ପୁରୀ : ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କୁ ଅବଗତ କରାଇଛନ୍ତି ଦଇତାପତି ସେବାୟତମାନେ। ସେପଟେ ରଥଯାତ୍ରାକୁ ଆଉ ଖୁବ୍ କମ୍ ଦିନ ଥିବାରୁ ମହାରଣା, ଭୋଇ, ରୂପକାର, ଚିତ୍ରକର ସେବାୟତମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ।...
ପୁରୀ : ସ୍ନାନବେଦୀ ଦିନ ବ୍ୟବସ୍ଥାବଳୀ ଉଲ୍ଲଘଂନ ନେଇ ବିଧାୟକଙ୍କୁ ନୋଟିସ ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏ ସର୍ମ୍ପକରେ ଗଣମାଧ୍ୟମ ପ୍ରତିନିଧଙ୍କ ପ୍ରଶ୍ନକୁ ଏଡାଇଦେଇ ବିଧାୟକଙ୍କୁ ନୋଟିସ ଜାରି କରାଯାଇ ନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଭକ୍ତ ଜୟନ୍ତ କୁମାର...
ଖୋର୍ଦ୍ଧା : ଖୋର୍ଦ୍ଧା LIC ପଡ଼ିଆ ନିକଟରେ ଏନ୍କାଉଣ୍ଟର ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଖୋଳତାଡ଼। ଖଣି ଓ ଡ୍ରଗ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ ବେଳେ ଗିରଫ ହୋଇଛି ଅପରାଧୀ ଜନ୍ ଖୁଣ୍ଟିଆ। ଏହି ଘଟଣାରେ ୩ରୁ ୪ ଜଣ ଖସି...
ମାଲକାନଗିରି : ମାଲକାନଗିରିରେ ମାଓବାଦୀଙ୍କ ଲାଲତାଣ୍ଡବ। ଅପହରଣ କରିନେଇଥିବା ୩ ଗ୍ରାମବାସୀଙ୍କ ମଧ୍ୟରୁ ଜଣକୁ ଗଳାକାଟି ହତ୍ୟା କଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କୁକୁରକୁଣ୍ଡ ଗାଁର ଗୁଜା କୋବାସୀ। ଅନ୍ୟ ଦୁଇ ଅପହୃତ ହେଲେ ସେହି...
ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠୁ ୩ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୮ ଜିଲ୍ଲାରେ ପ୍ରବଳରୁ ଅତି...
ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଆୟୋଜକ ଇଂଲଣ୍ଡ ଭଲ ଆରମ୍ଭ କରିଛି । ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ...
ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ସିପିଆଇ ଜାତୀୟ ସାଧାରଣ ସଂପାଦକ ଡି. ରାଜା। ଆଞ୍ଚଳିକ ଦଳ ଗୁଡିକୁ ଡରାଇବା ପାଇଁ ଇଡି, ସିବିଆଇ, ଆଇଟିକୁ କେନ୍ଦ୍ର ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାଛଡ଼ ବିଜେପି-ବିଜେଡି ସଂପର୍କ ନେଇ ମଧ୍ୟ ମତ ରଖିଛନ୍ତି ଡି.ରାଜା। ...
ଲଣ୍ଡନ: ବିଶ୍ୱକପ୍ରୁ ବିଦା ହେବା ଆଶଙ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ପାକିସ୍ତାନ। ଆଫଗାନିସ୍ତାନ ବିପକ୍ଷ କର ବା ମର ମ୍ୟାଚ୍ରେ ପାକିସ୍ତାନ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ବିଜୟ ହାସଲ କରିଛି। ଆଫ୍ଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍ କରିଥିବା ବେଳେ ପାକିସ୍ତାନ ୩ ବଲ୍ ପୂର୍ବରୁ ବିଜୟ...
ଜୟପୁର (ଟି.ଗୌରୀ ଶଙ୍କର): ପ୍ରେମରେ ବିଫଳ ହେବାରୁ ବକ୍ସରଙ୍କ ଉନ୍ମତ୍ତକାଣ୍ଡ। ଜାତୀୟ ଯୁବ ବକ୍ସରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ସ୍କୁଟି ଜାଳିଦେଲେ ଯୁବ ବକ୍ସର ଅରଜିତ ମହାପାତ୍ର ଓ ତାଙ୍କ ସହଯୋଗୀ । କୋରାପୁଟର ଜୟପୁରର ମହାରାଳିପେଟାରେ ଏମିତି ଏକ ଅଭାବନୀୟ ଘଟଣା...
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ନିଜ ସରକାରୀ କ୍ୱାଟର୍ସକୁ ସଜାଇବା ପାଇଁ ୭୦ଲକ୍ଷ ଟଙ୍କାର ସରକାରୀ ଅର୍ଥ ଅପଚୟ କରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସହିତ ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ...
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍ରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ମାମଲାର ହେବ ତଦନ୍ତ। ଏଥିପାଇଁ ଗଠନ ହୋଇଛି ୪ ଜଣିଆ କମିଟି। ସାତ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ବିଭାଗୀୟ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଝୁମ୍ପୁରା ବ୍ଲକ...
ପୁରୀ : ଆଉ କିଛି ଦିନ ପରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଘନଘନ ଶ୍ରୀକ୍ଷେତ୍ର ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଏସବୁ ସତ୍ତ୍ୱେ ଆଜି ସନ୍ଧ୍ୟା ବେଳେ ଶ୍ରୀକ୍ଷେତ୍ରରେ...
କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ। ପୁଣି କାହା ବିଶ୍ୱାସରେ ସେ ପ୍ରାଣର ଦେବତା। ଅନେକଙ୍କ ଶୟନ, ସପନ ଓ ଜାଗରଣରେ ବି ସେ ଚିର ବିରାଜିତ। ତାଙ୍କୁ ନେଇ ପ୍ରତିଟି ଓଡ଼ିଆଙ୍କର ରହିଛି ଅନେକ ଅଭୂଲା ଅନୁଭବ। ଆମେ କହୁଛୁ, କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ କଥା।...
ଜଳେଶ୍ୱର(ଅଜିତ୍ ଦାଶ): ଭୋଗରାଇ ବ୍ଲକ କମର୍ଦ୍ଦା ଦାହୁଣଦାରେ ଏକ ଡମ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି। ମୃତକ ଜଣକ ହେଲେ ଶଶିକାନ୍ତ ଦାଶ। ଉତ୍ତ୍ୟକ୍ତ ଲୋକେ ୫ଟି ଡମ୍ଫର, ୨ଟି ଜେସିବି, ଗୋଟିଏ ଟ୍ରାକ୍ଟର ଜାଳିଦେଇଛନ୍ତି। କେବଳ ସେତିକି ନୁହେଁ ଗୋଟିଏ କାର୍...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା। ଗତ କିଛି ବର୍ଷ ଧରି ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ି ଚାଲିଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୧-୧୨ମସିହା ଆର୍ଥିକ ବର୍ଷରୁ...
ନୂଆଦିଲ୍ଲୀ : ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍ରେ ଭାରତର ବିଜୟର ହିରୋ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ପରେ ଏବେ ଚାକିରି ଖୋଜୁଛନ୍ତି। ଯୁବରାଜ ସିଂହ ଏଥିପାଇଁ ନିଜର ସିଭି ଧରି ଇଣ୍ଟରଭ୍ୟୁ ଦେଉଛନ୍ତି। ତେବେ ଏହା ବାସ୍ତବରେ ନୁହେଁ, ବରଂ ଏକ...
କେନ୍ଦୁଝର : ବେଆଇନ୍ ଖଣି ଖନନ ନେଇ ୨ ଜଣ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ। ସେହି ଦୁଇ ଖଣି ମାଲିକ ହେଲେ ଏମ୍.ଆର୍ ଦାଶ ଓ ଅର୍ଜୁନ ଲୋଧା। ମାସେ ଭିତରେ ଉଭୟଙ୍କ ସଂପତ୍ତି ଜବତ କରିବା ପାଇଁ...