ଜଗନ୍ନାଥଙ୍କୁ ଦେଖିଦେଲେ ମୋହିତ ହୋଇଯାଏ ଭକ୍ତ। ବିମୋହିତ ହୋଇଉଠେ ତାଙ୍କର ରୂପ ଓ କାନ୍ତିରେ । ଏଇଥି ପାଇଁ ଭକ୍ତ ବିଶ୍ୱାସ କରେ ସେହି ବଡ଼ ଠାକୁରଙ୍କୁ । କାରଣ ସେ ନରର ଦେବତା । ଯେମିତି ମଣିଷର ଜନ୍ମ ଥାଏ ଓ ମୃତ୍ୟୁ ଘଟେ ; ସେହିପରି...
ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଟୁର୍ଣ୍ଣାମେଣ୍ଟରେ ଧୋନି ରନ୍ କରିବା ପାଇଁ ଯେଉଁଭଳି ସଂଘର୍ଷ କରୁଛନ୍ତି, ତାହା ତାଙ୍କର ପୂରା କ୍ୟାରିୟରରେ କେବେ ହୋଇନାହିଁ। ଏଭଳି ସ୍ଥିତିରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର...
ପୁରୀ : ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। ରାତି ପାହିଲେ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ରଥଯାତ୍ରା ହେବ। ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ...
ପୁରୀ : ରାତି ପାହିଲେ ମହାପ୍ରଭୁଙ୍କର ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମଗ୍ର ପୁରୀ ସହରକୁ ୧୦ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ୱରେ ଜଣେ ଜଣେ ଡେପୁଟି...
ଭୁବନେଶ୍ୱର : ମୋଦିଙ୍କ ଷ୍ଟାଇଲରେ ନବୀନଙ୍କ ଟ୍ୟୁସନ୍। ଲଗାତାର ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବା ପରେ ବିଜେଡି ଭିତରେ ଅହଂକାର ନବଢୁ, ନେତା ଲୋକଙ୍କଠୁ ଦୂରେଇ ନଯାଆନ୍ତୁ ସେଥିପାଇଁ ସରଳତା ଓ ବିନମ୍ରତାର ପାଠ ପଢ଼ାଇଛନ୍ତି ନବୀନ । ଆଜି ନବୀନ ନିବାସରେ ନୂଆ ବିଧାୟକଙ୍କୁ ସୁପ୍ରିମୋ...
ଭୁବନେଶ୍ୱର : ଆଜି ଫୋନିକୁ ଦୁଇମାସ ପୁରିଲା। ଅନେକଙ୍କ ମନରୁ ଲିଭିଲାଣି ବାତ୍ୟା ବେଳର ଯନ୍ତ୍ରଣା। ହେଲେ ପୁରୀ ଜିଲ୍ଲାର ବହୁ ଗାଁକୁ ଏବେବି ବିଜୁଳି ଆସିନଥିବାରୁ, ଲୋକେ ବାତ୍ୟାର ଦୁଃଖ ଭୁଲିବେ କଣ, ବରଂ ଦିନ ପରେ ଦିନ ଅଧିକ ଛଟପଟ ହେଉଛନ୍ତି। କେବଳ ଏତିକି ନୁହେଁ,...
କଟକ : ଓଲଟପୁର ନିର୍ତାର (Swami Vivekanand National Institute of Rehabilitation Training & Research) ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣ ହୋଇଛି। ସେ ଆଜି ଓଲଟପୁର ହସ୍ପିଟାଲରୁ ଫେରୁଥିବା ବେଳେ କଣ୍ଟାପଡ଼ା ଠାରେ ତାଙ୍କୁ ୨ ଦୁର୍ବୃତ୍ତଙ୍କ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ...
ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କର ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓରେ ସେ ନିଆରା ଢଙ୍ଗରେ ରଥଯାତ୍ରାକୁ ଉପସ୍ଥାପନ କରିଛନ୍ତି। ଦେବତାମାନେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି ତାହା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଖାଇଛନ୍ତି...
ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୨୪ କୋଟି ଟଙ୍କାର ଋଣ ଜାଲିଆତି ମାମଲାର ତଦନ୍ତ କରୁଛି ସିବିଆଇ। ଏଥିରେ ସଂପୃକ୍ତ ଜଣେ ବିଲ୍ଡର, ୩ ବ୍ୟାଙ୍କ କର୍ମଚାରୀ ଓ ୪୪ ଜଣ ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ମାମଲା ହୋଇଛି। ୨୦୧୭ମସିହା...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଥିବା ଟାଗୋର ଆବାସିକ ବିଦ୍ୟାଳୟର ମହିଳା ଛାତ୍ରୀନିବାସରୁ ଗତକାଲି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣା। ଛାତ୍ରୀ ଜଣକୁ କଲେଜ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା। କଲେଜ ଅଧ୍ୟକ୍ଷଙ୍କୁ...
ଭୁବନେଶ୍ୱର : ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଥିବା ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀ ବଖାଣିଛନ୍ତି ତାଙ୍କ ଭୟଙ୍କର ଅନୁଭୂତି। ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେଠାରୁ ଆସିବା ପରେ ତାଙ୍କୁ ଯେମିତି ପୁନର୍ଜନ୍ମ ପାଇଲା ଭଳି ଲାଗୁଛି। ସେଠାରେ ତାଙ୍କୁ ପଣବନ୍ଦୀ କରି ରଖିଥିବା...
ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଧିବଦ୍ଧ ଭାବେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି। ୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ନେଇ ଚରମ ନିଷ୍ପତ୍ତି ନେଇଛନ୍ତି ରାହୁଲ ଗାନ୍ଧି। ଗତକାଲି ବରିଷ୍ଠ କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ...
ଭୁବନେଶ୍ୱର : ଗତମାସରେ ରିଲିଜ୍ ହୋଇଥିଲା ଚକୋଲେଟ୍ ହିରୋ ବାବୁସାନ ଓ ତମନ୍ନାଙ୍କ ଫିଲ୍ମ ‘ଗୋଲ୍ମାଲ୍ ଲଭ୍’। ଫିଲ୍ମଟିକୁ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରିଥିଲେ। ତେବେ ସେମାନଙ୍କର କିଛି ସିକ୍ରେଟ୍ ଆପଣ ଜାଣିଛନ୍ତି କି ? ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ସେମାନଙ୍କର କିଛି ଗୁପ୍ତ କଥାର ଗୁମର...
ମୁମ୍ୱାଇ : ଟେଲିଭିଜନରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ପ୍ରତି ସପ୍ତାହରେ ନୂଆ ନୂଆ ଚରିତ୍ରଙ୍କୁ ଦେଖିବାକୁ ମିଳିଥାଏ। ଗତ ଶନିବାର ଓ ରବିବାର କପିଲଙ୍କ ଶୋ’କୁ ଦୁଇ ଜଣ ନୂଆ ସଦସ୍ୟ ଏଣ୍ଟ୍ରି କରିଛନ୍ତି। ସେହି ନୂଆ ଦୁଇ ସଦସ୍ୟ ହେଲେ ଚିଙ୍କି ଓ...
ବର୍ମିଂହାମ୍: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍...