ପୁରୀ : ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିରର ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ‘ଶ୍ରୀଜଗନ୍ନାଥ ଡଟ୍ ଇନ୍’। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ। ଏହି...
ବର୍ମିଂହାମ୍: ବାଂଲାଦେଶ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଆଜିର ମ୍ୟାଚ୍ର ମୁଖ୍ୟ ଆକର୍ଷଣ କେବଳ ରୋହିତ ଶର୍ମାଙ୍କ ଶତକ ନଥିଲା, କିଛି ଭାରତୀୟ ଫ୍ୟାନ୍ଙ୍କ ଉତ୍ସାହ ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେପରି ଜଣେ ୮୭ ବର୍ଷ ବୟସ୍କା ମହିଳା ଫ୍ୟାନ୍ ଏବେ ଇଣ୍ଟରନେଟ୍ ‘ଜେଜେମା’ ପାଲଟିଛନ୍ତି।...
ସେ ଭାବର ଠାକୁର । ଭକ୍ତର ଭାବରେ ସେ ବନ୍ଧା। ତାଙ୍କୁ ଯିଏ ସ୍ଥାନ କାଳ ପାତ୍ର ବିଶେଷରେ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି । କେବଳ ହୃଦୟର ଆତୁରତା ହିଁ ଲୋଡ଼ା। ଯେଉଁ ଭକ୍ତିର ଆତୁରତାରେ ସେ ଟାଣି ହୋଇ ଭକ୍ତ ପାଖକୁ ଆସଥାନ୍ତି।...
ବର୍ମିଂହାମ୍: ଟିମ୍ ଇଣ୍ଡିଆର ହିଟମ୍ୟାନ୍ ରୋହିତ୍ ଶର୍ମା ମଙ୍ଗଳବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରିଛନ୍ତି। ରୋହିତ୍ ବିଶ୍ୱକପର ୪୦ତମ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏବେ ରୋହିତ୍ ଟିମ ଇଣ୍ଡିଆର ନୂଆ...
କୋଲକାତା: ନବନିର୍ବାଚିତ ଟିଏମ୍ସି ସାଂସଦଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନୁସରତ୍ ‘ସାମଜିକ ଏକତା’ ଏବଂ ‘ଅନ୍ତର୍ଭୁକ୍ତିରଣ’କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ଗ୍ରହଣ କରିଥିବାରୁ ନୁସରତ୍ଙ୍କୁ ଇସ୍କନ୍ ପକ୍ଷରୁ ଧନ୍ୟବାଦ ଦେଇ କୁହାଯାଇଛି,...
ବର୍ମିଂହାମ୍: ଆଇସିସି ବିଶ୍ୱକପର ଶୁଭାରମ୍ଭ ହୁଏତ ଧିମା ହୋଇଥିଲା, କିନ୍ତୁ ଏବେ ଟୁର୍ଣ୍ଣାମେଣ୍ଟର ଟପ୍ ଗିୟରରେ ଚାଲିଛି। ଗତ କିଛି ମ୍ୟାଚ୍ ବର୍ଷା ଯୋଗୁ ଧୋଇହୋଇ ଯିବା ପ୍ରଶଂସକଙ୍କୁ ନିରାଶ କରିଥିଲା। କିନ୍ତୁ ଏବେ ପୁଣିଥରେ ପ୍ରଶଂସକଙ୍କ ଭିତରେ ସେଇ ପୁରୁଣା ଜୋଶ୍ ଦେଖିବାକୁ ମିଳିଛି। ବିଶ୍ୱକପ୍ ବର୍ତ୍ତମାନ...
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା କାଙ୍କରି ମଣ୍ଡିରେ ଚାଷୀ ଦହଗଞ୍ଜ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ବିକିବାକୁ ମଣ୍ଡିକୁ ଆଣିଥିଲା। ହେଲେ ବର୍ଷା ଦେଉଥିବା ଏ ଗଞ୍ଜଣାଠୁ ବଳିଯାଇଛି ପ୍ରଶାସନିକ ଉଦାସୀନତା। ତୁହାକୁ ତୁହା ବର୍ଷା ଭିତରେ ପଲିଥିନ୍ ତଳେ ଥିବା ଧାନ ସୁରକ୍ଷିତ ନଥିବାରୁ କେହି...
ଭୁବନେଶ୍ୱର: ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ଏବେ ‘କାଳିଆ’ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ଏହି ଯୋଜନା ବାଟରେ ଛିଡ଼ା ହୋଇଛି ଆଇନର ପାଚେରୀ। ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା ଏଭଳି କିଛି...
ପୁରୀ (ମଧୁସୂଦନ ମିଶ୍ର) : ଆଉ ଦିନକ ପରେ ପଡ଼ିବ ମହାପ୍ରଭୁଙ୍କ ରଥଯାତ୍ରା। ଭକ୍ତ-ଶ୍ରଦ୍ଧାଳୁ ଓ ଯାତ୍ରୀ-ପର୍ଯ୍ୟଟକଙ୍କ ଆଗମନରେ କମ୍ପିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ହେଲେ ଶ୍ରୀକ୍ଷେତ୍ରରେ ରହିବା...
ଭୁବନେଶ୍ୱର : ରାଜଧାନୀର ଆଦିବାସୀ ଛାତ୍ରୀନିବାସର ଅନ୍ତେବାସିନୀ ଗର୍ଭବତୀ ଥିବା ଘଟଣାକୁ ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର କଣ ଏହା ମାଆଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ଘଟଣାକୁ...
ପୁରୀ :୧୫ ଦିନ ଅପେକ୍ଷାର ଅନ୍ତ ଘଟିଲା। ପୁଣି ଥରେ ଝଲସି ଉଠିଲା କୋଳାହଳ ଶୂନ୍ୟ ହୋଇପଡିଥିବା ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଅନନ୍ୟ ନବଯୌବନ ବେଶର ଦିବ୍ୟ ସାନ୍ନିଧ୍ୟ ଲାଭ କଲେ ହଜାର ହଜାର ଭକ୍ତ। ଦତ୍ତ ମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଗାର ଶେଷ କରିବା ପରେ ପ୍ରଥମେ ପରିମାଣିକ...
ବର୍ମିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଛି। ଫଳରେ ବାଂଲାଦେଶକୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ୩୧୫ ରନ୍...
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିବା ପରେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ କଳାକନା ବୁଲାଇ ଦେଲେ। ଗତକାଲି ରାତିରେ ଏପରି ଘଟଣା ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ...
କେନ୍ଦୁଝର( ପ୍ରଣୟ କୁମାର ପାଣି) : ଶିଶୁମାନଙ୍କ ମାନସିକ ବିକାଶ ପାଇଁ ଓଡିଶା ସରକାର ଅଙ୍ଗନବାଡି ଖୋଲିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏବେ ବି ବହୁ ସ୍ଥାନରେ ଏପରି ଯୋଜନାରୁ ବଞ୍ଚିତ ହେଉଛନ୍ତି ଶିଶୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର...
ନୟାଗଡ଼ : ନାୟଗଡ଼ ଭାପୁର ବ୍ଲକ ନିହଲ ପ୍ରସାଦ ଗାଁରେ ଅଭାବନୀୟ ଘଟଣା। କୂଅରେ ପଡ଼ି ଗୋଟିଏ ପରିବାରର ୨ ଶିଶୁଙ୍କ ମୃତ୍ୟୁ। ଉଭୟଙ୍କ ବୟସ ୫ ବର୍ଷ। ଉଭୟେ ସଂପର୍କୀୟ ଭାଇ ହୋଇଥିବା ସୂଚନା। ଆଜି ଉଭୟେ ବାହାରେ ଖେଳୁଥିଲେ। ତେବେ ଅସାବଧାନତାରୁ ଏଭଳି ଘଟଣା ଘଟିଥିବା...
କଳାହାଣ୍ଡି : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର। ଏକ ଜମିର ମ୍ୟୁଟେସନ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ। କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ୧୫...