ଭୁବନେଶ୍ୱର : ଆକ୍ସନମୁଡ୍ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଆଉ ୫ ଘଣ୍ଟା ନୁହେଁ, ସରକାରୀ କଲେଜରେ ଅଧ୍ୟାପକଙ୍କ ପାଇଁ ଏଣିକି ଓ୍ୱାର୍କିଂ ଆଓ୍ୱାର ରହିବ ୭ ଘଣ୍ଟା। ଅଧ୍ୟାପକଙ୍କ ଉପସ୍ଥାନ ବି ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ କଲେଜ ଅଧ୍ୟକ୍ଷ...
ଭୁବନେଶ୍ୱର : କମିଶନରେଟ୍ ପୁଲିସକୁ ଲୁଟେରା କରିଛନ୍ତି ଖୋଲା ଚ୍ୟାଲେଞ୍ଜ। ନିର୍ଭୟରେ ରାଜଧାନୀ ଭୁବନେଶ୍ୱରରୁ ଖୁଲମଖୁଲା କାର୍ ଲୁଟୁଛନ୍ତି। ରାସ୍ତାରେ ନୁହେଁ, ସିଧା ନିଜ ଘର ପାଖରେ ବନ୍ଧୁକ ମୁନରେ ପୋଖରୀପୁଟ ଅନନ୍ତବିହାର ଫେଜ-୨ରେ ଡ୍ରାଇଭର ମକରଧ୍ୱଜ ନାୟକଙ୍କୁ ଲହୁ ଲୁହାଣ କରି କାର ଲୁଟ କରିଛନ୍ତି ଲୁଟେରା।...
ଭୁବନେଶ୍ୱର : ରାଜ୍ୟ ବଜେଟରେ ହୋଇଥିବା ବ୍ୟୟ ବରାଦର ଅଧା ଟଙ୍କା ଦେବ କେନ୍ଦ୍ର। ନିଜସ୍ୱ ଆୟ ଆଖିଦୃଶିଆ ବଢୁନଥିବାରୁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଋଣ ଉପରେ ଭରସା କରିବେ ସରକାର। ଚଳିତ ବର୍ଷ ପାଇଁ ଆଗତ ହୋଇଥିବା ବଜେଟର ଆୟବ୍ୟୟକୁ ଦେଖି ଏପରି ନିଷ୍କର୍ସ ବାହାର...
ବଲାଙ୍ଗିର : ବିନା ଅଧ୍ୟାପକରେ ଚାଲିଛି ପାଠପଢା। ବଲାଙ୍ଗିରର ଏକମାତ୍ର ସରକାରୀ ମହିଳା ବିଜ୍ଞାନ କଲେଜରେ ଏମିତି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା। ୨୦୧୫ ମସିହାରେ ବିଜ୍ଞାନ ପାଠ୍ୟକ୍ରମ ଲାଗି କଲେଜକୁ ଅନୁମତି ମିଲିଥିଲା। ହେଲେ ୪ ବର୍ଷ ବିତି ଯାଇଥିଲେ ବି ବିନା ଅଧ୍ୟାପକ ଓ କର୍ମଚାରୀରେ ଚାଲିଛି...
ଭୁବନେଶ୍ୱର : ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀ ଉଦ୍ଧାର ହୋଇଛନ୍ତି। ସୁଦୀପଙ୍କ ସହ ପଣବନ୍ଦୀ ଥିବା ହରିଆଣା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର ତିନି ଜଣ ନାବିକ ମଧ୍ୟ ଉଦ୍ଧାର ହୋଇଛନ୍ତି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ଦେଇଛନ୍ତି। ଉଦ୍ଧାର...
ଗଜପତି(ଆଦର୍ସ ଦାସ) : ବ୍ଲାକ ଟି ସାର୍ଟ ସାଙ୍ଗକୁ ଜିନ୍ ପ୍ୟାଣ୍ଟ ଏବଂ ହ୍ୱାଇଟ ସୁ। ରୋଡ୍ ରୋମିଓଙ୍କୁ ସାବାଡ କରିବା ପାଇଁ ଏ ହେଉଛନ୍ତି ଗଜପତି ଏସ୍ପି ସାରା ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ସି-ଟିମ୍। ଶୁକ୍ରବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଏହି ଟିମ୍। ଏଥିପାଇଁ...
ଭୁବନେଶ୍ୱର : ରାଜ୍ୟରେ ପ୍ଲସ୍ ୩ରେ ଏକକ ପାଠ୍ୟକ୍ରମ ଲାଗୁ ନେଇ ହୋଇଛି ମାନସ ମନ୍ଥନ। ଭୁବନେଶ୍ୱରରେ ପ୍ଲସ୍ ୩ କଲେଜ ଅଧ୍ୟକ୍ଷ ମାନଙ୍କ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଛି। ଏହାସହ ଉଚ୍ଚଶିକ୍ଷାର ବିକାଶ କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏହି ସମ୍ମିଳନୀରେ ୫୨ଟି ସରକାରୀ...
ବାରିପଦା : ମୟୂରଭଞ୍ଜ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା। ଡାକ୍ତର ଓ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାମ ବନ୍ଦ କରି ଫାଣ୍ଡି ଆଗରେ ଧାରଣାରେ ବସିଥିଲେ କାର୍ଯ୍ୟରତ ଡାକ୍ତର ଓ ନର୍ସ।ମୟୂରଭଞ୍ଜ ସିଡିଏମ୍ଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ନର୍ସ ଓ...
ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସମ୍ମାନ ରକ୍ଷା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ...
ନୂଆଦିଲ୍ଲୀ : ଭାରତର ଆଇସିସି ବିଶ୍ୱକପରେ ଅରେଞ୍ଜ୍ ଜର୍ସି ଉପରୁ ପର୍ଦ୍ଦା ହଟିଛି। ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ନାଇକି ଶୁକ୍ରବାର ଅରେଞ୍ଜ୍ ଜର୍ସିର ଫଟୋ ଜାରି କରିଛି। ରବିବାର ଇଂଲଣ୍ଡ ବିପକ୍ଷ ହେବାକୁଥିବା ମ୍ୟାଚରେ ଭାରତୀୟ ଟିମ୍ ଏହି ଜର୍ସି ପିନ୍ଧି ଖେଳିବ। ଏ ନେଇ ନାଇକି...
ଭୁବନେଶ୍ୱର : ପାଇପ୍ ଜଳ ଯୋଗାଣ ପାଇଁ ୫ ହଜାର କୋଟିର ବ୍ୟୟ ବରାଦ। ଗ୍ରାମାଞ୍ଚଳରେ ପାଇପ୍ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଓ ସହରାଞ୍ଚଳରେ ପିଇବା ପାଣି ପାଇଁ ୩୮୫ କୋଟି ଟଙ୍କା। ଏହି ବ୍ୟୟ ଅଟକଳ ବସୁଧା ଯୋଜନା ଅଧୀନ।ଜାତୀୟ ଗ୍ରାମାଞ୍ଚଳ ପିଇବା ପାଣି...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସଙ୍ଗୀନ ପୁଣି ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ କ୍ଷମତାସୀନ ବିଜେଡି ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟକୁ ଜନମଙ୍ଗଳ ଓ ବିକାଶମୁଖୀ ବଜେଟ ବୋଲି ଦାବି କରିବା ସହ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର୍ୟ...
ପୁରୀ : ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଅଛି ମାତ୍ର ୫ଦିନ। ଏଥର ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଶେଷ ସମନ୍ୱୟ କମିଟି ବୈଠକ। ଯେଉଁଥିରେ ମୁଖତଃ ସ୍ୱାସ୍ଥ୍ୟ, ପରିମଳ,...