ଭୁବନେଶ୍ୱର : କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠବସ୍ କରାଇବା ମାମଲାରେ ନିଜ ପାଇଁ ନିଜେ ଲଢ଼ିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର। ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଥିଲା। ତେବେ ଆନ୍ଦୋଳନ ଚାଲିଥିବା ଯୋଗୁ କୌଣସି ଓକିଲ ନଆସିବାରୁ ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ...
କଟକ : ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଆମ୍ବପଡ଼ା ଏମ.ଇ. ସ୍କୁଲରେ। ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଶ୍ରେଣୀ ଗୃହକୁ ପଶି ଶିକ୍ଷୟିତ୍ରୀଙ୍କୁ ଅଚାନକ କଟୁରୀରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଏବଂ ହାତରେ ଗୁରୁତର ଆଘାତ...
ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : କନ୍ଧମାଳ ଘଟଣା ଭଳି ଢେଙ୍କାନାଳରେ ଜନ୍ମନେଇଛନ୍ତି ଯୋଡ଼ା ଶିଶୁ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ଦୁଇ ନବଜାତ ଶିଶୁ...
ବର୍ମିଂହାମ: ବିଶ୍ୱକପ୍ କ୍ରିକେଟ୍ରେ ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ୍। ଆଜିର ଲିଗ୍ ମ୍ୟାଟ୍ରେ ଘରୋଇ ଦଳ ଇଂଲଣ୍ଡ ଠାରୁ ୩୧ ରନ୍ରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ। ପରାଜୟ ସତ୍ତ୍ୱେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଛି। ଅପରପକ୍ଷରେ ଏହି ପରାଜୟ ପାକିସ୍ତାନ ଓ...
ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ବିରାଟ୍ କୋହଲି ନୂଆ ରେକର୍ଡ କରିଛନ୍ତି। ରୋହିତ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ରେକର୍ଡ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ତୃତୀୟ ଶତକ...
ନୂଆଦିଲ୍ଲୀ: ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ।...
ଭୁବନେଶ୍ୱର :ବର୍ଷା ଆରମ୍ଭ ହେଉ ହେଉ ରାଜଧାନୀରେ ଦେଖାଦେଲାଣି ଜଳ ନିଷ୍କାସନ ସମସ୍ୟା। ଲଘୁଚାପ ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ବହୁ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୀର୍ଘ ସମୟ ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା। ଏପରିକି...
କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ- ‘ଅନୁଭୂତିରେ ଜଗନ୍ନାଥ’ ଆଜି ଅନୁଭୂତି ବାଣ୍ଟିବାକୁ ଆମ ସହ ସାମିଲ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଭକ୍ତି ଭାବରେ...
ମାଲକାନଗିରି(ବିକ୍ରମ ପାଢ଼ୀ) : ଉପାନ୍ତରେ ଉପହାସ ସାଜିଛି ଗରୀବଙ୍କ ପାଇଁ ସରକାରୀ ଯୋଜନା । ଦିନ ଦରିଦ୍ରଙ୍କ ଭୋକିଲା ପେଟକୁ ନା ଯୁଟୁଛି ଦାନା, ନା ମିଳୁଛି ମୁଠାଏ ଆହାରର ସନ୍ଧାନ। ଶେଷରେ ଅନ୍ନ ଚିନ୍ତାରେ ଜୀବନ ହାରୁଛି ଗରୀବ ମଣିଷଟିଏ। ଦାରିଦ୍ର୍ୟର କରୁଣ କାହାଣୀର ଏମିତି ଅଭାବନୀୟ...
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଛାତ୍ରୀ ନିବାସ। ହେଲେ ଏଥର ଆଦିବାସୀ ଅଧ୍ୟୁଷିତ ଇଲାକା ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଛାତ୍ରୀନିବାସକୁ ନେଇ ଚର୍ଚ୍ଚା । କାହିଁକି ନା ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ...
ଭୁବନେଶ୍ୱର : କଣ୍ଟ ପୁରିଲା, କିନ୍ତୁ ରିପୋର୍ଟ ଆସିଲାନି। ଯାଜପୁରରେ ଦଳୀୟ ପରାଜୟର ସମୀକ୍ଷା କରୁଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟା କାହିଁକି ଜିଲାର ସମସ୍ତ କଂଗ୍ରେସ୍ ପ୍ରାର୍ଥୀ ପରାଜିତ ହେଲେ ? ଆଗାମୀ ଦିନରେ କର୍ମୀମାନଙ୍କ ପାଇଁ କଣ ରହିବ କାର୍ଯ୍ୟକ୍ରମ? ଏ ସମସ୍ତ ବିଷୟରେ ବ୍ଲକ୍...