ନରସିଂହପୁର(ଦିଲ୍ଲୀପ ପଣ୍ଡା) : ଚାଲିଯାଇଛି ବାତ୍ୟା ଫୋନି। ବଢ଼ିଚାଲିଛି ସୂର୍ଯ୍ୟଙ୍କ ପ୍ରକୋପ ଏବଂ ଗୁଳୁଗୁଳି। ଏହାର ପ୍ରଭାବ ମଣିଷଙ୍କ ସମେତ ବନ୍ୟଜନ୍ତୁଙ୍କ ଉପରେ ପଡୁଛି। ଅସହ୍ୟ ଖରାରେ ଛଟପଟ ହେଉଛନ୍ତି ବନ୍ୟଜନ୍ତୁ। ଖରା ଦାଉରୁ ରକ୍ଷା ପାଇଁ ପାଣି ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ହାତୀପଲ। କଟକ...
ଫୁଲବାଣୀ (ତ୍ରିନାଥ ସାହୁ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ଗାଁରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଯୁବକ ଜଣଙ୍କ ଫୁଲବାଣୀ ସହରର ଚନ୍ଦନ ଦିଗାଲ। ମିଳିଥିବା ସୂଚନା ଅନୁସାରେ, ଚନ୍ଦନ...
ଟିଟିଲାଗଡ଼(ମାନସ ରଂଜନ ମହାନ୍ତି) : ଟିଟିଲାଗଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଦେଓବନ୍ଧରେ ମୃତଦେହ ଭାସୁଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ପୁଲିସକୁ ଖବର ଦେବା ପରେ ଶବ ଉଦ୍ଧାର କରାଯାଇଥିଲା। ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପାରିପାର୍ଶ୍ୱିକ...
ମଣିପୁର : ଆଧୁନିକତାକୁ ଆଦରି ନେଉଥିବା ମଣିଷ କିନ୍ତୁ ଆଜି ବି ନିଜ ପରମ୍ପରାକୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଛି। ବିବିଧତାରେ ଭରପୂର ଭାରତରେ ଆଜି ବି ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବଞ୍ଚି ରହିଛି ଶହ ଶହ ବର୍ଷର ପରମ୍ପରା ଓ ଐତିହ୍ୟ।...
ଅନୁଗୁଳ(ବିରଜା ଦାଶ) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଦୁର୍ଗାପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ମଧ୍ୟ ରାତ୍ରରେ ବଜାରରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିନିଟି ଦୋକାନ ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଅଧିବାସୀ ଓ ବ୍ୟବସାୟୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ।...
କଟକ (ପ୍ରଭାତ ବିଷୋୟୀ) : କଟକରେ ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ଘଟଣାରେ କଟକ ଡିସିପି ଏବଂ MSME ସଚିବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡ଼ିଶା ଶିଳ୍ପ ସଂଘ। ଗତକାଲି ଏନେଇ ଶିଳ୍ପସଂଘ ତରଫରୁ ଏକ ବୈଠକ ଡକାଯାଇଥିଲା। ଏଥିରେ ୨୪ଘଣ୍ଟା ମଧ୍ୟରେ ଉଭୟଙ୍କ...
ସାଲେପୁର( ମନୋଜ ଆଚାର୍ଯ୍ୟ) : ସେବାୟତ ବିବାଦକୁ ନେଇ ଗତ ୩ଦିନ ଧରି ମନ୍ଦିରରେ ପୂଜାପାଠ ବନ୍ଦ। ଉପବାସରେ ମାଆ ହରଚଣ୍ଡୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ର ପ୍ରସିଦ୍ଧ ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡୀ ମନ୍ଦିରରେ। ଅଭିଯୋଗ ଅନୁସାରେ, ଡ଼ଙ୍ଗା ସମସ୍ୟାକୁ ନେଇ ଚଳିତବର୍ଷ ମହାପ୍ରଭୁଙ୍କ...
ନୟାଗଡ଼ / ମୁନିଗୁଡ଼ା : ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣ ମୃତ। ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କୋରଡ଼ା ନିକଟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ରାସ୍ତା ପାର ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା।...
ପଶ୍ଚିମବଙ୍ଗ : କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅପ୍ରତ୍ୟାଶିତ, ଅଗଣତାନ୍ତ୍ରିକ ବୋଲି କହି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ବିଜେପି ପୂର୍ବ ପ୍ରସ୍ତୁତି ଅନୁସାରେ ଷଡ଼ଯନ୍ତ୍ର କରି ଏଭଳି ନିଷ୍ପତ୍ତି ନେବା ସହ ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ବ୍ୟବହାର କରିଛି। ଆଜି ପଶ୍ଚିମବଙ୍ଗରେ ମୋଦିଙ୍କ...
ପଶ୍ଚିମବଙ୍ଗ : କୋଲକାତାରେ ମଙ୍ଗଳବାର ଘଟିଥିବା ରାଜନୈତିକ ହିଂସାକାଣ୍ଡ ଓ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଭଙ୍ଗାଯିବା ଘଟଣାକୁ ଗୁରତର ସହ ନେଇଛନ୍ତି ନିର୍ବାଚନ କମିଶନ୍। ପ୍ରଥମ ଥର ପାଇଁ ରାଜ୍ୟରେ ଧାରା ୩୨୪କୁ ଲାଗୁ କରାଯାଇଛି। ଏହା ବଳରେ ନିର୍ବାଚନ କମିଶନ ନିର୍ବାଚନ ତଦାରଖ, ପରିଚାଳନା ଓ...