିତି ଗଲାଣି, ହେଲେ ପର୍ଯ୍ୟଟନର ସହର ପୁରୀରେ କିନ୍ତୁ ସରୁନି ଅନ୍ଧାରର ରାଜୁତି। ପ୍ରାୟ ଦେଢ଼ ସପ୍ତାହ ପରେ ଆଜି ଶ୍ରୀମନ୍ଦିରରେ ବିଦ୍ୟୁତ୍ ସରୋବରାହ ତ ସ୍ୱାଭାବିକ ହୋଇଛି, କିନ୍ତୁ ସହରବାସୀଙ୍କ...

3
ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କଠୁ ଲୁଟ୍

ଖୋର୍ଦ୍ଧା( ବଳରାମ ଲେଙ୍କା) : ଦିନ ଦ୍ୱିପ୍ରହରରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କୁ ହାଣି ଲୁଟିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ଶ୍ରୀରାମପୁର-ଠଣାପଲ୍ଲୀ ରାସ୍ତାରେ ଏହି ଲୁଟ୍ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଦିବ୍ୟ ପ୍ରସାଦ ସାହୁ। ସେ ମାସିକ ଋଣର କିସ୍ତି ଆଦାୟ କରି...

cm
ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ଆଜି ରିଲିଫ୍‌ ଘୋଷଣା କରିଛନ୍ତି ନବୀନ। ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ...