ପୁରୀ : ପୁରୀରେ ଅଂଶୁଘାତରେ ଜଣକର ମୃତ୍ୟୁ ଅଭିଯୋଗ। ମୃତକ ଜଣକ ହେଲେ ବ୍ରହ୍ମଗିରି ଅଞ୍ଚଳର ସୁରେନ୍ଦ୍ର କୁମାର ରଣସିଂହ। ତାଙ୍କର ବୟସ ପ୍ରାୟ ୪୦ ବର୍ଷ। ସେ ଦୁଧଓ୍ୱାଲା ଧର୍ମଶାଳା ନିକଟରେ ହଠାତ୍ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନେଇଥିଲେ...
ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ଅମଳରେ ୨୦୦୯ରୁ ୨୦୧୮ ମସିହା ମଧ୍ୟରେ ଦିଆଯାଇଥିବା ୨୪ଟି ମୋଟା ଅଙ୍କ ଋଣର ତର୍ଜମା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କୋଚରଙ୍କ ସମୟରେ ଦିଆଯାଇଥିବା ୭ ହଜାର ୮୬୨ କୋଟି ଟଙ୍କା ଋଣର ସମସ୍ତ ପ୍ରକାର ଯାଞ୍ଚ କରିବ...
ନୂଆଦିଲ୍ଲୀ : ପ୍ରାୟ ଗୋଟିଏ ମାସ ପରେ ନିର୍ବାଚନ ପ୍ରଚାରରେ ପଡିଛି ଯବନିକା। ଆଜି ସଂଧ୍ୟା ୫ଟାରେ ଶେଷ ହୋଇଛି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାର। ୧୯ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର...
ଯାଜପୁର (ଗୁଲାମ ଗସ୍) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ଗରମରୁ ଟିକେ ମୁକ୍ତି ପାଇବା ପାଇଁ ଖରାଦିନେ ବାଟୋଇଙ୍କ ପ୍ରଥମ ପସନ୍ଦ ତରଭୁଜ। ଧୁ ଧୁ ଖରା। ଗରମ ସାଙ୍ଗକୁ ଓଠ, ପାଟି ଶୁଖି ଯାଉଛି। ଆଉ ଏମିତି ସମୟରେ ମିଠା ମିଠା ତରଭୁଜ ଖାଇବାର...
କରଞ୍ଜିଆ : ଘରେ ଶୋଇଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ। ବୃଦ୍ଧ ମୃତ, ବୃଦ୍ଧା ଗୁରୁତର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମହୁଲଡ଼ିହା ଥାନା ଜରକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ବୃଦ୍ଧଙ୍କ ବେକକୁ ଚୋଟ ମାରିବା ସହ ବୃଦ୍ଧାଙ୍କ ଡାହାଣ ହାତ...
ଯାଜପୁର( ଗୁଲାମ ଗସ୍) : ଆସନ୍ତା ୧୯ ତାରିଖରେ ରାଜ୍ୟର ୩୪ଟି ବୁଥ୍ରେ ହେବ ସାନି ମତଦାନ। ଯେଉଁଥିରେ ଯାଜପୁର ବରୀ ନିର୍ବାଚନମଣ୍ଡଳୀର ସର୍ବାଧିକ ୫ଟି ବୁଥ୍, ବିଞ୍ଝାରପୁରର ୨ଟି ଏବଂ ଧର୍ମଶାଳା ଓ ସୁକିନ୍ଦାର ଗୋଟିଏ ଲେଖାଏଁ ବୁଥ୍ରେ ଭୋଟ୍ ହେବ। ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡିକରେ ଶାନ୍ତିଶୃଙ୍ଖଳା...
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ଲାଗି ହୋଇଥିବା ମତଦାନର ହେବ ଭୋଟ୍ ଗଣତି। ଆଉ ଏଥିପାଇଁ ସୁନ୍ଦରଗଡ଼ରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ଶିବିର। ରାଉରକେଲା, ରଘୁନାଥପଲ୍ଲୀ, ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ଭୋଟ୍ ଗଣତି...
ସୋନପୁର (ରବିନ୍ଦ୍ର ହୋତା) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ରେ ଝାଡ଼ାବାନ୍ତିରେ ୪୧ ଆକ୍ରାନ୍ତ। ଜନମୁରା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨୩ ଜଣ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ଅନ୍ୟ ଆକ୍ରାନ୍ତମାନେ...
କଟକ ( ପ୍ରଭାତ ବିଷୋୟୀ) : ନିୟମିତ ଟ୍ରେନ୍ ବିଳମ୍ବରେ ଛାଡ଼ିବା ପ୍ରତିବାଦରେ ହୋଇଥିବା ରେଳ ରୋକ୍ ପ୍ରତ୍ୟାହୃତ ହୋଇଛି। କପିଳାସ ରୋଡ୍ ଓ ନିର୍ଗୁଣ୍ଡି ମଧ୍ୟରେ ରେଲୱେ ଟ୍ରାକ୍ ଉପରେ ଧାରଣାରେ ବସିଥିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ଉଭୟ ଦିଗରେ ୫ଟି ଟ୍ରେନ୍ ଅଟକି ରହିଥିଲା। ସେହିପରି...
ଆନନ୍ଦପୁର (ମୁନ୍ନା ସିଂହ) : ବିବାହର ଚତୁର୍ଥୀ ଦିନ ବଜ୍ରପାତରେ ମୃତ୍ୟୁବରଣ କରିଥିବା କେନ୍ଦୁଝର ଟାଙ୍ଗିରିପାଳର ଜଣେ ବ୍ୟକ୍ତିଙ୍କ ମରଶରୀର ଏଯାଏଁ ବ୍ୟବଛେଦ ହୋଇନି। ଫଳରେ ସତ୍କାର ହୋଇନପାରିବାରୁ ଗାଁରେ ଅଖିଆ ଅପିଆ ଅବସ୍ଥାରେ ରହିଛନ୍ତି। ବ୍ୟବଛେଦ ପାଇଁ ଡାକ୍ତର ସହଯୋଗ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।...